ବର୍ଷା ଦିନ ସମସ୍ତଙ୍କ ପାଇଁ ଖୁସି ଆଣିଥାଏ। କାହିଁକି ନା ଏହା ଗରମର ବାତାବରଣକୁ ପୂରାପୂରି ଥଣ୍ଡା କରିଥାଏ। ବର୍ଷା ଦିନକୁ ସମସ୍ତେ ମନଭରି ଉପଭୋଗ କରିଥାନ୍ତି। ତେବେ ଏହି ସବୁ ଭିତରେ ଏହି ଦିନରେ ସ୍ୱାସ୍ଥ୍ୟକୁ ନେଇ ସାବଧାନ ରହିବା ଆବଶ୍ୟକ। କାରଣ ଏହି ଦିନରେ ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ। ଖାଲି ବର୍ଷା ପାଣି ଜମି ରହିବା ଯୋଗୁଁ ଅନେକ ରୋଗ ହେବାର ମଧ୍ୟ ସମ୍ଭାବନା ନଥାଏ ବରଂ ଆମର ଖାଇବା ପିଇବାରେ […]
ନୂଆଦିଲ୍ଲୀ : ଏବେ ଖବର ଆସିଛି ଦିଲ୍ଲୀର ଏକ ହସ୍ପିଟାଲରେ ରିଷି କପୁର ଭର୍ତ୍ତି ହୋଇଛନ୍ତି । ଏହି କାରଣରୁ ସେ ଅରମାନ ଜୈନଙ୍କ ମେହେନ୍ଦୀ ସେରେମନିରେ ଅନୁପସ୍ଥିତ ଥିଲେ । ଶୁଣିବାକୁ ମିଳୁଛି କି ନୀତୁ ,ରଣବୀର ଓ ଆଲିଆ ମଧ୍ୟ ତାଙ୍କ ପାଖରେ ପହଞ୍ଚିଛନ୍ତି । ସୂଚନା ଯେ , ଗତବର୍ଷ ରିଷି କପୁର କ୍ୟାନସର ଚିକିତ୍ସିତ ହୋଇ ୧୧ ମାସ ପରେ ନ୍ୟୁୟର୍କରୁ ଫେରିଥିଲେ । ଏବେ ପୁଣି ଖବର ଆସିଛି , […]
ନୂଆଦିଲ୍ଲୀ: ଦେଶର ପ୍ରଥମ ମହିଳା ଆଥଲେଟ୍ ଭାବେ ପାରା ଅଲିମ୍ପିକ୍ କ୍ରୀଡ଼ାରେ ପଦକ ଜିତିଥିବା ଦୀପା ମଲିକ ଭାରତୀୟ ପାରା ଅଲିମ୍ପିକ୍ କମିଟି (ପିସିଆଇ)ର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି। କିନ୍ତୁ ଏଥିପାଇଁ ହୋଇଥିବା ନିର୍ବାଚନର ଫଳାଫଳ ଦିଲ୍ଲୀ ହାଇକୋର୍ଟରେ ଏକ ଲମ୍ବା ମାମଲାର ଶୁଣାଣି ପରେ ମାନ୍ୟ ହେବ। ୨୦୧୬ ରିଓ ଅଲିମ୍ପିକର ଶଟପୁଟ୍ ଏଫ୍-୫୩ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିବା ୪୯ ବର୍ଷୀୟ ଦୀପା ଶୁକ୍ରବାର ବେଙ୍ଗାଲୁରୁରେ ଆୟୋଜିତ ନିର୍ବାଚନରେ ନିଦ୍ୱର୍ନ୍ଦ୍ୱରେ ଅଧ୍ୟକ୍ଷ […]
