• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Monday, 19 December 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Satyendu Shekher Mishra
  • 2 years ago

ଏଥର ବି କ’ଣ ହେରଫେର୍‌ ! ମିଳିଲାନି ଟିକେଟ, କାଉଣ୍ଟର ଖୋଲିବା ପୂର୍ବରୁ ସୋଲ୍ଡ ଆଉଟ୍

ହକିପ୍ରେମୀଙ୍କୁ ଟିକଟ୍ ଟେନସନ୍ ଅଫଲାଇନ୍ ଟିକଟ୍ ବିକ୍ରି ବେଳେ ଅରମ୍ଭରୁ ଅବ୍ୟବସ୍ଥା । More
  • Satyendu Shekher Mishra
  • 2 years ago

ବର୍ଷା-ଅନୁଭବ ପାରିବାରିକ ବିବାଦ: ଅନୁଭବଙ୍କ ଓକିଲଙ୍କ ପ୍ରଶ୍ନ ଉପରେ ଆପତ୍ତି ଉଠାଇଲେ ବର୍ଷା 

ନାରୀର ମଯର୍ୟାଦା ପ୍ରତି ଆଞ୍ଚ ଭଳି ପ୍ରଶ୍ନ କରାଯାଇପାରିବନି । ବର୍ଷା କେଉଁ ଭାଷାରେ ଉତ୍ତର ଦେବେ ତାକୁ ନେଇ ବିବାଦ । More
  • Satyendu Shekher Mishra
  • 2 years ago

ଅଚଳ ସମ୍ବଲପୁର କୋର୍ଟ ! ଆସୁନାହାନ୍ତି ଓକିଲ, ହେଉନି ବିଚାର ବିମର୍ଷ

ଓକିଲଙ୍କ ଅଭାବ ଓ ଅସହଯୋଗରୁ ବିନା ଆଇନ୍ ପରାମର୍ଶରେ ଦୈନିକ ଫେରିଯିବାକୁ ବାଧ୍ୟ ହେଉଛନ୍ତି ଶହ ଶହ ସାଧାରଣ ଜନତା । More
  • Satyendu Shekher Mishra
  • 2 years ago

ଅଭାବୀ ବିକ୍ରିର ଅଭାବନୀୟ ଚିତ୍ର ! କୋବି କିଆରିକୁ ଟ୍ରାକ୍ଟର ଚଢ଼ାଇ ନଷ୍ଟ କରିଦେଲା ଚାଷୀ

ପାଟଣାଗଡ଼ରେ କ୍ଷେତରେ ସଢୁଛି ଲାଲ୍ ଟହ ଟହ ଟମାଟୋ । ସବୁଠି କୃଷି ଅଧିକାରୀ ଦେଖାଇଲେ ଶୀତଳଭଣ୍ଡାର ସ୍ୱପ୍ନ । More
  • Manoranjan Behera
  • 2 years ago

୨୦୨୪ ର ମଡେଲ୍‌ ପଲିଟିକ୍ସ: ବିଜେପିର ଧାମନଗର ବନାମ ବିଜେଡିର ପଦ୍ମପୁର

ଦୁଇ ଉପନିର୍ବାଚନର ଫିବର୍ କିନ୍ତୁ ଏଯାଏ ଯାଇ ନାହିଁ । ହାର ଜିତ୍‌ର ଅଙ୍କକଷା ଭିତରେ ଜୋର୍ ଧରିବାରେ ଲାଗିଛି ମଡେଲ୍ ପଲିଟିକ୍ସ । More
  • Satyendu Shekher Mishra
  • 2 years ago

କିଡ୍‌ନାପ୍‌ ହୋଇଥିଲା ଅମ୍ରିତ୍‌ ! ପୋଲିସ କଲା ଖୁଲାସା..

ନୟାଗଡ଼ର ନାବାଳକ ଅମ୍ରିତ୍ ଅପହରଣର ଫିଟିବ ଗୁମର ? ବାପାଙ୍କଠୁ ଟଙ୍କା ପାଇଁ ୩ ମୁଖାପିନ୍ଧା ଦୁର୍ବୃତ୍ତଙ୍କ କିଡ୍‌ନାପ୍ ଆଶଙ୍କା। More
  • Manoranjan Behera
  • 2 years ago

ଆଶ୍ଚର୍ଯ୍ୟ ଲାଗିଲେ ବି ସତ; କୁକୁରର ହେଉଛି ଗୋଦ୍‌ଭରାଇ, ଦେଖନ୍ତୁ ଭିଡିଓ

ଅତି ଯତ୍ନରେ କୁକୁରର ଗୋଦବରାଇ କଲେ ମାଲିକାଣୀ। ବେକରେ ପକାଇଲେ ଫୁଲମାଳ, ପାଖରେ ଥୋଇଲେ ମିଠା..ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ More
  • Manoranjan Behera
  • 2 years ago

ପେଟ ପାଇଁ ନାଟ; ଗୀତ ଗାଇ ବଖାଣୁଛନ୍ତି ଯନ୍ତ୍ରଣାର କାହାଣୀ

ଯେତେବେଳେ ଭାଗ୍ୟ ଖେଳେ ଖେଳ..ଜନ୍ମରୁ ଆଖିକୁ ଦିଶୁନି, ହେଲେ ପରିବାର ବୋଝ ବୋହିଚାଲିଛନ୍ତି। ସକାଳ ହେବା ମାତ୍ରେ ଦୁଇ ନାବାଳକ ପୁଅଙ୍କୁ ଏମିତି ଧରି ଗୀତ ଗାଉଛନ୍ତି, ଆଉ ଭିକ୍ଷାବୃତ୍ତି କରୁଛନ୍ତି। ଯେତିକି ରୋଜଗାର ହେଉଛି ସେତିକିରେ କଷ୍ଟେମଷ୍ଟେ ଚଳୁଛି ପରିବାର More
  • Chandan Shishu
  • 2 years ago

ପରିଶ୍ରମର ଛାତି ଉପରେ ଟ୍ରାକ୍ଟର ଚଢାଇଦେଲେ ଚାଷୀ

ଏ ଦୃଶ୍ୟ ସରକାରଙ୍କ ବ୍ୟବସ୍ଥା ଉପରେ ଉପହାସ। More
  • Manoranjan Behera
  • 2 years ago

ଅଙ୍ଗନୱାଡ଼ି କେନ୍ଦ୍ରରେ ଦିଦି ନୁହଁ, ରୋଷେୟା ପଢ଼ାଉଛନ୍ତି ପାଠ

୨ ବର୍ଷ ହେଲାଣି ଦିଦି ନାହାନ୍ତି। ଅଙ୍ଗନବାଡିରେ କୁନି କୁନି ପିଲାଙ୍କୁ ପାଠ ପଢାଉଛନ୍ତି ରୋଷେୟା…ଭାତ ବସେଇ ଦେଇ ପିଲାଙ୍କୁ ଅ’ ଡକାଉଛନ୍ତି ତ ତରକାରୀ ବସାଇ ଦେଇ ଆ’ ଡକାଉଛନ୍ତି ପିଲା More
  • Satyendu Shekher Mishra
  • 2 years ago

ଲୋକଙ୍କ କଥାରେ ନିର୍ବାଚନ ଲଢ଼ିଲେ, ଆଉ ଏବେ ତାଙ୍କ ପାଇଁ ସେ ଭଗବାନ ! ଜାଣନ୍ତୁ ପୁରା କାହାଣୀ..

ପେଶା ସିନା ରାଜନୀତି ହେଲେ ଲୋକଙ୍କ ସେବା କରିବାର ନିଶା ତାଙ୍କୁ ଆଜି ଚର୍ଚ୍ଚିତ କରିଦେଇଛି । More
  • Rajalaxmi Sahoo
  • 2 years ago

ଜୋରଦାର ହେବ ଚଢ଼ାଉ, ବନ୍ଦ ହେବ ରାସ୍ତାକଡ଼ ଦୋକାନ !

ନିମ୍ନମାନର ଖାଦ୍ୟ  ବିକ୍ରି କରୁଥିବା ସମସ୍ତ ହୋଟେଲ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆଉ ଅନ୍ ସ୍ପଟ୍‌ ଲାଇସେନ୍ସ ବାତିଲ୍‌ କରାଯିବ। ଆବଶ୍ୟକସ୍ଥଳେ ହୋଟେଲ୍‌କୁ ସିଲ୍ ମଧ୍ୟ କରାଯିବ। More
  • Chandan Shishu
  • 2 years ago

ଯନ୍ତ୍ରଣାରୁ ମୁକ୍ତି ପାଇଁ ଆମ୍ବୁଲାନ୍ସରେ ମଦ ପିଇଲା ରୋଗୀ !

ସଂପୃକ୍ତ ରୋଗୀ ଜଣକ ମଦ ନ ପିଇଲେ ଯିବେ ନାହିଁ ବୋଲି ଜିଦି ଧରିଥିଲେ। More
  • Rajalaxmi Sahoo
  • 2 years ago

କୁରୁକ୍ଷେତ୍ର ପାଲଟିଥିଲା ଭୋଜି ସ୍ଥଳ: ମାଂସ ତରକାରୀ ପାଇଁ ବିଜେଡି କର୍ମୀ ମାର୍‌ପିଟ୍‌ !

ମିଶନ-୨୪ ମାନସ ମନ୍ଥନ ବେଳେ ବିଜେଡି କର୍ମୀଙ୍କ ମୁଣ୍ଡ ଗରମ। ଭୋଜିରେ ମାଂସ ତରକାରୀ ଭାଗବଣ୍ଟାକୁ ନେଇ ମାଡ଼ଗୋଳ ଓ ବାଡ଼ିଆପିଟା। କୁରୁକ୍ଷେତ୍ର ପାଲଟିଥିଲା ଭୋଜି ସ୍ଥଳ। More
  • Rajalaxmi Sahoo
  • 2 years ago

‘ବନ୍ଦ ଘର ଭିତରେ ହାତ, ଗୋଡ଼ ବାନ୍ଧି ଅମ୍ରିତ୍‌ଙ୍କୁ ରଖିଥିଲେ’

ଆଜି ସକାଳେ ଗାଁ ନିକଟରେ ଅମ୍ରିତ୍‌ ବୁଲୁଥବା ଦେଖି ଲୋକେ ପୋଲିସ୍‌କୁ ଖବର ଦେଇଥିଲେ। ଏହାପରେ ପୋଲିସ୍ ପହଞ୍ଚି ତାଙ୍କୁ ଉଦ୍ଧାର କରି ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ନୟାଗଡ଼ ମେଡିକାଲ୍‌କୁ ନେଇଛି। More
  • Rajalaxmi Sahoo
  • 2 years ago

୫ ଦିନ ପରେ ଉଦ୍ଧାର ହେଲା ଅମ୍ରିତ୍‌, ଟ୍ୟୁସନ୍‌ ଯାଇ ନିଖୋଜ ଥିଲେ...

୫ ଦିନ ପୂର୍ବରୁ ଟ୍ୟୁସନ୍‌ ଯାଇ ଅମ୍ରିତ୍‌ ନିଖୋଜ ଥିଲେ। ବହୁ ଖୋଜାଖୋଜି ପରେ ତାଙ୍କର କୌଣସି ପତ୍ତା ମିଳିପାରୁ ନଥିଲା।  More
  • Manoranjan Behera
  • 2 years ago

ସେଲଫି ନେଉ ନେଉ ପାଣିରେ ଗୋଡ଼ ଖସି ଯୁବକ ନିଖୋଜ

ରାଉରକେଲାର ସେକ୍ଟର-୧୫ ଅଞ୍ଚଳରୁ ୪ ଜଣ ସାଙ୍ଗ ଆଜି ସୁନ୍ଦରଗ଼ଡ଼ ତଳସରା ଥାନା ଘୋଘର ନିକଟ କାନକୁଣ୍ଡକୁ ବୁଲିବା ପାଇଁ ଆସିଥିଲେ। ପଥର ଉପରେ ଛିଡ଼ା ହୋଇ ସେଲ୍ଫି ନେଉଥିବା ବେଳେ ସୋମେଶ ମଲ୍ଲିକ ନାମକ ଜଣେ ଯୁବକଙ୍କ ଗୋଡ଼ ଖସି ଯାଇଥିଲା। More
  • Manoranjan Behera
  • 2 years ago

ଗାଡ଼ି ଚାଳକଙ୍କୁ ଡିଜିଟାଲ RC, DL ଚିନ୍ତା

ଲୋକଙ୍କ ପାଇଁ କେତେଶୀଘ୍ର ଆର୍‌ସି ଓ ଡିଏଲ୍‌ର ସ୍ମାର୍ଟକାର୍ଡ ବିକଳ୍ପ ଉପଲବ୍ଧ କରାଉଛନ୍ତି ରାଜ୍ୟ ସରକାର, ତାହା ଦେଖିବାକୁ ବାକି ରହିଲା । More
  • Satyendu Shekher Mishra
  • 2 years ago

କିଏ ବୁଝିବ ଦୁଃଖ ? ଆଖିକୁ ଦେଖାଯାଉନି, ମୁଣ୍ଡ ଉପରେ ତିନି ପ୍ରାଣୀଙ୍କ ବୋଝ ! ଜାଣନ୍ତୁ ପୁରା କାହାଣୀ

ନ୍ନକ୍ଷମ ହୋଇଥିବାରୁ ରୋଜଗାର ପାଇଁ ଅକ୍ଷମ । ଏପଟେ ସାଙ୍ଗରେ ସ୍ତ୍ରୀ ଓ ତିନି ତିନିଟି ପିଲାଙ୍କ ବୋଝ । More
  • Manoranjan Behera
  • 2 years ago

ହକି ବିଶ୍ୱକପ୍: କାଲିଠୁ ଅଫ୍‌ଲାଇନ୍‌ରେ ଟିକଟ ବିକ୍ରି

କାଉଣ୍ଟରରେ କେତେ ଟିକଟ ବିକ୍ରି ହେବ, ତାହା ସ୍ପଷ୍ଟ କରିନାହିଁ ହକି ଇଣ୍ଡିଆ । ଯାହାକୁ ନେଇ ଉତ୍କଣ୍ଠାରେ ହକି ପ୍ରେମୀ । More
  • Prangyan Parimita
  • 2 years ago

୨୪ ପୂର୍ବରୁ କଂଗ୍ରେସର ଗଡ ବଞ୍ଚାଇବା ଚିନ୍ତା : ଆରମ୍ଭ ହେବ ହାତକୁ ହାତ ଯୋଡ଼ ଅଭିଯାନ

ଦଳୀୟ ଭୋଟ୍ ବଜାୟ ରଖିବାକୁ ଉଦ୍ୟମ More