• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Tuesday, 22 November 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Chandan Shishu
  • 2 years ago

ପଦ୍ମପୁର ଭୋଟ୍ ପୂର୍ବରୁ ଚାଷୀଙ୍କୁ ବଶ କରିବାକୁ ଶାସକ ଦଳର ଚାଲ୍‌

ଚାଷୀ ପ୍ରସଙ୍ଗକୁ ନେଇ ଉଠୁଛିପଡୁଛି ପଦ୍ମପୁର ରାଜନୀତି। More
  • Chandan Shishu
  • 2 years ago

କୋହ ସମ୍ଭାଳି ପାରିଲେନି କୌପିନଧାରୀ ଅଲେଖ ସନ୍ୟାସୀ

ଯୋରନ୍ଦା ଗାଦିରେ ବୁଲଡୋଜର ବୁଲିବା ଘଟଣା ବେଶ୍ ବ୍ୟଥିତ କରିଛି ମହିମା ଧର୍ମାବଲମ୍ବୀଙ୍କୁ ଓ ସ୍ଥାନୀୟ ବାସିନ୍ଦାଙ୍କୁ। More
  • Prangyan Parimita
  • 2 years ago

ମୁଣ୍ଡ ଓ ମୁହଁ ସାରା କ୍ଷତ ! ରହି ରହି କି ମା’କୁ କୁନି ପୁଅ . ହେଲେ ସେ . . .

ରଖେ ହରି ତ ମାରେ କିଏ ! କୋରେଇ ଟ୍ରେନ୍ ଟ୍ରାଜେଡିରେ ନିଶ୍ଚିତ ମୃତ୍ୟୁରୁ ରକ୍ଷା ପାଇଥିବା ତିନି ମାସର ଶିଶୁକୁ ନେଇ ଚାରିଆଡ଼େ ଚର୍ଚ୍ଚା., ଏଣେ ଆତ୍ମୀୟଙ୍କୁ ହରାଇ ମ୍ରିୟମାଣ ରେଳ ଦୁର୍ଘଟଣାରେ ମୃତକଙ୍କ ପରିବାର । More
  • Pramod Behera
  • 2 years ago

ଇଣ୍ଟିମେଟ୍ ପାର୍ଟନର ଭାୟୋଲେନ୍ସ : ବିଶ୍ୱାସ ଓ ପ୍ରେମର ୩୫ ଖଣ୍ଡ!

ଶ୍ରଦ୍ଧା ହତ୍ୟା ମାମଲା ସମସ୍ତଙ୍କୁ ବ୍ୟଥିତ ଓ ଆଶଙ୍କିତ କରିଛି। ମାନବିକତା ଓ ପ୍ରେମ ଉପରେ ଥିବା ବିଶ୍ୱାସକୁ ଦୋହଲାଇ ଦେଇଛି। ହେଲେ ଏହି ଘଟଣାଟି ଆଉ ଏକ ଘୃଣ୍ୟ ସତ୍ୟକୁ ଉଜାଗର କରିଛି। ଆସନ୍ତୁ ଜାଣିବା… More
  • Manoranjan Behera
  • 2 years ago

IAS ହେବା ପାଇଁ ଚା’ ବିକି ଟଙ୍କା ଯୋଡ଼ୁଛନ୍ତି ଶୁଭଲକ୍ଷ୍ମୀ

ଯୁକ୍ତ ୩ରେ ପାଠ ପଢୁଛନ୍ତି, ପୁଣି ଚା’ ଦୋକାନ କରିଛନ୍ତି। ବାପା ଦିନ ମଜୁରିଆ, ମାଆ ରୋଗୀ...ନିଜସ୍ୱ ରୋଜଗାରରେ ଆଇଏଏସ୍‌ ହେବାକୁ ଦେଖୁଛନ୍ତି ସ୍ୱପ୍ନ। ଶୁଭଲକ୍ଷ୍ମୀଙ୍କ ଟି-ଷ୍ଟଲରେ ଲାଗୁଛି ପ୍ରବଳ ଭିଡ More
  • Prangyan Parimita
  • 2 years ago

ଶୁଣୁ ନାହାନ୍ତି ସରକାର ! ପୁଣି ଗର୍ଜିଲେ ଅଙ୍ଗନଓ୍ୱାଡ଼ି କର୍ମୀ

ଜଧାନୀ ଛାତିରେ ଗର୍ଜନ କରୁଛନ୍ତି ହଜାର ହଜାର ଅଙ୍ଗନଓ୍ୱାଡ଼ି କର୍ମୀ । More
  • Manoranjan Behera
  • 2 years ago

ପାଣି ଆଣିବୁ କେମିତି, ବାଟରେ ବାଘ ଜଗିକି ବସିଛି!!

