• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

TAKUA
ଅାମ୍ବ ଟାକୁଅା ଖାଇବା ଘଟଣା: ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି, ୨ ଗୁରୁତର

ନବରଙ୍ଗପୁର: ପୁଣି ଫେରିଲା ଆମ୍ବ ଟାକୁଆ ଟ୍ରାଜେଡି। ଟାକୁଅା ଗୁଣ୍ଡରେ ପ୍ରସ୍ତୁତ ଖାଦ୍ୟ ଖାଇ ଗୋଟିଏ ପରିବାରର ୨ ଯାଅା ଏବଂ ଜଣେ ଶିଶୁ କନ୍ୟାର ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଶିଶୁର ଅବସ୍ଥା ଗୁରୁତର ରହିଛି। ନବରଙ୍ଗପୁର ଝରିଗାଁ ବ୍ଲକ୍ ମଇନାପଦର ଗାଁରେ ଘଟିଛି ଏହି ଘଟଣା। ସୂଚନା ଅନୁଯାୟୀ ଗତକାଲି ଗାଁର ଡମ୍ବୁରୁ ସାନ୍ତାଙ୍କ ଘରେ ଅାମ୍ବ ଟାକୁଅାରେ ପ୍ରସ୍ତୁତ ଖାଦ୍ୟ ହୋଇଥିଲା। ତେବେ ଏହାକୁ ଖାଇବାର କିଛି ସମୟ ପରେ ତାଙ୍କ ନାବାଳିକା […]

representational image
୧୧ ବର୍ଷର ଝିଅକୁ ମଦ୍ରାସାରେ ତାଲା ପକାଇ ଗଣଦୁଷ୍କର୍ମ, ଅଭିଯୁକ୍ତ ପରିଚାଳକ ଗିରଫ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଘୋଷି ଅଂଚଳରେ ଏକ ହୃଦୟ ବିଦାରକ ଘଟଣା ଘଟିଛି । ଏକ ୧୧ ବର୍ଷର ଶିଶୁକନ୍ୟାକୁ ୬ ଜଣ ବର୍ବର ଲମ୍ପଟ ଗଣଦୁଷ୍କର୍ମ କରିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଉଛି ସ୍ଥାନୀୟ ମଦ୍ରାସାର ପରିଚାଳକ ଯାହାକୁ ପୁଲିସ ଧରିଛି। ଅନ୍ୟମାନେ ଏହି ଘଟଣାରେ ଫେରାର ଅଛନ୍ତି। ଝିଅଟିକୁ ଏକ ଘରେ ତାଲା ପକାଇ ତା’ ସହ ଏପରି ଜଘନ୍ୟ କାମ କରିଥିଲେ ୬ ଜଣ ଯୁବକ। କେବଳ ସେତିକି ନୁହେଁ କାହାକୁ କହିଲେ ମାରିଦେବାକୁ […]

india england
ଭାରତୀୟ ବୋଲରଙ୍କ ଦମ୍‌ଦାର ପ୍ରର୍ଦଶନ ଜାରି, ଝଡ଼ିଲାଣି ୪ଟି ୱିକେଟ୍

ଲଣ୍ଡନ: ଇଂଲଣ୍ଡ ବିପକ୍ଷ ସିରିଜ୍‌ରେ ୦-୨ରେ ପଛୁଆ ଥିବା ଟିମ୍‌ ଇଣ୍ଡିଆକୁ ନଟିଂହାମ୍‌ ଟେଷ୍ଟ ବିଜୟର ସ୍ୱାଦ ଦେଇପାରେ। ଚାଲିଥିବା ତୃତୀୟ ଟେଷ୍ଟରେ ଦିଲ୍ଲୀ ସ୍ପିଡ୍‌ ଷ୍ଟାର ଇଶାନ୍ତ ଶର୍ମା ଦମ୍‌ଦାର ବୋଲିଂ ଜାରି ରଖିଛନ୍ତି। କ୍ରମାଗତ ଦୁଇଟି ଓଭର୍‌ରେ ଦୁଇ ଇଂଲିଶ ଓପନ୍‌ରଙ୍କୁ ପ୍ୟାଭିଲିୟନ ଫେରାଇ ବିଶାଳ ୫୨୧ ରନ୍‌ ଟାର୍ଗେଟ୍‌ର ପିଛା କରୁଥିବା ଘରୋଇ ଦଳକୁ ଇଶାନ୍ତ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଇଛନ୍ତି। ଭେଟେରାନ୍‌ ଆଲିଷ୍ଟର କୁକ୍‌୧୭ ଓ କେ ଜେନିଙ୍ଗ୍‌ସ ୧୩ ରନ୍‌ କରି […]

IT
୨୦୧୭-୧୮ ଆର୍ଥିକ ବର୍ଷରେ ୧୦.୦୩ କୋଟି ଆୟକର ସଂଗ୍ରହ

ନୂଆଦିଲ୍ଲୀ: ଦେଶରେ ୨୦୧୭-୧୮ ଆର୍ଥିକ ବର୍ଷରେ ୧୦.୦୩ କୋଟି ଆୟକର ସଂଗ୍ରହ ହୋଇଛି। ଗୌହାଟୀରେ ଅନୁଷ୍ଠିତ ୨ ଦିନଆ ସମ୍ମିଳନୀରେ ସେଣ୍ଟ୍ରାଲ ବୋର୍ଡ ଡିରେକ୍ଟ ଟ୍ୟାକ୍ସ (ସିବିଡିଟି) ର ସଦସ୍ୟ ଶାବ୍ରି ଭଟ୍ଟଶାଲୀ ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି ୨୦୧୭- ୧୮ ଆର୍ଥିକ ବର୍ଷରେ ୬.୯୨ କୋଟି ଆଇ-ଟି ରିଟର୍ଣ୍ଣସ୍‌ ଦାଖଲ କରାଯାଇଛି। ୨୦୧୬-୧୭ ଆର୍ଥିକ ବର୍ଷରେ ଏହା ୫.୬୧ କୋଟି ଥିଲା, ଯାହାକି ପୂର୍ବ ବର୍ଷ ତୁଳନାରେ ୧.୩୧ କୋଟି ଅଧିକ ରହିଛି। ତେବେ […]

cavities
ଦାନ୍ତରେ କ୍ୟାଭିଟିଜ୍ ହେଉଛି କି? ଜାଣନ୍ତୁ ସରଳ ଉପାୟ

ଆଜିକାଲି ଦାନ୍ତରେ କ୍ୟାଭିଟିଜ୍‌ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଦାନ୍ତରେ ସୃଷ୍ଟି ହେଉଥିବା ଛୋଟ ଛୋଟ କଣା, ଯାହାକି ପରେ ଧୀରେ ଧୀରେ ଦାନ୍ତ ମୂଳ ପଚିବାର କାରଣ ହୋଇଥାଏ ତାହାକୁ କ୍ୟାଭିଟିଜ୍‌ କୁହାଯାଇଥାଏ। ଏହାର ଅଧିକ ଶିକାର ଛୋଟ ପିଲାମାନେ ହୋଇଥାନ୍ତି। କାହିଁକି ନା ସେମାନେ ଅଧିକ ଚକୋଲେଟ୍‌ ଖାଆନ୍ତି। ତେବେ ଖାଲି ଛୋଟ ଛୁଆ ନୁହେଁ ଅଧିକାଂଶ ଲୋକ କ୍ୟାଭିଟିଜ୍‌ର ଶିକାର ହୋଇଥାନ୍ତି। ଦିନକୁ ୨ ଥର ଦାନ୍ତ ସଫା କରିବା […]