• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

saurabh-chaudhary
ସୁଟିଂରେ ଭାରତକୁ ପୁଣି ଏକ ସ୍ୱର୍ଣ୍ଣ

ଜାକର୍ତ୍ତା: ଏସିଆନ ଗେମସ ସୁଟିଂରେ ଭାରତକୁ ପୁଣି ଏକ ସ୍ୱର୍ଣ୍ଣ ପଦକ ମିଳିଛି। ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ୧୬ ବର୍ଷୀୟ ସୁଟର ସୌରଭ ଚୌଧୁରୀ ଏହି ସଫଳତା ପାଇଛନ୍ତି। ପ୍ରଥମ ଥର ପାଇଁ ସିନିୟର ଗ୍ରୁପରେ ପ୍ରତିନିଧିତ୍ୱ କରୁଥିବା ସୌରଭ ଫାଇନାଲରେ ୨୪୦. ୭ ପଏଣ୍ଟ ସ୍କୋର କରି ଏସିଆନ ରେକର୍ଡ ମଧ୍ୟ ସୃଷ୍ଟି କରିଛନ୍ତି। ଏହି ଇଭେଣ୍ଟରେ ଅଭିଷେକ ବର୍ମା ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ସେହିପରି ୫୦ ମିଟର ରାଇଫଲ-ଥ୍ରୀ ପୋଜିସନ୍ରେ ସଞ୍ଜୀବ […]

tiger and monk
ଆଜିର ଅନୁଚିନ୍ତା: ସୁକର୍ମର ଫଳ ଆଶୀର୍ବାଦ ଆକାରରେ ମିଳେ

-ଓମ୍‌ପ୍ରକାଶ ସାହୁ ଓଡ଼ିଆରେ କୁହାଯାଏ କର୍ମ ଘେନି ଫଳ। ଏଥିରେ ଦ୍ୱିମତ ହେବାର ନାହିଁ । ଏହା ସବୁ ଧର୍ମର ସାର କଥା। ଆପଣ ଜୀବନରେ ଯଦି ଗୋଟିଏ ବି ଭଲ କାମ କରିଥିବେ ତାହାର ପ୍ରତିଦାନରେ ଆପଣଙ୍କୁ ସୁଫଳ ମିଳିବ। ଏଠାରେ ଜାପାନର ଜଣେ ବୌଦ୍ଧ ସଂସ୍କାରକଙ୍କ କଥା ଉଲ୍ଲେଖ କରାଯାଇପାରେ। ତାଙ୍କ କହିବାନୁଯାୟୀ ଜନ୍ମଠୁ ମୃତ୍ୟୁ ପର୍ଯ୍ୟନ୍ତ ମଣିଷ ଯାହା କିଛି କରେ ତାହା ସୁକର୍ମ ଓ କୁକର୍ମ ଦୁଇ ଭାଗରେ ବିଭକ୍ତ ହୁଏ। […]

nirav
ଜେଲ୍‌ ଗଲେ ନିରବ ମୋଦି

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ନିରବ ମୋଦି ଜେଲ ଗଲେ। ଆସନ୍ତା ୨୯ ଯାଏ ସେ ଜେଲରେ ରହିବେ। ସେହି ଦିନ ଭାରତର ପ୍ରତ୍ୟାର୍ପଣ ଆବେଦନ ଉପରେ ବି କୋର୍ଟ ଶୁଣାଣି କରିବେ। ନିରବଙ୍କୁ ଗତ ମଙ୍ଗଳବାର ଲଣ୍ଡନ ପୁଲିସ୍ ଗିରଫ କରିଥିବା ବେଳେ ଗତକାଲି ୱେଷ୍ଟ ମିନିଷ୍ଟର କୋର୍ଟରେ ହାଜର କରାଯାଇଥିଲା। ତେବେ କୋର୍ଟ ତାଙ୍କ ଜାମିନ ଆବେଦନ ଖାରଜ କରି ଦେଇଥିଲେ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଅନୁରୋଧ କ୍ରମେ ଗତ […]