ଚଣ୍ଡିଗଡ଼ : ସଲ୍ଟ ପାଖରୁ ଆରମ୍ଭ କରି ସଫ୍ଟଓ୍ୱୟାର ଏବେ ସବୁ କିଛି ଅନ୍ ଲାଇନ ଉପଲବ୍ଧ ହେଉଛି। ଏହି ଅନଲାଇନ ସରଞ୍ଜାମ ବା ଜିନିଷ ମଧ୍ୟରେ ମଦ ଯୋଡ଼ି ହୋଇଛି। ମଦକୁ ଘରେ ଘରେ ପହଞ୍ଚାଇବା ପାଇଁ ପଞ୍ଜାବ ସରକାର ଅଣ୍ଟା ଭିଡ଼ିଛନ୍ତି। ପରୀକ୍ଷାମୂଳକ ଭାବରେ ପ୍ରଥମେ ଚଣ୍ଡିଗଡ଼ରେ ଅନଲାଇନ ମଦ ଡେଲିଭରୀ ସେବା ଆରମ୍ଭ ହୋଇଛି। ଏହାପରେ ରାଜ୍ୟର ସମସ୍ତ ଅଞ୍ଚଳରେ ଖାଇବା ପିଇବା ସାମଗ୍ରୀ ଭଳି ପ୍ରତି ଘରେ ମଦ ପହଞ୍ଚିବ ବୋଲି […]
ଭଦ୍ରକ: ଭଦ୍ରକ ଜିଲ୍ଲା ରାହାଞ୍ଜରେ ଟ୍ରକ୍ ଦୁର୍ଘଟଣାରେ ୫ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟଣା। ଦୁର୍ଘଟଣା ଘଟାଇଥିବା ଡ୍ରାଇଭର ଧରାପଡ଼ିଛି। ନିକଟବର୍ତ୍ତୀ ଗାଁ ଅସୁରାରେ ଲୁଚି ରହିଥିବା ଡ୍ରାଇଭରକୁ ଧରିଲା ପୁଲିସ୍। ଉତ୍ତ୍ୟକ୍ତ ଲୋକଙ୍କୁ ଘଉଡ଼ାଇବା ପାଇଁ ପୁଲିସ୍ ଲାଠି ଚାର୍ଜ କରିବା ସହିତ ଲୁହବୁହା ଗ୍ୟାସ ପ୍ରୟୋଗ କରିଛି। ଦୁର୍ଘଟଣା ପରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରି ଆଜି ସଂନ୍ଧ୍ୟାରେ ସ୍ଥାନୀୟ ଲୋକେ ୧୬ ନଂ ଜାତୀୟ ରାଜପଥରେ ପୋଡ଼ା ଜଳା କରିବା ସହ […]
ଭଦ୍ରକ : ଚର୍ଚ୍ଚାରେ ଶୁଭମର ମୃତ୍ୟୁ ଏବଂ ସବୁଠୁ ଆଶ୍ଚର୍ଯ୍ୟକର ସେ ଲେଖିଥିବା ଚିଠି। ତେବେ କିଏ ଏହି ଶୁଭମ୍ ? କେମିତି ହେଲା ତାଙ୍କର ମୃତ୍ୟୁ ଏବଂ କାହାକୁ ଲେଖିଛନ୍ତି ସେ ଶେଷ ଚିଠି ? ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍ ଗଢିଆଳି ପଞ୍ଚାୟତ ଝାରଡ଼ିଆ ଗାଁର ଶୁଭମ ପ୍ରଧାନ। ସେ କୋରୁଆ ଗୋବିନ୍ଦପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପାଠ ପଢୁଥିଲେ। ଗତ ୨୭ ତାରିଖରେ ଶୁଭମ ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ […]
