• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Thursday, 27 October 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Manoranjan Behera
  • 2 years ago

ପୁଣି ଅନ୍ଧବିଶ୍ୱାସର କୁ-ପରିଣତି; ଗୁଣି ସନ୍ଦେହରେ ମହିଳାଙ୍କୁ ପିଟିପିଟି ମାରିଦେଲେ

ଗୁଣି ସନ୍ଦେହରେ ଗଂଜାମ କବିସୂର୍ଯ୍ୟନଗର ମଧୁରଝୋଳରେ ଘଟିଛି ଜଘନ୍ୟକାଣ୍ଡ । More
  • Manoranjan Behera
  • 2 years ago

ହବିଷ୍ୟାଳୀଙ୍କ ‘ନବୀନ ବନ୍ଦନା’; ବିରୋଧି କହିଲେ ପ୍ରଶାସନ ଲେଖିଛି, ଚାପରେ ବୋଲାଯାଇଛି

ପୁରୀରେ କାର୍ତ୍ତିକ ବ୍ରତ କରିବାକୁ ଯାହା ପାଇଁ ଆସିଛନ୍ତି, ସେଇ ମହାପ୍ରଭୁ ଜଗନ୍ନାଥଙ୍କୁ ଛାଡ଼ି ହବିଷ୍ୟାଳୀଙ୍କ ତୁଣ୍ଡରେ ଭିନ୍ନ ଭିନ୍ନ ଉପମାରେ ନବୀନ ଜଣାଣ ବେଶ୍ ଚର୍ଚ୍ଚାରେ ରହିଛି । More
  • Manoranjan Behera
  • 2 years ago

ବଢ଼ିଲାଣି ବିଜେଡି ନେତାଙ୍କ ଅଡ଼ୁଆ; ବିରୋଧି ଗୋଡ଼ାଇ ଗୋଡ଼ାଇ କରୁଛନ୍ତି ବିରୋଧ

ମହାକାଳପଡ଼ା, ଆଠଗଡ଼ ଆଉ ପଦ୍ମପୁର ସବୁଠି ମନ୍ତ୍ରୀମାନଙ୍କୁ ବିରୋଧ, ନାରାବାଜି ଓ କଳାପତାକା ପ୍ରଦର୍ଶନ । More
  • Satyendu Shekher Mishra
  • 2 years ago

ତେଜୁଛି ଧାମନଗର ଟଙ୍କାବଣ୍ଟା ବିବାଦ ! BJP ପରେ ECIଙ୍କୁ ଫେରାଦ BJD

SHGକୁ ଅପମାନ ଓ ଅର୍ଥବଳର ପ୍ରୟୋଗ ଅଭିଯୋଗ । ବିଜେପିର ଦାବି ଆଗ କ୍ଷମା ମାଗୁ ଶାସକଦଳ । More
  • Satyendu Shekher Mishra
  • 2 years ago

ହେତୁବାଦୀଙ୍କ ଚିକେନ୍ ବିରିୟାନି ଖିଆକୁ ନେଇ ତେଜୁଛି ବିବାଦ ! କଡ଼ା ଆପତ୍ତି ଜଣାଇଲେ ଶଙ୍କରାଚାର୍ଯ୍ୟ

ସୂର୍ଯ୍ୟୋପରାଗରେ ପାକ ନିଷେଧକୁ ଉପହାସ । ହେତୁବାଦୀ କହିଲେ ଖାଉଥିଲୁ, ଆଗକୁ ବି ଖାଇବୁ । More
  • Satyendu Shekher Mishra
  • 2 years ago

ଅର୍ଚ୍ଚନା ମାମଲାରେ ଇଡି ଆରମ୍ଭ କରିବ କି ତଦନ୍ତ ? ୨ଟି ଯାକ FIR ନେଇ କରୁଛି ତର୍ଜମା...

ଇଡିକୁ ଏଫ୍‌ଆଇଆର କପି ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ନେଇ ବାଟ ଫିଟିଛି । More
  • Satyendu Shekher Mishra
  • 2 years ago

କେଡ଼େ ନିଷ୍ଠୁର ! ମଣିଷ ବି କ’ଣ ଏମତି କାମ କରିପାରେ ?

