• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

corona 1
କଟକରୁ ଆଉ ୩, ଭୁବନେଶ୍ୱରରୁ ଜଣେ କରୋନା ପଜିଟିଭ୍‌ ଚିହ୍ନଟ

କଟକ/ଭୁବନେଶ୍ୱର: ଭୁବନେଶ୍ୱରରୁ ଆଜି ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରୁ ୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଭୁବନେଶ୍ୱରରେ ଆଉ ୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଭୁବନେଶ୍ୱରରୁ ଚିହ୍ନଟ ନୂଆ ଆକ୍ରାନ୍ତ ଜଣକ ଚନ୍ଦ୍ରଶେଖରପୁର ନୀଳାଦ୍ରି ବିହାର ଅଞ୍ଚଳର ୭୩ ବର୍ଷୀୟ ବୃଦ୍ଧ। ଏ ନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟ୍ୱିଟ୍‌ କରାଯାଇ ସୂଚନା ଦିଆଯାଇଛି। ସମ୍ପୃକ୍ତ ବ୍ୟକ୍ତି ଜଣକ ଅନ୍ୟ ଜଣେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା […]

  • Tuesday, 13 July 2021
corona
ରାଜ୍ୟରେ ଆଉ ୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଆଉ ୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ ମୋଟ୍‌ କରୋନା ମୃତ୍ୟୁ ସଂଖ୍ୟା ୧୪ରେ ପହଞ୍ଚିଛି। ଜଣେ ମୃତକ ବରଗଡ଼ ଜିଲ୍ଲାର ୭୬ ବର୍ଷୀୟ ବୃଦ୍ଧ ଓ ଅନ୍ୟ ଜଣେ ମୃତକ ଗଞ୍ଜାମ ଜିଲ୍ଲାର ୪୯ ବର୍ଷୀୟ ପୁରୁଷ। ଚିକିତ୍ସାଧୀନ ଅବସ୍ଥାରେ ଏମାନଙ୍କର ମୃତ୍ୟୁ ଘଟିଛି। ସେହିପରି ଆଉ ଜଣେ କରୋନା […]

smbl-liv
ବୀର ସଂଗ୍ରାମୀ ସୁରେନ୍ଦ୍ର ସାଏଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ, ପ୍ରତିମୂର୍ତ୍ତି ଉନ୍ମୋଚନ କଲେ

ଝାରସୁଗୁଡ଼ା: ବୀର ସୁରେନ୍ଦ୍ର ସାଏ ଓଡ଼ିଶା ସ୍ୱାଧୀନତା ସଂଗ୍ରାମ ଇତିହାସର ଆଉ ଏକ ଅଗ୍ନିଶିଖା। ସ୍ୱାଭିମାନୀ ସମ୍ବଲପୁରର ସ୍ପର୍ଦ୍ଧିତ ସ୍ୱର। ୧୮୦୯ ଆଜିର ଦିନରେ ଏଇ ବୀର ପୁତ୍ରଙ୍କର ଜୟନ୍ତୀ । ୧୮୫୭ ସିପାହୀ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ କୁହାଯାଏ। ହେଲେ ଏହା ପୂର୍ବରୁ ଏଇ ବୀର ପୁତ୍ର ଇଂରେଜମାନଙ୍କ ବିରୋଧରେ ଉଠାଇଥିଲେ ସ୍ୱର। ଲଗାଇଥିଲେ ବିଦ୍ରୋହର ନିଆଁ। ଯେଉଁ ନିଆଁ ଶେଷ ପର୍ଯ୍ୟନ୍ତ ଜଳୁଥିଲା। ଦୁର୍ଦ୍ଦଷ ଇଂରେଜମାନେ ସିପାହୀ ବିଦ୍ରୋହ ନିଆଁକୁ ସିନା […]

  • Tuesday, 13 July 2021
EXtOIbPU8AENRU2
ଓଡ଼ିଶାରେ ଗୋଟିଏ ଦିନରେ ଚିହ୍ନଟ ହେଲେ ୩୦୪ କରୋନା ଆକ୍ରାନ୍ତ, ୫ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ଆଉ ୩୦୪ ଜଣ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗଜପତି ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୩୦୪  ଆକ୍ରାନ୍ତଙ୍କ ମଧ୍ୟରୁ ୨୭୨ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୩୨ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ନୂଆ ୩୦୪ ଆକ୍ରାନ୍ତଙ୍କ […]

