• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

mubai
ଫୁଟ୍ ଓଭର ବ୍ରିଜ୍ ଭୁଶୁଡ଼ିବା ଘଟଣା: ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି

ମୁମ୍ୱାଇ: ମୁମ୍ବାଇରେ ଫୁଟ୍ ଓଭର ବ୍ରିଜ୍ ଭୁଶୁଡ଼ିବା ଘଟଣାରେ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ତିନି ଜଣ ମହିଳା ଅଛନ୍ତି। ଏହାସହ ୩୩ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ସେଣ୍ଟ ଜର୍ଜ ମେଡିକାଲରେ ଭର୍ତ୍ତି କରାଯାଇଛି। ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ CSMT ଷ୍ଟେସନ ନିକଟରେ ଥିବା ବ୍ରିଜ୍‌ଟି ଗତକାଲି ସକାଳେ ମରାମତି ହୋଇଥିଲା। ତେବେ ସହରର ଏହି ବ୍ୟସ୍ତ ବହୁଳ ଷ୍ଟେସନର ଫୁଟ୍‌ ଓଭର ବ୍ରିଜ୍‌ରେ ଗତକାଲି ସନ୍ଧ୍ୟାରେ […]

plane
ଏହି ବିମାନକୁ ବ୍ୟାନ୍‌ କଲା ଆମେରିକା

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ହସ୍ତକ୍ଷେପ ପରେ ବୋଇଂ 737-MAXକୁ ଆମେରିକା ବ୍ୟାନ୍‌ କରିଛି। ପୂର୍ବରୁ ବୋଇଂ 737-MAX ବିମାନକୁ ବନ୍ଦ ନକରିବା ପାଇଁ ଯୁକ୍ତି ବାଢୁଥିବା ଆମେରିକା ଶେଷରେ ବ୍ୟାନ କରିଛି। ଫଳରେ ଆମେରିକାରେ ନିର୍ମାଣ ହେଉଥିବା ଏହି ବିମାନ ଏକ ପ୍ରକାର ବିଶ୍ୱବ୍ୟାପୀ ବନ୍ଦ ହୋଇଯାଇଛି। କିଛି ନୂଆ ତଥ୍ୟ ଅନୁସାରେ ଇଥିଓପିଆ ଏୟାରଲାଇନ୍ସ ଏବଂ ଅକ୍ଟୋବରରେ ଇଣ୍ଡୋନେସିଆରେ ହୋଇଥିବା ଦୁର୍ଘଟଣା ମଧ୍ୟରେ କିଛି ସାମଞ୍ଜସ୍ୟ ରହିଥିବା ଆମେରିକା କର୍ତ୍ତୃପକ୍ଷ କହିଛନ୍ତି। ଏନେଇ […]

BJP
ଶାନ୍ତି ଚାହୁଁଥିବା ଇମ୍ରାନ୍‌ ମସୁଦ ଆଝାରଙ୍କୁ ଭାରତକୁ ଦେଇ ଦିଅନ୍ତୁ: ସୁଷମା

ନୂଆଦିଲ୍ଲୀ: ଜୈଶ୍‌-ଏ-ମହମ୍ମଦ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଥିବା ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଶାନ୍ତି କଥାବାର୍ତ୍ତା ଚାହୁଁଛନ୍ତି। ଜୈଶ୍‌-ଏ-ମହମ୍ମଦର ମୁଖ୍ୟ ମସୁଦ ଆଝାର ପାକିସ୍ତାନରେ ଅଛି। ଇମ୍ରାନ୍ ଖାନ୍ ଶାନ୍ତିର କଥା କହୁଛନ୍ତି, ସେ ବହୁତ ଉଦାର ବୋଲି ଲୋକେ କହୁଛନ୍ତି। ତେବେ ସେ ମସୁଦଙ୍କୁ ଭାରତକୁ ଦେଇ ଦିଅନ୍ତୁ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ କହିଛନ୍ତି। ଗତକାଲି ନୂଆଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଭାଗ ନେବା ଅବସରରେ ସୁଷମା ପାକିସ୍ତାନ ଉପରେ ଜୋରଦାର ବର୍ଷିଛନ୍ତି। ସେ ଆହୁରି […]

rain alert
୧୨ ଜିଲ୍ଲାରେ ପ୍ରବଳ ବର୍ଷା , ଝଡ଼ତୋଫାନ ଓ ବଜ୍ରପାତ ଆଶଙ୍କା

ଭୁବନେଶ୍ୱର : ବର୍ଷା , ଝଡ଼ତୋଫାନ ଓ ବଜ୍ରପାତ ନେଇ  ୧୨ଟି ଜିଲ୍ଲାକୁ ସତର୍କ ସୂଚନା । ରାତି ୧୨ଟା ୧୫ଯାଏ ସତର୍କ ରହିବାକୁ  ପାଣିପାଗ  ବିଭାଗର ପରାମର୍ଶ। ବୌଦ୍ଧ, ସୋନପୁର, ବଲାଙ୍ଗିର, କନ୍ଧମାଳ , ଅନୁଗୁଳ , କେନ୍ଦୁଝର , ମୟୁରଭଞ୍ଜ, ବାଲେଶ୍ୱର , କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାକୁ  ସତର୍କ ସୂଚନା ଜାରି କରାଯାଇଛି । ଏହି ସମୟରେ ଘରୁ ବାହାରକୁ ନଯିବାକୁ ସୂଚିତ କରାଯାଇଛି।

priyinka nick 1
ସରିଲା ପ୍ରିୟଙ୍କା ଓ ନିକ୍‌ଙ୍କ ନିର୍ବନ୍ଧ

ମୁମ୍ବାଇ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ପ୍ରିୟଙ୍କା ଚୋପ୍ରା ଓ ନିକ୍‌ ଜୋନ୍ସ ତାଙ୍କ ସମ୍ପର୍କକୁ ବିଧିବଦ୍ଧଭାବେ ନୂଆ ନାମ ଦେଇଛନ୍ତି। ଶନିବାର ଏକ ଉତ୍ସବରେ ଉଭୟଙ୍କର ନିର୍ବନ୍ଧ ହୋଇଛି। ଏକ ହୋଟେଲ୍‌ରେ ନିକ୍‌ ଓ ପ୍ରିୟଙ୍କାଙ୍କ ପରିବାର ଲୋକଙ୍କ ଉପସ୍ଥିତିରେ ଏହି ନିର୍ବନ୍ଧ ସଂପନ୍ନ ହୋଇଛି।  ବିଶେଷ ସୂତ୍ରରୁ ଖବର ପ୍ରକାଶ ପାଇଛି ଯେ ଏହି ଉତ୍ସବ ପାଇଁ ଚୋପ୍ରା ପରିବାର ପକ୍ଷରୁ ଏକ ପଞ୍ଚତାରକା ହୋଟେଲ୍‌ରେ ୨୦୦ ରୁମ୍‌ ବୁକ୍‌ କରାଯାଇଥିଲା। […]

congress
ଅାଗାମୀ ନିର୍ବାଚନରେ ରାଫେଲ ଡିଲ୍‌କୁ ମୁଖ୍ୟ ଅସ୍ତ୍ର କରିବ କଂଗ୍ରେସ

ଭୁବନେଶ୍ୱର: ଅାଗାମୀ ନିର୍ବାଚନରେ ରାଫେଲ୍ ଡିଲ୍‌କୁ ମୁଖ୍ୟ ପ୍ରସଙ୍ଗ କରାଯିବ। ଅାଜି ଦିଲ୍ଲୀରେ ବସିଥିବା ବୈଠକ ପରେ ଏହି ସୂଚନା ଦେଇଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ ଜୀତେନ୍ଦ୍ର ସିଂ। ରାଫେଲ୍ ଡିଲ୍ ପାଇଁ ବେକାର ନିଯୁକ୍ତି ପାଇଲେ ନାହିଁ। ଓଡିଶାର ସୁନାବେଡ଼ାସ୍ଥିତ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡରେ ଜେଟ୍ ତିଅାରି ହୋଇଥିଲେ ନିଯୁକ୍ତି ସୃଷ୍ଟି ହୋଇଥାନ୍ତା ବୋଲି ଜୀତେନ୍ଦ୍ର ସିଂ କହିଛନ୍ତି। ଏଥିପାଇଁ  ଏହି ପ୍ରସଙ୍ଗରେ ରାଜ୍ୟରେ କଂଗ୍ରେସ ସ୍ୱତନ୍ତ୍ର ଭାବେ ଅାନ୍ଦୋଳନ କରିବ। ସେହିପରି କାଲିଠାରୁ ପ୍ରଦେଶ […]

india england test
ଭାରତ ଇଂଲଣ୍ଡ ତୃତୀୟ ଟେଷ୍ଟ: ଡେବ୍ୟୁ କଲେ ରିଷଭ୍ ପନ୍ତ

ଟ୍ରେଣ୍ଟବ୍ରିଜ୍‌: ଇଂଲଣ୍ଡ ବିପକ୍ଷ ଟେଷ୍ଟ୍‌ ସିରିଜ୍‌ରେ ଭାରତ ୦-୨ରେ ପଛୁଆ ରହିଛି। ତେବେ ଆଜି କମ୍‌ ବ୍ୟାକ୍‌ ଲକ୍ଷ୍ୟରେ ଭାରତୀୟ ଦଳ ପଡ଼ିଆକୁ ଓହ୍ଲାଇଛି। ଆଜିର ମ୍ୟାଚ୍‌ରେ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ ଟସ୍‌ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ଭାରତ ତୃତୀୟ ଟେଷ୍ଟର ପ୍ରଥମ ଇନିଂସ୍‌ରେ ବେଶ ସତର୍କତାର ସହ ପାଳି ଆରମ୍ଭ କରିଛି। ଶେଷ ଖବର ସୁଦ୍ଧା ଟିମ୍‌ ଇଣ୍ଡିଆ ୩ ୱିକେଟ୍‌ ହରାଇ ୮୨ ରନ୍‌ କରିଛି। ଟିମ୍‌କୁ ଫେରିଥିବା […]

masud
ଆତଙ୍କବାଦୀ ମସୁଦ୍ ଆଝାରକୁ ଚୀନର ସୁରକ୍ଷା 

ନୂଆଦିଲ୍ଲୀ: ଆତଙ୍କବାଦୀ ସଂଗଠନ ଜୈଶ୍-ଏ-ମହମ୍ମଦର ମୁଖ୍ୟ ମସୁଦ୍ ଆଝାରକୁ ପୁଣି ସୁରକ୍ଷା ଦେଲା ଚୀନ  ଜାତିସଂଘ। ସୁରକ୍ଷା ପରିଷଦରେ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା ପ୍ରସ୍ତାବ ଉପରେ ଚୀନ ରୋକ ଲଗାଇଛି। ଚତୁର୍ଥ ଥର ଲାଗି ଚୀନ୍ ମସୁଦ ଆଝାରକୁ ସୁରକ୍ଷା ଦେଇଛି। ମସୁଦକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା ପାଇଁ ଆହୁରି ପ୍ରମାଣ ଆବଶ୍ୟକ ବୋଲି ଚୀନ କହିଛି। ଜାତିସଂଘ ସୁରକ୍ଷା ପରିଷଦରେ ଜୈଶ୍‌-ଏ-ମହମ୍ମଦର ମୁଖ୍ୟ ମସୁଦ୍‌କୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା ପ୍ରସ୍ତାବକୁ ଚୀନ ବ୍ୟତୀତ ସମସ୍ତେ ସମର୍ଥନ […]

bus driver
ମହଙ୍ଗା ପଡିଲା ମହିଳାଙ୍କୁ କମେଣ୍ଟ ମାରିବା

ବାଲେଶ୍ୱର : ମହଙ୍ଗା ପଡ଼ିଲା କମେଣ୍ଟ ମାରିବା। ବସ୍ ଚାଳକକୁ ମାଡ଼ ମାରିଲେ ମହିଳା ଓ ବସ୍ ଯାତ୍ରୀ।   ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ବଜାରରେ ଘଟଣା ଘଟିଛି। ଅଭିଯୋଗ ଅନୁସାରେ ଅାଶା ଗୋବିନ୍ଦ ବସ୍‌ର ଡ୍ରାଇଭର୍ ଜଣେ ମହିଳା ଯାତ୍ରୀଙ୍କୁ କମେଣ୍ଟ ମାରିଥିଲେ। ଏହା ପରେ ସେହି ମହିଳା ଜଣକ ବସ୍ ଡ୍ରାଇଭରଙ୍କୁ ଉତ୍ତମ ମଧ୍ୟମ ଦେଇଥିବା ଜଣାପଡ଼ିଛି। ତା ପରେ ବସ୍ ଯାତ୍ରୀମାନେ ବି ଡ୍ରାଇଭରକୁ ମାଡ଼ ମାରିଛନ୍ତି। ଏହି ଘଟଣାକୁ ନେଇ କିଛି ସମୟ […]

rahul gandhi
ଭୟଙ୍କର ବନ୍ୟାକୁ ଜାତୀୟ ବିପତ୍ତି ଘୋଷଣା ପାଇଁ ରାହୁଲଙ୍କ ନିବେଦନ

ନୂଆଦିଲ୍ଲୀ : କେରଳର ଭୟଙ୍କର ବନ୍ୟାକୁ ଜାତୀୟ ବିପତ୍ତି ଭାବେ ଘୋଷଣା କରିବାକୁ ଦାବି କରିଛନ୍ତି କଂଗ୍ରେସ ସଭାପତି ରାହୁଲ ଗାନ୍ଧି। କାଳବିଳମ୍ବ ନକରି ଏହାକୁ ଜାତୀୟ ବିପତ୍ତି ଘୋଷଣା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ସେ ଦାବି କରିଛନ୍ତି। ୧୪ଟି ଜିଲ୍ଲା ମଧ୍ୟରୁ ୧୩ ଟି ଜିଲ୍ଲା ବନ୍ୟାରେ ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ଯୁଅାଡ଼େ ଦେଖିବ ଖାଲି ପାଣି ଅାଉ ପାଣି। ଅଗଷ୍ଟ ୯ ତାରିଖରୁ ଅାରମ୍ଭ ହୋଇଥିବା ବର୍ଷା ଏବେ […]