ଭୁବନେଶ୍ୱର: ମୋଟିଭେସନାଲ୍ ସ୍ପିକର୍ ତଥା ସମାଜସେବୀ ମାନବପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ଘଟଣାରେ ଜିଆର୍ପି ଆଉ ୨ଟି ଟ୍ରେନ୍ର ଡ୍ରାଇଭରଙ୍କୁ ପଚରାଉଚରା କରିଛି। ଏକ ପାର୍ସଲ ଟ୍ରେନ୍ ଓ ଏକ ମାଲ୍ବାହୀ ଟ୍ରେନ୍ର ଲୋକୋ ପାଇଲଟଙ୍କୁ ଜିଆର୍ପି ପଚରାଉଚରା କରିଛି। ଉଭୟ ଟ୍ରେନର ଆସିଷ୍ଟାଣ୍ଟ ଲୋକୋ ପାଇଲଟ ଓ ଗାର୍ଡଙ୍କୁ ମଧ୍ୟ ପଚରାଉଚରା କରଯାଇଛି। ରାତି ଅଧିକ ହୋଇଥିବା ଯୋଗୁ କିଛି ଦେଖତ୍ପାରି ନ ଥିବା କହିଛନ୍ତି ଟ୍ରେନ୍ର ଡ୍ରାଇଭର। ଆଦିତ୍ୟଙ୍କ ମୃତଦେହ ମିଳିଥିବା ଟ୍ରାକ୍ରେ ଏହି […]
ଭୁବନେଶ୍ୱର: ବିଧାୟକ ଅମର ଶତପଥୀଙ୍କ ଡ୍ରାଇଭର ଓ ପିଏସ୍ଓଙ୍କ ସମେତ ୪ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ବିଧାୟକ ନିଜେ ଏହି ସୂଚନା ଦେଇଛନ୍ତି। ତେବେ ବିଧାୟକ, ତାଙ୍କ ପତ୍ନୀ ଓ ପୁଅଙ୍କ ସ୍ୱାବ୍ ରିପୋର୍ଟ ନେଗେଟିଭ ଆସିଛି। ଏହସତ୍ତ୍ୱେ ହୋମ୍ ଆଇସୋଲେସନ୍ରେ ରହିବେ ବୋଲି ବିଧାୟକ କହିଛନ୍ତି। ଅନ୍ୟପକ୍ଷରେ, ଓଡ଼ିଶାରେ ୧,୦୬୮ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୧,୦୬୮ ଆକ୍ରାନ୍ତଙ୍କ ମଧ୍ୟରୁ ୬୬୨ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ […]
ନୂଆଦିଲ୍ଲୀ: ଭାରତର ଏକ ମାତ୍ର ସଦସ୍ୟ ଭାବେ ଓଡ଼ିଆ ଝିଅଙ୍କୁ ମିଳିଲା ଜାତିସଂଘର ଯୁବ ପରାମର୍ଶଦାତା ପଦବୀ । ସୁନ୍ଦରଗଡ଼ ଜିଲ୍ଲାର ଝିଅ ଅର୍ଚ୍ଚନା ସେରେଙ୍ଗ ଜାତିସଂଘର ଯୁବ ପରାମର୍ଶଦାତା ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି । ବିଶ୍ୱରେ ଜଳବାୟୁ ପରିବର୍ତ୍ତନ ଉପରେ ଅଭିଜ୍ଞତା ତାଙ୍କୁ ଏହି ସଫଳତା ଯୋଗାଇଛି । ଅର୍ଚ୍ଚନା ମୁମ୍ବାଇର ଟାଟା ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସରୁ ରେଗୁଲେଟୋରି ଗଭର୍ଣ୍ଣାନ୍ସରେ ସ୍ନାତକୋତ୍ତର ପାସ୍ କରିଛନ୍ତି। ବର୍ତ୍ତମାନ ଅର୍ଚ୍ଚନା ଓଡ଼ିଶାର ଏକ ସଂସ୍ଥା ‘ବନ୍ଧୁଧରା’ରେ […]
ଭୁବନେଶ୍ୱର: କରୋନା ସ୍ଥିତି ଗମ୍ଭୀର ପରେ ବିଧାୟକଙ୍କୁ ମନେ ପକାଇଲେ ସରକାର। କରୋନା ମୁକାବିଲା ଓ ପରିଚାଳନାକୁ ନେଇ ଆଜି ଅପରାହ୍ନରେ ବସିବ ସ୍ୱାସ୍ଥ୍ୟ ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ। ସବୁ ବିଧାୟକମାନଙ୍କୁ ନେଇ ହେବ ବୈଠକ। ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସମସ୍ତ ବିଧାୟକଙ୍କୁ ଚିଠି ଲେଖି କୋଭିଡ-୧୯ ସଚେତନତା ପାଇଁ କର୍ମଶାଳାରେ ଯୋଗ ଦେବାକୁ ଅନୁରୋଧ କରିଛନ୍ତି। ବିଧାୟକମାନେ ନିଜ ନିଜ ଜିଲ୍ଲାର ମୁଖ୍ୟାଳୟରେ ରହି ଭିଡିଓ କନ୍ସଫରେନ୍ସିଂ ମାଧ୍ୟମରେ […]
ଦୈନିକ କରୋନା ମୃତ୍ୟୁକୁ ନେଇ ଅଲୋଡ଼ା ରେକର୍ଡ। ପ୍ରଥମ ଥର ପାଇଁ ଦୈନିକ ମୃତ୍ୟୁସଂଖ୍ୟା ହାଫ୍ ସେଞ୍ଚୁରୀ ପାର୍ କରି ୫୨ରେ ପହଞ୍ଚିଛି। ତାସହିତ ମୋଟ୍ ମୃତ୍ୟୁସଂଖ୍ୟା ୪ ହଜାର ୨୪୮ ଛୁଇଁଛି। ସଂକ୍ରମଣ ଧିରେ ଧିରେ କମୁଥିବା ବେଳେ ମୃତ୍ୟୁହାର ନକମିବା ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇଛି।