ଭୁବନେଶ୍ୱର: ଭୁବନେଶ୍ୱରରେ ହେବାକୁ ଥିବା ହକି ବିଶ୍ୱକପ୍ରେ ଖେଳାଳି ଓ ଫ୍ୟାନ୍ଙ୍କ ଭିତରେ ରହିବନି ବେଶି ଦୂରତା। କଳିଙ୍ଗ ଷ୍ଟାଡିୟମ୍ରେ ରହିବ ଫ୍ୟାନ୍ ଭିଲେଜ୍। ହକି ଫିଭର୍କୁ ଦ୍ୱିଗୁଣିତ କରିବା ପାଇଁ ଏଭଳି ଏକ ଅଭିନବ ପ୍ରୟାସ ଆୟୋଜକମାନେ ହାତକୁ ନେଇଛନ୍ତି। ଏହାଦ୍ୱାରା ଦର୍ଶକମାନେ ସେମାନଙ୍କ ମନ ପସନ୍ଦର ଖେଳାଳିଙ୍କୁ ପାଖରୁ ଦେଖିବା ସହିତ ସେମାନଙ୍କ ସହ ହାତ ମିଳାଇବେ, ସେଲ୍ଫି ନେବେ, ଅଟୋଗ୍ରାଫ୍ ନେବେ ଆଉ କିଛି ସମୟ କଥାବାର୍ତ୍ତା କରିବାର ମଧ୍ୟ ସୁଯୋଗ ପାଇବେ। […]
ଭୋପାଲ୍: ମଧ୍ୟପ୍ରଦେଶର ମନ୍ଦସୌରରେ ହୋଇଥିବା ବହୁଚର୍ଚ୍ଚିତ ଶିଶୁ ଗଣଦୁଷ୍କର୍ମ ମାମଲାରେ ୨ ଜଣ ଅଭିଯୁକ୍ତଙ୍କୁ ସ୍ଵତନ୍ତ୍ର ଫାଷ୍ଟଟ୍ରାକ୍ କୋର୍ଟ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି। ସ୍ୱତନ୍ତ୍ର ଫାଷ୍ଟଟ୍ରାକ୍ କୋର୍ଟ ମାତ୍ର ୫୬ ଦିନ ମଧ୍ୟରେ ଏହାର ଶୁଣାଣି କରି ଏହି ରାୟ ପ୍ରକାଶ କରିଛନ୍ତି। ଗତ ଜୁନ୍ ୨୬ରେ ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ଏହି ୮ ବର୍ଷୀୟ ନାବାଳିକା ଜଣଙ୍କ ସ୍କୁଲ ପାଖରେ ଛିଡ଼ା ହୋଇଥିଲେ। ଏହି ସମୟରେ ଇରଫାନ୍ ଓ ଆସିଫ୍ ନାମକ ଦୁଇ ଜଣ ଯୁବକ […]
ଭାରତରେ ସାଧାରଣତଃ ସବୁରାଜ୍ୟରେ ବୋଇତି କଖାରୁ ଚାଷ ହୋଇଥାଏ। ସମସ୍ତେ ଏହି ପରିବାକୁ ମଧ୍ୟ ନିଜ ଖାଇବାରେ ସାମିଲ୍ କରିଥାନ୍ତି। ଏହି ପରିବାରୁ ବହୁତ ମଞ୍ଜି ବାହାରୁଥିଲେ ମଧ୍ୟ ଏହାକୁ କେହି କିଛି କାମରେ ନଲଗାଇ ଫିଙ୍ଗି ଦେଇଥାନ୍ତି। କିନ୍ତୁ ଏହି ମଞ୍ଜିରେ ଯେ ଏତେ ଉପକାରୀ ଗୁଣ ରହିଛି ତାହା ହୁଏତ ବହୁତ କମ୍ ଲୋକ ଜାଣିଥିବେ। କୋଲେଷ୍ଟ୍ରଲ୍ କମ୍ କରେ ବୋଇତି କଖାରୁ ମଞ୍ଜି ନିୟମିତ ଖାଇବା ଦ୍ୱାରା ଲାଇପୋପ୍ରୋଟିନ୍ (ଖରାପ କୋଲେଷ୍ଟ୍ରଲ୍)ର ସ୍ତର […]
ଲଣ୍ଡନ: ନଟିଂହାମ୍ରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ୍ରେ ଟିମ୍ ଇଣ୍ଡିଆ ବୃହତ ବିଜୟ ହାସଲ କରିଛି। ଏଥିସହ ସିରିଜ୍କୁ କମ୍ ବ୍ୟାକ୍ କରିବାରେ ସଫଳ ହୋଇଛି। ପ୍ରଥମ ଇନିଂସ୍ରେ ଅଲରାଉଣ୍ଡର ହାର୍ଦ୍ଦିକ ଓ ଦ୍ୱିତୀୟ ଇନିଂସ୍ରେ ଯଶପ୍ରୀତ୍ ବୁମ୍ରା, ପ୍ରତ୍ୟେକ ୫ଟି ଲେଖାଏ ୱିକେଟ୍ ନେଇ ଏହି ବିଜୟର ମଙ୍ଗୁଆଳ ସାଜିଛନ୍ତି। India win the 3rd Test by 203 runs.#ENGvIND pic.twitter.com/YkNJjsGRlQ — BCCI (@BCCI) 22 August 2018 ଯେଉଁଥିପାଇଁ ଟିମ୍ […]
ବଲିଉଡ୍ର ସିନେମା ଇଣ୍ଡଷ୍ଟ୍ରି ଦୁନିଆର ସବୁଠାରୁ ବଡ଼ ସିନେମା ଇଣ୍ଡଷ୍ଟ୍ରି ଭାବେ ଜଣାଶୁଣା। ଏହି ଇଣ୍ଡଷ୍ଟ୍ରିରେ ପ୍ରତି ବର୍ଷ ଅନେକ ସିନେମା ରିଲିଜ୍ ହୁଏ। କିଛି ସିନେମା ହିଟ୍ ହୋଇ ଭଲ ରୋଜଗାର କରେ ଓ ଆଉ କିଛି ଫ୍ଲପ୍ ହୁଏ । ବେଳେବେଳେ ଅଭିନେତା ଓ ଅଭିନେତ୍ରୀମାନଙ୍କର ଖରାପ ଅଭିନୟ ଯୋଗୁ ବା ସେମାନଙ୍କର ବ୍ୟକ୍ତିତ୍ୱକୁ ଖାପ୍ ଖାଉ ନଥିବା ଅଭିନୟ ଯୋଗୁ ଅନେକ ସିନେମା ଦର୍ଶକଙ୍କୁ ପସନ୍ଦ ଆସେ ନାହିଁ। ଏମିତି କିଛି ସିନେମା […]
ନୂଆଦିଲ୍ଲୀ : ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଗୁରୁଦାସ କାମାତ୍ଙ୍କ ପରଲୋକ। ୬୩ ବର୍ଷ ବୟସରେ ଦିଲ୍ଲୀର ଏକ ଘରୋଇ ଡାକ୍ତରଖାନାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଅାଜି ସକାଳୁ ତାଙ୍କ ଛାତିରେ ଯନ୍ତ୍ରଣା ହେବା ଯୋଗୁଁ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି କରଯାଇଥିଲା। ତେବେ ହସ୍ପିଟାଲ୍ରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଛି। ଗୁରୁଦାସଙ୍କ ଶେଷ ଦର୍ଶନ ପାଇଁ ହସ୍ପିଟାଲ୍ରେ ପହଞ୍ଚିଛନ୍ତି ସୋନିଅା ଗାନ୍ଧୀଙ୍କ ସମେତ ବହୁ ବରିଷ୍ଠ କଂଗ୍ରେସ […]
ଜାମ୍ମୁ କାଶ୍ମୀର : ଜାମ୍ମୁ କାଶ୍ମୀରର ପୁଲୱାମା ଜିଲ୍ଲାରେ ଜଣେ ବିଜେପି କର୍ମୀଙ୍କୁ ଅାଜି ଅାତଙ୍କବାଦୀମାନେ ହତ୍ୟା କରିଛନ୍ତି। ମୃତକଙ୍କ ନାଁ ସବିର ଅହମ୍ମଦ ଭଟ୍ଟ। ସେ ବିଜେପିର ଜିଲ୍ଲା ସଭାପତି ଭାବେ କାର୍ଯ୍ୟ କରୁଥିଲେ। ଭୋର ୩ଟା ବେଳେ ଅାତଙ୍କବାଦୀମାନେ ସବିରଙ୍କୁ ଘରୁ ଡାକି ନେଇଥିଲେ। ଅାଜି ସକାଳୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ସବିର ବିଜେପିର ଅାଇଟି ଓ ସୋଶାଲ ମିଡିଅା ଦାୟିତ୍ୱରେ ମଧ୍ୟ ରହିଥିଲେ। ଗତ ସପ୍ତାହରେ ଜାମ୍ମୁ କାଶ୍ମୀରରେ ପଂଚାୟତ ନିର୍ବାଚନ […]
ମୁମ୍ବାଇ : ମୁମ୍ବାଇରେ ଏକ ଉଚ୍ଚ ଅଟ୍ଟାଳିକାରେ ଅଗ୍ନିକାଣ୍ଡ ଘଟି ୪ ମୃତ, ୧୬ରୁ ଅଧିକ ଅାହତ। ଅାଜି ସକାଳେ କେନ୍ଦ୍ର ମୁମ୍ବାଇର ପରେଲରେ ଥିବା କ୍ରିଷ୍ଟାଲ ଟାୱାର ଅାପାର୍ଟମେଣ୍ଟରେ ନିଆଁ ଲାଗିଯାଇଥିଲା। ବିଲଡିଂର ଦ୍ୱାଦଶ ମହଲାରେ ଏହି ନିଆଁ ଲାଗିଥିଲା। ନିଆଁର ପ୍ରକୋପ ଏତେ ଥିଲା ଯେ ଏହା ଧୀରେ ଧୀରେ ବ୍ୟାପିବାକୁ ଲାଗିଥିଲା। ତୁରନ୍ତ ୮ଟି ଦମକଳ ବାହିନୀ, ୪ଟି ୱାଟର ଟ୍ୟାଙ୍କର ନିଆଁ ଲିଭା କାର୍ଯ୍ୟରେ ଲାଗିଥିଲେ। ତୁରନ୍ତ ବିଲଡିଂକୁ ଖାଲି କରାଯାଇଥିଲା। […]
ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ କମର୍ଦ୍ଦା କଲେଜର ନୂତନ କୋଠା ଉଦଘାଟନ ବେଳେ ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ଅନୁଦାନରେ ନିର୍ମିତ କୋଠାକୁ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ମନ୍ତ୍ରୀ ଉଦଘାଟନ କରିବାକୁ ବିରୋଧ କରିଛି ଗୋଟିଏ ଗୋଷ୍ଠୀ। ଏହାକୁ ନେଇ ଛାତ୍ରଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ପୁଲିସ ଉପସ୍ଥିତିରେ ମଧ୍ୟ ଗଣ୍ଡଗୋଳ ହୋଇଛି। ଏହି ଘଟଣାରେ ଦୁଇଜଣ ଅାହତ ହୋଇଛନ୍ତି।
ଶ୍ରୀନଗର: ଇଦ୍ ଉଲ୍ ଜୁହାରେ ମଧ୍ୟ କାଶ୍ମୀର ଉପତ୍ୟକାରେ ଅଶାନ୍ତି ଦେଖାଦେଇଛି। ଶ୍ରୀନଗରରେ ପାକିସ୍ତାନ ପତାକା ଉଡ଼ିଛି। ଇଦ୍ ଉଲ୍ ଜୁହାର ନମାଜ ପାଠ ପରେ ସୁରକ୍ଷାକର୍ମୀଙ୍କ ଉପରେ ପ୍ରବଳ ପଥର ମାଡ଼ ହୋଇଛି। ପାକିସ୍ତାନ ଏବଂ ବିଶ୍ୱର ଟପ୍ ମୋଷ୍ଟ ଆତଙ୍କୀ ସଂଗଠନ ଆଇଏସ୍ଆଇଏସ୍ ପତାକା ଦେଖାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିଭିନ୍ନ ଅଞ୍ଚଳରେ ଲୁଚି ରହିଥିବା ଲୋକେ ହଠାତ୍ ସେନା ଉପରକୁ ଆକ୍ରମଣ ଆରମ୍ଭ କରିଛନ୍ତି। ଢେଲା ପଥର ସହ ପେଟ୍ରୋଲ ବମ୍ ମଧ୍ୟ […]