ମୁମ୍ବାଇ: ବଲିଉଡ୍ ଖିଲାଡି ଅକ୍ଷୟ କୁମାର ସବୁବେଳେ ନିଜର ଭିନ୍ନ ଅନ୍ଦାଜ୍ ପାଇଁ ଚର୍ଚ୍ଚାରେ ଥାଆନ୍ତି। କେତେବେଳେ ସେ ନିଜ ଫିଲ୍ମର ଚରିତ୍ର ପାଇଁ ହେଉକି କେତେବେଳେ ଅନ୍ୟ କୌଣସି କାରଣ ପାଇଁ ହେଉ। ଏବେ କିନ୍ତୁ ସେ ଦୁଇଟି ଭିନ୍ନ ଭିନ୍ନ କାରଣ ପାଇଁ ଚର୍ଚ୍ଚାରେ ଅଛନ୍ତି। ଗୋଟିଏ କାରଣ ହେଉଛି ଏକ ନୂଆ ପ୍ଲାଟ୍ଫର୍ମରେ ପାଦ ଦେବା ଓ ଅନ୍ୟଟି ପତ୍ନୀ ଟ୍ୱିଙ୍କିଲ୍ ଖାନାଙ୍କ ଠାରୁ ମିଳିଥିବା ଧମକ୍। ତେବେ ଚାଲନ୍ତୁ ଜାଣିବା କ’ଣ […]
ଆପଣ ହାଇଦ୍ରାବାଦୀ ବିରିୟାନି, ଚିକେନ୍ ବିରିୟାନୀ, ମଟନ ବିରିୟାନି ଓ ଭେଜ୍ ବିରିୟାନୀ ଆଦି ନିଶ୍ଚୟ ଖାଇଥିବେ। ସବୁ ପ୍ରକାର ବିରିୟାନୀର ଟେଷ୍ଟ ମଧ୍ୟ ଅଲଗା ଅଲଗା ହୋଇଥାଏ। କିନ୍ତୁ ଆପଣ କେବେ ରୋହୀ ମାଛ ତିଆରି ଦେଶୀ ବିରିୟାନୀ ଖାଇଛନ୍ତି କି? ଏହି ବିରିୟାନୀର ପ୍ରସ୍ତୁତି ପ୍ରଣାଳୀ ଅନ୍ୟ ବିରିୟାନୀର ପ୍ରସ୍ତୁତି ପ୍ରଣାଳୀ ଠାରୁ ଟିକେ ଭିନ୍ନ। ଆଉ ସ୍ୱାଦରେ ମଧ୍ୟ ଏହା ଅଲଗା ହୋଇଥାଏ। ତେବେ ଆଜି ହିଁ ଏହି ଭିନ୍ନ ସ୍ୱାଦର ବିରିୟାନୀ […]
ନୂଆଦିଲ୍ଲୀ (ଶିବାନନ୍ଦ) : ମହାନଦୀ ଜଳ ବିବାଦର ଆପୋଷ ସମାଧାନ ନେଇ ଆଜି ନୂଆଦିଲ୍ଲୀରେ ବୈଠକ ବସିବ। ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଏହି ଆଲୋଚନା ଦ୍ୱିତୀୟ ଥର ପାଇଁ ହେବ। ଗତ ୨୫ ତାରିଖରେ ବସିଥିବା ବୈଠକରେ କୌଣସି ନିଷ୍କର୍ସ ବାହାରି ନଥିବାରୁ ପୁଣି ଥରେ ଉଭୟ ରାଜ୍ୟ ଏକାଠି ବସି ଏନେଇ ଆଲୋଚନା କରିବେ। ଅଣମୌସୁମୀ ସମୟରେ ଓଡ଼ିଶାକୁ କେତେ ପରିମାଣରେ ଜଳ ଛାଡିବାକୁ ହେବ, ସେ ସମ୍ପର୍କରେ ଦୁଇ ରାଜ୍ୟର ବରିଷ୍ଠ ଅଧିକାରୀଙ୍କ […]
