• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

ବାତ୍ୟା କ୍ଷୟକ୍ଷତି ନେଇ ପ୍ରାଥମିକ ରିପୋର୍ଟ: ୪ ହଜାର ବିଭିନ୍ନ ଗଛ ଓ ୨ ହଜାର ଝାଉଁ ଗଛ ନଷ୍ଟ ହୋଇଛି,୧୫୧ କିମି ରାସ୍ତା କ୍ଷତିଗ୍ରସ୍ତ, ୪୨ଟି ପୋଲ ଭାଙ୍ଗିଛି, ୬୪୬ ଅଙ୍ଗନବାଡ଼ି କେନ୍ଦ୍ର, ୧୫୫୨ ପ୍ରାଥମିକ ସ୍କୁଲ କୋଠା ମଧ୍ୟ ଭାଙ୍ଗିଛି, ବାତ୍ୟାରେ ୨୯୮ଟି ପଞ୍ଚାୟତ କୋଠା ମଧ୍ୟ ଭାଙ୍ଗିଥିବା ରିପୋର୍ଟ

ବାତ୍ୟା କ୍ଷୟକ୍ଷତି ନେଇ ପ୍ରାଥମିକ ରିପୋର୍ଟ: ୪ ହଜାର ବିଭିନ୍ନ ଗଛ ଓ ୨ ହଜାର ଝାଉଁ ଗଛ ନଷ୍ଟ ହୋଇଛି,୧୫୧ କିମି ରାସ୍ତା କ୍ଷତିଗ୍ରସ୍ତ, ୪୨ଟି ପୋଲ ଭାଙ୍ଗିଛି, ୬୪୬ ଅଙ୍ଗନବାଡ଼ି କେନ୍ଦ୍ର, ୧୫୫୨ ପ୍ରାଥମିକ ସ୍କୁଲ କୋଠା ମଧ୍ୟ ଭାଙ୍ଗିଛି, ବାତ୍ୟାରେ ୨୯୮ଟି ପଞ୍ଚାୟତ କୋଠା ମଧ୍ୟ ଭାଙ୍ଗିଥିବା ରିପୋର୍ଟ

sahruh
ଅମ୍ପନ ବାତ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ଦୁଃଖ ପ୍ରକାଶ କଲା ବଲିଉଡ୍‌: ଶାହରୁଖ୍‌ କହିଲେ ସମସ୍ତେ ମୋ ପରିବାର

ମୁମ୍ବାଇ: ସାମୁଦ୍ରିକ ଝଡ଼ ଅମ୍ପନ ଓଡ଼ିଶା ଓ ପଶ୍ଚିମବଙ୍ଗ ଓ ବାଂଲାଦେଶରେ କ୍ଷତି ପହଞ୍ଚାଇଛି। ଏହି ଭୟଙ୍କର ଝଡ଼ ପ୍ରାୟ ୮୦ ଜଣଙ୍କ ଜୀବନ ନେଇଛି। ସେଥିମଧ୍ୟରୁ କେବଳ ପଶ୍ଚିମବଙ୍ଗରେ ୭୨ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ଓଡ଼ିଶାର ଅନେକ ଅଞ୍ଚଳରେ ଗଛପତ୍ର ଉପୁଡ଼ି ପଡ଼ିବା ସହିତ ବିଦ୍ୟୁତ୍‌ ସେବା ବ୍ୟାହତ ହୋଇଛି। ଚାଷ ବି ନଷ୍ଟ ହୋଇଛି। ପଶ୍ଚିମବଙ୍ଗରେ କିନ୍ତୁ ଭୟଙ୍କର କ୍ଷତି ଘଟାଇଛି ଅମ୍ପନ। ଏହି ସାମୁଦ୍ରିକ ଝଡ଼ରେ ଆଜି ପ୍ରଧାନମନ୍ତ୍ରୀ ଉଭୟ ରାଜ୍ୟକୁ […]

