ନୂଆଦିଲ୍ଲୀ : ଜିଏସ୍ଟି କାଉନ୍ସିଲ ବୈଠକରେ ବଡ଼ ନିଷ୍ପତ୍ତି। ସାନିଟାରି ନ୍ୟାପ୍କିନ୍ରୁ ଜିଏସ୍ଟି ଛାଡ଼ କରାଯାଇଛି। ଏଥିପାଇଁ ଅାଗରୁ ଅନେକ ଦାବି ହେଉଥିଲା। କିଶୋରୀ ଓ ଯୁବତୀଙ୍କ ମଧ୍ୟରେ ସାନିଟାରି ନ୍ୟାପ୍କିନ୍ ବ୍ୟବହାରକୁ ପ୍ରୋତ୍ସାହନ ଦେବାକୁ ଓ ଏ ସଂପର୍କରେ ସଚେତନତା ସୃଷ୍ଟି ଲାଗି ଏହି ପଦକ୍ଷେପ ନିଅାଯାଇଛି। ଏହା ସହିତ ଅନ୍ୟ ୩୫ଟି ସାମଗ୍ରୀ ଉପରୁ ମଧ୍ୟ ଜିଏସ୍ଟି କମ୍ କରାଯାଇଛି। ସେହିପରି ରିଟର୍ଣ୍ଣ ଫାଇଲକୁ ମଧ୍ୟ ଅନେକ ମାତ୍ରାରେ ସରଳ କରାଯାଇଥିବା ଜଣାପଡ଼ିଛି। ଅାଜି […]
ବେଙ୍ଗାଲୁରୁ: ଭାଇରାଲ ହେବାରେ ଲାଗିଛି ରଣବୀର ସିଂଙ୍କ ଏକ ଭିଡିଓ। ଏହି ଭିଡିଓରେ ସଦ୍ଗୁରୁ ଜାଗି ବାସୁଦେବଙ୍କ ସହିତ ରଣବୀର ସିଂ ଡ୍ୟାନ୍ସ କରୁଥିବାର ଦେଖାଯାଇଛି। ବେଙ୍ଗାଲୁରୁ ସ୍ଥିତ ଆଇଆଇଏମ୍ରେ ଏହି ଭିଡିଓ ସୁଟ୍ କରାଯାଇଥିବା ଜଣାପଡ଼ିଛି। ଏହି ଭିଡିଓକୁ ରଣବୀର ତାଙ୍କ ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ରଣବୀର ଭିଡିଓର କ୍ୟାପ୍ସନ ରଖିଛନ୍ତି ହାପି ଡ୍ୟାନ୍ସ । କାର୍ଯ୍ୟକ୍ରମରେ ଯେତେବେଳେ ରଣବୀରଙ୍କୁ ସଦଗୁରୁଙ୍କ ସହ ଡ୍ୟାନ୍ସ କରିବାକୁ କୁହାଗଲା, ସେ ତୁରନ୍ତ ରାଜି ହୋଇଯାଇଥିଲେ। ଅନ୍ୟପଟେ […]
ଭୁବନେଶ୍ୱର : ଆସନ୍ତାକାଲି ରାଜ୍ୟର ସବୁ ଜିଲ୍ଲାର ସବୁ ସରକାରୀ ଅଫିସ୍ ଖୋଲା ରହିବ। ରବିବାର ସତ୍ତ୍ୱେ ସବୁ ଅଫିସ୍ ଖୋଲା ନେଇ ସରକାର ନିର୍ଦ୍ଦେଶ ଦେଇଛନ୍ତି। ବନ୍ୟା ପାଇଁ ରାଜ୍ୟ ସରକାର ରବିବାର ଛୁଟିକୁ ବାତିଲ୍ କରିଛନ୍ତି। ଜିଲ୍ଲାର ସଦରମହକୁମା ଓ ଉପଖଣ୍ଡରେ ସବୁ ଅଫିସ୍ ଖୋଲା ରଖିବା ପାଇଁ SRC ନିର୍ଦ୍ଦେଶ ଦେଇଛନ୍ତି। ଦୁଇ ଦିନ ହେଲା ଲଗାଣ ବର୍ଷାରେ ରାଜ୍ୟରେ ସ୍ଥିତି ବେହାଲ ହୋଇଛି । ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ […]
ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ମାର୍କେଟକୁ ଆସୁଛି ନୂଆ ଶହେ ଟଙ୍କିଆ ନୋଟ୍। କିନ୍ତୁ ଏହି ନୋଟ୍ ପାଇଁ ଏଟିଏମ୍ରେ ଯେଉଁ ପରିବର୍ତ୍ତନ କରାଯିବ, ସେଥିପାଇଁ ପ୍ରାୟ ଶହେ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ବୋଲି ଜଣାପଡ଼ିଛି। କାହିଁକି ନା ଏଟିଏମ୍ଗୁଡ଼ିକୁ ରିକାଲିବ୍ରେଟ୍ କରିବା ପାଇଁ ଏହି ଖର୍ଚ୍ଚ କରିବାକୁ ପଡ଼ିବ। ଯଦି ଠିକ୍ ଭାବେ ପରିଚାଳନା ନ ହୋଇପାରିଲା ତେବେ ଆହୁରି ଅଧିକ ସମୟ ଲାଗିବ ବୋଲି ଏଟିଏମ୍ ଅପରେଟର ସଂଘ ସତର୍କ କରାଇ ଦେଇଛି। […]
ପୋଚେଫଷ୍ଟ୍ରୁମ୍: ଆଇସିସି ୧୯ ବର୍ଷରୁ କମ୍ କ୍ରିକେଟ ବିଶ୍ୱକପ୍ର ଫାଇନାଲରେ ଭାରତ ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ଜବରଦସ୍ତ ଧୁଲେଇ କରି ଫାଇନାଲରେ ପ୍ରବେଶ କରିଛି ଟିମ୍ ଇଣ୍ଡିଆର ଏହି ଜୁନିୟର ବ୍ରିଗେଡ୍ । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ପାକିସ୍ତାନ। ହେଲେ ଭାରତର ବୋଲିଂ ଆଗରେ ତିଷ୍ଠି ପାରିନଥିଲେ ପାକ୍ ବ୍ୟାଟ୍ସମ୍ୟାନ। ନିୟମିତ ବ୍ୟବଧାନରେ ୱିକେଟ ହରାଇ ପାକିସ୍ତାନ ୧୭୨ ରନରେ ଅଲ ଆଉଟ ହୋଇଥିଲା। ଜବାବରେ ଭାରତର ଗୋଟିଏ ବି ୱିକେଟ ପକାଇ ପାରିନଥିଲେ […]
ଲଣ୍ଡନ: କାଲି ଲଣ୍ଡନରେ ବାଜିବ ବିଗୁଲ। ଅାରମ୍ଭ ହେବ ମହିଳା ହକି ବିଶ୍ୱ ମହାକୁମ୍ଭ। ୧୬ଟି ଦେଶକୁ ନେଇ ହେବ ଟାଇଟଲ ଟକ୍କର। ୧୭ ଦିନ ବାଜି ଲାଗିବ ବିଶ୍ୱକପ୍ ଟ୍ରଫିର। ୧୬ ଦେଶ ୪ ଗ୍ରୁପ୍। ପ୍ରଥମ ରାଉଣ୍ଡରୁ ଦେଖିବାକୁ ମିଳିବ କଡ଼ା ମୁକାବିଲା। ଚଳିତ ବର୍ଷ ଡିଫେଣ୍ଡିଂ ଚାମ୍ପିଅାନ୍ ନେଦରଲାଣ୍ଡ ସବୁଠୁ ଅାଗରେ ରହିଛି। ଜର୍ମାନୀ, ଅଷ୍ଟ୍ରେଲିଅା, ଅାର୍ଜେଣ୍ଟିନା ଏବଂ ଅାୟୋଜକ ଇଂଲଣ୍ଡ ବି କମ୍ ନୁହନ୍ତି। ହେଲେ କେହି ବି ଚକମା ଦେଇପାରନ୍ତି […]
ନୂଆଦିଲ୍ଲୀ: ଏଣିକି ହ୍ୱାଟସ ଆପ୍ରେ ଏକ ସମୟରେ ୫ରୁ ଅଧିକ ଚାଟ୍ ଫରଓ୍ୱାର୍ଡ କରିହେବ ନାହିଁ। ଏହା ଦ୍ୱାରା ଅତ୍ୟଧିକ ମେସେଜ, ଫଟୋ, ଭିଡିଓ ପଠାଯିବା ଉପରେ ରୋକ ଲାଗିବ। ଦେଶର ବିଭିନ୍ନ ସ୍ଥାନରେ ସୋଶାଲ୍ ମିଡିଆ ଦ୍ୱାରା ପ୍ରଚାରିତ ଖବରରୁ ଗଣ୍ଡଗୋଳ, ଅରାଜକତା ଏପରିକି ହତ୍ୟା ଘଟଣା ସାମ୍ନାକୁ ଆସୁଛି। ଏହାପରେ ହ୍ୱାଟସ ଆପ୍ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଅନେକ ସମୟରେ ସେୟାର କରାଯାଉଥିବା ଖବର ମିଛ ବୋଲି ମଧ୍ୟ ପ୍ରମାଣିତ ହୋଇଛି। କିଛି […]