Pangolin
କୂଅ ଭିତରୁ ଉଦ୍ଧାର ହେଲା ବଜ୍ରକାପ୍ତା

ଆଠଗଡ଼: କଟକ ଜିଲ୍ଲା ଆଠଗଡ଼ ରେଞ୍ଜ ସଦର ସେକ୍ସନ ଅନ୍ତର୍ଗତ ବୁଦ୍ଧିଆ ପାଟଣା ଗାଁର ଏକ କୂଅ ଭିତରୁ ଏକ ବଜ୍ରକାପ୍ତାକୁ ଉଦ୍ଧାର କରାଯାଇଛି। ବଜ୍ରକାପ୍ତାଟିର ବୟସ ୫ ବର୍ଷ ବୋଲି ଜଣାପଡ଼ିଛି। ଆଜି ସକାଳେ ଗାଁ ଲୋକେ କୂଅ ଭିତରେ ବଜ୍ରକାପ୍ତା ପଡ଼ିଥିବା ଦେଖି ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଆଠଗଡ଼ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ଗାଁ ଲୋକଙ୍କ ସହାୟତାରେ ବନ ବିଭାଗର କର୍ମଚାରୀମାନେ କୂଅ ଭିତରୁ ବଜ୍ରକାପ୍ତାଟିକୁ […]

  • Tuesday, 13 July 2021
corona
ରାଜ୍ୟରୁ ଚିହ୍ନଟ ହେଲେ ୧୩୦ କରୋନା ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ ହ୍ରାସ ପାଉଛି କରୋନା ସଂକ୍ରମଣ।  ଗତକାଲି ୨୧ ଜିଲ୍ଲାରୁ ୧୫୪ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ଆଜି ଚିହ୍ନଟ ହୋଇଛନ୍ତି ୧୩୦ ଜଣ ଆକ୍ରାନ୍ତ।  ସେମାନଙ୍କ ମଧ୍ୟରୁ ୭୬ ଜଣ କ୍ୱାରେଣ୍ଟାଇନ୍‌ରେ ଥିବାବେଳେ  ଲୋକାଲ୍ କେସ୍‌ ରହିଛି ୫୪। ଏ ନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଆଜି ସମସ୍ତ ଆକ୍ରାନ୍ତ ୨୩ ଜିଲ୍ଲାରୁ ଚିହ୍ନଟ ହୋଇଥିବାବେଳେ ପୁରୀ ଜିଲ୍ଲାରେ ଅଛନ୍ତି ସର୍ବାଧିକ। ତେବେ  ୬ଟି […]

  • Tuesday, 13 July 2021
corona
ଗଞ୍ଜାମରୁ ଆଉ ୩୮ କରୋନା ଆକ୍ରାନ୍ତ ଚିହ୍ନଟ

ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ ଗତକାଲି ଆଉ ୩୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ଗଞ୍ଜାମ ଜିଲ୍ଲାପାଳ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୯୧ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୬୫୮ ଜଣ ସୁସ୍ଥ ହୋଇ ଥିବାବେଳେ ୨୨୭ ଜଣଙ୍କ ଚିକିତ୍ସାଧୀନ ଅଛନ୍ତି। ୬ ଜଣଙ୍କ ମୃତ୍ୟୁ ଘଟିଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୦ ଜଣ କରୋନା ଯୋଦ୍ଧା ଅଛନ୍ତି। ସେମାନଙ୍କ ମଧ୍ୟରେ ଛତ୍ରପୁରର […]

  • Tuesday, 13 July 2021
0088
ନେତାଜୀ ବସ୍ ଟର୍ମିନାଲ୍‌ର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

କଟକ:ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ । ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ତାଙ୍କ ଜନ୍ମମାଟି କଟକର ଓଡିଆ ବଜାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜନ୍ମସ୍ଥାନ ସଂଗ୍ରହାଳୟକୁ ଯାଇ ସେଠାରେ ନେତାଜୀଙ୍କୁ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି । ନେତାଜୀଙ୍କ ନେତୃତ୍ୱ ସ୍ୱାଧୀନତା ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ବୋଲି ଧର୍ମେନ୍ଦ୍ର କହିଛନ୍ତି। ଏହି ଅବସରରେ ଆଜି କଟକରେ ନେତାଜୀ ବସ୍ ଟର୍ମିନାଲ୍‌ର ଶିଳାନ୍ୟାସ ହୋଇଛି। […]

  • Tuesday, 13 July 2021
astrology
ଆଜି ସୂର୍ଯ୍ୟପରାଗ: ଏହି ରାଶି ପାଇଁ ଶୁଭ, ଧନପ୍ରାପ୍ତିର ଆଶା

ନୂଆଦିଲ୍ଲୀ/ଭୁବନେଶ୍ୱର: ଆଜି ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ। ଏଥର ବଳୟ ସୂର୍ଯ୍ୟପରାଗ ଦେଖିବାକୁ ମିଳିବ। ରାଜସ୍ଥାନ ଓ ହରିୟାଣାରେ ସମ୍ପୂର୍ଣ୍ଣ ସୂର୍ଯ୍ୟପରାଗ ଦେଖିବାକୁ ମିଳିବ। ଓଡ଼ିଶାରେ ଏହା ଆଂଶିକ ଭାବେ ଦେଖାଦେବ। ଓଡ଼ିଶାରେ ବଳୟ ସୂର୍ଯ୍ୟପରାଗ ସକାଳ ୧୦ଟା ୧୫ରୁ ଆରମ୍ଭ ହୋଇ ଅପରାହ୍ଣ ୨ଟା ୨୦ରେ ଶେଷ ହେବ। ସୁନ୍ଦରଗଡ଼ରେ ୭୨ ପ୍ରତିଶତ ପରାଗ ଦୃଶ୍ୟମାନ ହେବାକୁ ଥିବାବେଳେ ମାଲକାନଗିରିରେ ଏହା ୬୦ ପ୍ରତିଶତ ଦୃଶ୍ୟମାନ ହେବ। ରାଜଧାନୀ ଭୁବନେଶ୍ୱରରେ ଏହା ୬୫ ପ୍ରତିଶତ ଦୃଶ୍ୟମାନ […]

child
ସୁନ୍ଦର ଭବିଷ୍ୟତ ଗଢିବାକୁ ଯାଇ ଅନିଶ୍ଚିତତାର ଦୁନିଆରେ ହଜିଗଲା ସୁହାନୀ

କେନ୍ଦ୍ରାପଡା: ଅନିଶ୍ଚିତତାରେ କଟୁଛି ଶୈଶବ। ପରିବାର ଥାଇ ବି ଅଲୋଡା ହୋଇପଡିଛି ସୁହାନୀ। ଘର କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ଦେଉଳତାରା ଗାଁରେ। କିନ୍ତୁ ସେ ରହୁଛି ସୁଦୂର ନୋଏଡାର ଏକ ବାଲ୍ କୁଟୀରରେ। ପାଠ ପଢିବାକୁ ଦୂର ସହରକୁ ଯାଇ ଭବିଷ୍ୟତ ଗଢିବା  ସ୍ୱପ୍ନ ଦେଖୁଥିଲା । ହେଲେ ପରିସ୍ଥିତିର ତାଡନାରେ ଏବେ ଘରକୁ ଫେରିବାକୁ ଚାହିଁ ବସିଛି ସୁହାନୀ। ଏଇ କୁନି ଝିଅର ନାଁ ସୁହାନି ଜେନା । ବୟସ ୯ ବର୍ଷ । […]

  • Tuesday, 13 July 2021
ANM-KO
କ’ଣ ରହିଛି ଏଇ ଘଣ୍ଟାର ମୁଖ୍ୟ ଖବର ?

ସ୍ୱର୍ଗତ ଡି. ପ୍ରକାଶ ରାଓଙ୍କ ପରିବାରକୁ ଭେଟିଲେ କେନ୍ଦ୍ର ମନ୍ତ୍ରୀ ନେତାଜୀଙ୍କ ୧୨୫ତମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ନେତାଜୀ ସୁଭାଷ ବୋଷଙ୍କ ୧୨୫ତମ ଜନ୍ମ ଜୟନ୍ତୀରେ ରାଷ୍ଟ୍ରପତିଙ୍କ ଶ୍ରଦ୍ଧାଞ୍ଜଳି ଭୁବନେଶ୍ୱର ଗାନ୍ଧି ମାର୍ଗରେ ANM କର୍ମୀଙ୍କୁ ଉଠାଇ ନେଲା ପୋଲିସ ଭଦ୍ରକ ପୁରୁଣାବଜାର ଥାନା ଛଡ଼ାକମହଲାରୁ ନକଲି ଜର୍ଦ୍ଦା କାରଖାନା ଠାବ ପବିତ୍ର ଶାମ୍ବ ଦଶମୀ ପାଇଁ ଅର୍କକ୍ଷେତ୍ର କୋଣାର୍କରେ ଜୋରଦାର ପ୍ରସ୍ତୁତି -ଭୁବନେଶ୍ୱର:ସ୍ୱର୍ଗତ ଡି. ପ୍ରକାଶ ରାଓଙ୍କ ପରିବାରକୁ ଭେଟିଲେ କେନ୍ଦ୍ର […]

  • Tuesday, 13 July 2021
futuristic-covid-19-coronavirus-global-pandemic-medical-mask-protects-planet-from-viruses_67515-954
୨୧ ଜିଲ୍ଲାରୁ ଚିହ୍ନଟ ହେଲେ ୧୫୪ କରୋନା ରୋଗୀ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୨୧ ଜିଲ୍ଲାରୁ ୧୫୪ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ୮୯ ଜଣ କ୍ୱାରେଣ୍ଟିନରୁ ଚିହ୍ନଟ ହୋଇଥିବାବେଳେ ୬୫  ଲୋକାଲ କେସ ଥିବା ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ। ଆଜି ସର୍ବାଧିକ ଆକ୍ରାନ୍ତ ସମ୍ବଲପୁର ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି। ଏଠାର ୧୯ ଜଣ ରୋଗୀ ଚିହ୍ନଟ ହୋଇଥିବାବେଳେ  ଅନୁଗୋଳରୁ ୧୦ ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୧୧, ବରଗଡ଼ରୁ ୯, […]

  • Tuesday, 13 July 2021
0060-puri
୧୦ ବର୍ଷ କଟିଗଲା ହ୍ୱିଲ ଚେୟାରରେ..ଏବେ ଜଗା ଚାହିଁଲେ ଚାଲିବି..

ପୁରୀ: ମହାପ୍ରଭୁଙ୍କୁ ଦର୍ଶନ କରିବେ। ଶ୍ରୀଜିଉଙ୍କୁ ନିଜ ମନର କଥା କହିବେ। ଦୁଃଖ ଜଣାଇବେ। ସେଥିପାଇଁ ଦିଲ୍ଲୀରୁ ଧାଇଁ ଆସିଛନ୍ତି ଦମ୍ପତ୍ତି।  ୨୫ତମ ବିବାହ ବାର୍ଷିକୀ ଅବସରରେ ଦିଲ୍ଲୀରୁ ପୁରୀ ଆସିଛନ୍ତି ପବନ ଓ ତାଙ୍କ ପତ୍ନୀ। ମନରେ ଅନେକ ଆଶା।  ମହାପ୍ରଭୁଙ୍କ ଅନେକ ଅଲୌକିକ କାହାଣୀ ଶୁଣିଛନ୍ତି। କାଳେ ତାଙ୍କୁ ବି ଠାକୁର ଦୟ କରିବେ ! ବିନା କୋଭିଡ କଟକଣାରେ ଜଗା ଦର୍ଶନ ମିଳୁଛି। ଏହା ଶୁଣିବା ପରେ  ପବନ ତାଙ୍କ ପତ୍ନୀଙ୍କୁ ହ୍ୱିଲ୍ […]