pm-moid
ପାକିସ୍ତାନ ବିମାନ ଦୁର୍ଘଟଣାରେ ୩୭ ମୃତ: ଦୁଃଖ ପ୍ରକାଶ କଲେ ମୋଦି

ଇସଲାମାବାଦ: ପାକିସ୍ତାନ କରାଚିରେ ବଡ଼ ଧରଣର ବିମାନ ଦୁର୍ଘଟଣାରେ ୩୭ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସରକାରୀ ଭାବେ ସୂଚନା ମିଳିଛି। ତେବେ ଦୁର୍ଘଟଣାରୁ ସୌଭାଗ୍ୟବସତଃ ଆଶ୍ଚର୍ଯ୍ୟଜନକ ଭାବେ ରକ୍ଷା ପାଇଯାଇଛନ୍ତି ୩ ଜଣ ଯାତ୍ରୀ। ୩ ଜଣ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହିତ ଆହତଙ୍କ ଆରୋଗ୍ୟ କାମନା କରି […]

corona-q
ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୩୫୮୩

ନୂଆଦିଲ୍ଲୀ: ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୩ ହଜାର ୫୮୩ରେ ପହଞ୍ଚିଛି। ଗତକାଲି ଗୋଟିଏ ଦିନରେ ୧୪୮ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ହଜାର ୮୮ ଆକ୍ରାନ୍ତ ହୋଇଛନ୍ତି। ଏଥିସହ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୧୮ ହଜାର ୪୪୭ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୬୬ହଜାର ୩୩୦ଜଣ ଚିକିତ୍ସିତ ହେଉଥିବା ବେଳେ ୪୮ହଜାର ୫୩୪ ଜଣ ଆରୋଗ୍ୟ ହୋଇଛନ୍ତି। ମହାରାଷ୍ଟ୍ରରେ ସର୍ବାଧିକ ୪୧ହଜାର ୬୪୨ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧ହଜାର ୪୫୪ଜଣଙ୍କ ମୃତ୍ୟୁ ହୋଇଛି। ମଧ୍ୟପ୍ରଦେଶରେ […]

sonia-gadhi
'ଅମ୍ପନକୁ ଜାତୀୟ ବିପର୍ଯ୍ୟୟ ଘୋଷଣା କରାଯାଉ'

ନୂଆଦିଲ୍ଲୀ: ମହାବାତ୍ୟା ଅମ୍ପନକୁ ଜାତୀୟ ବିପର୍ଯ୍ୟୟ ଘୋଷଣା କରିବାକୁ ଦାବି ହୋଇଛି। ଆଜି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ନେତୃତ୍ୱରେ ହୋଇଥିବା ମିଳିତ ବିରୋଧୀ ଦଳ ବୈଠକରେ ଏହି ଦାବି ଉଠାଯାଇଛି। ଏନେଇ ୨୦ଟି ବିରୋଧୀ ଦଳ ପକ୍ଷରୁ ମିଳିତ ସଂକଳ୍ପ ପାରିତ ହୋଇଥିଲା। ଦେଶର ସାମ୍ପ୍ରତିକ ପରିସ୍ଥିତିକୁ ନେଇ କଂଗ୍ରେସ ପକ୍ଷରୁ ଏହି ବୈଠକ ଡକାଯାଇଥିଲ। ଏଥିରେ ଏନ୍‌ସିପି, ଡିଏମ୍‌କେ ସହ ବାମଦଳର ନେତାମାନେ ସାମିଲ ହୋଇଥିଲେ। ପ୍ରଥମ ଥର ପାଇଁ ବିରୋଧୀଙ୍କ ଏହି ମେଳିରେ […]

ayesha-khan
ପିଆଇଏ ବିମାନ ଦୁର୍ଘଟଣାରେ ପାକିସ୍ତାନ୍‌ ଟେଲି ଅଭିନେତ୍ରୀ ମୃତ !