ନାଗପୁର: ବିରାଟ କୋହଲିଙ୍କ ଆକର୍ଷଣୀୟ ଶତକ ଓ ଶେଷ ଓଭର୍ରେ ଅଲରାଉଣ୍ଡର ବିଜୟ ଶଙ୍କରଙ୍କ ଶାଣିତ ବୋଲିଂ ବଳରେ ଟିମ୍ ଇଣ୍ଡିଆ ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଦିନିକିଆରେ ଅଷ୍ଟ୍ରେଲିଆକୁ ୮ ରନ୍ରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜ୍ରେ ୨-୦ର ଅଗ୍ରଣୀ ହାସଲ କରିନେଇଛି । ଦିନିକିଆରେ ଏହା ଟିମ୍ ଇଣ୍ଡିଆର ୫୦୦ତମ ବିଜୟ। ଜାମଥାର ଭିସିଏ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଭାରତ ବିରାଟ (୧୧୬)ଙ୍କ ଶତକୀୟ ଇନିଂସ୍ ସତ୍ତ୍ୱେ […]
ବେଙ୍ଗାଲୁରୁ: ବେଙ୍ଗାଲୁରୁରୁ ଜାମସେଦପୁର ଯାଉଥିବା ଏକ ଯାତ୍ରୀବାହୀ ଟ୍ରେନ୍ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଭୋର ୨ଟା ବେଳେ ଟ୍ରେନଟି ଆନ୍ଧ୍ର ପ୍ରଦେଶର ଗୋଦାବରୀ ଜିଲ୍ଲାଦେଇ ଯାଉଥିବା ବେଳେ ଏହି ଅଗ୍ନିକାଣ୍ଡ ଘଟିଛି। ତେବେ ରେଳ କର୍ମଚାରୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଏକ ବଡ଼ ବିପଦ ଟଳି ଯାଇଛି। କିନ୍ତୁ ଅଗ୍ନିକାଣ୍ଡରେ ଟ୍ରେନର ପ୍ୟାଣ୍ଟ୍ରି କାର ସଂପୂର୍ଣ୍ଣ ଜଳି ପୋଡ଼ି ପାଉଁଶ ହୋଇଯାଇଛି। ଯଶବନ୍ତପୁର-ଟାଟାନଗର ସୁପରଫାଷ୍ଟ ଏକ୍ସପ୍ରେସଟି ରାଜମନ୍ଦ୍ରୀ ନିକଟରେ ଥିବା ବେଳେ ଏହାର ପ୍ୟାଣ୍ଟ୍ରି ବଗିରେ ପ୍ରଥମେ […]
ନୂଆଦିଲ୍ଲୀ: ଦଳୀୟ ଶୋଭାଯାତ୍ରାରେ ସେନା ପୋଷାକ ଭଳି ପୋଷାକ ପିନ୍ଧିବାକୁ ନେଇ ସମାଲୋଚନାର ଶିକାର ପରେ ନିଜର ମତ ରଖିଛନ୍ତି ଦିଲ୍ଲୀ ବିଜେପି ସଭାପତି ମନୋଜ ତିଓ୍ୱାରୀ। ସେ କହିଛନ୍ତି, ଦେଶ ପ୍ରତି ଭକ୍ତି ଓ ସେନାକୁ ନେଇ ଗର୍ବ ଅନୁଭବ କରୁଥିବାରୁ ବେଳେବେଳେ ଏଭଳି ପୋଷାକ ପିନ୍ଧିଥାନ୍ତି। ଦେଶବାସୀ ମଧ୍ୟ ଏଭଳି ପୋଷାକ ପିନ୍ଧିବା ଉଚ୍ଚିତ୍ ବୋଲି ସେ କହିଛନ୍ତି। ଶନିବାର ଦିନ ଦିଲ୍ଲୀରେ ବିଜେପିର ଏକ ରାଲିରେ ସେନା ପୋଷାକ ପିନ୍ଧି ମନୋଜ ପରିକ୍ରମା […]