  • Tuesday, 13 July 2021
prafulla
ବୋହୂ ପାଇଁ ମୁହଁ ଖୋଲିଲେ ଖଣିମନ୍ତ୍ରୀ

କାମାକ୍ଷାନଗର ( ବିଦ୍ୟାଧର ବରାଳ) : କାମାକ୍ଷାନଗର କଲେଜରେ ଅଧ୍ୟାପିକା ଅଛନ୍ତି ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ବୋହୂ। କଲେଜ ଗଭର୍ଣ୍ଣଂ ବଡ଼ିର ଅଧ୍ୟକ୍ଷ ଅଛନ୍ତି ଖୋଦ ଖଣିମନ୍ତ୍ରୀ। ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଖଣିମନ୍ତ୍ରୀଙ୍କ ଅଧ୍ୟାପିକା ବୋହୂ ଛୁଟିରେ ଥାଇ ବି ମାସ ମାସ ଧରି ନେଇଛନ୍ତି  ଦରମା। ୨୦୧୬ରୁ ୧୮ ଯାଏଁ ଛୁଟିରେ ଥାଇ ଦରମା ନେଇଥିବାବେଳେ ସେ କୁଆଡ଼େ ଉତ୍କଳ ବିଶ୍ୱବିଦ୍ୟାଳୟରେ ପିଏଚଡ଼ି କରୁଥିବା ଦର୍ଶାଇଥିଲେ । ଯାହାକି ମିଛ ବୋଲି ଆରଟିଆଇ […]

  • Tuesday, 13 July 2021
farmer agiation
୪୦ ହଜାର ଚାଷୀ ଆରଡିସି କାର୍ଯ୍ୟାଳୟ ଘେରାଉ କରିବେ

–ସମ୍ବଲପୁରରେ ବିଜେପି ପକ୍ଷରୁ ଚାଷୀ ସମାବେଶ -ସାମିଲ ହେଲେ ପଶ୍ଚିମ ଓଡ଼ିଶାରେ ଥିବା ୫ଟି ସଂସଦୀୟ କ୍ଷେତ୍ର -ଉତ୍ପାଦିତ ସମସ୍ତ ଧାନ କିଣିବାକୁ ଦାବି କଲା ବିଜେପି -ଟୋକନ ବ୍ୟବସ୍ଥାକୁ ସଂପୂର୍ଣ୍ଣ ଉଚ୍ଛେଦ ଦାବି ତେଜିଲା -କଟନୀ ଛଟନୀ ବନ୍ଦ ପାଇଁ ମଧ୍ୟ ଦାବି କଲେ ଚାଷୀ ସମ୍ବଲପୁର: ବିଭିନ୍ନ ଦାବି ନେଇ ରାସ୍ତାରୋକ, ଆନ୍ଦୋଳନ ପରେ ଆଜି ବିଜେପି ପକ୍ଷରୁ ବିଶାଳ ଜନ ସମାବେଶ କରାଯାଉଛି । ସମ୍ବଲପୁରରେ ରାଜସ୍ୱ ଆୟୁକ୍ତଙ୍କ କାର୍ଯ୍ୟାଳୟ ଘେରାଉ କରିବା […]

  • Tuesday, 13 July 2021
bls
ହାତ ଧରାଧରି ହୋଇ ଚାଲିଗଲେ ବୃଦ୍ଧ ଦମ୍ପତି; ପୋଖରୀ ହୁଡ଼ାରେ ପଡ଼ିଛି ଶବ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଭୋଗରାଇ ବ୍ଲକ ଫୁଲବଣି ଗାଁର ବୃଦ୍ଧ ଦମ୍ପତିଙ୍କ ମୃତ୍ୟୁକୁ ନେଇ ଶୋକର ଛାୟା ଖେଳି ଯାଇଛି। ବାର୍ଦ୍ଧକ୍ୟରେ ହାତ ଧରା ଧରି ହୋଇ ଚାଲି ଯାଇଛନ୍ତି ଉଭୟେ। ପୋଖରୀ ହୁଡ଼ାରୁ ସେମାନଙ୍କର ମୃତଦେହ ଉଦ୍ଧାର କରିଛି ପୋଲିସ। ଆଜି ସକାଳୁ ସକାଳୁ ଫୁଲବଣି ଗାଁ ପୋଖରୀ ହୁଡ଼ାରେ ପଡ଼ିଥିଲା ବୃଦ୍ଧ ଦମ୍ପତିଙ୍କ ମୃତଦେହ । ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ। ତେବେ  ପାରିପାର୍ଶ୍ୱିକ ସ୍ଥିତିକୁ […]

  • Tuesday, 13 July 2021
accident
ଅଟୋକୁ ଧକ୍କା ଦେଲା ଡମ୍ପର; ଆଖି ବୁଜିଲେ ପରିବାରର ୩ ସଦସ୍ୟ

ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ଆଜି ଏକ ମର୍ମନ୍ତୁଦ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ମନମୁଣ୍ଡା-କଣ୍ଟାମାଳ ରାସ୍ତା ଗୋପାଳମାଳ ଛକରେ ଏହି ଦୁର୍ଘଟଣା ଘଟିଛି।  ଏକ ପିଚୁ ବୋଝେଇ ଡମ୍ପର ଆସି ହଠାତ୍‌ ଯାତ୍ରୀବାହି ଅଟୋକୁ ଧକ୍କା ଦେଇଥିଲା। ଅଟୋକୁ ଧକ୍କା ଦେଇ ଡମ୍ପରଟି ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଦୁର୍ଘଟଣା ଘଟାଇବା ପରେ ଡମ୍ପର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି। ତେବେ ଦୁର୍ଘଟଣାସ୍ଥଳରେ ୨ ଜଣ ମହିଳା ଓ ଜଣେ ଶିଶୁଙ୍କର ମୃତ୍ୟୁ ଘଟିଛି। ଅନ୍ୟ […]

  • Tuesday, 13 July 2021
Traffice
ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟର ପେଜ୍‌ରେ ସ୍ଥାନ ପାଇଲା ଓଡ଼ିଆ ଛାତ୍ରଛାତ୍ରୀଙ୍କ ଭିଡିଓ

ନୟାଗଡ଼: ଟ୍ରାଫିକ ଓ ହେଲମେଟ୍ ପିନ୍ଧିବା ନେଇ ସଚେତନତା ସୃଷ୍ଟି କରିବାକୁ ଯାଇ ଭିଡିଓ କରିଥିଲେ। ଏହି ଭିଡିଓ ପାଇଁ ଦିନେ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଅଜସ୍ର ପ୍ରଶଂସା ସାଉଁଟି ଥିଲେ ଓଡ଼ିଆ ଛାତ୍ରଛାତ୍ରୀ। ଏବେ ପୁଣି ଥରେ ଏହି ଭିଡିଓ ଚର୍ଚ୍ଚାକୁ ଆସିଛି। ଏହି ଭିଡିଓଟି ଏବେ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦମନ୍ତ୍ରୀଙ୍କ ଟ୍ୱିଟର ପେଜ୍‌ରେ ସ୍ଥାନ ପାଇଛି। ନୟାଗଡ଼ ଜିଲ୍ଲା ନୋଟାରରେ ଥିବା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ ଅନଲାଇନ୍ ଆଇଡିଆ କଂପିଟିସନ- ୨୦୨୦ରେ […]

  • Tuesday, 13 July 2021
jaga
ମିଳିଲା ଜଗା ଦର୍ଶନ..ବିହ୍ୱଳ ହେଲେ ଭକ୍ତ

ପୁରୀ: ଆଜି ଶେଷ ହୋଇଛି ପ୍ରତୀକ୍ଷା। ଦୀର୍ଘମାସ ଧରି କାଳିଆର ସେ ଦିବ୍ୟ ଦର୍ଶନରୁ ବଞ୍ଚିତ ଭକ୍ତଙ୍କ ମନର ଅବସାଦ ମେଣ୍ଟିଛି। ଆଜି ସର୍ବସାଧାରଣଙ୍କ ପାଇଁ ଖୋଲିଛି ଶ୍ରୀମନ୍ଦିର।  ବିନା କୋଭିଡ୍ ନେଗେଟିଭ୍ ରିପୋର୍ଟରେ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ହଟିଛି କଟକଣା।  ଆଜିଠୁ ନିର୍ବିଘ୍ନରେ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି । କୋଭିଡ୍ କଟକଣାରେ କିଛିଟା କୋହଳ କରିବା ସହ ମହାପ୍ରଭୁଙ୍କ ଦର୍ଶନ ଲାଗି ଖୋଲା ବ୍ୟବସ୍ଥା ହୋଇଛି। ତେବେ […]

futuristic-covid-19-coronavirus-global-pandemic-medical-mask-protects-planet-from-viruses_67515-954
ରାଜ୍ୟରେ କରୋନା ସ୍ଥିତି: କାଲି କମିଥିଲା, ଆଜି ପୁଣି ବଢିଲା

ଭୁବନେଶ୍ୱର: ଗତକାଲି ତୁଳନାରେ ଆଜି ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଗତକାଲି ରାଜ୍ୟରେ ୧୨୨ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ଆଜି ଚିହ୍ନଟ ହୋଇଛନ୍ତି ୧୫୭ ଜଣ ରୋଗୀ। ଏମାନଙ୍କ  ମଧ୍ୟରୁ କ୍ୱାରେଣ୍ଟିନ ସେଣ୍ଟରରୁ ୯୩ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ ହେଉଛନ୍ତି ୬୪।  ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି। ଆଜି ସମସ୍ତ ରୋଗୀ ୨୪ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି। ଏମାନଙ୍କୁ ମିଶାଇ […]

  • Tuesday, 13 July 2021
Untitled-1
୧୨ ଜିଲ୍ଲାରୁ ଚିହ୍ନଟ ହେଲେନି ଜଣେ ବି କରୋନା ରୋଗୀ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ହ୍ରାସ ପାଉଥିବା ଦେଖିବାକୁ ମିଳୁଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୨୨  ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ସେମାନଙ୍କ ମଧ୍ୟରୁ ୭୨ ଜଣ କ୍ୱାରେଣ୍ଟାଇନ୍‌ ଓ ୫୦ ଜଣ ଲୋକାଲ୍ କେସ୍‌ ଥିବା ସୂଚନା ଓ ଲୋକ  ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।  ତେବେ ଖୁସିର କଥା ୧୨ଟି ଜିଲ୍ଲାରୁ ଜଣେ ବି ଆକ୍ରାନ୍ତ ଚିହ୍ନଟ ହୋଇ ପାରିନାହାନ୍ତି। ମିଳିଥିବା ରିପୋର୍ଟ ଅନୁଯାୟୀ, […]

  • Tuesday, 13 July 2021
Dog
ରାସ୍ତା ମଝିରେ ଛୁଆକୁ ଜଗିଥିଲା ମା’ କୁକୁର, ଚାଟୁଥିଲା, ହେଲେ ଜାଣି ନ ଥିଲା...

ସୋର(ଶଶିକାନ୍ତ ବେହେରା): ମୋ ଛୁଆକୁ ଛାଡ଼ି କୁଆଡେ ଯିବିନି.. ଉଠୁ ଧନ..ଆ, ଖେଳିବୁ ମୋ ସାଙ୍ଗରେ…। ସତେ ଯେମିତି ଏହି ଭାବ ନେଇ ଛୁଆକୁ ଚାଟି ପକାଉଛି। ହେଲେ ଛୁଆ ଉଠୁନି। କେମିତି ବା ଉଠିବ ? ସେ ଶୋଇଯାଇଛି ଚିର ନିଦ୍ରାରେ। ଯେତେ ଡାକିଲେ ବି ସେ ଆଉ ଉଠିବନି। ହେଲେ ମାତୃ ହୃଦୟ ତା’ର କେମିତି ବୁଝିବ ଏକଥା ? ମୃତ ଛୁଆକୁ ରାସ୍ତା ମଝିରେ ଜଗି ରହିଛି ମାଆ କୁକୁରଟି । ମା’ […]

  • Tuesday, 13 July 2021
coroan
ଟିକା ପ୍ରସ୍ତୁତ…କେନ୍ଦ୍ର ବି ପ୍ରସ୍ତୁତ; ଆଉ କିଛି ସମୟ ପରେ ଆରମ୍ଭ ହେବ ମହାଅଭିଯାନ

