ପୁରୀ : ଅଟଳ ବିହାରୀ ବାଜପେୟୀଙ୍କ ଚିତାଭସ୍ମ ଶୋଭାଯାତ୍ରାକୁ ଅଣ୍ଡା ମାଡ଼ ଅଭିଯୋଗ। ପୁରୀ ମହୋଦଧିକୁ ବିସର୍ଜନ ପାଇଁ ଯିବା ବାଟରେ ପୁରୀ ଚନ୍ଦନପୁର ନିକଟରେ ଶୋଭାଯାତ୍ରା ଉପରକୁ ଅଣ୍ଡା ମାଡ଼ କରାଯାଥିବା ଅଭିଯୋଗ ହୋଇଛି। ବିଜେପି ନେତା ଭୃଗୁ ବକ୍ସିପାତ୍ର ଓ ପ୍ରଭାତୀ ପରିଡ଼ା ଏହି ସଙ୍ଗୀନ ଅଭିଯୋଗ ଅାଣି ଚନ୍ଦନପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ବିଜୁ ଯୁବ ବାହିନୀର ଜଣେ କର୍ମୀ ଚିତାଭସ୍ମକୁ ଅଣ୍ଡା ମାଡ଼ କରିଥିବା ଅଭିଯୋଗ କରିଛନ୍ତି। ତେବେ ଏନେଇ […]
ଗଜପତି : ଜୀବନକୁ ବାଜି ଲଗାଇ ଉଛୁଳା ନଦୀରେ ପାର୍ ହେଉଛନ୍ତି ଲୋକେ। ହାତରେ ଖଣ୍ଡିଏ ବାଡି ସାହାଯ୍ୟରେ ବିପଦଜନକ ଭାବେ ନଦୀ ପାର୍ ହେଉଛନ୍ତି ଲୋକେ। ଲୋକେ ଏଠି ବାଧ୍ୟ ହେଉଛନ୍ତି ଏଭଳି ଭାବେ ଯାତାୟତ କରିବାକୁ। ଗଜପତି ଜିଲ୍ଲା ଆର୍.ଉଦୟଗିରି ବ୍ଲକ୍ ଗାଣ୍ଡୁପଦର ଗାଁ ଏବଂ ମୋହନା ବ୍ଲକ୍ର କମଳାପଦର ଗାଁଲୋକଙ୍କ ଦୁଖ ସାଜିଛି ବଡଝର ନଦୀ। ଟିକିଏ ପାଣି ବଢିଲେ ଅାଖପାଖ ଗାଁର ପାଖାପାଖି ୧୦ ହଜାର ଲୋକ ବାହ୍ୟ ଜଗତରୁ ବିଚ୍ଛିନ୍ନ […]
ନୂଆଦିଲ୍ଲୀ: ଟଙ୍କା ପାଇଁ ମଣିଷ କିଭଳି ସମ୍ପର୍କ ଭୁଲି ଯାଇ ତଳକୁ ଖସି ଯାଏ ତାହାର ଏକ ଜ୍ୱଳନ୍ତ ଉଦାହରଣ ଦିଲ୍ଲୀର କଲ୍ୟାଣପୁରୀରେ ଦେଖିବାକୁ ମିଳିଛି। ୫୦୦ ଶହ ଟଙ୍କାଙ୍କୁ ନେଇ ଜଣେ ୨୪ ବର୍ଷର ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ମଙ୍ଗଳବାର ରାତିରେ ଏହି ଜଘନ୍ୟ କାଣ୍ଡ ଘଟିଛି। ମୃତକ ହେଉଛନ୍ତି ଦିଲ୍ଲୀ କଲ୍ୟାଣପୁରୀର ଶାହାରୁଖ୍। ସୂଚନା ଅନୁସାରେ, ଶାହାରୁଖ୍ ତାଙ୍କ ବନ୍ଧୁ ମୁକେଶ (୩୦)ର ପତ୍ନୀଙ୍କୁ ମାସକ ତଳେ ୫ଶହ ଟଙ୍କା ଧାର୍ ସୂତ୍ରରେ ଦେଇଥିଲେ। […]