ଭୁବନେଶ୍ୱର: କଥାରେ ଅଛି ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ଚୀନ୍ର ଚଙ୍ଗ୍ଚିନ୍ ସହରରେ। ଏକ ଆପାର୍ଟମେଣ୍ଟର ଛଅ ମହଲା ଉପରୁ ଖସିପଡ଼ିଲା ୩ ବର୍ଷର ଶିଶୁ। କିନ୍ତୁ ତଳେ ଥିବା ଲୋକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଶିଶୁଟିକୁ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରାଯାଇଛି। କେମିତି ହେଲା ଏସ ଚତତ୍କାର୍ ଆସନ୍ତୁ ଜାଣିବା ବାଲ୍କୋନିର ଏକ ରେଲିଂକୁ ଧରି ଶିଶୁଟି ଝୁଲୁଥିବା ଦେଖିବା ପରେ ତଳେ ଥିବା ଆପାର୍ଟମେଣ୍ଟ […]
ନୂଆଦିଲ୍ଲୀ: ଲୋକପ୍ରିୟ ସାମ୍ୱାଦିକ ରବୀଶ କୁମାରଙ୍କୁ ମିଳିବ ‘ରେମନ ମ୍ୟାଗସେସେ ଆଓ୍ୱାର୍ଡ୍’। ୨୦୧୯ ବର୍ଷ ପାଇଁ ଏହି ସମ୍ମାନରେ ସମ୍ମାନିତ ହେବେ ଏନଡିଟିଭି ଇଣ୍ଡିଆର ମ୍ୟାନେଜିଂ ଏଡିଟର। ହିନ୍ଦୀ ସାମ୍ୱାଦିକତା କ୍ଷେତ୍ରରେ ତାଙ୍କର ପ୍ରଭାବୀ ଯୋଗଦାନ ପାଇଁ ତାଙ୍କୁ ଚୟନ କରାଯାଇଛି। ଏହି ସମ୍ମାନ ଜଣେ ସାମ୍ୱାଦିକଙ୍କ ପାଇଁ ବଡ଼ କାରଣ ‘ ରେମନ ମ୍ୟାଗସେସେ’ ଆୱାର୍ଡକୁ ଏସିଆର ନୋବେଲ ପୁରସ୍କାର ବୋଲି କୁହାଯାଏ। ଏହି ପୁରସ୍କାର ଫିଲିପାଇନ୍ସର ପୂର୍ବତନ ରାଷ୍ଟ୍ରପତି ରେମନ ମାଗସେସେଙ୍କ ନାମରେ ନାମିତ […]
ନୂଆଦିଲ୍ଲୀ: କଶ୍ମୀର ପ୍ରସଙ୍ଗରେ କେବଳ ପାକିସ୍ତାନ ସହ ଆଲୋଚନା କରିବ ଭାରତ। ଆବଶ୍ୟକ ପଡ଼ିଲେ ପାକିସ୍ତାନ ସହ ଦ୍ୱିପାକ୍ଷିକ ବୈଠକରେ ବସିବ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମନ୍ତବ୍ୟ ପରେ ଏନେଇ ଆଭିମୁଖ୍ୟ ସ୍ପଷ୍ଟ କରିଛି ଭାରତ। ବ୍ୟାଙ୍କକକ୍ରେ ଚାଲିଥିବା ଏସିଆନ୍ ମିଟ୍ରେ ଆମେରିକା ବୈଦେଶିକ ସଚିବ ମାଇକାଲେ ପମ୍ବିଓଙ୍କ ସହ ଆଲୋଚନା ପରେ ଏନେଇ ଟ୍ୱିଟ୍ କରିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର। ଭାରତ ପାକିସ୍ତାନ ମଧ୍ୟରେ ଯାହା କିଛି ବି ବିବାଦ ରହିଛି […]
ନୂଆଦିଲ୍ଲୀ: କଶ୍ମୀର ପ୍ରସଙ୍ଗରେ ପୁଣି ଥରେ ମୁଣ୍ଡ ପୁରାଇଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଭାରତ-ପାକିସ୍ତାନ ଯଦି ଚାହିଁବେ ତେବେ ଦଶନ୍ଧି ପୁରୁଣା କଶ୍ମୀର ବିବାଦରେ ସେ ମଧ୍ୟସ୍ଥତା କରିବା ପାଇଁ ଚେଷ୍ଟା କରିବେ ବୋଲି ଟ୍ରମ୍ପ କହିଛନ୍ତି। ହ୍ୱାଇଟ୍ ହାଉସ୍ରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଟ୍ରମ୍ପ ଏ ନେଇ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥି ହେବା ପାଇଁ ସେ ଦେଇଥିବା ପ୍ରସ୍ତାବକୁ ଭାରତ ଏ ପର୍ଯ୍ୟନ୍ତ ଗ୍ରହଣ କରିନାହିଁ ବୋଲି […]