• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Thursday, 06 October 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Satyendu Shekher Mishra
  • 2 years ago

ପ୍ରଚାରରେ ପାଣି ଭଳି ସାରୁଛନ୍ତି ଟଙ୍କା ! ୫ ବର୍ଷରେ ୩୭୮ କୋଟିରୁ ଅଧିକ ଟଙ୍କା ସ୍ୱାହା

ବିଜ୍ଞାପନ ଦ୍ୱାରା ମୁଖ୍ୟମନ୍ତ୍ରୀ ନମ୍ବର ୱାନ୍ ହୋଇଥିବା କହିଲେ ବିରୋଧୀ । ଲୋକଙ୍କ ସମସ୍ୟା ନବୁଝି ପ୍ରଚାର ପାଇଁ କୋଟି କୋଟି ଉଡ଼ାଯାଇଛି । More
  • Satyendu Shekher Mishra
  • 2 years ago

ଉପାନ୍ତରୁ ଉପକୂଳ ନିର୍ଧୁମ ଛେଚୁଛି ! ଭୁଶୁଡ଼ିଲା ଘର, ଉପୁଡ଼ିଲା ଗଛ..

ଭୁବନେଶ୍ୱର, କଟକ ସମେତ ଉପକୂଳରେ ଜୀବନଯାତ୍ରା ଅସ୍ତବ୍ୟସ୍ତ । ଆହୁରି ୩ ଦିନ ଯାଏଁ ୧୦ ଜିଲ୍ଲାକୁ ସତର୍କ କଲା ପାଣିପାଗ ବିଭାଗ । More
  • Satyendu Shekher Mishra
  • 2 years ago

ନବୀନଙ୍କ ଉତ୍ତରାଧିକାରୀ କିଏ ? ସାକ୍ଷାତକାରରେ ବଡ଼ ସଙ୍କେତ ଦେଲେ BJD ସୁପ୍ରିମୋ

ଇଂରାଜୀ ପତ୍ରିକାକୁ ସାକ୍ଷାତକାର ଦେଇ କହିଲେ ମୁଖ୍ୟମନ୍ତ୍ରୀ । ତା’ପରେ ରାଜ୍ୟ ରାଜନୀତିରେ ହଲ୍‌ଚଲ । More
  • Satyendu Shekher Mishra
  • 2 years ago

ଦୀପିକା-ଦିନେଶ ମାମଲା: ପ୍ରେମିକଙ୍କ ପରିବାର ପାଲ ଚିରିଦେଲେ, ଦୁଆର ମୁହଁରେ ଯୁକ୍ତି ତର୍କ

ପ୍ରେମିକ ଦିନେଶ ନଆସିବା ଯାଏଁ ସେ ପାଣି ବି ଛୁଇଁବେନି । More
  • Satyendu Shekher Mishra
  • 2 years ago

ମାଆଙ୍କ ସ୍ୱତନ୍ତ୍ର ପୂଜା, ଏଇଠି ସବୁଦିନ ମାଆ ମହିଷାମର୍ଦ୍ଧିନି ରୂପରେ ପୂଜା ପାଆନ୍ତି ଦୁର୍ଗା

ଏମିତି ସ୍ୱତନ୍ତ୍ର ପୂଜା ହେଉଛି କଟକ ମାହାଙ୍ଗାର ଜଟାଧାରୀ ପୀଠରେ । More
  • Satyendu Shekher Mishra
  • 2 years ago

ବିଶ୍ୱାସଘାତକ ଡ୍ରାଇଭର ! ମାଲିକକୁ ଭୁଆଁ ବୁଲାଉଥିଲା, ଏବେ ନିଜେ ଖାଲରେ ପଡ଼ିଲା

ବିଶ୍ୱାସଘାତକ ସାଜିଲା ଡ୍ରାଇଭର କାହ୍ନୁ କୁମାର ଚୌଧୁରୀ । ଯିଏ କି ମାଲିକର ବିଶ୍ୱାସରେ ବିଷ ଦେଇ ପିକଅପ୍‌ ଭ୍ୟାନକୁ ଚୋରି କରିବାକୁ କରିଥିଲା ଉଦ୍ୟମ । More
  • Manoranjan Behera
  • 2 years ago

ମାଛ ମାରୁଥିବା ବେଳେ ଜଳିଗଲା ଡଙ୍ଗା; ଅଳ୍ପକେ ବର୍ତ୍ତିଲେ ମତ୍ସ୍ୟଜୀବୀ

ମଝି ସମୁଦ୍ରରେ ମାଛ ଧରା ବୋଟ୍‌ରେ ଲାଗିଗଲା ନିଆଁ। ଅଳ୍ପକେ ବର୍ତ୍ତିଲା ୧୦ ମତ୍ସ୍ୟଜୀବୀଙ୍କ ଜୀବନ। ଆଜି ପୂର୍ବାହ୍ନରେ ଏପରି ଘଟଣା ଅବଦୁଲ୍‌ କଲାମ ହୁଇଲର ଦୀପ ନିକଟରେ ଘଟିଛି। More
  • Manoranjan Behera
  • 2 years ago

ଆଜିଠୁ ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି; ରାଧାଦାମୋଦର ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ

ଆଜି ଆଶ୍ୱିନ ଶୁକ୍ଳପକ୍ଷ ଏକାଦଶୀ ତିଥି। ଆଜିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପବିତ୍ର କାର୍ତ୍ତିକ ନୀତି। ନୀତି ର୍ନିଘଣ୍ଟ ଅନୁସାରେ ସକାଳ ୫ଟା ୧୮ମିନିଟରେ ଦ୍ୱାରଫିଟା ନୀତି ସମ୍ପନ୍ନ ହୋଇଥିଲା। More
  • Manoranjan Behera
  • 2 years ago

ଆସନ୍ତା ୧୧ରୁ କଳିଙ୍ଗ ଷ୍ଟାଡିୟମ୍‌ରେ ଫାଇଟ୍; ବିଶ୍ୱକପ୍ ଲାଗି ଘୋଷଣା ହେଲା ୨୧ ଜଣିଆ ଭାରତୀୟ ଦଳ

ଆସନ୍ତା ୧୧ ତାରିଖରୁ ଆରମ୍ଭ ହେଉଛି ୧୭ ବର୍ଷରୁ କମ୍‌ ମହିଳା ବିଶ୍ୱକପ୍ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ସମସ୍ତ ମ୍ୟାଚ୍ ଖେଳାଯିବ । More
  • Manoranjan Behera
  • 2 years ago

ପ୍ରବଳ ବର୍ଷା ନେଇ ଆସନ୍ତା ୨୪ ଘଣ୍ଟା ପାଇଁ ୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଆଗାମୀ କିଛି ଘଣ୍ଟା ପାଇଁ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁରର କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । More
  • Prangyan Parimita
  • 2 years ago

ଓଲଟିଲା ଯାତ୍ରୀବାହୀ ବସ : ଚାଲିଗଲା ବ୍ୟାଙ୍କ୍‌ ମ୍ୟାନେଜରଙ୍କ ଜୀବନ, ୪ ଗୁରୁତର

ଗତକାଲି ରାତିରେ ବଡ଼ ସଡ଼କ ଦୁର୍ଘଟଣା , ଜଣେ ମୃତ More
  • Manoranjan Behera
  • 2 years ago

ବର୍ଷା ଧୋଇଦେଲା ରାବଣପୋଡ଼ି ଉତ୍ସବ

ବାଲିଯାତ୍ରା ତଳ ପଡ଼ିଆରେ ହଜାର ହଜାର ଲୋକ ଉପସ୍ଥିତ ରହି ରାବଣପୋଡି ଉତ୍ସବ ଦେଖିବାପାଇଁ ଅପେକ୍ଷା କରିଥିଲେ । ହେଲେ ବର୍ଷା ହେବା ପରେ କିଏ ଜରି ପାଲ ତଳେ ରହିଥିଲେ ତ କିଏ ମୁଣ୍ଡରେ ଚେୟାର ରଖି ବର୍ଷା ଦାଉରୁ ରକ୍ଷା ପାଇବା ପାଇଁ ଚେଷ୍ଟା କରିଥିଲେ । More
  • Prangyan Parimita
  • 2 years ago

ଆଜି ଧରାପୃଷ୍ଠରୁ ମେଲାଣି ନେବେ ଜଗତଜନନୀ ମାଆ ଦୁର୍ଗା

ଭସାଣି ପାଇଁ ରାଜଧାନୀରେ ମୁତୟନ ହୋଇଛନ୍ତି ୧୭ ପ୍ଲାଟୁନ ପୋଲିସ ଫୋର୍ସ More
  • Chandan Shishu
  • 2 years ago

ସୋସିଆଲ୍ ମିଡ଼ିଆର ମାୟାବିନୀଙ୍କ ନୂଆ ଶିକାର: ନ୍ୟୁଡ୍ ଭିଡ଼ିଓ କଲ୍ କରି ଯୁବକଙ୍କୁ ଲଗାଇଲେ ଚୁନା

ମେସେଜ୍‌କୁ ଉଭୟଙ୍କ ମଧ୍ୟରେ ଆରମ୍ଭ ହେଲା ଚାଟିଂ। ଆଉ ଚାଟିଂ ଭିତରେ ଭିଡ଼ିଓ କଲ୍ ପାଇଁ ଆସିଲା ପ୍ରସ୍ତାବ। ଏତିକିରେ ରାଜି ହେବା କ୍ଷଣି ଉଲଗ୍ନ ଅବସ୍ଥାରେ ଥାଇ ସଂପୃକ୍ତ ଯୁବତୀ ଜଣକ ଭିଡ଼ିଓ କଲ୍ କରିଥିଲେ।  More
  • Chandan Shishu
  • 2 years ago

ରାବଣପୋଡି ପାଇଁ ୨୮ଟି ଗାଇଡ଼ଲାଇନ: ରାଜଧାନୀରେ ୪ ସ୍ଥାନରେ ଦେଖିଲେ ଦର୍ଶକ

ରାବଣପୋଡ଼ିରେ ଆକର୍ଷଣୀୟ ଆତସବାଜି କାର୍ଯ୍ୟକ୍ରମ ଦେଖିବାକୁ ମିଳିଥାଏ। More
  • Pramod Behera
  • 2 years ago

ଦୁର୍ବଳ ବୁଥ୍ ସବଳ ଲାଗି ନଡ୍ଡାଙ୍କ A, B, C ଫର୍ମୁଲା

୨୦୨୪ ମିଶନ୍ ପାଇଁ ବିଜେପି ଫୋକସରେ ମୋ ବୁଥ୍, ସବୁଠୁ ମଜଭୁତ୍ ଅଭିଯାନ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ A, B, C ଓ A+ ଫର୍ମୁଲାରେ କାମ ଆରମ୍ଭ କରିଛି। ରାଜ୍ୟ ବିଜେପି ଦଳକୁ ମିଳିଥିବା ଭୋଟ୍ ପ୍ରତିଶତ ଅନୁସାରେ ବୁଥ୍ଗୁଡ଼ିକୁ ଏଭଳି ଗ୍ରେଡେସନ୍ କରାଯାଇ ସେ ସବୁକୁ ଅପଗ୍ରେଡ୍ କରିବା ଉପରେ ଦିଆଯାଉଛି ଫୋକସ୍। More
  • Pramod Behera
  • 2 years ago

ବିଜୟା ଦଶମୀରେ ପ୍ରଫୁଲ୍ଲିତ ଚଉଦିଗ; କେଉଁଠି ଦହିପଖାଳ, କେଉଁଠି ମାଛ ଭୋଗ

ଶାରଦୀୟ ଦୁର୍ଗାପୂଜାର ଅନ୍ତିମ ଦିବସ ବିଜୟା ଦଶମୀରେ ଆଜି ମାଆ ମହିଷାମର୍ଦ୍ଦିନୀଙ୍କୁ ସ୍ୱତନ୍ତ୍ର ଆରାଧନା ସହ ପୂଜାର୍ଚ୍ଚନା କରାଯାଇଛି। ବିଭିନ୍ନ ପୂଜାମଣ୍ଡପରେ ମାଆଙ୍କୁ ଭଳି କି ଭଳି ସ୍ୱତନ୍ତ୍ର ନୈବେଦ୍ୟ ଲାଗି ହୋଇଛି ଆଉ ବଙ୍ଗୀୟ ସଂପ୍ରଦାୟର ମହିଳାମାନେ ସିନ୍ଦୂର ଖେଳରେ ମାତିଛନ୍ତି। ଆସନ୍ତାକାଲି ମାଆଙ୍କୁ ମେଲାଣି ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। More
  • Prangyan Parimita
  • 2 years ago

ଜମିବ ରାବଣପୋଡ଼ି : ଆଜି ଠାରୁ ବର୍ଷା କମିବା ସମ୍ଭାବନା

ଲଘୁଚାପ ପ୍ରଭାବରେ ଗତକାଲିଠୁ ରାଜ୍ୟ ଅନେକ ସ୍ଥାନରେ ବର୍ଷା ଲାଗି ରହିଥିବାରୁ ପୂଜା ମଉଜ ଫିକା ପଡ଼ିଯାଇଛି More