ନୂଆଦିଲ୍ଲୀ: ୧୫ ବର୍ଷ ପରେ ପାର୍ଲାମେଣ୍ଟକୁ ଆସିଛି ଅନାସ୍ଥା ପ୍ରସ୍ତାବ। ପୃଷ୍ଠଭୂମି ସେତେ ମଜଭୁତ୍ ନଥିଲେ ବି ଏହାକୁ ଆଲୋଚନା ଲାଗି ଗ୍ରହଣ କରିଛନ୍ତି ବାଚସ୍ପତି। ପୂର୍ବରୁ ବଜେଟ୍ ଅଧିବେଶନ ସଂପୂର୍ଣ୍ଣ ଧୋଇଯାଇଥିଲା। ତେଣୁ ମୌସୁମୀ ଅଧିବେଶନ ଆରମ୍ଭରୁ ଅଚଳାବସ୍ଥା ସୃଷ୍ଟି ହେବା ସରକାର ଚାହୁଁନଥିବା ଚର୍ଚ୍ଚା ହେଉଛି। ସଂଖ୍ୟା ଗଣିତ ଦୃଷ୍ଟିରୁ ଏନଡିଏ ସରକାରକୁ କୌଣସି ଭୟ ମଧ୍ୟ ନାହିଁ। ଏପଟେ ଭୋଟିଂ ଅପେକ୍ଷା ଆଲୋଚନା ଉପରେ ବେଶୀ ଗୁରୁତ୍ୱ ଦେଉଛନ୍ତି ବିରୋଧୀ। ଏନଡିଏର ପୂର୍ବତନ […]
ନୂଆଦିଲ୍ଲୀ : ନିର୍ଭୟା ଦୁଷ୍କର୍ମ ମାମଲାରେ ଦିଲ୍ଲୀ ହାଇକୋର୍ଟରେ ହେବ ସ୍ୱତନ୍ତ୍ର ଶୁଣାଣି। ଆଉ କିଛି ଘଣ୍ଟା ପରେ କୋର୍ଟରେ ଜରୁରୀ ଶୁଣାଣି କରାଯିବ । ତିହାରୀ ଜେଲ୍ ପକ୍ଷରୁ ଡେଥ୍ ୱାରେଣ୍ଟି ଜାରି କରିବାକୁ ନେଇ କୋର୍ଟରେ ଆବେଦନ କରାଯାଇଛି। ସମସ୍ତ ୪ ଜଣଙ୍କୁ କେବେ ଫାଶୀ ଦିଆଯିବ ସେ ନେଇ ଆବେଦନ ହୋଇଛି । ତିହାର ଜେଲ୍ କର୍ତ୍ତୃପକ୍ଷ ଗତକାଲି ଡେଥ୍ ୱାରେଣ୍ଟ ଉପରେ ରୋକ୍ ଲଗାଇବା ସହ ଏହାକୁ ଘୁଞ୍ଚାଇଥିଲେ । ଯାହାକୁ […]
ନୂଆଦିଲ୍ଲୀ : ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଏବେ ସୋଶାଲ ମିଡ଼ିଆରେ ବହୁତ ସକ୍ରିୟ । ପ୍ରତିଦିନ କିଛି ନା କିଛି ନୂଆ ନୂଆ ଭିଡ଼ିଓ ସେ ଫ୍ୟାନଙ୍କ ଉଦ୍ଦେଶ୍ୟରେ ସେୟାର କରିଥାନ୍ତି । ଆଉ ସବୁଠି ମଜାଦାର କଥା ହେଲା ତାଙ୍କର ଭିଡ଼ିଓ ଆସୁ ଆସୁ ଇଣ୍ଚରନେଟ୍ରେ ଭାଇରାଲ୍ ହୋଇଯାଏ । ଶିଳ୍ପା ସେଟ୍ଟୀ ଏବେ ଏମିତି ଏକ ଭିଡ଼ିଓ ନିଜର ଅଫିସିୟାଲ୍ ଇନ୍ଷ୍ଟାଗ୍ରାମରେ ସେୟାର କରିଛନ୍ତି , ଯାହା ଖୁବ୍ ଭାଇରାଲ୍ ସାଜିଛି । […]
ନୂଆଦିଲ୍ଲୀ : ଏୟାରସେଲ୍-ମାକସିସ୍ ମନି ଲଣ୍ଡରିଂ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କ ନାଁରେ ଚାର୍ଜସିଟ୍ ଫାଇଲ୍ ହୋଇଛି। ଘଟଣାର ତଦନ୍ତ କରୁଥିବା ସିବିଆଇ ଆଜି ଦିଲ୍ଲୀ ପଟିଆଲା କୋର୍ଟରେ ଚିଦାମ୍ବରଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି। ୨୦୦୬ ମସିହାରେ ଏୟାରସେଲ୍-ମାକସିସ୍ ଡିଲ୍ ହୋଇଥିଲା। ସେହି ସମୟରେ ଚିଦାମ୍ବରମ କେନ୍ଦ୍ର ଅର୍ଥମନ୍ତ୍ରୀ ଥିବା ସିବିଆଇ ଚାର୍ଜସିଟ୍ରେ ଦର୍ଶାଯାଇଛି। ବର୍ତ୍ତମାନ ସୁଦ୍ଧା ମାମଲାରେ ଚିଦାମ୍ବରମ ଏବଂ ତାଙ୍କ ପୁଅ କାର୍ତ୍ତି ଚିଦାମ୍ବରମଙ୍କ ସହ ୧୮ଜଣଙ୍କ ନାଁରେ ସିବିଆଇ ଚାର୍ଜସିଟ୍ […]
ନୂଆଦିଲ୍ଲୀ: ନିର୍ଭୟା ଦୋଷୀଙ୍କ ଫାଶୀ ତାରିଖ ପୁଣିଥରେ ଘୁଞ୍ଚିଯାଇଛି। ଦିଲ୍ଲୀର ପଟିଆଲା ହାଉସ କୋର୍ଟ ଫେବୃଆରୀ ୧ରେ ନିର୍ଭୟା ଦୋଷୀଙ୍କ ଫାଶୀ ତାରିଖ ଘୁଞ୍ଚାଇଛନ୍ତି। ଏହା ପରେ କାନ୍ଦି ପକାଇଛନ୍ତି ନିର୍ଭୟାଙ୍କ ମା’। ୨୦୧୨ରେ ଦୁଷ୍କର୍ମ ପରେ ହତ୍ୟାର ଶିକାର ହୋଇଥିଲେ ନିର୍ଭୟା। ଦ୍ୱିତୀୟ ଥର ପାଇଁ ଫାଶୀ ତାରିଖ ଘୁଞ୍ଚିବା ପରେ ନିର୍ଭୟାଙ୍କ ମା’ ଆଶା ଦେବୀ କାନ୍ଦିପକାଇଛନ୍ତି। ଦୀର୍ଘ ୭ ବର୍ଷ ତଳେ ତାଙ୍କ ଝିଅଙ୍କ ସହିତ ଦୁଷ୍କର୍ମ ହୋଇଥିଲା। ହେଲେ ଏଯାବତ ସେ […]
ଭଦ୍ରକ: ଭଦ୍ରକ ରାଣିତାଲ ରାହାଞ୍ଜ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ୫ ଜଣ ସ୍କୁଲ୍ ପିଲା ପ୍ରାଣ ହରାଇ ଥିବାବେଳେ ଅନ୍ୟ ୫ ଜଣ ଗୁରତର ହୋଇଛନ୍ତି। ଗୁରୁତର ଛାତ୍ରଛାତ୍ରୀମାନଙ୍କୁ ଭଦ୍ରକ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପିଲାମାନେ ସ୍କୁଲ୍ ଛୁଟି ପରେ ଘରକୁ ଫେରୁଥିବା ସମୟରେ ସେମାନଙ୍କ ଉପରେ ଟ୍ରକ ମାଡ଼ିଯାଇଥିଲା। ୧୬ ନମ୍ବର ଜାତୀୟ ରାଜପଥ ନିକଟରେ ଏହି ଦୁର୍ଘଟଣାଟି ଘଟିଛି। ଡ୍ରାଇଭର ଓ ହେଲ୍ପର ଫେରାର୍ ହୋଇଯାଇଛନ୍ତି। ଘଟଣା […]
ନୂଆଦିଲ୍ଲୀ : ଖୁବ୍ ଶୀଘ୍ର ବଜାରକୁ ଅାସିବ ନୂଅା ଶହେ ଟଙ୍କିଅା ନୋଟ୍। ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜାରି ହେବାକୁ ଥିବା ଏହି ନୂତନ ଶହେ ଟଙ୍କିଅା ନୋଟ୍ ବାଇଗଣି ରଙ୍ଗର ରହିବ। RBI ପକ୍ଷରୁ ଏହାର ଫଟୋ ଜାରି କରାଯାଇଛି। ନୂଅା ନୋଟ୍ ଅାସିଲେ ବି ପୁରୁଣା ଶହେ ଟଙ୍କିଅା ନୋଟ୍ ପ୍ରଚଳନ ରହିବ। ନୂଅା ନୋଟ୍ ପୁରୁଣା ନୋଟ୍ରୁ ସାମାନ୍ୟ ଛୋଟ ଏବଂ ୧୦ ଟଙ୍କିଅାଠୁ ସାମାନ୍ୟ ବଡ଼ ରହିବ। ନୂଅା ଶହେ ଟଙ୍କିଅା […]
ନୂଆଦିଲ୍ଲୀ : ଶେଷରେ ଯାହା ଆଶା କରାଯାଉଥିଲା ତାହା ହିଁ ହେଲା । ଆସନ୍ତାକାଲି ଦିଆଯିବନି ନିର୍ଭୟା ଦୋଷୀଙ୍କୁ ଫାଶୀ । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଫାଶୀ ଟାଳିଦେଇଛନ୍ତି ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟ। ଆସନ୍ତାକାଲି ଫାଶୀ ଦେବାକୁ ଦିନ ଧାର୍ଯ୍ୟ ହୋଇଥିଲା । କିନ୍ତୁ ତାହାକୁ ଘୁଞ୍ଚାଇ ଦେଇଛନ୍ତି ପଟିଆଲା ହାଉସ୍ କୋର୍ଟ । ତେବେ କେବେ ଫାଶୀ ଦିଆଯିବ ସେ ନେଇ ଦିନ ଧାଯ୍ୟ ହୋଇନାହିଁ । ଦୋଷୀଙ୍କ ଆଇନଗତ ଦିଗ ବାକି ଥିବାରୁ […]
ୱେଲିଂଟନ୍: ପୁଣି ସୁପର୍ ଓଭର ନିର୍ଦ୍ଧାରିତ କରିଛି ମ୍ୟାଚ୍ ଫଳାଫଳା। ତୃତୀୟ ଟି-୨୦ ପରେ ଏଠାରେ ଅନୁଷ୍ଠିତ ଚତୁର୍ଥ ମ୍ୟାଚରେ ମଧ୍ୟ ଭାରତ ସୁପର୍ ଓଭରରେ ନ୍ୟୁଜିଲ୍ୟାଣ୍ଡକୁ ହରାଇ ଚିତ୍ତାକର୍ଷକ ବିଜୟ ହାସଲ କରିଛି। ଅନ୍ୟପକ୍ଷରେ ନ୍ୟୁଜିଲ୍ୟାଣ୍ଡ୍ ପାଇଁ ପୁଣି କାଳ ହୋଇଛି ସୁପର୍ ଓଭର୍। ମ୍ୟାଚ୍ ଟାଇ ରହିବା ପରେ ସୁପର୍ ଓଭରର ସହାୟତା ନିଆଯାଇଥିଲା, ଯେଉଁଥିରେ ନ୍ୟୁଜିଲ୍ୟାଣ୍ଡ୍ ୬ ବଲରେ ୧୩ ରନ୍ ସଂଗ୍ରହ କରିଥିଲା। ଜବାବରେ ଇନଫର୍ମ ରାହୁଲ ପ୍ରଥମ ଦୁଇ ବଲରେ […]
ଛତିଶଗଡ଼: ଦନ୍ତେଓ୍ୱାଡ଼ାରେ ପୋଲିସ-ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଛି। ଗୁଳି ବିନିମୟ ବେଳେ ତିମେନାର ଜଙ୍ଗଲରେ ପୋଲିସ ଗୁଳିରେ ୭ ମାଓବାଦୀ ନିହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୩ ମହିଳା ଓ ୪ ପୁରୁଷ ମାଓବାଦୀ ଅଛନ୍ତି। ଏଥିସହ ଘଟଣାସ୍ଥଳରୁ ୨ଟା ଇନସାସ୍, ୨ଟା ଥ୍ରୀ ନଟ୍ ଥ୍ରୀ ଓ ଗୋଟିଏ ଦେଶୀ ବନ୍ଧୁକ ସହ ବହୁ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ଏବେ ବି ପୋଲିସ-ମାଓବାଦୀ ଗୁଳି ବିନିମୟ ଜାରି ରହିଥିବା ସୂଚନା ଦେଇଛନ୍ତି […]