• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

ଟ୍ରିପଲ୍‌ ତଲାକ ବିଲ୍ କ'ଣ ? ଜାଣନ୍ତୁ

ନୂଆଦିଲ୍ଲୀ: ଲୋକସଭା ପରେ ରାଜ୍ୟସଭାରେ ଗତକାଲି ଟ୍ରିପଲ ତଲାକ ବିଲ୍‌କୁ ଅନୁମୋଦନ ମିଳିଛି। ଅର୍ଥାତ ଏଣିକି ମୁସ୍ଲିମ ସମ୍ପ୍ରଦାୟରେ ପ୍ରଚଳିତ ଟ୍ରିପଲ୍ ତଲାକ ପ୍ରଥା ଏକ ଦଣ୍ଡନୀୟ ଅପରାଧ ବିବେଚିତ ହେବ। ତେବେ ଏଥିରେ କଣ ସବୁ ବ୍ୟବସ୍ଥା ରହିଛି ଆସନ୍ତୁ ଜାଣିବ। ଯଦି ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ୩ଥର ଟ୍ରିପଲ ତଲାକ କହି, ଲେଖି କିମ୍ବା ଯେ କୌଣସି ମାଧ୍ୟମରେ ଜଣାଇ ଛାଡ଼ପତ୍ର ଦିଅନ୍ତି, ତା’ହେଲେ ଏହାକୁ ଅପରାଧ ଭାବେ ବିବେଚନା କରାଯିବ। ତିନ୍‌ […]

gh-6
ମାଟିତଳେ ଚାପିହୋଇ ରହିଯାଇଥିଲେ, କୁକୁର ପାଇଁ ଉଦ୍ଧାର ହେଲେ

ଶ୍ରୀନଗର: କୁକୁର ହେଉଛି ମଣିଷର ଭଲ ବନ୍ଧୁ। ଏକଥା ଜମ୍ମୁ-କଶ୍ମୀରରେ ପ୍ରମାଣିତ ହୋଇଛି। ଜମ୍ମୁ- ଶ୍ରୀନଗର ଜାତୀୟ ରାଜପଥର ମାଇଲଷ୍ଟୋନ୍‌ ୧୪୭ ନିକଟରେ ଭୂସ୍ଖଳ ଯୋଗୁ ଜଣେ ବ୍ୟକ୍ତି ମାଟି ତଳେ ଚାପି ହୋଇ ରହିଥିଲେ। ରାତି ତମାମ ସେ ମାଟି ତଳେ ରହିବା ପରେ ଆଜି ସିଆରପିଏଫ୍‌ର ସନ୍ଧାନୀ କୁକୁର ଆଜାକ୍ସି ଉକ୍ତ ବ୍ୟକ୍ତିଙ୍କୁ ଠାବ କରିଥିଲା। ଏହାପରେ ୭୨ ବାଟାଲିୟନର ଯବାନମାନେ ବେଶ କୌଶଳ କ୍ରମେ ଉକ୍ତ ବ୍ୟକ୍ତିଙ୍କୁ ମାଟି ତଳୁ ଉଦ୍ଧାର କରିଥିଲେ। […]

KARNATAKA-10-REBEAL-MLA-1
ପୂର୍ବରୁ  ଅଯୋଗ୍ୟ ଘୋଷିତ ହୋଇଥିଲେ, ଏବେ ଦଳରୁ ବହିଷ୍କୃତ ହେଲେ ୧୪ ବିଧାୟକ

ନୂଆଦିଲ୍ଲୀ: କର୍ଣ୍ଣାଟକାରେ ଅଯୋଗ୍ୟ ଘୋଷିତ ୧୪ ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କୁ ଦଳ ବହିଷ୍କାର କରିଛି। କିଛି ଦିନ ତଳେ କର୍ଣ୍ଣାଟକାର ପୂର୍ବତନ ବାଚସ୍ପତି ରମେଶ କୁମାର ସେମାନଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ। ବିଧାନସଭାରେ ଆସ୍ଥା ଭୋଟ ବେଳେ ଦଳୀୟ ହୁଇପ ଅବମାନନା କରିଥିବା ଦର୍ଶାଇ ୧୪ କଂଗ୍ରେସ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ ପୂର୍ବତନ ବାଚସ୍ପତି। ସୂଚନାଯୋଗ୍ୟ, ୧୪ ବିଦ୍ରୋହୀ କଂଗ୍ରେସ ବିଧାୟକ ଓ ଜେଡିଏସ ବିଧାୟକ ନିଜ ପଦବୀରୁ ଇସ୍ତଫା ଦେବା ପରେ ଜେଡିଏସ-କଂଗ୍ରେସ ମେଣ୍ଟ […]

