• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Tuesday, 27 December 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Satyendu Shekher Mishra
  • 1 year ago

ଖୁବ୍ ଶୀଘ୍ର ଭୁବନେଶ୍ୱରରୁ ବ୍ୟାଙ୍କକ୍, ଦୁବାଇ, ସିଙ୍ଗାପୁର ଉଡ଼ିବ ବିମାନ

ମାସେ, ଦେଢ଼ମାସ ମଧ୍ୟରେ ଉକ୍ତ ୩ଟି ଜାଗାକୁ ବିମାନ ଚଳାଚଳ ଆଶା ରହିଛି । More
  • Satyendu Shekher Mishra
  • 1 year ago

ଖୋଦ୍ ରାଷ୍ଟ୍ରପତିଙ୍କ ବ୍ଲକ୍‌ରେ ବି ମାତିଛନ୍ତି କ୍ୱାକ୍ ? ବେଧଡକ୍ କ୍ଲିନିକ୍ ଖୋଲୁଛନ୍ତି ନକଲି ଡାକ୍ତର

ନିରୀହ ଆଦିବାସୀଙ୍କୁ ମନଇଚ୍ଛା ଔଷଧ ଦେଉଛନ୍ତି ନକଲି ଡାକ୍ତର । ରାଇରଙ୍ଗପୁର ମେଡିକାଲରେ ୩୭ ଡାକ୍ତରରୁ ଅଛନ୍ତି ମାତ୍ର ୮ ଜଣ । More
  • Satyendu Shekher Mishra
  • 1 year ago

ଅବ୍ୟବସ୍ଥିତ ବନ୍ଦୋବସ୍ତରେ କଲବଲ ଜଗା ଭକ୍ତ, ମିରିଚିକୋଟ ଯାଏଁ ଲମ୍ବିଲା ବାରିଗେଟ୍

ଆଜି ଭିଆଇପି ରାସ୍ତାରେ ଦର୍ଶନ ପାଇଁ ଯାଉଛନ୍ତି ସ୍କୁଲ ପିଲା । ବ୍ୟାରିକେଡ୍‌ରେ ଘଣ୍ଟା ଘଣ୍ଟା ଛିଡ଼ା ହେଉଛନ୍ତି ବୟସ୍କ ଓ ଶିଶୁ । More
  • Satyendu Shekher Mishra
  • 1 year ago

ଆସୁଛନ୍ତି ନଡ୍ଡା, ପୁଣି ବିଜେଡି ବିରୋଧରେ କରିବେ କି ଗର୍ଜନ ?

କାଲି ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା । ତୁମୁଡ଼ିବନ୍ଧ ଓ ବାଣପୁର ସଭାରେ ୨୪ ଭୋଟ୍ ପାଇଁ ଭରିବେ ଜୋଶ୍ । More
  • Satyendu Shekher Mishra
  • 1 year ago

ରାୟଗଡ଼ାରେ କୋଟିପତି ଋଷ ସାଂସଦଙ୍କ ରହସ୍ୟଜନକ ମୃତ୍ୟୁ, ରହିଛି କି ରାଷ୍ଟ୍ରପତି ପୁଟିନ୍‌ଙ୍କ ସମ୍ପୃକ୍ତି ?

ରାୟଗଡ଼ାରେ ରୁଷୀୟ ସାଂସଦ ପାଭେଲଙ୍କ ମୃତ୍ୟୁକୁ ନେଇ ସସ୍‌ପେନ୍ସ । ଗୋଟିଏ ହୋଟେଲ୍‌ରେ ୨ ଦିନରେ ୨ ରୁଷୀୟ ବନ୍ଧୁଙ୍କ ମୃତ୍ୟୁକୁ ନେଇ ହଲ୍‌ଚଲ୍ । More
  • Satyendu Shekher Mishra
  • 1 year ago

ସାକାର ହେବ କି BJDର ଶହେ ବର୍ଷ କ୍ଷମତା ସ୍ୱପ୍ନ, ଦଳକୁ ଚଲାଇ ପାରିବ ତ ତୃତୀୟ ପିଢ଼ି ?

ଦଳକୁ ସଠିକ୍ ଭାବେ ଆଗକୁ ନେଇପାରିବେ ତ ତଥାକଥିତ ୩ୟ ପିଢ଼ି ? ୧ମ ଓ ୨ୟ ପିଢ଼ିର ନେତା ଓ ସେମାନଙ୍କ ଅଭିଜ୍ଞତାକୁ ଅଣଦେଖା ନେଇ ପ୍ରଶ୍ନ । More
  • Satyendu Shekher Mishra
  • 1 year ago

ସାବଧାନ ! ନୂଆ ବର୍ଷରେ ମଦ ପିଇ ଗାଡ଼ି ଚଲାଇଲେ ୨୮ଟି ସ୍ଥାନରେ ଧରିବ ପୋଲିସ

ଜିରୋ ନାଇଟ ସେଲିବ୍ରେସନ ହେଉଥିବା ହୋଟେଲରେ ବି ରହିବେ ସ୍ୱତନ୍ତ୍ର ପୋଲିସ । More
  • Chandan Shishu
  • 1 year ago

୮ ଦଫା ଦାବି ନେଇ ରାଜଧାନୀର ରାଜରାସ୍ତାରେ ଶିକ୍ଷକ ସଂଘର ଗର୍ଜନ

ଏକ୍ସ-କ୍ୟାଡର ବ୍ୟବସ୍ଥା ଉଚ୍ଛେଦ ସହ ୨୦୧୭ ମାର୍ଚ୍ଚ ୧ରୁ କ୍ୟାଡରଭୁକ୍ତ କରିବାକୁ ମହାସଂଘ ଦାବି କରିଛି।  More
  • Prangyan Parimita
  • 1 year ago

ଋଷରୁ ରାୟଗଡ଼ା ଲିଙ୍କ୍ ! ପୁଟିନ୍‌ଙ୍କୁ ସମାଲୋଚନା କରୁଥିବା ପାଭେଲଙ୍କ ମୃତ୍ୟୁ ପଛରେ ଅଛି କି ଷଡ଼ଯନ୍ତ୍ର ?

ଜଣେ ସାଂସଦ ହୋଇ ମଧ୍ୟ କାହିଁକି ନେଲେ ଚରମ ନିଷ୍ପତ୍ତି ? ଜନ୍ମଦିନ ପାଳନ ପାଇଁ କାହିଁକି ଆସିଥିଲେ ରାୟଗଡ଼ ? More
  • Chandan Shishu
  • 1 year ago

ରାଜ୍ୟରେ ମାସ୍କ ପାଇଁ ଆଜି ଆସିପାରେ ନିୟମ

ଆବଶ୍ୟକୀୟ ସଂଖ୍ୟକ ବେଡ଼, ଅକ୍ସିଜେନ, ପିପିଇ କିଟ୍, ଔଷଧ ମହଜୁଦ ରଖାଯାଉଥିବା ମଧ୍ୟ କହିଛନ୍ତି ଏସସିବିର ପ୍ରାଶାସନିକ ଅଧିକାରୀ।  More
  • Satyendu Shekher Mishra
  • 1 year ago

ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ! ୨୨ ପାହାଚରେ ଠେଲାପେଲା, ୬ ଛାତ୍ରୀ ଅଚେତ୍; ଦେଖନ୍ତୁ ଭିଡିଓ

ଆଗକୁ ନୂଆବର୍ଷ ଆସୁଥିବା ବେଳେ ଭକ୍ତ ଓ ପର୍ଯ୍ୟଟକଙ୍କ ସଂଖ୍ୟା ଆହୁରି ବଢ଼ିବା ଆଶା ରହିଛି । More
  • Satyendu Shekher Mishra
  • 1 year ago

ଗୋବିନ୍ଦ ସାହୁ ମୃତ୍ୟୁ ମାମଲା: ଏବେ ବି ଖିଅ ଖୋଜୁଛି ତଦନ୍ତକାରୀ ସଂସ୍ଥା

୨୦ ତାରିଖରେ ଗୋବିନ୍ଦର ମୃତ୍ୟୁ ପରେ ୨୧ ତାରିଖରୁ କ୍ରାଇମବ୍ରାଞ୍ଚ ଟିମ୍ କଣ୍ଟାବାଞ୍ଜିରେ ଡେରା ପକାଇଛି । More
  • Satyendu Shekher Mishra
  • 1 year ago

ପ୍ରତିଷ୍ଠା ଦିବସରେ BJD ଖେଳିଲା ମହିଳା କାର୍ଡ, ପରାମର୍ଶ ଆଳରେ ବରିଷ୍ଠ ମାରିଲେ ତେର୍ଛା ବାଣ

ଭିଡିଓ ବାର୍ତ୍ତାରେ ନେତା-କର୍ମୀଙ୍କୁ ନବୀନଙ୍କ ଗୁରୁମନ୍ତ୍ର । ମା ମାନଙ୍କ ଆଶୀର୍ବାଦ ରହିଲେ ଶହେ ବର୍ଷ ଯାଏଁ ସେବା କରିବ ଦଳ । More
  • Satyendu Shekher Mishra
  • 1 year ago

ଗୁମ୍‌ସୁମ୍‌ ସମ୍ବଲପୁର କୋର୍ଟ; ନାକେଦମ୍‌ ହେଲେଣି ମହକିଲ..

ସମ୍ବଲପୁରରେ କେବେ ସ୍ବାଭାବିକ ହେବ ନ୍ୟାୟିକ ପ୍ରକ୍ରିୟା ? More
  • Satyendu Shekher Mishra
  • 1 year ago

ମାସ୍କ ପିନ୍ଧି ସ୍କୁଲ ଆସିବାକୁ କହିଲେ ମନ୍ତ୍ରୀ, ପ୍ରଭାବିତ ହେବ କି ଦଶମ ଓ ଦ୍ୱାଦଶ ପରୀକ୍ଷା ?

କଟକଣା ଭିତରେ ପରୀକ୍ଷା ପାଇଁ ଗଣଶିକ୍ଷା ବିଭାଗର ସଜବାଜ । କାଲି ରାଜ୍ୟ କୋଭିଡ୍ ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । More