• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

ddd
ସୃଷ୍ଟି ହେଲାକି କେନ୍ଦ୍ର-ରାଜ୍ୟ ସମ୍ପର୍କର ନୂଆ ଅଧ୍ୟାୟ ?

ଭୁବନେଶ୍ୱର: କେନ୍ଦ୍ରୀୟ ବଜେଟ୍‌କୁ ନବୀନଙ୍କ ପ୍ରଂଶସା ପରେ ଏବେ କେନ୍ଦ୍ର-ରାଜ୍ୟ ଭିତରେ ଗଠନମୂଳକ ସହଯୋଗର ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି। ବଜେଟ୍‌ରେ ତୈଳ ଦର ବଢ଼ିବା ସତ୍ତ୍ୱେ ବି ନବୀନ ଏହା ବିରୋଧରେ ପଦୁଟିଏ ବି କହିନାହାଁନ୍ତି। କେବଳ ଏ ଗୋଟିଏ ପ୍ରସଙ୍ଗ ନୁହେଁ , ରାଜ୍ୟର ସ୍ୱାର୍ଥ ପାଇଁ ଅତୀତରେ ଯେଉଁ ସବୁ ପ୍ରସଙ୍ଗକୁ ନେଇ ଶାସକ ଦଳ ରାସ୍ତାକୁ ଓହ୍ଳାଇଥିଲା ଏବେ ସେସବୁରେ ଅସମ୍ଭବ ନିରବତା ଅବଲମ୍ବନ କରୁଛି। ବିଜେଡିର ଏ ନିରବତାକୁ ନେଇ […]

abul
‘୪ ସପ୍ତାହ ମଧ୍ୟରେ ୪୫୩ କୋଟି ଫେରାଅ’ ନଚେତ୍ ୩ ମାସ ଜେଲ୍‌ଦଣ୍ଡ

ନୂଆଦିଲ୍ଲୀ : ଅଦାଲତ ଅବମାନନା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ରିଲାଏନ୍ସ ଗ୍ରୁପ ମୁଖ୍ୟ ଅନୀଲ ଅମ୍ବାନୀ। ଟେଲିକମ୍ ଉପକରଣ କ୍ରମ ମାମଲାରେ ୫୫୦ କୋଟି ଟଙ୍କା ବକେୟା ପ୍ରଦାନ କରିନଥିବାରୁ ରିଲାଏନ୍ସ ବିରୋଧରେ ସୁପ୍ରିମକୋର୍ଟ ଦ୍ୱାରସ୍ତ ହୋଇଥିଲା ଏରିକ୍ସନ୍। ଏହି ଘଟଣାରେ ଅନୀଲଙ୍କ ସହ ତାଙ୍କ କମ୍ପାନୀର ଅନ୍ୟ ଦୁଇ ନିର୍ଦ୍ଦେଶକ ସତୀଶ ସେଠ୍ ଏବଂ ଛାୟା ବିରାନୀଙ୍କୁ ମଧ୍ୟ ସୁପ୍ରିମକୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ଆସନ୍ତା ୪ ସପ୍ତାହ ମଧ୍ୟରେ ଅନୀଲ ଅମ୍ବାନୀ ଓ […]

rahul
ରାହୁଲଙ୍କୁ ମିଳିଲା ଜାମିନ୍

ନୂଆଦିଲ୍ଲୀ: ମାନହାନି ମାମଲାରେ ରାହୁଲ ଗାନ୍ଧିଙ୍କୁ ଜାମିନ ମିଳିଛି। ବିହାର ପାଟନାର ଏକ କୋର୍ଟ ରାହୁଲଙ୍କୁ ଜାମିନ ଦେଇଛନ୍ତି। ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ୍ ମୋଦିଙ୍କ ପକ୍ଷରୁ ଏହି ମାନହାନି ମାମଲା ଦାୟର୍ ହୋଇଥିଲା। ମାମଲାରେ ରାହୁଲ ଆଜି କୋର୍ଟରେ ହାଜର ହୋଇଥିଲୋ ମୋଦିଙ୍କୁ ଆକ୍ଷେପ କରି ରାହୁଲ ବିବାଦୀୟ ବୟାନ ଦେଇଥିଲେ। ସମସ୍ତ ଚୋରଙ୍କ ନାଁ ପରେ ମୋଦି କାହିଁକି ଲାଗୁଛି ବୋଲି କହି ଆକ୍ଷେପ କରିଥିଲେ ରାହୁଲ। ଏହାକୁ ନେଇ ସୁଶୀଲ ମୋଦି କୋର୍ଟରେ ମାମଲା […]

ବଢ଼ିଲା ପେଟ୍ରୋଲ୍ ଦର: ସକାଳ ୬ରୁ ଲାଗୁହେବ

ନୂଆଦିଲ୍ଲୀ: ୨୦୧୯-୨୦ ସାଧାରଣ ବଜେଟ୍‌ରେ ପ୍ରତି ଲିଟର୍ ପେଟ୍ରୋଲ ଓ ଡିଜେଲ୍‌ ଉପରେ ଉତ୍ପାଦ ଶୁଳ୍କ ଓ ସେସ୍ ୧ଟଙ୍କା ଲେଖାଏ ବୃଦ୍ଧି ହେବା କଥା କହିବା ପରେ ଏହାର ପ୍ରଭାବ ତେଲ ମାର୍କେଟ୍ ଉପରେ ପଡ଼ିଛି। ଆସନ୍ତାକାଲି ସକାଳ ୬ଟାରୁ ପେଟ୍ରୋଲ୍ ଲିଟର ପିଛା ୨.୫୦ ଟଙ୍କା ଓ ଡିଜେଲ୍ ଲିଟର୍ ପିଛା ୨.୩୦ ଟଙ୍କା ବୃଦ୍ଧି ପାଇବ। ଶୁକ୍ରବାର ଦିଲ୍ଲୀରେ ପେଟ୍ରୋଲ୍ ଲିଟର୍ ପିଛା ୭୦.୫୧ ଓ ଡିଜେଲ୍‌ ୬୪.୩୩ ଟଙ୍କା ରହିଛି। ସେହିପରି […]

Aadhar-Card
ଭାରତ ପହଞ୍ଚିବାମାତ୍ରେ ଆଧାର କାର୍ଡ ନେଇପାରିବେ ପ୍ରବାସୀ ଭାରତୀୟ

ନୂଆଦିଲ୍ଲୀ: ଆଉ ୬ ମାସ ନୁହେଁ, ଏଣିକି ପ୍ରବାସୀ ଭାରତୀୟ ନାଗରିକଙ୍କୁ ଭାରତ ପହଞ୍ଚିବା ମାତ୍ରେ ଆଧାର କାର୍ଡ ମିଳିବ। ଆଜି ସଂସଦରେ ବଜେଟ ଉପସ୍ଥାପନ କରିବା ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହା କହିଛନ୍ତି। ପୂର୍ବରୁ ୧୮୦ ଦିନ ଅପେକ୍ଷା କରିବା ପରେ ଯାଇ ପ୍ରବାସୀ ନାଗରିକଙ୍କୁ ଆଧାର କାର୍ଡ ମିଳୁଥିଲା।’ ଆଧାର ଆକ୍ଟ ୨୦୧୬ ଅନୁଯାୟୀ ଜଣେ ପ୍ରବାସୀ ଭାରତୀୟ ୬ ମାସରୁ ଅଧିକ ସମୟ ପାଇଁ ଆସିଥିଲେ ୧୮୨ ଦିନ ପରେ […]

budget
କେଉଁ ବିଭାଗରେ କେତେ ବ୍ୟୟବରାଦ ହେଲା ଜାଣନ୍ତୁ

ନୂଆଦିଲ୍ଲୀ: ସଂସଦରେ ଆଜି ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଦୀର୍ଘ ୫୦ ବର୍ଷ ପରେ ଜଣେ ମହିଳା ଅର୍ଥମନ୍ତ୍ରୀ ସଂସଦରେ ବଜେଟ୍ ଉପସ୍ଥାପନ କରିଛନ୍ତି। ବଜେଟ୍‌ରେ କେଉଁ ବିଭାଗ ପାଇଁ କେତେ ବ୍ୟୟବରାଦ ହୋଇଛି ଆସନ୍ତୁ କ୍ରମ ଅନୁସାରେ ଜାଣିବା। ୧: ପେନସନ-୧,୭୪,୩୦୦ କୋଟି ୨: ପ୍ରତିରକ୍ଷା-୩,୦୫,୨୯୬ କୋଟି ୩: ସବସିଡି –୩,୦୧,୬୯୪ କୋଟି ୪: କୃଷି- ୧,୫୧,୫୧୮ କୋଟି ୫: ବାଣିଜ୍ୟ ଓ ଶିଳ୍ପ- ୨୭,୦୪୩ କୋଟି ୬: ଉତ୍ତର-ପୂର୍ବ ଭାରତର ବିକାଶ […]