bcbbd952a425cbea7e8444f93cfa67ae
ଚୋରି ଜିନିଷ ଖୋଜୁଥିଲା ପୁଲିସ; ଅଟକାଇବାରୁ ଗରିଫ୍‌ ହେଲେ ଆଜମ ଖାନ୍‌ଙ୍କ ପୁଅ

ରାମପୁର: ସମାଜବାଦୀ ପାର୍ଟିର ବରିଷ୍ଠ ନେତା ତଥା ରାମପୁର ସାଂସଦ ଆଜମ ଖାନ୍‌ଙ୍କ ପୁଅକୁ ଆଜି ପୁଲିସ୍‌ ଗିରଫ କରିଛି। ପୁଲିସ୍‌ ଆଜି ଜୋହର ବିଶ୍ୱ ବିଦ୍ୟାଳୟରେ ଚୋରି ହୋଇଥିବା ବହିର ଯାଞ୍ଚ ପାଇଁ ପହଞ୍ଚିଥିଲା। କିନ୍ତୁ ଏହି ସମୟରେ ଆଜମ ଖାନ୍‌ଙ୍କ ପୁଅ ଅବଦୁଲ୍ଲା ପୁଲିସ୍‌ର ଯାଞ୍ଚରେ ବାଧା ସୃଷ୍ଟି କରିବାକୁ ଚେଷ୍ଟା କରିଥିଲେ। ଏହାପୂର୍ବରୁ ନକଲି ଜନ୍ମ ପ୍ରମାଣ ପତ୍ର ଦେଇ ପାସ୍‌ପୋର୍ଟ ହାତେଇ ଥିବାରୁ ଗତକାଲି ଅବଦୁଲ୍ଲାଙ୍କ ନାଁରେ ଆଉ ଏକ ଏଫ୍‌ଆଇଆର […]

dhoni-in-army-dress
୪କେଜିର ବୁଲେଟ୍‌ ପ୍ରୁଫ୍‌ ଜ୍ୟାକେଟ୍‌ ପିନ୍ଧି ସୀମାରେ ଟ୍ରେନିଂ ନେବେ ଧୋନି

ଶ୍ରୀନଗର: ଆଜିଠୁ ପାରାସୁଟ ରେଜିମେଣ୍ଟ ବାଟାଲିଅନର ଟ୍ରେନିଂ ଆରମ୍ଭ କରିଛନ୍ତି ଲେଫ୍ଟନାଣ୍ଟ କର୍ଣ୍ଣେଲ ତଥା ଟିମ୍ ଇଣ୍ଡିଆର ୱିକେଟ୍ କିପର ମହେନ୍ଦ୍ର ସିଂହ ଧୋନି। ଅଗଷ୍ଟ ୧୫ ଯାଏ ସେ ଏହି ପ୍ରଶିକ୍ଷିଣ ନେବେ। କିନ୍ତୁ ଏହି ସମୟରେ ସେ ସେନାର କୌଣସି ଅପରେଶନରେ ସାମିଲ ହେବେ ନାହିଁ। ଧୋନି ୧୦୬ ଟେରିଟୋରିୟଲ ଆର୍ମି ବାଟାଲିୟନର କମାଣ୍ଡର ୟୁନିଟରେ ନିୟୋଜିତ ରହିଛନ୍ତି। ଏହି ସମୟରେ ସେ ପାଟ୍ରୋଲିଂ, ଗାର୍ଡ ଏବଂ ପୋଷ୍ଟ ଡ୍ୟୁଟିରେ ରହିବେ। ଏହି ଡ୍ୟୁଟି […]

supreem court
ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ ସୁରକ୍ଷା ପ୍ରସଙ୍ଗ: ଆସନ୍ତାକାଲି ଶୁଣାଣି କରିବେ ସୁପ୍ରିମକୋର୍ଟ

ଆଦିଲ୍ଲୀ: ବହୁ ଚର୍ଚ୍ଚିତ ଉତ୍ତର ପ୍ରଦେଶ ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ କାର ଦୁର୍ଘଟଣା ଓ ସୁରକ୍ଷା ପ୍ରସଙ୍ଗ ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ଆସନ୍ତାକାଲି ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରିବେ। କାର୍‌ ଦୁର୍ଘଟଣାର ୧୫ ଦିନ ପୂର୍ବରୁ ପୀଡ଼ିତାଙ୍କ ପରିବାର ଲୋକ ଜେଲରେ ଥିବା ଅଭିଯୁକ୍ତ ବିଜେପି ବିଧାୟକ କୁଲଦୀପ ସେନଗାରଙ୍କ ସମର୍ଥକମାନେ ତାଙ୍କୁ ଧମକ ଦେଉଥିବା ଅଭିଯୋଗ କରି ସୁପ୍ରିମକୋର୍ଟଙ୍କୁ ଚିଠି ଲେଖିଥିଲେ। ତେବେ ଏହା ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ପାଖରେ […]

gogi_630_630
ଉନ୍ନାଓ ଦୁଷ୍କର୍ମ ମାମଲାରେ ଖୋଲୁଛି ଗୁମର: ଦୁର୍ଘଟଣାର ୧୫ ଦିନ ପୂର୍ବରୁ ଚିଠି ଲେଖି ଜଣାଇଥିଲେ ପୀଡ଼ିତାଙ୍କ ମାଆ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ଉନ୍ନାଓ ଦୁଷ୍କର୍ମ ମାମଲାରେ ଖୋଲୁଛି ନୂଆ ନୂଆ ତଥ୍ୟ। ଦୁଷ୍କର୍ମ ଅଭିଯୋଗରେ ଜେଲରେ ଥିବା ଉନ୍ନାଓ ବିଧାୟକ କୁଲଦୀପ ସିଂହ ସେନ୍‌ଗାରଙ୍କ ନିଜ ଭାଇ ଓ ସମର୍ଥକଙ୍କ ମାଧ୍ୟମରେ ପୀଡ଼ିତା ଓ ତାଙ୍କ ପରିବାରକୁ ଧମକ ଚମକ ଦେଉଥିବା ଅଭିଯୋଗ ହୋଇଛି। ଟ୍ରକ ଦୁର୍ଘଟଣାର ପାଖାପାଖି ୧୫ ଦିନ ପୂର୍ବରୁ ଏ ବାବଦରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କୁ ପୀଡ଼ିତାଙ୍କ ମାଆ, ଭଉଣୀ ଏବଂ ଖୁଡ଼ୀ ଚିଠି ଲେଖିଥିଲେ ବୋଲି […]

imam ul haq
ଅନେକ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ ଏହି କ୍ରିକେଟର୍‌: ଦୋଷ ମାନିଲେ

ଇସ୍‌ଲାମାବାଦ୍‌: ଦୋଷ ମାନିଲେ ପାକିସ୍ତାନୀ କ୍ରିକେଟର୍ ଇମାମ୍‌ ଉଲ୍‌ ହକ୍। ଅନେକ ଯୁବତୀଙ୍କ ସହ ସମ୍ପର୍କ ରଖି ତାଙ୍କୁ ଧୋକା ଦେଇଥିବା ଖବର ସତ ବୋଲି ନିଜେ ଇମାମ୍‌ ତାଙ୍କ ଦୋଷ ସ୍ୱୀକାର କରିଛନ୍ତି। ଇମାମ ହ୍ୱାଟ୍‌ସଆପ୍‌ ମାଧ୍ୟମରେ ବିଭିନ୍ନ ଝିଅଙ୍କ ସହ ଚାଟ୍‌ କରୁଥିଲେ। ଜୁଲାଇ ୨୫ ତାରିଖରେ ଜଣେ ଟ୍ଵିଟର୍ ଆକାଉଣ୍ଟଧାରୀ ଏହିସବୁ ଚାଟ୍‌ର ସ୍କ୍ରିନ୍‌ ସର୍ଟ ଲିକ୍ କରିଦେବା ପରେ ଇମାମ୍‌ଙ୍କ ଦୋଷ ଧରାପଡ଼ିଥିଲା। ଯାହାକୁ ସତ ବୋଲି ମାନିଛନ୍ତି ଏହି କ୍ରିକେଟର୍। […]

dd
କ୍ରିକେଟରୁ ୮ ମାସ୍‌ ପାଇଁ ନିଲମ୍ବିତ ହେଲେ ପୃଥ୍ୱୀ ଶ’