ଚୁଆରୁ ପାଣି ଆଣିଲେ ଘରେ ଚୁଲି ଜଳିବ। ହେଲେ ବିନା ସାଙ୍ଗରେ ବଣକୁ ଯିବା ଅସମ୍ଭବ...ବାଟରେ ବାଘ, ଭାଲୁ ସହ ବୁଲୁଛି ହାତୀ...ଟିକିଏ ଅସାବଧାନ ହେଲେ ଜୀବନ ଯିବା ଥୟ More
  • Manoranjan Behera
  • 2 years ago

୧୧୫ ବର୍ଷର ବୃଦ୍ଧାଙ୍କ ନିଆରା ଶେଷ ଯାତ୍ରା; ଡିଜେ ବାଜିଲା, ଲୋକେ ନାଚିଲେ

ସୁନ୍ଦରଗଡ ଜିଲ୍ଲା କୁତ୍ରା ବ୍ଲକ ଅନ୍ତର୍ଗତ ପଞ୍ଚରା ବସ୍ତିପଡାଠାରେ ଆଜି ଏକ ଶବ ଶୋଭାଯାତ୍ରାକୁ ନେଇ ଏକ ଭିନ୍ନ ପରମ୍ପରା ଦେଖିବାକୁ ମିଳିଥିଲା । More
  • Manoranjan Behera
  • 2 years ago

ଇଡିରେ ହାଜର ହେଲେ ଅକ୍ଷୟ ପରିଜା

ବ୍ଲାକମେଲିଂ, ହନିଟ୍ରାପ୍ ଓ ଅର୍ଥ କାରବାର ମାମଲାରେ ଇଡିରେ ହାଜର ହୋଇଛନ୍ତି ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା । More
  • Rajalaxmi Sahoo
  • 2 years ago

FIFA World Cup 2022: ସଫଳ ଆୟୋଜନ ପଛରେ ଓଡ଼ିଆ ଇଞ୍ଜିନିୟରଙ୍କ ହାତ

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳର କୁଶଳୀ ଶ୍ରମିକଙ୍କ ବର୍ଷ ବର୍ଷର ଶ୍ରମ ସାଧାନାରୁ ହିଁ ଆତ୍ମପ୍ରକାଶ କରିଛି ବିଶ୍ୱକପ୍ ଭେନ୍ୟୁ ହୋଇଥିବା ଏକାଧିକ ଅତ୍ୟାଧୁନିକ ଷ୍ଟାଡିୟମ।  More
  • Prangyan Parimita
  • 2 years ago

ମହିମା ଗାଦି ପରିସରରେ ଚାଲିଲା ଜେସିବି ! ଧୂନି ଏବଂ ବତି ମନ୍ଦିର ଭାଙ୍ଗିଲା ପ୍ରଶାସନ

ମନ୍ଦିରରେ ୫ ପ୍ଲାଟୁନ ଫୋର୍ସ ମୁତୟନ; ଉପଜିଲ୍ଲାପାଳ, ଏଏସପି ଉପସ୍ଥିତ More
  • Prangyan Parimita
  • 2 years ago

ଅର୍ଚ୍ଚନା ନାଗଫାଶରେ ଫସିଥିଲେ ଜଣେ ବ୍ୟବସାୟୀ ! ଅମୀୟକାନ୍ତଙ୍କୁ ଜେରା କରୁଛି ଇଡି

୨୦୨୧-୨୨ ମଧ୍ୟରେ ଉଭୟଙ୍କ ଆକାଉଣ୍ଟକୁ ଅମୀୟକାନ୍ତ ୧୦ ଲକ୍ଷ କାହିଁକି ପଠାଇଥିଲେ ? More
  • Rajalaxmi Sahoo
  • 2 years ago

ଶାରଳା ରିୟଲକନ୍‌ର ସମ୍ପତ୍ତି ନିଲାମ ଉପରେ ହାଇକୋର୍ଟଙ୍କ ରହିତାଦେଶ

ଚିଟ୍‌ଫଣ୍ଡ ସଂସ୍ଥା ଶାରଳା ରିୟଲକନ୍‌ର ସମ୍ପତ୍ତି ନିଲାମ ଉପରେ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି। ପ୍ରାୟ ୧୬ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ନିଲାମ ଉପରେ ଏହି ରହିତାଦେଶ ଜାରି ହୋଇଛି।  More
  • Rajalaxmi Sahoo
  • 2 years ago

୧୫ ଘଣ୍ଟା ପରେ ଟ୍ରେନ୍‌ ଚଳାଚଳ ସ୍ୱାଭାବିକ

ଦ୍ରୁତଗାମୀ ମାଲ୍‌ବାହୀ ଟ୍ରେନ୍‌ର ୮ଟି ବଗି ଲାଇନ୍‌ଚ୍ୟୁତ ହୋଇଥିଲା। କିଛି ବଗି ଯାତ୍ରୀ ବିଶ୍ରାମଗାର ଓ ଟିକେଟ୍‌ ଘର ଉପରେ ଚଢ଼ି ଯାଇଥିଲା। More
  • Manoranjan Behera
  • 2 years ago

ଜିଲ୍ଲାପାଳ ପରେ ଏବେ ବିଧାୟକ; ପେପର୍‌ ବଏ ଚୁମନ ରାଓର ସ୍ୱପ୍ନ ଏବେ ପୂରା ହେବ

ପୁଣି ଚର୍ଚ୍ଚାରେ ବଲାଙ୍ଗିରର ପେପର ବୟ ଚୁମନ୍‌ ରାଓ। ସହାୟତା ଦେବା ପାଇଁ ପହଞ୍ଚିଲେ ବଲାଙ୍ଗିର ବିଧାୟକ..ପାଠ ପଢିବାରେ ଚୁମନକୁ ମିଳିବ ଅନେକ ପ୍ରକାର ସହାୟତା More
  • Chandan Shishu
  • 2 years ago

ପଦ୍ମପୁର ରାଜନୀତିର ପଶାପାଲିରେ ଏଣ୍ଟ୍ରି ମାରିଲା ନୂଆ ଇସ୍ୟୁ

ଧାମନଗର ପରେ ପଦ୍ଣପୁରରେ ରୋଚକ ଲଢେଇ ହେବାକୁ ଯାଉଛି।  More
  • Manoranjan Behera
  • 2 years ago

ଅର୍ଚ୍ଚନାର ନାଗ ଫାଶରେ କେଉଁ କେଉଁ IAS ଏବଂ IPSଙ୍କ ରହିଛି ଲିଙ୍କ୍ ?

ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ନାଗ-ଚାନ୍ଦ ଦମ୍ପତିିଙ୍କ ସହ ବ୍ୟୁରୋକ୍ରାଟ୍ ଲିଙ୍କ୍ କଥା ଉଠାଇଛନ୍ତି । କହିଛନ୍ତି, ବଡ଼ ବଡ଼ ନେତାଙ୍କ ସହ IAS ଏବଂ IPSଙ୍କ ନାଁ ମୁଁ ଜାଣିଛି । କିନ୍ତୁ କହି ହେବନି । More
  • Chandan Shishu
  • 2 years ago

'ସରକାରୀ କର୍ମଚାରୀର ମାନ୍ୟତା ଦିଅ, ମାସକୁ ୫ହଜାର ପେନସନ୍ ଦିଅ'

ଚାକିରିରୁ ବହିଷ୍କାର ପାଇଁ ଡର ନାହିଁ କହି ରାଜ୍ୟ ସରକାରଙ୍କୁ ବି ଦେଇଛନ୍ତି ଖୋଲା ଆହ୍ୱାନ। More
  • Manoranjan Behera
  • 2 years ago

ମୃତ୍ୟୁର କାଳ ଦଉଡ଼ିରେ ଚାପି ହୋଇଗଲେ ମାଆ-ଝିଅ; ବଞ୍ଚିଗଲା ଅଢ଼େଇ ମାସର ଶିଶୁ

ଚାହୁଁ ଚାହୁଁ ମୃତ୍ୟୁର ଡାକ ଦେଇ କାଳ ସାଜି ମାଡ଼ି ଆସିଥିଲା ଅମାନିଆ ଟ୍ରେନ୍‌ର କିଛି ବଗି । ଆଉ ତାରି ଭିତରେ ଚାପି ହୋଇଯାଇଥିଲେ ମାଆ- ଝିଅ । More