ଗୁରୁତର କୁକୁରଟି ସେମିତି ପଡ଼ି ପଡ଼ି ଯନ୍ତ୍ରଣା ପାଇ ପାଇ ଶେଷରେ ଜୀବନ ହାରିଦେଲା । More
  • Satyendu Shekher Mishra
  • 2 years ago

ସବୁ ଦଳକୁ ନିର୍ବାଚନ ଅଧିକାରୀଙ୍କ ଚେତାବନୀ, ଅଭିଯୋଗ ଆସିଲେ ୧୦୦ ମିନିଟ୍ ଭିତରେ କାର୍ଯ୍ୟାନୁଷ୍ଠା

ଭୋଟରଙ୍କୁ ଲାଞ୍ଚ ଯାଚିବା, ଧମକାଇବା, ପ୍ରଲୋଭନ ଦେଖାଇବା ଅପରାଧ । ଏଭଳି ଅଭିଯୋଗ ଆସିଲେ କଡ଼ା କାଯର୍ୟାନୁଷ୍ଠାନ ହେବ  । More
  • Satyendu Shekher Mishra
  • 2 years ago

ବିଜେଡି ନେତା-ମନ୍ତ୍ରୀଙ୍କୁ ସବୁଠି ବିରୋଧ ! ଅତନୁଙ୍କ ଗାଡ଼ି ଅଟକାଇ କୈଫତ ମାଗିଲେ ମହିଳା

ସବୁଠୁ ବଡ଼ କଥା ହେଲା ଅତନୁଙ୍କୁ ତାଙ୍କ ନିର୍ବାଚନ ମଣ୍ଡଳୀରେ ହି ହଟହଟ୍ଟାର ସମ୍ମୁଖୀନ ହେବାକୁ ପଡ଼ିଛି । More
  • Prangyan Parimita
  • 2 years ago

ଝାଡ଼ଖଣ୍ଡ ମହିଳାଙ୍କୁ ଭୁବନେଶ୍ୱରରେ ହତ୍ୟା! କାର୍ଯ୍ୟାନୁଷ୍ଠାନ ହୋଇନଥିବା ଅଭିଯୋଗରେ ଥାନା ଘେରାଉ

ଯୌତୁକ ନିର୍ଯାତନା ଦେଇ ମହିଳାଙ୍କୁ ହତ୍ୟା ଅଭିଯୋଗ କରାଯାଇଥିବା ଅଭିଯୋଗ ହୋଇଛି । More
  • Rajalaxmi Sahoo
  • 2 years ago

ମଣିଷ ମରା ନକଲି ଡାକ୍ତର: ବର୍ଷ ବର୍ଷ ଧରି ଚିକିତ୍ସା କରୁଥିଲେ, କେହି ଟେର୍‌ ବି ପାଉନଥିଲେ...

ବେଆଇନ୍‌ କ୍ଲିନିକ୍‌ କରି ଚିକିତ୍ସା କରୁଥିବା ଜଣେ ନକଲି ଡାକ୍ତରଙ୍କୁ ପୋଲିସ୍‌ ଗିରଫ କରିଛି। ଏହାସହ ତାଙ୍କ ଠାରୁ ପ୍ରାୟ ୨ ଲକ୍ଷ ଟଙ୍କାର ଔଷଧ ଜବତ ହୋଇଛି। More
  • Prangyan Parimita
  • 2 years ago

ପୋଲିସ୍‌କୁ ଖୋଲାଖୋଲି ଚ୍ୟାଲେଞ୍ଜ୍‌ ! ଏତଲା ଦେବାରୁ ପିଟି ମାରିଦେଲେ

ଗୁଣି କରିଥିବା ସନ୍ଦେହରେ ସ୍ୱାମୀକୁ ନିର୍ଧୁମ ଛେଚିଲେ, ସ୍ତ୍ରୀ ଥାନାରେ ଅଭିଯୋଗ କରିବାରୁ ପିଟି ପଟି ମାରିଦେଲେ ଗାଁ ଲୋକ । More
  • Rajalaxmi Sahoo
  • 2 years ago

ଏଣିକି ଚିଲିକା ଓ ଭିତରକନିକା ଜଗିବ ଡ୍ରୋନ୍‌ କ୍ୟାମେରା !

ଏଣିକି ଚିଲିକା ଏବଂ ଭିତରକନିକାରେ ବେଆଇନ ଚିଙ୍ଗୁଡ଼ି ଘେରିକୁ ଠାବ କରିବ ଡ୍ରୋନ୍‌ କ୍ୟାମେରା। ଏହି ସବୁ ଅଞ୍ଚଳରେ ଡ୍ରୋନ୍ ଦ୍ୱାରା ପର୍ଯ୍ୟବେକ୍ଷଣ ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ୪ ଜିଲ୍ଲାପାଳଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। More
  • Satyendu Shekher Mishra
  • 2 years ago

ଡକ୍ଟର ଗୌରହରି ଦାସଙ୍କୁ ମିଳିଲା ସମ୍ମାନଜନକ ଶାରଳା ପୁରସ୍କାର

ଇମ୍ଫା ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ପ୍ରତିବର୍ଷ ଶ୍ରେଷ୍ଠ ସାହିତ୍ୟ କୃତି ଲାଗି ମର୍ଯ୍ୟାଦାଜନକ ଶାରଳା ପୁରସ୍କାର ପ୍ରଦାନ କରାଯାଏ । More
  • Manoranjan Behera
  • 2 years ago

ଖରସ୍ରୋତାରୁ ସିଧା ଆଳି ପ୍ୟାଲେସ୍‌: ବାଲି ଚୋରିରେ ମନ୍ତ୍ରୀ ପ୍ରତାପ ଦେବ !

ଖରସ୍ରୋତାର ଚୋରା ବାଲିରେ ନିର୍ମାଣ ହେଉଛି ଆଳି ପ୍ୟାଲେସର ନୂଆ ବିଲ୍ଡିଂ । More
  • Manoranjan Behera
  • 2 years ago

ସମୟ ଆସିଲେ ସବୁ କହିବି: ଅର୍ଚ୍ଚନା

ଏଥର ଆଉ ଭିଡିଓ କନ୍‌ଫରେନ୍ସ ନୁହେଁ ବରଂ ଅର୍ଚ୍ଚନାକୁ ସିଧାସଳଖ ସମସ୍ତଙ୍କ ସାମ୍ନାରେ କୋର୍ଟରେ ହାଜର କରାଇଛି ପୋଲିସ୍ । More
  • Satyendu Shekher Mishra
  • 2 years ago

ଏତେ ବଡ଼ ସହର, ପୁଣି ରାଜ୍ୟର ଚର୍ଚ୍ଚିତ ବିଧାୟକ ବି ଅଛନ୍ତି ! ତଥାପି ବସ୍‌ଷ୍ଟାଣ୍ଡ ଖଣ୍ଡେ ନାହିଁ

ଦିନେ ନୁହେଁ କି ଦୁଇଦିନ ନୁହେଁ ବରଂ ୭ ବର୍ଷ ହେଲା ଏମିତି ରାଜରାସ୍ତାରେ ଚାଲିଛି ବସ୍‌ଷ୍ଟାଣ୍ଡ । ଚାନ୍ଦବାଲିକୁ ଦୈନିକ ହଜାର ହଜାର ଲୋକ ବସ୍‌ରେ ଆସୁଥିବା ପରେ ବି ସ୍ଥାୟୀ ବସ୍‌ଷ୍ଟାଣ୍ଡଟିଏ ହୋଇପାରିଲା ନାହିଁ । More
  • Manoranjan Behera
  • 2 years ago

ଧାମନଗର ଟଙ୍କା ବଣ୍ଟା: ଆଟାକିଂ ମୋଡ୍‌ରେ ବିଜେପି

ଏସ୍ଏଚଜିମାନେ ଟଙ୍କା ବାଣ୍ଟୁଥିବାର ଭିଡିଓ ଭାଇରାଲ୍ ହେବା ଓ ବିଜେଡି କର୍ମୀ ସମ୍ମିଳନୀରେ କୋଟିଏ ଟଙ୍କାର ଅଫର୍ ଦିଆଯିବା ଅଭିଯୋଗକୁ ଧରି ଇସିଆଇ ପାଖରେ ଫେରାଦ ହୋଇଛି ବିଜେପି । More