ଆଦିଲ୍ଲୀ: ଭାରତୀୟ ଟେଷ୍ଟ ଟିମର ଯୁବ ଓପନିଂ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ’ ଡୋପ୍ ଟେଷ୍ଟରେ ବିଫଳ ହୋଇ କ୍ରିକେଟରୁ ୮ମାସ ସସପେଣ୍ଡ୍ ହୋଇଛନ୍ତି। ବିସିସିଆଇ ପକ୍ଷରୁ ଜାରି ପ୍ରେସ୍ ରିଲିଜରେ କୁହାଯାଇଛି ଯେ, ପୃଥ୍ୱୀ ଅଜାଣତରେ ଏକ ପ୍ରତିବନ୍ଧକ ପଦାର୍ଥ ସେବନ କରିଥିଲେ, ଯାହା ସାଧାରଣତଃ କାଶ ଔଷଧ (କଫ୍ ସିରପ୍)ରେ ମିଳିଥାଏ। ଏହି କାରଣରୁ ପୃଥ୍ୱୀଙ୍କୁ ଡୋପିଙ୍ଗ ନିୟମ ଉଲ୍ଲଙ୍ଘନ ମାମଲାରେ ୮ ମାସ ସସପେଣ୍ଡ କରାଯାଇଛି। ସେ ନଭେମ୍ବର ୧୫, ୨୦୧୯ ପର୍ଯ୍ୟନ୍ତ କ୍ରିକେଟରୁ […]

Global Tiger Day
ଟ୍ରିପଲ୍‌ ତଲାକ୍ ବିଲ୍‌ ପାରିତ ହେବା ପରେ କ'ଣ କହିଲେ ପ୍ରଧାନମନ୍ତ୍ରୀ ?

ନୂଆଦିଲ୍ଲୀ: ମଙ୍ଗଳବାର ରାଜ୍ୟସଭାରେ ‘ଟ୍ରିପଲ ତଲାକ୍‌’ ବିଲ୍ ପାରିତ ହେବା ପରେ ଟ୍ୱିଟ୍‌ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଟ୍ୱିଟ୍‌ରେ ମୋଦି ଲେଖିଛନ୍ତି,  “ଏହା ଲିଙ୍ଗଗତ ନ୍ୟାୟର ବିଜୟ, ଯାହା ସମାଜରେ ସମାନତା ଆଣିବ।” तीन तलाक बिल का पास होना महिला सशक्तिकरण की दिशा में एक बहुत बड़ा कदम है। तुष्टिकरण के नाम पर देश की करोड़ों माताओं-बहनों को उनके अधिकार से वंचित रखने […]

triple-talaq-bill-reintroduced_in_Rajya_Sabha
ରାଜ୍ୟସଭାରେ ଟ୍ରିପଲ ତଲାକ୍‌ ବିଲ୍‌ ପାସ୍

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ତଥା ବିବାଦୀୟ ମହିଳା ସୁରକ୍ଷା (ବିବାହ ଅଧିକାର ଆଇନ) ୨୦୧୯ ବିଲ୍‌ ବା ଟ୍ରିପଲ ତଲାକ୍‌ ବିଲ୍‌ ଶେଷରେ ଲୋକସଭା ପରେ ରାଜ୍ୟସଭାରେ ମଧ୍ୟ ପାରିତ ହୋଇଯାଇଛି। ନରେନ୍ଦ୍ର ମୋଦିଙ୍କ ସରକାରର ଏହା ବୃହତ ରାଜନୀତିକ ବିଜୟ ବୋଲି କୁହାଯାଉଛି। ଦୀର୍ଘ ଡିବେଟ୍‌ ପରେ ଭୋଟିଂ ଡିଭିଜନ୍‌ ଜରିଆରେ ଏହା ୯୯-୮୪ ଭୋଟ୍‌ରେ ପାରିତ ହୋଇଛି। ଏହା ପୂର୍ବରୁ ଏହି ବିଲ୍‌କୁ ଏକ ସିଲେକ୍ଟ କମିଟିକୁ ପଠାଇବା ପାଇଁ ବିରୋଧୀ ଆଣିଥିବା ମୋସନ୍‌ […]