ନୂଆଦିଲ୍ଲୀ: ଆମେରିକାର ଜିଏସ୍ପି ରାଷ୍ଟ ସମୂହ ତାଲିକାରୁ ବାଦ୍ ପଡ଼ିଲା ଭାରତ। ଭାରତୀୟ ବଜାରରେ ଆମେରିକୀୟ ସାମଗ୍ରୀକୁ ଅବାଧ ପ୍ରବେଶ ନେଇ କଟକଣା ହେତୁ ଟ୍ରମ୍ପ ପ୍ରଶାସନ ଭାରତକୁ ଏହି ତାଲିକାରୁ ବାଦ୍ ଦେଇଛି। ଆମେରିକା ପ୍ରତିନିଧି ସଭାରେ ଏନେଇ ତଥ୍ୟ ରଖି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଭାରତ ଓ ତୁର୍କୀକୁ ଜିଏସ୍ପି ବା ଗ୍ଲୋବାଲାଇଜ୍ଡ୍ ସିଷ୍ଟମ୍ ଅଫ୍ ପ୍ରିଫରେନ୍ସ ନେସନ ତାଲିକାରୁ ଏହି ଦୁଇ ଦେଶକୁ ହଟାଯାଇଛି। ଭାରତୀୟ ବଜାରରେ ଆମେରିକାର ଉତ୍ପାଦକୁ […]
ନୂଆଦିଲ୍ଲୀ: ୨୬-୧୧ ମୁମ୍ବାଇ ଆକ୍ରମଣ ଭଳି ଜଳପଥରେ ଆସି ଆକ୍ରମଣ କରିପାରନ୍ତି ପାକ୍ ପ୍ରଶିକ୍ଷିତ ଆତଙ୍କବାଦୀ। ଏଭଳି ଆଶଙ୍କା ବ୍ୟକ୍ତ କରିଛନ୍ତି ନୌସେନା ମୁଖ୍ୟ ଆଡ୍ମିରାଲ ସୁନୀଲ ଲାନ୍ୱା। ଏନେଇ ଆତଙ୍କବାଦୀଙ୍କୁ ପ୍ରଶିକ୍ଷଣ ଦିଆଯାଉଥିବା ଗୁଇନ୍ଦା ସୂଚନା ଆଧାରରେ ସେ କହିଛନ୍ତି। ସମୁଦ୍ର ପଥରେ ଆକ୍ରମଣ କରିପାରନ୍ତି ପାକିସ୍ତାନୀ ଆତଙ୍କବାଦୀ। ଏଥିପାଇଁ ସେମାନଙ୍କୁ ପ୍ରଶିକ୍ଷଣ ବି ଦିଆଯାଉଛି। ଗୁଇନ୍ଦା ସୂଚନା ଆଧାରରେ ଏହି ଆଶଙ୍କା ବ୍ୟକ୍ତ କରିଛନ୍ତି ଭାରତୀୟ ନୌସେନା ମୁଖ୍ୟ ଆଡ୍ମିରାଲ୍ ସୁନୀଲ ଲାନ୍ୱା। ଆତଙ୍କବାଦୀ […]
ଇସ୍ଲାମାବାଦ: ଚାରିଆଡ଼ୁ ଚାପ ପଡ଼ିବା ପରେ ଶେଷରେ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପାକିସ୍ତାନ। ଆତଙ୍କବାଦୀ କାର୍ଯ୍ୟକଳାପରେ ସାମିଲ ଥିବା ଅଭିଯୋଗରେ ୪୪ଜଣଙ୍କୁ ଅଟକ ରଖାଯାଇଥିବା ପାକିସ୍ତାନର ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରୀ ସୂଚନା ଦେଇଛନ୍ତି। ସେମାନଙ୍କ ମଧ୍ୟରେ ଜୈସ ଏ ମହମ୍ମଦ ଆତଙ୍କବାଦୀ ସଂଗଠନର ମୁଖ୍ୟ ମସୁଦ ଆଝାରର ଦୁଇଜଣ ନିକଟ ସମ୍ପର୍କୀୟ ମୁଫତି ଅବଦୁର ଓ ହମାଦ ଆଝାର ସାମିଲ ଅଛନ୍ତି। ମୁଫତି ଅବଦୁର ଓ ହମାଦ ଆଝାର ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ […]
