• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Wednesday, 14 December 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Manoranjan Behera
  • 2 years ago

ଭିଜିଲାନ୍ସ ଜାଲରେ ବେଗୁନିଆ ତହସିଲଦାର

ଭୁବନେଶ୍ୱରର କଳିଙ୍ଗବିହାରରେ ଥିବା ପୃଥ୍ୱୀରାଜଙ୍କ  ବାସଭବନରେ ଚଢ଼ାଉ କରି, ଲାଞ୍ଚ ଟଙ୍କାକୁ ଜବତ କରିଛି ଭିଜିଲାନ୍ସ ଟିମ୍ । More
  • Manoranjan Behera
  • 2 years ago

ସାଟେଲାଇଟ୍ ସର୍ବେକ୍ଷଣରେ ଚାଂଚଲ୍ୟକର ତଥ୍ୟ; ୯୦% ଜମିରେ ନାହିଁ ଧାନ ଚାଷର ନାଁ ଗନ୍ଧ

ନୀଳଗିରି ଚାଷ ଜମିରେ ଚାଲିଛି ସାଟେଲାଇଟ୍ ସର୍ବେକ୍ଷଣ । କେଉଁଠି ସମବାୟ ସମିତିର କର୍ମଚାରୀ ତ ଆଉ କେଉଁଠି, ରାଜସ୍ୱ ନୀରିକ୍ଷକ ବିଲ ଭିତରକୁ ଯାଇ ଫିଜିକାଲ ସର୍ବେକ୍ଷଣରେ ଲାଗି ପଡିଛନ୍ତି ଅଧିକାରୀ । More
  • Satyendu Shekher Mishra
  • 2 years ago

ଓଡ଼ିଶାରେ ହୋଇପାରିବନି ହାଇକୋର୍ଟର ସ୍ଥାୟୀ ବେଞ୍ଚ, ଦାବିକୁ ସମ୍ପୂର୍ଣ୍ଣ ଖାରଜ କଲେ ସୁପ୍ରିମକୋର୍ଟ

ହିଂସା ପାଇଁ ଡିଜିପି ଓ ଉତ୍ତରାଞ୍ଚଳ ଆଇଜିଙ୍କୁ ଭର୍ତ୍ସନା । More
  • Satyendu Shekher Mishra
  • 2 years ago

MLAଙ୍କ ଦରମା ଲକ୍ଷେରୁ ଅଢେଇ ଲକ୍ଷକୁ ବୃଦ୍ଧି ଦାବି, ସାଧାରଣରେ ତେଜିଲା ଅସନ୍ତୋଷ

ବିଧାନସଭା କାର୍ଯ୍ୟ ପରାମର୍ଶଦାତା କମିଟିର ସୁପାରିଶ । ପେନ୍‌ସନ୍ ଲକ୍ଷେ କରିବାକୁ ବି କମିଟି ପକ୍ଷରୁ ପ୍ରସ୍ତାବ । More
  • Satyendu Shekher Mishra
  • 2 years ago

ଶିକାରୀଙ୍କ ଚରାଭୂଇଁ ଶିମିଳିପାଳ ! ଦନ୍ତା ପୋଡ଼ି ପରେ ମହାବଳ ଶିକାର.. ୭ ଫୁଟିଆ ବାଘ ଛାଲ ଧରିଲା STF

ରାଜ୍ୟରେ ମହାବଳ ବାଘ ବଂଶ ଲୋପ ପାଇବାକୁ ବସିଥିବା ବେଳେ, ଏଭଳି ଶିକାର ଘଟଣା ଶିମିଳିପାଳର ସୁରକ୍ଷା ବ୍ୟବସ୍ଥା ଉପରେ ବିରାଟ ପ୍ରଶ୍ନଚିହ୍ନ ଲଗାଇଛି । More
  • Manoranjan Behera
  • 2 years ago

ଆଗୁଆ ହେବ ନିର୍ବାଚନ! ପ୍ରାର୍ଥୀ ଚୟନ ପାଇଁ ଏବେଠୁ ଅଙ୍କକଷା

ରାଜ୍ୟରେ ଆଗୁଆ ନିର୍ବାଚନର ସମ୍ଭାବନା ଥିବାରୁ ରାଜନୈତିକ ଗତିବିଧି ବଢ଼ିଲାଣି । More
  • Satyendu Shekher Mishra
  • 2 years ago

ଥାନାରେ ଏତଲା ରଖିଲାନି ପୋଲିସ, ଫିନାଇଲ ପିଇଦେଲେ ରବିନ୍ଦ୍ର

ତମାଣ୍ଡୋ ଥାନାରେ ଲିଖିତ ଅଭିଯୋଗ କରିଥିଲେ ରବିନ୍ଦ୍ର । ପୋଲିସ ଏତଲା ରଖୁନଥିବା ଅଭିଯୋଗ କରି ଫିନାଇଲ ପିଇଛନ୍ତି  । More
  • Manoranjan Behera
  • 2 years ago

ପ୍ରେମ ପାଇଁ ମା’କୁ ଝିଅ ଧକ୍କା ଦେବା ଘଟଣା: ଥାନାରେ ବାପାମା’ଙ୍କ ଏତଲା

ଥାନା ପରିସରରେ ମାଆକୁ ଧକ୍କା ମାରିଥିଲା ଝିଅ । ବ୍ରହ୍ମପୁର ବୈଦନାଥପୁର ଅଞ୍ଚଳର ଏହି ଘଟଣାକୁ ନେଇ ଚର୍ଚ୍ଚା । ଝିଅ ବିରୁଦ୍ଧରେ ବାପା-ମାଆ ଥାନାରେ ଏତଲା ଦେଇଛନ୍ତି । More
  • Rajalaxmi Sahoo
  • 2 years ago

ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଶୁଣାଣି- ଆଉ ହେବନି ହାଇକୋର୍ଟ ବେଞ୍ଚ୍‌

ସମ୍ବଲପୁର ଓକିଲ ଆନ୍ଦୋଳନ ମାମଲାରେ ସୁପ୍ରିମକୋର୍ଟରେ ଆଜି ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହୋଇଛି। ମାମଲାର ଶୁଣାଣି ବେଳେ କଡ଼ା ସୁପ୍ରିମକୋର୍ଟ ଆଭିମୁଖ୍ୟ ପ୍ରକାଶ କରିଛନ୍ତି। More
  • Rajalaxmi Sahoo
  • 2 years ago

ନିର୍ଯାତନା ଦେଉଥିଲେ ଜିଲ୍ଲାପାଳ, ମୁହଁ ଖୋଲିବାରୁ ମିଳିଲା ବଦଳି ଧମକ

ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ କାମ କରୁଥିବା ୩ ଜଣ କର୍ମଚାରୀ ଗତକାଲି ଜିଲ୍ଲାପାଳଙ୍କ ନିର୍ଯାତନା କଥା କହିବା ପରେ ତାଙ୍କୁ ଅନ୍ୟତ୍ର ବଦଳି କରିଦେବେ ବୋଲି ଜିଲ୍ଲାପାଳ ଧମକ ଦେଇଛନ୍ତି। More
  • Prangyan Parimita
  • 2 years ago

Today Gold Price 14th Dec 2022 : ବିବାହ ଋତୁରେ ସୁନା ଦରରେ ନିଆଁ

ଆଜି ସୁନା ଦରରେ ବୃଦ୍ଧି ଦେଖିବାକୁ ମିଳିଛି । More
  • Prangyan Parimita
  • 2 years ago

Today Panchang 14th Dec 2022: ଶୁଭ ମୁହୂର୍ତ୍ତ ଦେଖି ଘରୁ ବାହାରନ୍ତୁ...

ସୌର ବିଛା ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୧୪ ତାରିଖ ବୁଧବାର More
  • Rajalaxmi Sahoo
  • 2 years ago

ଅସୁରକ୍ଷିତ ଶିମିଳିପାଳ ଅଭୟାରଣ୍ୟ: ହାତୀ ପରେ ଏବେ ମହାବଳ ବାଘ ଶିକାର

ଦନ୍ତାହାତୀ ଶିକାର ପରେ ଏବେ ଶିମିଳିପାଳରେ ମହାବଳ ବାଘ ଶିକାର ହୋଇଥିବା ଖବର ସାମ୍ନାକୁ ଆସିଛି। ମାସକ ପୂର୍ବେ ବାଘକୁ ଶିମିଳିପାଳରେ ଗୁଳି କରି ଶିକାର କରାଯାଇ ଥିବା ଅନୁମାନ କରାଯାଉଛି।  More
  • Rajalaxmi Sahoo
  • 2 years ago

ଭୁବନେଶ୍ୱରରେ ବାର୍ଥ ଡେ’ ପାର୍ଟିରେ ମହିଳାଙ୍କୁ ଗଣଦୁଷ୍କର୍ମ !

ବାର୍ଥ ଡେ’ ପାର୍ଟିରେ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। ରାଜଧାନୀ ଭୁବନେଶ୍ୱରରୁ ଏଭଳି ଅଭିଯୋଗ ଆସିଛି। ପୋଲିସ୍‌ ଘଟଣାର ତଦନ୍ତ କରି ୩ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି। More
  • Satyendu Shekher Mishra
  • 2 years ago

ଓକିଲଙ୍କୁ ଲାଗିଲା ବଡ଼ ଝଟ୍‌କା ! ଆନ୍ଦୋଳନ ସ୍ଥଗିତ-ଲାଇସେନ୍ସ ବାତିଲ-ଗିରଫ

ସମ୍ବଲପୁର କୋର୍ଟରୁମ୍‌ରେ ଭଙ୍ଗାରୁଜା ଘଟଣାରେ ୧୬ ଗିରଫ । More
  • Satyendu Shekher Mishra
  • 2 years ago

ପୁଣି ଅର୍ଚ୍ଚନାକୁ ରିମାଣ୍ଡରେ ନେଲା ED, ଜଗବନ୍ଧୁ ବି ରିମାଣ୍ଡରେ; ଏଥର ସାମ୍ନା-ସାମ୍ନି ଜେରା

ପ୍ରଥମଥର ପାଇଁଁ ମୁହଁ ଖୋଲିଲେ ଅର୍ଚ୍ଚନାର ବାପା । ଝିଅକୁ ଫସାଇ ଦିଆଯାଇଥିବା ଅଭିଯୋଗ ଆଣିଲେ । More
  • Satyendu Shekher Mishra
  • 2 years ago

ସୁପ୍ରିମ୍‌କୋର୍ଟରେ ହାଇକୋର୍ଟଙ୍କ ସତ୍ୟପାଠ ! ବେଞ୍ଚ ପ୍ରତିଷ୍ଠା ଆନ୍ଦୋଳନ କରୁଥିବା ଓକିଲଙ୍କୁ ଲାଗିଲା ଝଟ୍‌କା

ସୁପ୍ରିମକୋର୍ଟରେ ଦାୟର ସତ୍ୟପାଠକୁ ନେଇ ଅଡୁଆ, ଭର୍ଚୁଆଲ୍ ଆକ୍ସେସ୍ ବ୍ୟବସ୍ଥା କଲେ ଆବଶ୍ୟକ ପଡିବନି ସ୍ଥାୟୀ ବେଞ୍ଚ । More
  • Manoranjan Behera
  • 2 years ago

ଟଙ୍କା ଲୋଭ ବାୟା କରିଛି ! ଲୋକଙ୍କ ଜୀବନକୁ ତ୍ୱଚ୍ଛ ଭାବୁଛନ୍ତି ମେଡିସିନ୍‌ ମାଫିଆ

ଆଲକେମ୍ ଭଳି ପ୍ରତିଷ୍ଠିତ ବ୍ରାଣ୍ଡର ନକଲି ମେଡିସିନ କେମିତି ଓ କେଉଁଠୁ ବଜାରକୁ ଆସିଲା, ସେନେଇ ଖୋଳତାଡ଼ ଜାରି ରହିଛି । ନକଲି ମେଡିସିନ୍ ପଛରେ ବିଭାଗୀୟ ଅଧିକାରୀଙ୍କ ସଂପୃକ୍ତି ଥାଇପାରେ ବୋଲି ସନ୍ଦେହ କରୁଛନ୍ତି ଡ୍ରଗ୍ସ କଣ୍ଟ୍ରୋଲର । More
  • Manoranjan Behera
  • 2 years ago

‘ଆଉ ସହିହେବନି, ଆମକୁ ମରିବାକୁ ଅନୁମତି ଦିଅନ୍ତୁ’

ନିଜ ପତ୍ନୀଙ୍କୁ ଉଚିତ ନ୍ୟାୟ ଦେବା ପାଇଁ କନ୍ଧମାଳ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଠାରୁ ଆରମ୍ଭ କରି ଜିଲ୍ଲାପାଳ ଏବଂ ରାଜ୍ୟ ସରକାରଙ୍କୁ ଗୁହାରୀ କରି କରି ଶେଷରେ ନିରାଶ ହୋଇଯାଇଛନ୍ତି । ଏପରି ସ୍ଥଳେ ତାଙ୍କ ପାଖରେ ଆତ୍ମହତ୍ୟା ବ୍ୟତୀତ ଅନ୍ୟ ଉପାୟ ନାହିଁ, ତେଣୁ ସେ ଇଚ୍ଛାମୃତ୍ୟୁ ପାଇଁ ମହାମହିମ ରାଷ୍ଟ୍ରପତିଙ୍କୁ ଚିଠି ପଠାଇଥିବା କହିଛନ୍ତି । More