ଇସଲାମାବାଦ: ଶୁକ୍ରବାର କରାଚି ନିକଟରେ ପାକିସ୍ତାନ ଇଣ୍ଟର୍‌ନ୍ୟାସ୍‌ନାଲ୍ ଏୟାର୍‌ ଲାଇନ୍‌ (ପିଆଇଏ) ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୧୦୭ ଜଣ ଲୋକ ଥିଲେ। ଏହି ବିମାନରେ ପାକିସ୍ତାନ ଟେଲି ଅଭିନେତ୍ରୀ ଆୟେଜା ଖାନ୍‌ ଓ ତାଙ୍କ ସ୍ୱାମୀ ଦାନିଶ ତୈମୁର ଥିବା ନେଇ ସୋସିଆଲ୍‌ ମିଡିଆ ସାଇଟ୍‌ ଇନ୍‌ଷ୍ଟାଗ୍ରାମ୍‌ରେ ଗୁଜବ ପ୍ରଚାର ହୋଇଥିଲା। ଯାହାକୁ ଖଣ୍ଡନ କରିଛନ୍ତି ନିଜେ ଆୟେଜା। ଆୟେଜା ଓ ତାଙ୍କ ସ୍ୱାମୀ ଦାନିଶଙ୍କର ଏହି ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ନେଇ ସୋସିଆଲ୍‌ […]

sanjaya
କରୋନାରେ ଆକ୍ରାନ୍ତ ହେଲେ ବରିଷ୍ଠ କଂଗ୍ରେସ ନେତା

ନୂଆଦିଲ୍ଲୀ: କଂଗ୍ରେସର ପ୍ରବକ୍ତା ତଥା ବରିଷ୍ଠ ନେତା ସଞ୍ଜୟ ଝା କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ତେବେ ତାଙ୍କ ଠାରେ କରୋନା ସମ୍ପର୍କିତ କୌଣସି ଲକ୍ଷଣ ପୂର୍ବରୁ ନଥିଲା। ସେ ବର୍ତ୍ତମାନ ୧୦ରୁ ୧୨ ଦିନ ପାଇଁ ହୋମ୍‌ କ୍ୱାରାଣ୍ଟିନ୍‌ରେ ଅଛନ୍ତି ବୋଲି ଶୁକ୍ରବାର ଟ୍ୱିଟ୍ କରି ସୂଚନା ଦେଇଛନ୍ତି ସଞ୍ଜୟ। ତେଣୁ କରୋନାକୁ ହାଲ୍‌କାରେ ନ ନେଇ ସତର୍କ ରହିବାକୁ ସମସ୍ତଙ୍କୁ ନିବେଦନର କରିଛନ୍ତି ସଞ୍ଜୟ। […]

harwardhan
WHOର କାର୍ଯ୍ୟକାରୀ ବୋର୍ଡ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କାର୍ଯ୍ୟକାରୀ ବୋର୍ଡ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ। ଜାପାନ ଡାକ୍ତର ହିରୋକି ନାକାତାନିଙ୍କ ସ୍ଥାନରେ ହର୍ଷବର୍ଦ୍ଧନ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କାର୍ଯ୍ୟକାରୀ ବୋର୍ଡ ଅଧ୍ୟକ୍ଷ ଦାୟିତ୍ୱ ନେଇଛନ୍ତି। ଏହି ବୋର୍ଡରେ ଏବେ ୩୪ ଜଣ ସଦସ୍ୟ ଅଛନ୍ତି। ଏହି ପଦ ପାଇଁ ଚଳିତ ବର୍ଷ ଭାରତ ପକ୍ଷରୁ ନିଯୁକ୍ତି ଦିଆଯିବା ନେଇ ନିଷ୍ପତ୍ତି ହୋଇଥିଲା। ଚଳିତ ମେ ମାସରୁ ହର୍ଷବର୍ଦ୍ଧନଙ୍କ କାର୍ଯ୍ୟକାଳ ଆରମ୍ଭ ହେଉଥିବା ବେଳେ […]