ନୂଆଦିଲ୍ଲୀ: ବାଲାକୋଟ ଏୟାର୍ ଷ୍ଟ୍ରାଇକକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶକୁ ଦୀର୍ଘଦିନ ଧରି ଶାସନ କରିଥିବା ଏକ ଦଳର ବରିଷ୍ଠ ନେତା ସେନାବାହିନୀର କ୍ଷମତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଏପରିକି ସେ ପୁଲୱାମା ଆତଙ୍କବାଦୀ ଆକ୍ରମଣକୁ ଦୁର୍ଘଟଣା ବୋଲି କହିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ୨୬/୧୧ମୁମ୍ବାଇ ଆତଙ୍କବାଦୀ ଆକ୍ରମଣକୁ ସେହି ନେତା କ୍ଲିନ୍ ଚିଟ ଦେଇଥିବା ପ୍ରଧାନମନ୍ତ୍ରୀ ସୂଚାଇ ଦେଇଛନ୍ତି। ମଧ୍ୟପ୍ରଦେଶରେ ଏକ ରାଲିରେ ପ୍ରଧାନମନ୍ତ୍ରୀ କଂଗ୍ରେସକୁ ଟାର୍ଗେଟ କରି ଏପରି ମନ୍ତବ୍ୟ ଦେଇଛନ୍ତି। […]
ନୂଆଦିଲ୍ଲୀ: ଆସନ୍ତା ନିର୍ବାଚନରେ ଓଡ଼ିଶାରେ କଂଗ୍ରେସ ସହ ମେଣ୍ଟ କରିବନି ସିପିଏମ୍। ଆଜି ଏହା ସ୍ପଷ୍ଟ କରିଛନ୍ତି ସିପିଏମ୍ ମହାସଚିବ ସୀତାରାମ ୟେଚୁରୀ। ଦିଲ୍ଲୀରେ ୟେଚୁରୀ କହିଛନ୍ତି, “ରାଜ୍ୟରେ କଂଗ୍ରେସ କିମ୍ବା ଅନ୍ୟ କାହା ସହ ଆମର ମେଣ୍ଟ ହେବନି। କଂଗ୍ରେସ ସହ ୨ଟି ଜାଗାରେ ପାରସ୍ପରିକ ବୁଝାମଣା ହେବ। ବଣାଇ ବିଧାନସଭା ଆସନରେ କଂଗ୍ରେସ ସିପିଏମ୍ ପ୍ରାର୍ଥୀଙ୍କୁ ସମର୍ଥନ କରିବ। ସେହିପରି ସୁନ୍ଦରଗଡ଼ ଲୋକସଭା ଆସନରେ ଆମେ କଂଗ୍ରେସକୁ ସମର୍ଥନ କରିବୁ।” ସେ ଆହୁରି କହିଛନ୍ତି, […]
ମୁମ୍ବାଇ: ଦୀର୍ଘ ୨୦ ବର୍ଷ ପରେ ସଲ୍ମାନ୍ ଖାନ୍ ଓ ସଞ୍ଜୟଲୀଲା ଭଂଶାଲୀ ଏକ ରୋମାଣ୍ଟିକ୍ ପ୍ରୋଜେକ୍ଟରେ ଏକାଠି କାମ କରିବାକୁ ଯାଉଛନ୍ତି। ଏହାର ନାଁ ‘ହମ୍ ଦିଲ୍ ଦେ ଚୁକେ ସନମ୍ -୨’ ରହିବ ବୋଲି ଚର୍ଚ୍ଚା ହେଉଛି। କିନ୍ତୁ ଏନେଇ ବିଧିବଦ୍ଧ ଭାବେ ଉଭୟ କିଛି ଘୋଷଣା କରିନାହାନ୍ତି। ଏହାଠାରୁ ବଡ଼ କଥା ହେଲା ଫିଲ୍ମରେ ସଲ୍ମନ୍ ତାଙ୍କ ଏକ୍ସ ଗର୍ଲଫ୍ରେଣ୍ଡଙ୍କ ସହ ଫିଲ୍ମରେ ରୋମାନ୍ସ କରିବେ ବୋଲି ଜଣାପଡ଼ିଛି। ଏହି ଏକ୍ସ ଗର୍ଲଫ୍ରେଣ୍ଡ […]
କୋଏମ୍ବାଟୁର: ବାୟୁସେନାର ୨ଟି ୟୁନିଟ୍କୁ ସମ୍ମାନଜନକ ପ୍ରେସିଡେଣ୍ଟ କଲର୍ସ ପ୍ରଦାନ କରାଯାଇଛି। ତାମିଲନାଡୁର କୋଏମ୍ବାଟୁର ଜିଲ୍ଲାର ସୁଲୁରରେ ଥିବା ବାୟୁସେନା ପ୍ରଶିକ୍ଷଣ କେନ୍ଦ୍ରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହା ପ୍ରଦାନ କରିଛନ୍ତି। ହାକିମ୍ପେଟ ବାୟୁସେନା ଘାଟୀ ଏବଂ ସୁଲୁରରେ ଥିବା ଫାଇଭ୍-ବେସ୍ ରିପେୟର ଡିପୋକୁ ମିଳିଛି ଏହି ସମ୍ମାନ। ରାଷ୍ଟ୍ର ପତି ଅସାଧାରଣ ସେବାର ସ୍ୱୀକୃତି ସ୍ୱରୂପ କୌଣସି ବାୟୁସେନା ୟୁନିଟ୍ କିମ୍ବା ସ୍ୱାଡ୍ରନକୁ ସମ୍ମାନଜନକ ପ୍ରେସିଡେଣ୍ଟ କଲର୍ସ ଦିଆଯାଇଥାଏ। ଆଜିର […]
ଜାମନଗର: ଭାରତୀୟ କ୍ରିକେଟ୍ ଟିମ୍ର ଅଲ୍ରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ରିୱାବା ଜାଡେଜା ବିଜେପିରେ ସାମିଲ ହୋଇଛନ୍ତି। ଜାମନଗରରେ ଗୁଜରାଟ କୃଷି ମନ୍ତ୍ରୀ ଆରସି ଫାଲଡୁ ଏବଂ ସାଂସଦ ପୁନ ମଦାମଙ୍କ ଉପସ୍ଥିତିରେ ବିଜେପିରେ ମିଶିଛନ୍ତି। ସାଧାରଣ ନିର୍ବାଚନ ପୂର୍ବରୁ ରାୱବା ବିଜେପିରେ ସାମିଲ ହେବା ଦଳ ପାଇଁ ଲାଭଦାୟକ ହେବ ବୋଲି ରାଜ୍ୟ ନେତୃବୃନ୍ଦ ଆଶା ରଖିଛନ୍ତି। ବିଶେଷ କରି ଯୁବପୀଢ଼ିଙ୍କୁ ଦଳ ପ୍ରତି ଆକୃଷ୍ଟ କରିବାରେ ରାୱାବାଙ୍କ ଯୋଗଦାନ ସହାୟକ ହେବ। ସୂଚନାଯୋଗ୍ୟ, ଗତ […]
ଲକ୍ଷ୍ନୌ: ଆଜି ଉଦଯାପିତ ହେବ ପ୍ରୟାଗରାଜର ପ୍ରସିଦ୍ଧ ଅର୍ଦ୍ଧ କୁମ୍ଭମେଳା। ଦୀର୍ଘ ୪୯ ଦିନ ଧରି ଧାର୍ମିକ ନଗରୀ ପ୍ରୟାଗରାଜରେ ଚାଲିଥିବା କୁମ୍ଭମେଳାରେ ଆଜି ଶେଷ ସାହି ସ୍ନାନ। ଏଥିପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ମହାଶିବରାତ୍ରୀ ଅବସରରେ ଆଜି ଲକ୍ଷାଧିକ ଶ୍ରଦ୍ଧାଳୁ ପବିତ୍ର ତ୍ରିବେଣୀ ସଙ୍ଗମରେ ବୁଡ ପକାଇଛନ୍ତି। ବହୁ ବର୍ଷ ପରେ ସୋମବାରରେ ଶିବରାତ୍ରୀ ପଡୁଥିବାରୁ ପ୍ରାୟ ୫୦ରୁ ୬୦ ଲକ୍ଷ ଶ୍ରଦ୍ଧାଳୁ ଗଙ୍ଗା ଏବଂ ତ୍ରିବେଣୀ ସଙ୍ଗମ ସ୍ଥଳରେ ବୁଡ ପକାଇ ଦୈବୀକୃପା […]
ଜମ୍ମୁ: ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି। ଫଳରେ ଏହାର ସିଧାସଳଖ ପ୍ରଭାବ ସୀମାବର୍ତ୍ତୀ ଗାଁ ଗୁଡ଼ିକ ଉପରେ ପଡ଼ୁଥିବା ଦେଖିବାକୁ ମିଳିଛି। ପାକିସ୍ତାନୀ ସେନାଙ୍କ ପ୍ରବଳ ଗୁଳିମାଡ଼ ଓ ମୋର୍ଟାର ମାଡ଼ରେ ଭାରତ-ପାକିସ୍ତାନ ସୀମାବର୍ତ୍ତୀ ପୁଞ୍ଛ ଓ ରାଜୌରୀ ଜିଲ୍ଲାର ଗାଁ ଗୁଡ଼ିକରେ ଏବେ ଭୟର ବାତାବରଣ ସୃଷ୍ଟି ହୋଇଛି। ଗତ ୫ ଦିନ ଧରି ସୀମାନ୍ତରେ ସ୍ଥିତି ଅଧିକ ଉଦ୍ବେଗଜନକ ରହିଛି। ଫଳରେ ଏହାକୁ ଦୃଷ୍ଟିରେ ରଖି ଜମ୍ମୁ ଓ କଶ୍ମୀର […]
ନୂଆଦିଲ୍ଲୀ: ପାକିସ୍ତାନ ସେନା ଦ୍ୱାରା ବନ୍ଦୀ ହୋଇ ତାଙ୍କ କବଜାରେ ଦୀର୍ଘ ଅଢେଇ ଦିନ ରହିବା ପରେ ଶେଷରେ ନିଜ ଦେଶକୁ ଫେରିଛନ୍ତି ଭାରତର ବୀର ପାଇଲଟ ଅଭିନନ୍ଦନ ବର୍ତମାନ। ପ୍ରବଳ ଅନ୍ତର୍ଜାତୀୟ ଚାପର ସମ୍ମୁଖୀନ ହୋଇ ଜେନେଭା ଚୁକ୍ତି ଅନୁଯାୟୀ, ପାକିସ୍ତାନ ଅଭିନନ୍ଦନଙ୍କୁ ଭାରତକୁ ହସ୍ତାନ୍ତର କରିଛି। ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନ ପାକିସ୍ତାନରୁ ଫେରି ୱାଘା ବର୍ଡର ଅତିକ୍ରମ କରି ଭାରତ ମାଟିରେ ପାଦ ଦେବା ପରେ ତାଙ୍କୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି। ଅଭିନନ୍ଦନଙ୍କ […]
ମୁମ୍ବାଇ: ମହାରାଷ୍ଟ୍ରରେ ଆଜି ଭୂମିକମ୍ପର ଝଟ୍କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୪.୩ ଥିଲା। ମହାରାଷ୍ଟ୍ରର ପାଲ୍ଘର ଜିଲ୍ଲାରେ ସକାଳ ୧୧ଟା ସମୟରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି। ମୁମ୍ବାଇର କିଛି ସ୍ଥାନରେ ମଧ୍ୟ ଭୂମିକମ୍ପର ଝଟ୍କା ଅନୁଭୂତ ହୋଇଥିବା ସୂଚନା ମିଳିଛି। ତେବେ ଭୂମିକମ୍ପରେ ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି। ଭୂମିକମ୍ପର କେନ୍ଦ୍ରସ୍ଥଳ ସମ୍ପର୍କରେ ମଧ୍ୟରେ କିଛି ଜଣାପଡ଼ିନାହିଁ।