alpeshthakor-55_5
ଇସ୍ତଫା ଦେଲେ ଦୁଇ କଂଗ୍ରେସ ବିଧାୟକ

ଅହମଦାବାଦ: ଗୁଜରାଟ କଂଗ୍ରେସର ଦୁଇ ଜଣ ବିଧାୟକ ଆଜି ବିଧାନସଭାରୁ ଇସ୍ତଫା ଦେଇଛନ୍ତି। ୨ଟି ରାଜ୍ୟସଭା ଆସନ ପାଇଁ ଭୋଟ୍ ଦେବା ପରେ ବିଧାନସଭାରୁ ଇସ୍ତଫା ଦେଇଛନ୍ତି କଂଗ୍ରେସ ବିଧାୟକ ଅଳ୍ପେଶ ଠାକୁର ଏବଂ ଧବଲସିହ୍ନା ଜଲ।ଇସ୍ତଫା ଦେବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅଳ୍ପେଶ କହିଛନ୍ତି, ଯିଏ ଦେଶକୁ ଆଗକୁ ନେବ ତାଙ୍କୁ  ସେ ଭୋଟ୍ ଦେଇଛନ୍ତି। କଂଗ୍ରେସରେ ଯୋଗ ଦେଇ ମାନସିକ ଯନ୍ତ୍ରଣା ଛଡ଼ା ଆଉ କିଛି ପାଇ ନାହାନ୍ତି, ଏବେ ସେ ମୁକ୍ତ […]

Capture--8.......
ବେଙ୍ଗାଲୁରୁରେ ଏରୋ ଇଣ୍ଡିଆ ସୋ'

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଆଜିଠୁ ଆରମ୍ଭ ହୋଇଛି ଏରୋ ଇଣ୍ଡିଆ ସୋ’ । ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଏହି ସୋକୁ ଉଦ୍‌ଘାଟନ କରିଛନ୍ତି । ଚାରି ଦିନ ଧରି ହେବାକୁ ଥିବା ଏହି ମେଗା ଏୟାର ସୋ’ରେ ବିଭିନ୍ନ ଲଢୁଆ ବିମାନ ଆକାଶ ମାର୍ଗରେ ଯୁଦ୍ଧ କୌଶଳ ପ୍ରଦର୍ଶନ କରିବେ। ଗତକାଲି ଏରୋ ଇଣ୍ଡିଆ ସୋ’ଅଭ୍ୟାସ ବେଳେ ଦୁଇଟି ଫାଇଟର ବିମାନ ମଧ୍ୟରେ ଦୁର୍ଘଟଣା ଘଟିଥିଲା। ଏଥିରେ  ଜଣେ ପାଇଲଟଙ୍କ ମୃତ୍ୟୁ ହୋଇଛି। ଏହାକୁ ନଜରରେ ରଖି […]

india
ଗଠନ ହେବ ନିୟୁ ଇଣ୍ଡିଆ ସ୍ପେସ୍ ଲିମିଟେଡ ନାମକ ବାଣିଜ୍ୟିକ ସଂସ୍ଥା 

ନୂଆଦିଲ୍ଲୀ: ସଂସଦରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ୨୦୧୯-୨୦ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବା ବେଳେ କହିଛନ୍ତି ଯେ ମହାକାଶ ବିଭାଗ ଅଧୀନରେ ନିୟୁ ଇଣ୍ଡିଆ ସ୍ପେସ୍‌ ଲିମିଟେଡ ନାମକ ଏକ ବାଣିଜ୍ୟିକ ସଂସ୍ଥା ସୃଷ୍ଟି ଗଠନ କରାଯିବ। ବିଶ୍ୱବ୍ୟାପୀ ସ୍ୱଳ୍ପ ବ୍ୟୟରେ ମହାକାଶକୁ ଉପଗ୍ରହ ଓ ଅନ୍ୟାନ୍ୟ ମହାକାଶ ଯାନ ପ୍ରେରଣ କରିବାର ସାମର୍ଥ୍ୟ ଯୋଗୁ ଆଜି ଭାରତ ବିଶ୍ୱରେ ଏକ ମହାକାଶ ଶକ୍ତି ଭାବେ ଉଭା ହୋଇଛି। ବର୍ତ୍ତମାନ ଏହାର ବାଣିଜ୍ୟିକ […]

