• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

ଆଜି ପ୍ରକାଶ ପାଇବ ମାଟ୍ରିକ୍‌ ରେଜଲ୍ଟ

ଭୁବନେଶ୍ୱର: ମହାମାରୀ କରୋନା ସମୟରେ ଲକଡାଉନ ଓ ସଟଡାଉନ ଭିତରେ ଆଜି ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ। ଆଜି ସକାଳ ୯ଟାରେ ଭିଡିଓ କନ୍ଫରେନ୍ସିଂରେ ରେଜଲ୍ଟ ପ୍ରକାଶ ପାଇବ। ତେବେ ଦିନ ସାଢ଼େ ୧୧ଟାରୁ ପିଲାମାନେ ସେମାନଙ୍କ ରେଜଲ୍ଟ ଦେଖିପାରିବେ। ବୋର୍ଡର ୨ଟି  ୱେବସାଇଟ ଓ SMSରେ ମିଳିପାରିବ ରେଜଲ୍ଟ। ୱେବସାଇଟ ଗୁଡ଼ିକ ହେଲା www. bseodisha.ac.in ଏବଂ www.bseodisha.nic.in ସେହିପରି 5676750 ନମ୍ବର ନାଁ ଓ ରୋଲ ନମ୍ବର ଲେଖି ପଠାଇଲେ SMSରେ ମଧ୍ୟ ରେଜଲ୍ଟ […]

  • Monday, 05 July 2021
results-11
ଯୁକ୍ତ ୩ ଆଡମିଶନ୍ ଲାଗି ଗାଇଡଲାଇନ୍ସ ଜାରି

ଭୁବନେଶ୍ୱର: ଯୁକ୍ତ ୩ ଆଡମିଶନ୍ ଲାଗି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଗାଇଡଲାଇନ୍ସ ଜାରି କରାଯାଇଛି।ଗୋଟିଏ ପର୍ଯ୍ୟାୟରେ ତିନି ରାଉଣ୍ଡ ବିଶିଷ୍ଟରେ ହେବ ଆଡମିଶନ୍। SAMS ପୋର୍ଟାଲରେ ଛାତ୍ରଛାତ୍ରୀ ନିଜ ମୋବାଇଲ ଓ ଇ-ମେଲ୍‌ ଆଇଡି ଦେଇ ଆଡମିଶନ ଲାଗି ଆବେଦନ କରିପାରିବେ। ତେବେ ଆବେଦନ ସମୟରେ ଏଣିକି ମାର୍କ ସିଟ୍ କିମ୍ବା ସାର୍ଟିଫିକେଟ୍ ଆଉ ଅପଲୋଡ୍ କରିବାକୁ ପଡ଼ିବନି। ଯଦି ଛାତ୍ରଛାତ୍ରୀମାନେ ସ୍ଲାଇଡ୍ ଅପ୍ ପ୍ରକ୍ରିୟାରେ ଭାଗ ନେବାକୁ ଚାହୁଁଛନ୍ତି, ତା’ହେଲେ ଅନ୍‌ଲାଇନ୍ ଫର୍ମରେ ଏହା ଉଲ୍ଲେଖ […]

  • Monday, 05 July 2021
୪ ଦିନ ହେଲା ମୃତ୍ୟୁବରଣ କରି ସାରିଥିଲେ, ହେଲେ ପରିବାର ଲୋକଙ୍କୁ କହୁଥିଲେ ଚିକିତ୍ସା ଚାଲିଛି !

ବ୍ରହ୍ମପୁର: ମୃତ୍ୟୁ ପରେ ବି ଏହି ଖବର ପରିବାର ଲୋକଙ୍କୁ ଜଣାଯାଉ ନାହିଁ। ଏପରିକି ମୃତ୍ୟୁର ୪ ଦିନ ପରେ ମଧ୍ୟ ଚିକିତ୍ସା ଚାଲିଥିବା ନେଇ ପରିବାର ଲୋକଙ୍କୁ କୁହାଯାଉଛି। ଶେଷରେ ଭିଡିଓ କଲିଂରେ ଚିକିତ୍ସିତ ହେଉଥିବା ବ୍ୟକ୍ତି ଜଣଙ୍କୁ ଦେଖିବାକୁ ପରିବାର ଲୋକେ କହିବାରୁ ଘଟଣା ସାମ୍ନାକୁ ଆସିଥିଲା। ଆଉ ଚିକିତ୍ସିତ ହେଉଥିବା ବ୍ୟକ୍ତି ଜଣକ ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକେ ଜାଣିବାକୁ ପାଇଥିଲେ। ଗଞ୍ଜାମ ଜିଲ୍ଲାରୁ ଏଭଳି ସାଂଘାତିକ ଅଭିଯୋଗ ଆସିଛି। ବ୍ରହ୍ମପୁର ବଡବଜାର […]

  • Monday, 05 July 2021
results 22
ପ୍ରକାଶ ପାଇଲା ମାଟ୍ରିକ୍‌ ରେଜଲ୍ଟ, ପାସ୍‌ ହାର ୭୮.୭୬%

ଭୁବନେଶ୍ୱର: ପ୍ରକାଶ ପାଇଲା ମାଟ୍ରିକ୍‌ ରେଜଲ୍ଟ। ଭିଡିଓ କନ୍‌ଫରେନ୍ସିଂରେ ରେଜଲ୍ଟ ପ୍ରକାଶ ପାଇଛି। ରେଜଲ୍ଟ ପ୍ରକାଶ ନେଇ ବିଧିବଦ୍ଧ ଭାବେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଘୋଷଣା କରିଛନ୍ତି। ଚଳିତ ବର୍ଷ ମାଟ୍ରିକ ପାସ୍ ହାର ୭୮.୭୬% ରହିଛି। ଚଳିତ ବର୍ଷ ପାସ୍ ‌ହାରରେ ପୁଅଙ୍କୁ ପଛରେ ପକାଇଛନ୍ତି ଝିଅ। ଚଳିତ ବର୍ଷ ୫,୩୪,୮୪୩ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪,୨୧,୨୫୬ କୃତକାର୍ଯ୍ୟ ହୋଇଛନ୍ତି। ୧,୨୭୯ ଛାତ୍ରଛାତ୍ରୀଙ୍କୁ A1 ଗ୍ରେଡ୍ , ୮,୪୫୮ଜଣ A2 ଗ୍ରେଡ୍‌, ୧୮,୧୮୮ଜଣ […]

“ଲୋକ ଏଠି ପୋକମାଛି ଭଳି ମରୁଛନ୍ତି”

ବ୍ରହ୍ମପୁର: ‘ଲୋକ ଏଠି ପୋକମାଛି ଭଳି ମରୁଛନ୍ତି। ଯଦି ସେହି ରୋଗୀ ଭୁବନେଶ୍ୱର ଯାଉଛନ୍ତି, ତା’ହେଲେ ବଞ୍ଚିକି ଆସୁଛନ୍ତି। ଏଥିପାଇଁ ଏଠି ଏତେ ଲୋକ ମରୁଛନ୍ତି  କାରଣ ଏଠି ଠିକ୍ ଭାବେ‌ ଚିକିତ୍ସା ହେଉନାହିଁ। ହେଲ୍‌ପ୍‌ଲାଇନ୍‌ ନମ୍ବରରେ ଯୋଗାଯୋଗ କଲେ ମଧ୍ୟ କିଛି ଉତ୍ତର ମିଳୁନାହିଁ। ’ ଚିକିତ୍ସା ଅବହେଳାରୁ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହେବାପରେ ମୃତକଙ୍କ ପରିବାର ଲୋକେ ଏଭଳି ଅଭିଯୋଗ ଆଣିଛନ୍ତି। ଗଞ୍ଜାମ ଜିଲ୍ଲାରୁ ଏହି ଅଭିଯୋଗ ଆସିଛି। ସୂଚନା ଅନୁଯାୟୀ, ବିଜିପୁର […]

  • Monday, 05 July 2021
odisha
ଓଡ଼ିଶାରେ ନୂଆ ୧,୦୬୮ କରୋନା ଆକ୍ରାନ୍ତ‌ ଚିହ୍ନଟ

ଭୁବନେଶ୍ୱର: ଓଡ଼ିଶାରେ ୧,୦୬୮ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ୧,୦୬୮ ଆକ୍ରାନ୍ତଙ୍କ ମଧ୍ୟରୁ ୬୬୨ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୪୦୬  ରହିଛି। ଗଞ୍ଜାମରୁ ସର୍ବାଧିକ ୨୪୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୮ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୯,୧୭୫ରେ ପହଞ୍ଚିଛି।

ଓଡ଼ିଶାରେ କରୋନା ନେଲା ଆଉ ୫ ଜୀବନ

ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତରେ ଆଉ ୫ ଜଣଙ୍କ ମୃତ୍ୟୁ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।  ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୫୯କୁ ବୃଦ୍ଧି ପାଇଛି। ମୃତକ ୫ ଜଣକ ମଧ୍ୟରେ ଅଛନ୍ତି ବାଲେଶ୍ୱର, ପୁରୀ, ଗଞ୍ଜାମ, ଫୁଲବାଣୀ ଓ ମାଲକାନଗିରିରୁ ଜଣେ ଲେଖାଏ। ଏମାନଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି। ବାଲେଶ୍ୱରରେ ମୃତ୍ୟୁ ବରଣ କରିଛନ୍ତି ଜଣେ ୬୪ ବର୍ଷ ବୟସ୍କ […]

  • Monday, 05 July 2021
nagarjuna
ଆସୁଛି ନାଗାର୍ଜ୍ଜୁନ ବେଶ; ଅପୂର୍ବ ବେଶ ଦର୍ଶନ କରିବେ ତ ଭକ୍ତ ?

ପୁରୀ: କରୋନା ଭିତରେ ହଜି ଯାଇଛି ସବୁ ପର୍ବପର୍ବାଣୀ, ପରମ୍ପରା । ଯଦି କରୋନା ଔଷଧ ବା ଟିକା ନ ବାହାରେ ତେବେ ଆଗକୁ ସ୍ଥିତି ଏମିତି ଲାଗି ରହିବ। ଚଳିତ ବର୍ଷର ରଥଯାତ୍ରାକୁ ନେଇ ଭକ୍ତଙ୍କ ମନରୁ ଦୁଃଖ ଲିଭିନି। କାରଣ ମହାପ୍ରଭୁ ନବ ଦିନାତ୍ମକ ଯାତ୍ରାରେ ଆସିଲେ କିନ୍ତୁ ଭକ୍ତ ତାଙ୍କର ଚର୍ମ ଚକ୍ଷୁରେ ଦର୍ଶନ ପାଇଲେନି। ଆଗକୁ ଆସୁଛି ନାଗାର୍ଜ୍ଜୁନ ବେଶ। ଯଦି ସ୍ଥିତିରେ ପରିବର୍ତ୍ତନ ନ ଆସେ ତେବେ ଭକ୍ତ କ’ଣ […]

  • Monday, 05 July 2021