ଭୁବନେଶ୍ୱର:ଆଉ କିଛି ସମୟର ଅପେକ୍ଷା। ଅଦୃଶ୍ୟ ଭୁତାଣୁ ବିରୋଧରେ ଆରମ୍ଭ ହେବ ଅନ୍ତିମ ପର୍ଯ୍ୟାୟ ଯୁଦ୍ଧ । ଟିକା ପ୍ରସ୍ତୁତ…ଟିକାକରଣ କେନ୍ଦ୍ର ବି ପ୍ରସ୍ତୁତ…ପ୍ରତିଟି କେନ୍ଦ୍ରରେ ପୂରା ତୟାର ଭେକ୍ସିନେଟର।  ଦୀର୍ଘ ୧୦ ମାସ ଧରି ଲୋକଙ୍କୁ ଯନ୍ତ୍ରଣା ଦେଇଥିବା, ଆତ୍ମୀୟସ୍ୱଜନଙ୍କୁ ଛଡ଼ାଇ ନେଇଥିବା ମହାମାରୀକୁ ଦୂରେଇବା ଲାଗି ଆସିଛି ସଂଜୀବନୀ । ମହାମାରୀ ବିରୋଧୀ ମହାକବଚ ପାଇଁ ଆଜିଠୁ ଆରମ୍ଭ ହେଉଛି ଦେଶବ୍ୟାପୀ ମହାଅଭିଯାନ । ପୂର୍ବାହ୍ନ ସାଢ଼େ ୧୦ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ […]

  • Tuesday, 13 July 2021
8am-AJANESWAR
ରାଜଧାନୀ ଉପକଣ୍ଠରେ ଅଦ୍ଭୁତ ଗଛ; ମଞ୍ଜିରୁ ଗଛ ହୁଏନି, ତଥାପି ଗଛ ଉଠୁଛି

ଭୁବନେଶ୍ୱର(ଜଗଦୀଶ ଦାସ): ‍ ‍ବର୍ଷ ବର୍ଷ ବିତିଗଲାଣି। ହେଲେ ଏହା କେଉଁ ଗଛ କେହି ଜାଣି ପାରୁନାହାନ୍ତି। ନା ସ୍ଥାନୀୟ ଲୋକ ନା ଉଦ୍ଭିଦ ବିଜ୍ଞାନୀ, କେହି କହି ପାରୁନାହାନ୍ତି କେଉଁ ପ୍ରଜାତିର ଗଛ ଏହା । ହେଲେ ଲୋକେ କିନ୍ତୁ ଏହି ଗଛକୁ ୬୦ ବର୍ଷ ଧରି ପୂଜା କରି ଆସୁଛନ୍ତି। ଆଉଁ କେଉଁଠି ନୁହେଁ, ଏମିତି ଅଜଣା ଗଛ ରହିଛି ରାଜଧାନୀ ଉପକଣ୍ଠ ଚନ୍ଦକା ଶିମିଳିପାଟଣାରେ। ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଶିମିଳିପାଟଣାରେ ଅଜାଣେଶ୍ୱର ପୀଠ […]

  • Tuesday, 13 July 2021
coronavirus
ରାଜ୍ୟରେ ୨୦୦ ତଳକୁ ଖସିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର:ଲଗାତାର ୧୦ ଦିନ ଧରି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ରୁ ଉପରକୁ ଥିବାବେଳେ ଆଜି ହ୍ରାସ ପାଇଛି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ ଆଜି ଓଡ଼ିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦୦ ତଳେ ରହିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ  ୨୬ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୧୮୬ କରୋନା ସଂକ୍ରମିତ। ସେମାନଙ୍କ ମଧ୍ୟରୁ ୧୦୮ ଜଣ କ୍ୱାରେଣ୍ଟିନ ସେଣ୍ଟରରୁ ହୋଇଥିବାବେଳେ ଲୋକାଲ କେସ ରହିଛି ୭୮। ଏହାକୁ  ରାଜ୍ୟରେ […]

  • Tuesday, 13 July 2021