• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

accident
ନଦୀରେ ଖସି ପଡ଼ିଲା ତୀର୍ଥଯାତ୍ରୀ ଗାଡ଼ି; ୧୧ ମୃତ

ଶ୍ରୀନଗର: ଚେନାବ ନଦୀରେ ତୀର୍ଥଯାତ୍ରୀ ଗାଡ଼ି ଓଲଟି ୧୧ ଜଣଙ୍କ ମୃତ୍ୟୁ ଘଟିଛି। ଜାମ୍ମୁ ଓ କାଶ୍ମୀରର କିସ୍ତୱାର ଜିଲ୍ଲାରେ ଆଜି ଏହି ଅଘଟଣ ଘଟିଛି। ମଶେଲ୍‌ ତୀର୍ଥଯାତ୍ରାରୁ ଫେରିବା ବେଳେ ଏହି ଅଭାବନୀୟ ଘଟଣା ଘଟିଥିବା ସୂଚନା ମିଳିଛି। ତେବେ ସୌଭାଗ୍ୟବସତଃ ଜଣେ ୫ ବର୍ଷର ଶିଶୁକୁ ଜୀବତ ଉଦ୍ଧାର କରାଯାଇଛି। ବର୍ତ୍ତମାନ ଶିଶୁଟିର ଚିକିତ୍ସା ଚାଲିଛି। ତେବେ ଗାଡ଼ିରେ କେତେଜଣ ଯାତ୍ରୀ ଥିଲେ ଓ କେଉଁ ଅଞ୍ଚଳର ଏନେଇ କିଛି ଜଣାପଡ଼ିନି। ସୂଚନାଥାଉ କି, […]

kerala flood
କମୁଛି ପାଣି, ବଢ଼ୁଛି ଦୁର୍ଦ୍ଦଶା

କୋଚି: ପ୍ରଳୟଙ୍କରୀ ବନ୍ୟା ପ୍ରକୋପରୁ ଏଯାଏ ନିସ୍ତାର ପାଇଁ ନାହାନ୍ତି କେରଳବାସୀ। କିଛି ଅଞ୍ଚଳରରେ ପାଣି କମୁଥିବାବେଳେ ଅନେକ ମୃତଦେହ ଉଦ୍ଧାର ହେଉଛି। ତ୍ରିସୁର ଓ ଚେନ୍‌ଗାନ୍ନୁରରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜୋରଦାର ଚାଲିଛି। ଇତି ମଧ୍ୟରେ କେନ୍ଦ୍ର ସରକାର କେରଳର ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହାକୁ ଏକ ‘ଗୁରୁତର ପ୍ରାକୃତିକ ବିପର୍ଯ୍ୟୟ’ ବୋଲି ଘୋଷଣା କରିଛନ୍ତି। ସେହିପରି ଥିରୁଅନନ୍ତପୁରମ୍‌ର ଏକ ଗାଁରେ ଫସିଥିବା ପ୍ରାୟ ୬୦୦ ଲୋକଙ୍କୁ ଉଦ୍ଧାର କରାଯାଇଛି। ବନ୍ୟା ଓ ବର୍ଷା […]