ନୂଆଦିଲ୍ଲୀ: ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟ ପାହ୍ୟା ପ୍ରଦାନ ଦାବିକୁ ଅଧିକ ଜୋରଦାର କରିଛି ଆମ୍ ଆଦମୀ ପାର୍ଟି (ଆପ୍)। ଦିଲ୍ଲୀର ଆପ୍ ସରକାର, କେନ୍ଦ୍ର ଆଗରେ ବାରମ୍ବାର ଏହି ଦାବି ଉପସ୍ଥାପନ କରିଥିଲେ ମଧ୍ୟ ଏହାକୁ କେନ୍ଦ୍ର କର୍ଣ୍ଣପାତ କରୁନଥିବା ଅଭିଯୋଗ ଆଣିଛନ୍ତି ଉଭୟ ଦିଲ୍ଲୀ ସରକାର ଏବଂ ଆପ୍ କାର୍ଯ୍ୟକର୍ତ୍ତା। ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟ ପ୍ରଦାନ କଲେ ହିଁ ଦିଲ୍ଲୀର ବିକାଶ ସମ୍ଭବ ବୋଲି କହି ଆସୁଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଏହାସହ ଦାବି ପୂରଣ […]
ନୂଆଦିଲ୍ଲୀ: କେନ୍ଦ୍ର ସରକାର ସୋଶାଲ ମିଡିଆ ପ୍ଲାଟଫର୍ମ ଟିକ୍ଟକ୍ ଏବଂ ହେଲୋକୁ ବ୍ୟାନ କରିପାରନ୍ତି। ଏଥିପାଇଁ ଏହି ଦୁଇ ସଂସ୍ଥା ପାଖରୁ ୨୧ଟି ପ୍ରଶ୍ନର ଜବାବ ମାଗିଛନ୍ତି। ଯଦି ସରକାର ଉତ୍ତରରେ ସନ୍ତୋଷ ନହୁଅନ୍ତି ତାହେଲେ ବ୍ୟାନ୍ ହୋଇପାରନ୍ତି। ସୂଚନାଯୋଗ୍ୟ, ଆର୍ଏସ୍ଏସ୍ ସହ ଜଡ଼ିତ ଥିବା ସ୍ୱଦେଶୀ ଜାଗରଣ ମଞ୍ଚ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖରେ ଏକ ଅଭିଯୋଗ କରିଛନ୍ତି। ଯେଉଁଥିରେ ଉଲ୍ଲେଖ ରହିଛି ଯେ ଟିଟ୍ଟକ୍ ଏବଂ ସ୍ୱଦେଶୀ ସୋଶାଲ୍ ମିଡିଆ କମ୍ପାନୀ ଦେଶ ବିରୋଧୀ […]
ଜମ୍ମୁ: ଜମ୍ମୁ-କଶ୍ମୀରର ପୁଲୱାମା ଜିଲ୍ଲା ତ୍ରାଲ୍ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀର ମୃତ୍ୟୁ ଘଟିଛି। ଏବେ ବି ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି। ଅନ୍ୟପକ୍ଷରେ ଆତଙ୍କୀ ନିପାତ ପାଇଁ ଚାଲିଥିବା ଏହି ଅପରେସନ୍ ବେଳେ ସୁରକ୍ଷାକର୍ମୀଙ୍କୁ ପଥର ଫିଙ୍ଗାଳିଙ୍କ ସମ୍ମୁଖୀନ ହେବାକୁ ପଡ଼ିଥିଲା। ଅପରାହ୍ଣରେ ସୁରକ୍ଷାକର୍ମୀ ତ୍ରାଲ୍ ଅଞ୍ଚଳର ଇଂଗ୍ଲିଶ ଗାଁରେ ଘେରାବନ୍ଦୀ କରି ଯାଞ୍ଚ କରୁଥିବା ବେଳେ ଗୋଟିଏ ଘରେ ଲୁଚି ରହିଥିବା ଆତଙ୍କବାଦୀ ସେମାନଙ୍କ ଉପରକୁ ଗୁଳିମାଡ଼ କରିଥିଲେ। […]
ନୂଆଦିଲ୍ଲୀ: ବନ୍ୟା ଯୋଗୁ ଆସାମର ସ୍ଥିତି ଖରାପ ହୋଇଥିବା ବେଳେ ଏଥିରୁ ଜାତୀୟ ଉଦ୍ୟାନ ‘କାଜିରଙ୍ଗା’ ବି ବର୍ତ୍ତିପାରିନି। ଅତ୍ୟଧିକ ବର୍ଷା କାରଣରୁ କାଜିରଙ୍ଗା ଜାତୀୟ ଉଦ୍ୟାନରେ ପାଣି ପଶିଯାଇଛି। ତେଣୁ ଉଦ୍ୟାନରେ ଥିବା ପଶୁମାନେ ସୁରକ୍ଷିତ ସ୍ଥାନକୁ ପଳାଇ ଯାଉଥିବା ଦେଖିବାକୁ ମିଳିଛି। ଏହାରି ଭିତରେ କିନ୍ତୁ ସୁରକ୍ଷିତ ସ୍ଥାନ ଖୋଜି ଏକ ମହାବଳ ବାଘ ଜଣଙ୍କ ଘର ଭିତରେ ପଶି ଯାଇଛି। ଉକ୍ତ ଘରେ ଥିବା ଏକ ବିଛଣାରେ ସେ ବସିଥିବା ଦେଖିବାକୁ ମିଳିଛି। ଏହି […]
ମୁମ୍ବାଇ: ରଣବୀର କପୁର ଓ ଆଲିଆ ଭଟ୍ଟ ଷ୍ଟାରର ‘ବ୍ରହ୍ମାସ୍ତ୍ର’ର କାହାଣୀ ଏବେ ବି ସସ୍ପେନ୍ସରେ ରହିଛି। ଏଥିରେ ଲିଡ୍ ରୋଲ୍ କରୁଥିବା ରଣବୀର କପୁରଙ୍କର ଲୁକ୍ ଟେଷ୍ଟର ଏକ ଫଟୋ ସୋଶାଲ ମିଡିଆରେ ପୋଷ୍ଟ ହେବା ପରେ ଭାଇରାଲ ହେବାରେ ଲାଗିଛି। ନିଜେ ନିର୍ଦ୍ଦେଶକ ଅୟାନ ମୁଖାର୍ଜୀ ଏହାକୁ ପୋଷ୍ଟ କରିଛନ୍ତି। ହେଲେ ଦୁଃଖର ବିଷୟ ହେଲା କୁଲ୍ ଓ ହ୍ୟାଣ୍ଡସମ୍ ଦିଶୁଥିବା ଏହି ଲୁକ୍ ରିଜେକ୍ଟ ହଇଯାଇଛି। ଫିଲ୍ମ ପାଇଁ ତାଙ୍କ ନୂଆ ଲୁକ୍ […]
ନୂଆଦିଲ୍ଲୀ: ଅଯୋଧ୍ୟା ଜମି ବିବାଦ ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ପୂରା ମାମଲାର ମଧ୍ୟସ୍ଥତା କରୁଥିବା ଜଷ୍ଟିସ୍ ଖଲିଫୁଲ୍ଲାଙ୍କ ନେତୃତ୍ୱାଧୀନ କମିଟିକୁ ଆସନ୍ତା ୩୧ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚକୋର୍ଟ। ରିପୋର୍ଟ ପାଇବାର ଦୁଇ ଦିନ ପରେ ଅର୍ଥାତ୍ ଅଗଷ୍ଟ ୨ ତାରିଖ ଦିନ ମାମଲାର ପରବର୍ତ୍ତି ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି। ଅଯୋଧ୍ୟା ଜମି ବିବାଦ ମାମଲାରେ ମଧ୍ୟସ୍ଥତା ପ୍ୟାନେଲକୁ ଆଜି ରିପୋର୍ଟ ଦେବାକୁ ସୁପ୍ରିମ୍କୋର୍ଟ ପୂର୍ବରୁ ସମୟସୀମା […]
ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସ୍ନାଲ ବ୍ୟାଙ୍କ ଋଣ ଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ତଥା ପଳାତକ ହୀରା ବ୍ୟବସାୟୀ ନିରବ ମୋଦି ଲଣ୍ଡନ୍ରେ ବୁଲୁଥିବା ନେଇ ଖବର ପ୍ରକାଶ ପାଇଛି। ଏହି ଖବର ବ୍ରିଟିଶ ଖବରକାଗଜ ‘ଦ ଟେଲିଗ୍ରାଫ’ ପ୍ରକାଶ କରିବା ସହ ଖବରକାଗଜ ପକ୍ଷରୁ ଏକ ଭିଡିଓ ମଧ୍ୟ ଜାରି କରାଯାଇଛି। ଏଥିରେ ମୋଦି ଏକ ସ୍ପୋର୍ଟିଂ ଜ୍ୟାକେଟ୍ ପିନ୍ଧି ବୁଲୁଥିବା ଦେଖିବାକୁ ମିଳିଛି। ଯାହାର ମୂଲ୍ୟ ପ୍ରାୟ ୯ଲକ୍ଷ ଟଙ୍କା ହେବ। ‘ଦ ଟେଲିଗ୍ରାଫ’ର ସୂଚନା ଅନୁଯାୟୀ […]
ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଦେଶର ବିଶିଷ୍ଟ ମହିଳାଙ୍କୁ ‘ନାରୀ ଶକ୍ତି ସମ୍ମାନ’ରେ ସମ୍ମାନିତ କରାଯାଇଛି। ନୂଆଦିଲ୍ଲୀରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ୪୧ ଜଣଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି। ପ୍ରତିବର୍ଷ ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟରେ ମହିଳାଙ୍କ ଅବଦାନ ଲାଗି ଏହି ପୁରସ୍କାର ଦିଆଯାଉଛି। ଏହି ପୁରସ୍କାର ଉତ୍ସବ୧୯୯୧ ମସିହାରୁ ଅନୁଷ୍ଠିତ ହୋଇ ଆସୁଛି। କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ […]