• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

representational image
ସାହାଯ୍ୟ ବଦଳରେ ମିଳିଲା ଏମିତି କିଛି...

ଝାଡ଼ଖଣ୍ଡ: ସାହାଯ୍ୟ ପାଇଁ ସାଙ୍ଗଙ୍କୁ ଡାକିଲେ…ହେଲେ ଜାଣି ନଥିଲେ ସେମାନଙ୍କ ସହ ଏମିତି ଅଘଟଣ ଘଟିବ ବୋଲି। ସାହାଯ୍ୟ ବଦଳରେ ସେମାନଙ୍କ ସହ ଏମିତି କିଛି ଘଟଣା ଘଟିଲା ଯାହା ସମସ୍ତଙ୍କ ଭାବନା ବାହାରେ ଥିଲା। ୨ଜଣ ନାବାଳିକାଙ୍କ ସହ ୧୧ଜଣ ଲୋକ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି। ଝାଡ଼ଖଣ୍ଡର ଲୋହରଡଗାରେ ଅଗଷ୍ଟ ୧୬ ତାରିଖ ଦିନ ଏହି ଅମାନବୀୟ ଘଟଣା ଘଟିଛି। ସୂଚନା ଅନୁସାରେ, ଗାଡ଼ି ଖରାପ ହୋଇଯିବାରୁ ନାବାଳିକା ୨ଜଣ ସେମାନଙ୍କ ସାଙ୍ଗକୁ […]

congress
ଗୋଆରେ ସରକାର ଗଠନ ଲାଗି କଂଗ୍ରେସର ଦାବି

ନୂଆଦିଲ୍ଲୀ: ଗୋଆରେ ସରକାର ଗଠନ କରିବା ଲାଗି କଂଗ୍ରେସ ରାଜ୍ୟପାଳଙ୍କ ପାଖରେ ଦାବି ଉପସ୍ଥାପନ କରିଛି। ଏନେଇ ରାଜ୍ୟ କଂଗ୍ରେସ ପକ୍ଷରୁ ଚିଠି ଲେଖାଯାଇଛି। ବିଜେପି ସରକାର ଏବେ ବହୁମତ ହରାଇଥିବା ଅଭିଯୋଗ କରି ତାକୁ ବରଖାସ୍ତ କରିବା ସହିତ ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ କଂଗ୍ରେସକୁ ସରକାର ଗଠନ ଲାଗି ସୁଯୋଗ ଦେବାକୁ ବିରୋଧୀ ଦଳ ନେତା ଚନ୍ଦ୍ରକାନ୍ତ କଭଲେକର ଦାବି କରିଛନ୍ତି। ଯଦି ରାଜ୍ୟରେ ରାଷ୍ଟ୍ରପତି ଶାସନ କରିବା ପାଇଁ ଯୋଜନା ହୁଏ, ତାହା […]

parcel bomb
‘ପାଟଣାଗଡ’ ଫିଲ୍ମକୁ ବିରୋଧ

ବଲାଙ୍ଗିର : ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାକୁ ନେଇ ନିର୍ମାଣ ହେଉଥିବା ଫିଲ୍ମକୁ ବିରୋଧ କଲେ ମୃତ ସୌମ୍ୟ ଶେଖରଙ୍କ ବାପା ରବୀନ୍ଦ୍ର ସାହୁ। ଏନେଇ ସେ ପାଟଣାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସୌମ୍ୟ ଶେଖରଙ୍କ ବାପା ଅଧ୍ୟାପକ ରବୀନ୍ଦ୍ର ସାହୁ ଏ ସମ୍ପର୍କରେ ଫିଲ୍ମର ପ୍ରଯୋଜକ ଓ ନିର୍ଦ୍ଦେଶକଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଆଜି ଏକ ପ୍ରେସ୍‌ମିଟ୍‌ରେ ଅଧ୍ୟାପକ ଶ୍ରୀ ସାହୁ ଏହି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଗତ ଫେବୃଆରୀ ୨୩ […]

atm
ଆସନ୍ତା ଫେବୃୟାରୀ ୮ରୁ ଲାଗୁ ହେବ ନୂଆ ନିୟମ

ଭୁବନେଶ୍ୱର : ଏଣିକି ରାତି ୯ଟା ପରେ ସହରାଞ୍ଚଳ ଏବଂ ସଂଧ୍ୟା ୬ଟା ପରେ ଗ୍ରାମାଞ୍ଚଳ ଏଟିଏମ୍‌ରେ ଟଙ୍କା ଭର୍ତ୍ତି ହେବ ନାହିଁ। ଅାସନ୍ତା ଫେବୃୟାରୀ ୮ରୁ ଲାଗୁ ହେବ ଏହି ନିୟମ। ମାଓ ପ୍ରଭାବିତ ଅଂଚଳରେ ଅପରାହ୍ନ ୪ଟା ପରେ ଅାଉ ଟଙ୍କା ଭର୍ତ୍ତି ହେବ ନାହିଁ। ଏଥିସହ ଟଙ୍କା ନେଇଯାଉଥିବା ଗାଡ଼ିରେ ଦୁଇ ଜଣ ସୁରକ୍ଷାକର୍ମୀ ରହିବା ବାଧ୍ୟତାମୂଳକ । ବିଭିନ୍ନ ସ୍ଥାନରେ ଟଙ୍କା ନେଇ ଯାଉଥିବା ଗାଡ଼ି ଉପରେ ଅାକ୍ରମଣ ସହ ଏଟିଏମ୍ […]

rahul gandhi
କଂଗ୍ରେସର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା

ନୂଆଦିଲ୍ଲୀ: ଗତକାଲି ମଧ୍ୟରାତ୍ରରେ ୨୦୧୯ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏହି ପର୍ଯ୍ୟାୟରେ ଦଳ ୨୭ଜଣ ପ୍ରାର୍ଥୀଙ୍କ ନା ଘୋଷଣା କରିଛି। ଅରୁଣାଚଳ ପ୍ରଦେଶର ୨, ଛତିଶଗଡ଼ର ୫, ଉତ୍ତରପ୍ରଦେଶ ୭, କେରଳର ୧୨ଟି ଆସନ ସମେତ ଆଣ୍ଡାମାନ ନିକୋବର ଦ୍ୱୀପରୁ ଜଣେ ପ୍ରାର୍ଥୀଙ୍କ ନା ଦଳ ଘୋଷଣା କରିଛି। ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁର କେରଳର ତ୍ରିବେନ୍ଦ୍ରମ ଲୋକସଭା ଆସନରୁ ନିର୍ବାଚନ ଲଢ଼ିବାକୁ ଥିବା ବେଳେ […]

doctor
ରହସ୍ୟରେ ଛତ୍ରପୁରର ଡାକ୍ତର ଅର୍ଚ୍ଚନା ଦାସ ଅାତ୍ମହତ୍ୟା ଘଟଣା

ଛତ୍ରପୁର  : ଅାରୋପ ପ୍ରତ୍ୟାରୋପ। ଅଭିଯୋଗ  ପ୍ରତି ଅଭିଯୋଗ। ଛତ୍ରପୁରରେ ଡାକ୍ତର ଅର୍ଚ୍ଚନା ଦାସଙ୍କ ଟ୍ରେନ୍‌ ଅାଗକୁ ଡେଇଁ ଅାତ୍ମହତ୍ୟା ଘଟଣାରେ ଦୁଇ ପରିବାର ମଧ୍ୟରେ ତୁତୁ ମେଁମେଁ ଲାଗି ରହିଥିବା ବେଳେ ମୁହଁ ଖୋଲିଛନ୍ତି ଅର୍ଚ୍ଚନାଙ୍କ ସ୍ୱାମୀ ଡାକ୍ତର ଅଞ୍ଜନ ଦାସ। ଅର୍ଚ୍ଚନା ମାନସିକ ରୋଗଗ୍ରସ୍ତ ଥିଲେ ଓ ସେ ଡାଇବେଟିସ୍ ସମେତ ଅନ୍ୟାନ୍ୟ ରୋଗରେ ପୀଡିତ ଥିବା କହିଛନ୍ତି ଅଞ୍ଜନ। ଡାଇବେଟିସ୍ ଯୋଗୁଁ ତାଙ୍କୁ ବ୍ରେନ୍‌ ଷ୍ଟ୍ରୋକ୍ ହୋଇଥିଲା ଓ ସେ ପତ୍ନୀ ଅର୍ଚ୍ଚନାଙ୍କର […]

asian game
ଏସିଆନ ଗେମ୍ସରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ

ଜାକର୍ତ୍ତା: ଏସିଆନ ଗେମ୍ସରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ମିଳିଛି। ଜାକର୍ତ୍ତାରେ ଚାଲିଥିବା ଏସିଆନ୍ସ ଗେମ୍ସର ପୁରୁଷ କୁସ୍ତି ୬୫ କେଜି ଫ୍ରି ଷ୍ଟାଇଲ ବର୍ଗରେ ସ୍ୱର୍ଣ୍ଣ ଜିତିଛନ୍ତି ବଜରଙ୍ଗ ପୁନିଆ। ଜାପାନର ତାକାତିନି ଦାଇଚିଙ୍କୁ ୧୧-୮ରେ ହରାଇ ସେ ଏହି ସଫଳତା ହାସଲ କରିଛନ୍ତି। ଏହାକୁ ମିଶାଇ ଟୁର୍ଣ୍ଣାମେଣ୍ଟରେ ଭାରତକୁ ମୋଟ ୨ଟି ପଦକ ମିଳିଛି। ଏହା ପୂର୍ବରୁ ଆଜି ସୁଟିଂରେ ଭାରତକୁ ପ୍ରଥମ ପଦକ ମିଳିଥିଲା। ୧୦ମିଟର ଏୟାର ରାଇଫଲ ଇଭେଣ୍ଟରେ ଅପୂର୍ବୀ ଚାଣ୍ଡେଲା […]

davolkar
ନରେନ୍ଦ୍ର ଡାଭୋଲକରଙ୍କ ହତ୍ୟା ମାମଲା

ମୁମ୍ବାଇ : ୫ବର୍ଷ ପରେ ସାମାଜିକ କର୍ମୀ ନରେନ୍ଦ୍ର ଡାଭୋଲକରଙ୍କ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ସିବିଅାଇ। ଗତକାଲି ସଚିନ ପ୍ରକାଶରାଓ ଅନ୍ଦୁରେଙ୍କୁ ଗିରଫ କରିବା ପରେ ଅାଜି ପଚରାଉଚରା ପାଇଁ ରିମାଣ୍ଡରେ ନେଇଛି ସିବିଅାଇ। ଅାସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ସଚିନ ପ୍ରକାଶରାଓଙ୍କୁ ଜେରା କରିବ ସିବିଅାଇ। ୫ ବର୍ଷ ତଳେ ୨୦ ଅଗଷ୍ଟ ୨୦୧୩ରେ ଡାଭୋଲକରଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ସିବିଅାଇ କହିବା ଅନୁସାରେ ସଚିନ ପ୍ରକାଶରାଓ ହିଁ ଡାଭୋଲକରଙ୍କ […]

ashes
ବାଜପେୟୀଙ୍କ ଅସ୍ଥି ବିସର୍ଜନ ପାଇଁ ବିଶାଳ ଶୋଭାଯାତ୍ରା

ନୂଆଦିଲ୍ଲୀ : ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତି ସମ୍ମାନ ଜଣାଇ ଜନସମୁଦ୍ର ପାଲଟିଲା ହରିଦ୍ୱାର ସହର। ଝିଅ ନମିତା ଭଟ୍ଟାଚାର୍ଯ୍ୟ ଦିଲ୍ଲୀର ରାଷ୍ଟ୍ରୀୟ ସ୍ମୃତିସ୍ଥଳରୁ ତାଙ୍କ ଅସ୍ଥି ସଂଗ୍ରହ କରିବା ପରେ ହରିଦ୍ୱାର ଯାଇଥିଲେ। ଏଥିପାଇଁ ହରିଦ୍ୱାରରେ ବ୍ୟାପକ ଅାୟୋଜନ କରାଯାଇଥିଲା। ବାଜପେୟୀଙ୍କ ଅସ୍ଥିକୁ ଏକ ବିରାଟ ଶୋଭାଯାତ୍ରାରେ ଗଙ୍ଗାଘାଟକୁ ନିଅାଯାଇଥିଲା। ହଜାର ହଜାର ଜନତା ଏଥିରେ ସାମିଲ ହୋଇଥିଲେ। ଏଥିରେ ଯୋଗ ଦେଇଥିଲେ ବିଜେପି ସଭାପତି ଅମିତ ଶାହା, କେନ୍ଦ୍ରଗୃହମନ୍ତ୍ରୀ ରାଜନାଥ ସିଂହ, […]