up mla
ଦୁଷ୍କର୍ମ ଅଭିଯୁକ୍ତ ବିଧାୟକଙ୍କୁ ନେଇ ବିଜେପିର ସଫେଇ

ନୂଆଦିଲ୍ଲୀ: ନାବାଳିକାଙ୍କୁ ଦୁଷ୍କର୍ମ କରି ଜେଲରେ ଥିବା ବିଜେପି ବିଧାୟକ କୁଲଦୀପ ସିଂହ ସେନଗାରଙ୍କୁ ନେଇ ବିବାଦ ତୀବ୍ର ହେବାରେ ଲାଗିଛି। ବିଜେପି ନିଜ ଦଳର ବିଧାୟକଙ୍କୁ ଘଣ୍ଟ ଘୋଡ଼ାଇବାକୁ ଚେଷ୍ଟା କରୁଥିବା ବିରୋଧୀ ଦଳ ଗୁଡ଼ିକ ଅଭିଯୋଗ କରିଛନ୍ତି। ତେବେ ଏହି ଦୁଷ୍କର୍ମ ଅଭିଯୁକ୍ତ ବିଧାୟକଙ୍କୁ ଦଳରୁ ଦୀର୍ଘଦିନ ହେଲା ନିଲମ୍ବିତ କରାଯାଇଥିବା ଆଜି ଉତ୍ତର ପ୍ରଦେଶ ବିଜେପି ମୁଖ୍ୟ ସଫେଇ ଦେଇଛନ୍ତି। ବିଜେପିର ଉତ୍ତର ପ୍ରଦେଶ ସଭାପତି ସ୍ୱତନ୍ତ୍ର ଦେବ ସିଂହ କହିଛନ୍ତି, “କୁଲଦୀପ […]

india-army-loc-file-pti-1547370903-1562395726
ଭାରତର କଡ଼ା ଜବାବ: ସେନା ଗୁଳିରେ ଦୁଇ ୨ ପାକିସ୍ତାନୀ ସେନା ନିହତ

ଶ୍ରୀନଗର: ଜମ୍ମୁକଶ୍ମୀର ସୀମାରେ ପୁଣି ଅସ୍ଥିରତା ସୃଷ୍ଟି କରିବାକୁ ପ୍ରୟାସ କରିଛି ପାକିସ୍ତାନ। ଆଜି ଅପରାହ୍ଣରେ ଜମ୍ମୁକଶ୍ମୀର ସୀମାରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ବହୁଦିନ ପରେ ଦୁଇ ଦେଶ ମଧ୍ୟରେ କମାଣ ଜରିଆରେ ପରସ୍ପର ଉପରେ ଆକ୍ରମଣ କରିଛନ୍ତି। ଏଥିରେ ଜଣେ ଭାରତୀୟ ଯବାନ ସହିଦ ହୋଇଛନ୍ତି। ଜବାବରେ ଭାରତ ମଧ୍ୟ ପାଲଟା ଆକ୍ରମଣ କରିଥିଲା। ଏଥିରେ ୨ ପାକିସ୍ତାନୀ ସୈନିକ ଟଳିଥିବାର ସୂଚନା ମିଳିଛି। ଜମ୍ମୁକଶ୍ମୀରର ଟଙ୍ଗଧର, ଫର୍କିଆନ୍‌ ଏବଂ ସୁନ୍ଦରବନୀ ଅଞ୍ଚଳରେ ଥିବା […]

hasan
ଶୋଏବଙ୍କ ପରେ ଏବେ ଭାରତର ଜ୍ୱାଇଁ ହେବେ ଏଇ ପାକିସ୍ତାନୀ କ୍ରିକେଟର

ନୂଆଦିଲ୍ଲୀ: ଶୋଏବ ମଲ୍ଲୀକଙ୍କ ପରେ ଏବେ ଆଉ ଜଣେ ପାକିସ୍ତାନୀ କ୍ରିକେଟର୍‌ ଭାରତର ଜ୍ୱାଇଁ ହେବାକୁ ଯାଉଛନ୍ତି। ପାକିସ୍ତାନୀ ପେସ୍ ବୋଲର ହସନ ଅଲ୍ଲୀ ଖୁବ୍‌ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ସେ ଏବେ ହରିୟାଣର ଜଣେ ଯୁବତୀଙ୍କ ପ୍ରେମରେ ପଡ଼ିଛନ୍ତି। ସୂଚନା ଅନୁଯାୟୀ ଯୁବତୀ ଜଣକ ହେଲେ ହରିୟାଣାର ନୁହରେ ରହୁଥିବା ଶାମିଆ ଆରଜୁ। ଶାମିଆ ଏୟାର୍ ଏମିଟ୍ସେରେ ଫ୍ଲାଇଟ୍ ଇଞ୍ଜିନିୟର୍ ଅଛନ୍ତି। ପାକିସ୍ତାନର ପଞ୍ଜାବ ପ୍ରାନ୍ତରେ ଜନ୍ମିତ ହାସନ୍ ଅଲୀ ଏବଂ […]

sanjay-singh
ଦଳ ଛାଡ଼ିଲେ କଂଗ୍ରେସ ସାଂସଦ ସଞ୍ଜୟ ସିଂହ

ନୂଆଦିଲ୍ଲୀ: ରାଜ୍ୟସଭା କଂଗ୍ରେସ ସାଂସଦ ସଞ୍ଜୟ ସିଂହ ଆଜି ନିଜ ପଦ ଓ ଦଳରୁ ଇସ୍ତଫା ଦେଇଛନ୍ତି। ସେ ଆସନ୍ତାକାଲି ବିଜେପିରେ ଯୋଗଦେବେ ବୋଲି ଜଣାପଡ଼ିଛି। ଶ୍ରୀ ସିଂହ କହିଛନ୍ତି, “ମୁଁ ଆଜି କଂଗ୍ରେସ ଓ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛି। ଆସନ୍ତାକାଲି ମୁଁ ବିଜେପିରେ ଯୋଗଦେବି। କଂଗ୍ରେସ ଏବେ ନେତୃତ୍ୱ ନେବାକୁ କେହି ନାହାନ୍ତି। ମୁଁ ମୋଦିଙ୍କ ସବ୍‌କା ସାଥ ସବକା ବିକାଶକୁ ସମର୍ଥନ କରୁଛି। ମୁଁ କଂଗ୍ରେସ ସହ ୧୯୮୪ରୁ ରହି ଆସିଛି। […]

kokoli
‘କୋକୋଲି-ଫିଶ୍ ଆଉଟ୍‌ ଅଫ୍‌ ୱାଟର୍‌’କୁ ୨ଟି ଅନ୍ତର୍ଜାତୀୟ ସମ୍ମାନ

ଭୁବନେଶ୍ୱର: କାଇନେଟିକ୍ସ ଆଣ୍ଡ୍‌ ରାଗ ଫିଲ୍ମ ଏବଂ ଦି ନେକେଡ ଆଇ ପ୍ରଯୋଜିତ ଫିଚର୍ ଫିଲ୍ମ ‘କୋକୋଲି-ଫିଶ୍ ଆଉଟ୍‌ ଅଫ୍‌ ୱାଟର୍‌’କୁ ଅନ୍ତର୍ଜାତୀୟ ସ୍ତରରେ ୨ଟି ସମ୍ମାନ ମିଳିଛି।  ନିକଟରେ ମେକ୍ସିକୋର ‘ବ୍ୟାଚଲର୍‌ ଇଣ୍ଟରନ୍ୟାସନାଲ୍‌ ଫିଲ୍ମ ଫେଷ୍ଟିଭାଲ୍‌’ରେ ଏହି ଫିଲ୍ମକୁ ‘ବେଷ୍ଟ ଫିଲ୍ମ କାଟେଗୋରି’ରେ ସମ୍ମାନିତ କରାଯାଇଥିବା ବେଳେ ‘ତୁଲୁମ୍‌ ୱାର୍ଲଡ୍ନ୍‌ ଏନଭାୟର୍ନମେଣ୍ଟ ଫିଲ୍ମ ଫେଷ୍ଟିଭାଲ୍‌’ରେ ଜଳବାୟୁ ପରିବର୍ତ୍ତନ ଉପରେ ୨୦୧୯ରେ ନିର୍ମାଣ ହୋଇଥିବା ଏହି ଫିଲ୍ମକୁ ‘ବେଷ୍ଟ ଫିଚର୍ ଫିଲ୍ମ’ ଭାବେ ପୁରସ୍କୃତ କରାଯାଇଛି। ‘କୋକୋଲି’-ଫିଶ୍ […]