Capture
ବଜେଟ୍୧୯ରେ କୌଣସି ନୂଆ ଯୋଜନା ନାହିଁ: କଂଗ୍ରେସ୍

ନୂଆଦିଲ୍ଲୀ: ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ମୋଦି ସରକାରଙ୍କ ଦ୍ୱାରା ଆଗତ ହୋଇଥିବା ବଜେଟକୁ ଅତ୍ୟନ୍ତ ନୈରାଶ୍ୟଜନକ ବୋଲି କଂଗ୍ରେସ କହିଛି। ସରକାର ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହୋଇଛନ୍ତି। କୌଣସି ନୂଆ ଯୋଜନା ନାହିଁ। ଏହା କେବଳ ନୂଆ ବୋତଲରେ ପୁରୁଣା ମଦ ବୋଲି ଲୋକସଭାରେ କଂଗ୍ରେସ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି। ସେହିପରି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ତଥା ରାଜ୍ୟସଭା ସାଂସଦ ମୋତିଲାଲ ଭୋରା କହିଛନ୍ତି, ବଜେଟରେ ସାଧାରଣ […]

Capture-7.......
ଭାରତରେ ସାଉଦି ଆରବ ରାଜକୁମାର

ନୂଆଦିଲ୍ଲୀ: ସାଉଦି ଆରବ ରାଜକୁମାର ମହମ୍ମଦ ବିନ୍ ସଲମାନ ଦୁଇ ଦିନିଆ ଭାରତ ଗସ୍ତରେ ଆସି ପହଞ୍ଚିଛନ୍ତି। ରାଷ୍ଟ୍ରପତି ଭବନରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ଅବସରରେ ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରମୁଖ ଉପସ୍ଥିତ ରହିଥିଲେ । ମହମ୍ମଦ ବିନ୍ ସଲମାନଙ୍କ ଭାରତ ଗସ୍ତ ଅବସରରେ ଉଭୟ ଦେଶ ମଧ୍ୟରେ ବାଣିଜ୍ୟ, ପୁଞ୍ଜି ନିବେଶ, ପ୍ରତିରକ୍ଷା, ସୁରକ୍ଷା ଓ ଆତଙ୍କବାଦ ମୁକାବିଲା ସହ ଅକ୍ଷୟଶକ୍ତି ଭଳି […]

modi
ବଜେଟ୍‌କୁ ନେଇ ପ୍ରତିକ୍ରିୟା ରଖିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ସଂସଦରେ ଉପସ୍ଥାପିତ ହୋଇଥିବା ଦୂରଦର୍ଶୀ ବଜେଟ୍ ଦ୍ୱାରା ଆଜିର ଯୁବକ ଏବଂ ଗରିବ ଶ୍ରେଣୀର ବ୍ୟକ୍ତି ଆସନ୍ତାକାଲି ପାଇଁ ନିଜ ସୁଖ ଏବଂ ସମୃଦ୍ଧିର ସ୍ୱପ୍ନ ଦେଖିପାରିବେ। ୨୧ ଦଶକରେ ଏହି ବଜେଟ୍ ଦେଶକୁ ଆଗକୁ ନେବ, ଦେଶବାସୀ ମଜଭୁତ ହେବା ସହ ଦେଶ ମଧ୍ୟ ମଜଭୁତ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଜେଟ ପରେ ନିଜ ପ୍ରତିକ୍ରିୟାରେ କହିଛନ୍ତି। ଦେଶ ୫ ଟ୍ରିଲିଅନ ଅର୍ଥନୀତିକ କ୍ଲବରେ ସାମିଲ୍ ହେବା ପାଇଁ ଏହି […]