• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

skin-4..
୩୦ ପରେ ହଜି ଯାଉଛି ତ୍ୱଚାର ଚମକ, ନିଅନ୍ତୁନି ଟେନସନ, ଫଲୋ କରନ୍ତୁ ୫ ଟିପ୍ସ…

ଭୁବନେଶ୍ୱର :  ଉଜ୍ଜ୍ୱଳ ତ୍ୱଚା ମନରେ ଆତ୍ମବିଶ୍ୱାସ ବୃଦ୍ଧି କରିଥାଏ। ହେଲେ ଜଞ୍ଜାଳମୟ ଜୀବନରେ ତ୍ୱଚାର ଯତ୍ନ ନେବାକୁ ଆମକୁ ବହୁତ କମ୍‌ ସମୟ ମିଳିଥାଏ। ଯୁବାବସ୍ଥାରେ ତ୍ୱଚାରେ ମହଜୁଦ ଥିବା ନମନିୟତା କ୍ରମଶଃ ହଜିବାକୁ ବସେ। ୩୦ ଅତିକ୍ରାନ୍ତ କରିବା ପରେ ତ୍ୱଚାରେ ସନ ବର୍ଣ୍ଣ, ଟ୍ୟାନ, ଫାଇନ ଲାଇନ, ଡାର୍କ ସ୍ପଟ, ରିଙ୍କଲସ୍‌ ଅଦି ପରିଲକ୍ଷିତ ହୋଇଥାଏ। ତେଣୁ ଖରାକୁ ବାହାରିବା ମାତ୍ରେ ସନସ୍କ୍ରିନ୍‌ ଲଗାଇବାକୁ ଭୁଲନ୍ତୁ ନାହିଁ। ୩୦ ବର୍ଷ ଅତିକ୍ରାନ୍ତ କରିବା […]

akshaya-tritiya-....
ଅକ୍ଷୟ ତୃତୀୟାରେ ଦାନ କରନ୍ତୁ, ପୁଣ୍ୟ ଜନ୍ମ ଜନ୍ମାନ୍ତର ପାଇଁ ସାଇତି ରଖନ୍ତୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବୈଶାଖ ଶୁକ୍ଳପକ୍ଷ ତୃତୀୟା ତିଥିରେ ପଡେ ଅକ୍ଷୟ ତୃତୀୟା। ଅକ୍ଷୟର ଅର୍ଥ ଯାହା କ୍ଷୟ ହୁଏ ନାହିଁ। ହିନ୍ଦୁ ଶାସ୍ତ୍ର ଅନୁସାରେ ଏକ ପବିତ୍ର ଦିନ। ଏହି ଦିନ ସୂର୍ଯ୍ୟ ଏବଂ ଚନ୍ଦ୍ର ଉଭୟ ଉଚ୍ଚ ରାଶିରେ ଅବସ୍ଥାପିତ କରନ୍ତି। ତେଣୁ ପ୍ରତ୍ୟେକ ଶୁଭ କାମର ଅନୁକୂଳ ଏହି ଦିନ କରାଗଲେ ତାହା ଦୀର୍ଘସ୍ଥାୟୀ ହୋଇଥାଏ ବୋଲି ବିଶ୍ୱାସ କରାଯାଏ । ପବିତ୍ର ରଥଯାତ୍ରା ପାଇଁ ଏହିଦିନ ରଥକାଠ ଅନୁକୂଳ କରାଯାଏ। ଶାସ୍ତ୍ର ଅନୁସାରେ, ସତ୍ୟ […]

-Modi.. 2
ମୋଦିଙ୍କୁ ହତ୍ୟା ଲାଗି ୫୦ କୋଟି : ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବାରାଣସୀରୁ ଲୋକସଭା ନିର୍ବାଚନ ଲଢ଼ିବା ପାଇଁ ନାମାଙ୍କନପତ୍ର ଦାଖଲ କରିଥିବା ପୂର୍ବତନ ବିଏସ୍‌ଏଫ୍ ଯବାନ ତେଜ୍‌ ବାହାଦୁର ଯାଦବଙ୍କ ଏକ ଭିଡିଓ ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଛି। ଏହି ଭିଡିଓ ଦେଖିବା ପରେ ବିଜେପି କହିଛି ଯେ, ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ହୋଇଛି। ୫୦ କୋଟି ଦେଲେ ମୋଦିଙ୍କ ହତ୍ୟା କରାଇ ଦେବି ବୋଲି ଭିଡିଓଟିରେ କୁହାଯାଉଥିବା ଶୁଣିବାକୁ ମିଳୁଛି। ଶହଜାଦ୍‌ ପୁନାୱାଲା ଏହି ଭିଡିଓକୁ […]