• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Thursday, 30 June 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Chandan Shishu
  • 2 years ago

ଆମେରିକାରେ ପ୍ରବାସୀ ଓଡ଼ିଆଙ୍କୁ ମନୋରଞ୍ଜନର ବୁଷ୍ଟର୍ ଡୋଜ୍ ଦେବେ ତରଙ୍ଗ ଟିମ୍

ଆମେରିକା ଦେଖିବ ଓଡ଼ିଆ ଗୀତ, ସଂସ୍କୃତିର ଝଲକ More
  • Otv Khabar Bureau
  • 2 years ago

ଗିରଫ ପାଇଁ ଏତେ ତରତର କାହିଁକି ?

ଜାମିନ୍ ଖାରଜ ପରେ ବିଚାର ବିଭାଗୀୟ ହାଜତକୁ ଗଲେ ଅର୍ଦ୍ଧେନ୍ଦୁ ଦାସ । ବିଚାର ବିଭାଗୀୟ ହାଜତକୁ ଗଲେ ଘରୋଇ ନ୍ୟୁଜ୍ ଚାନେଲ ସଂପାଦକ ଅର୍ଦ୍ଧେନ୍ଦୁ । ସରକାରଙ୍କ ବିରୋଧରେ ଯିବାରୁ ଆକ୍ରୋଶମୂଳକ ପଦକ୍ଷେପ ନେବାରୁ ଏପରି କରାଯାଇଥିବା ଅର୍ଦ୍ଧେନ୍ଦୁ କହିଛନ୍ତି । More
  • Otv Khabar Bureau
  • 2 years ago

ଦରସିଝା ଖେଚୁଡି ଖାଇ, ସାତ ପାହାଚ ଦେଇ ଦଇତାଙ୍କ କାନ୍ଧରେ ଝୁଲିଝୁଲି ବଡ଼ଦାଣ୍ତକୁ ବିଜେ କରିବେ କାଳିଆ ସାଆନ୍ତ

ରଥଯାତ୍ରାରେ ପୁରୀରେ ହେବ ୧୦ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମ । ସୁରକ୍ଷା, ଟ୍ରାଫିକ, ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା ଉପରେ ଅଧିକ ଧ୍ୟାନ ଦିଆଯାଇଛି । ୫ ସ୍ତରୀୟ ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର, ପ୍ରବେଶ ପଥରେ କଡ଼ା ଚେକିଂ କରାଯିବ । ମାଳତିପାଟପୁର ଓ ତାଳବଣିଆରେ ଭାରୀ ଯାନ ପାର୍କିଂ ବ୍ୟବସ୍ଥା ରହିଛି । More
  • Chandan Shishu
  • 2 years ago

ଭୁବନେଶ୍ୱରରେ ମାସ୍କ ବାଧ୍ୟତାମୂଳକ

ଭୁବନେଶ୍ୱରରେ ମାସ୍କ ବାଧ୍ୟତାମୂଳକ More
  • Otv Khabar Bureau
  • 2 years ago

ପୁରୀ ଆସିନପାରିଲେ ଟିଭିରେ ଦେଖନ୍ତୁ ରଥଯାତ୍ରା: ଗଜପତି ମହାରାଜ

ଯେଉଁମାନେ ପୁରୀ ଆସି ପାରୁନାହାନ୍ତି ସେମାନେ ଘରେ ରହି ବି ଟେଲିଭିଜନ୍‌ରେ ଶ୍ରୀଜିଉଙ୍କୁ ଦେଖିପାରିବେ । ଗଜପତି ମହାରାଜା ଦିବ୍ୟସିଂହ ଦେବ ଶ୍ରଦ୍ଧାଳୁଙ୍କ ପାଇଁ ଏପରି ପରାମର୍ଶ ଦେଇଛନ୍ତି । More
  • Rajalaxmi Sahoo
  • 2 years ago

ଏଣିକି ଆଉ ଏଣେତେଣେ ବୁଲିବେନି ଗାଈ, ଦିଓଳା ଖାଇବା ସହ ରକ୍ଷଣାବେକ୍ଷଣା ପାଇଁ ରହିଛି ସୁବିଧା...

କୌଣସି ସରକାରୀ ନୁହେଁ ବରଂ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ସ୍ଥାନୀୟ ଯୁବକଙ୍କ ସହାୟତାରେ ଚାଲିଛି ଗୋସେବା ା ଏଇଠି ଦିଓଳା ଖାଇବା ସହ ରକ୍ଷଣାବେକ୍ଷଣା ପାଇଁ ସୁବିଧା ରହିଛି।  More
  • Prangyan Parimita
  • 2 years ago

ଯେତେ ଚାପ ପ୍ରୟୋଗ କଲେ ମଧ୍ୟ ମୁଁ ନଇଁବି ନାହିଁ : ଅର୍ଦ୍ଧେନ୍ଦୁ ଦାସ

ହସ୍ପିଟାଲ ନେବା ବାଟରେ ଗଣମାଧ୍ୟମ ଆଗରେ ଅର୍ଦ୍ଧେନ୍ଦୁଙ୍କ ପ୍ରତିକ୍ରିୟା More
  • Otv Khabar Bureau
  • 2 years ago

ବାରମ୍ବାର ଦାବି ସତ୍ତ୍ୱେ ଶୁଣିଲେନି ସରକାର: ନାଳ ପାଣିରେ ପଶି ପ୍ରତିବାଦ କଲେ ବିଧାୟକ ମହମ୍ମଦ ମୋକିମ

ସରକାର ନ ଶୁଣିବାରୁ ନାଳ ଭିତରେ ଫଶି ପ୍ରତିବାଦ କରିଛନ୍ତି ବିଧାୟକ ମହମ୍ମଦ ମୋକିମ। More
  • Otv Khabar Bureau
  • 2 years ago

ରାଜ୍ୟରେ ପୁଣି ଦେଢ଼ଶହ ପାର ଦୈନିକ କରୋନା ସଂକ୍ରମଣ

ଚିନ୍ତା ବଢ଼ାଉଛି କରୋନା, ଦିନକରେ ୧୫୫ ନୂଆ ପଜିଟିଭ୍ ଚିହ୍ନଟ... More
  • Rajalaxmi Sahoo
  • 2 years ago

ହିତାଧିକାରୀଙ୍କ ନାଁରେ ବ୍ୟାଙ୍କ ଖାତା ଖୋଲି ଟଙ୍କା ହଡ଼ପ !

ନିରୀହ ଆଦିବାସୀଙ୍କ ନାଁରେ ବ୍ୟାଙ୍କରେ ଖାତା ଖୋଲି ସରକାରଙ୍କ ବିଭିନ୍ନ ଯୋଜନାରେ ଟଙ୍କା ଉଠାଯାଇଥିବା ଅଭିଯୋଗ ହୋଇଛି। ବାରମ୍ବାର ଗୋଟିଏ ଖାତାରୁ ଟଙ୍କା ଉଠା ଯାଇଥିବା ଜଣାପଡ଼ିଛି।  More
  • Rajalaxmi Sahoo
  • 2 years ago

ଘରୋଇ ନ୍ୟୁଜ୍‌ ଚ୍ୟାନେଲ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ ଗିରଫ

ଓଡ଼ିଶା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଘରୋଇ ନ୍ୟୁଜ୍‌ ଚ୍ୟାନେଲ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ ଗିରଫ କରିଛି। EOWରେ ଅର୍ଦ୍ଧେନ୍ଦୁଙ୍କ ନାଁରେ ୧ କୋଟି ଟଙ୍କାର ଠକେଇ ମାମଲା ରହିଛି। More
  • Rajalaxmi Sahoo
  • 2 years ago

Daily Horoscope 30th June 2022: ଏହି ରାଶିର ବ୍ୟକ୍ତିଙ୍କ ଦରମା ବଢ଼ିପାରେ

ସୌର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୩୦ ତାରିଖ, ଗୁରୁବାର। ଜାଣନ୍ତୁ, କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ... More
  • Rajalaxmi Sahoo
  • 2 years ago

ରଥଯାତ୍ରା ପାଇଁ ଆସିଲା ଟ୍ରାଫିକ୍‌ ରୁଟ୍‌ ଚାର୍ଟ: ଜାଣନ୍ତୁ, କେଉଁ ବାଟେ ଯିବେ ପୁରୀ...

ପୁରୀ ସମୁଦ୍ରରେ ଦୁର୍ଘଟଣା ଜନିତ ଅଘଟଣ ରୋକିବା ପାଇଁ ୩୯ ଜଣ ଅଗ୍ନିଶମ କର୍ମଚାରୀଙ୍କୁ ନେଇ ୩ଟି ସ୍ୱତନ୍ତ୍ର ଟିମ୍ କରାଯାଇଛି।  ଏଥିସହ ୯୦ ଜଣ ଲାଇଫ୍ ଗାର୍ଡ ଓ ୩୦୦ ଜଣ ଘରୋଇ ଲାଇଫ୍ ଗାର୍ଡ ମୁତୟନ ହେବେ।  More
  • Rajalaxmi Sahoo
  • 2 years ago

ରାତି ଅଧରେ ବାଲ୍‌ଟି ଧରି ଆନ୍ଦୋଳନକୁ ଓହ୍ଲାଇଲେ ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରୀ

ପିଇବା ପାଣି ସହ ଶୌଚ ହେବା ପାଇଁ ମଧ୍ୟ ପାଣିର ଅଭାବ ରହିଛି। ଫଳରେ ରାତି ଅଧରେ ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ରୀମାନେ ଧାରଣା ଦେଇଛନ୍ତି।  More
  • Rajalaxmi Sahoo
  • 2 years ago

ଆଜି ୨୦ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୭ ଜିଲ୍ଲାରେ ପ୍ରବଳ ବର୍ଷିବ !

ଆଜି ୨୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୨୦ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଥିବାବେଳେ ଏଥିମଧ୍ୟରୁ ୭ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। More
  • Chandan Shishu
  • 2 years ago

ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିଜେପିର ଯୁଦ୍ଧଂଦେହୀ

 ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିବା ଓ ତୃଣମୂଳସ୍ତରେ ସଙ୍ଗଠନ ମଜବୁତ୍ କରିବା ଫୋକସରେ ରହିଛି। More
  • Chandan Shishu
  • 2 years ago

ପାଣି ଭିତରେ ବୁଡ଼ିଗଲା ସତ୍ୟମ୍ବଦଙ୍କ ସ୍ୱପ୍ନ, ପୁଅକୁ ହରାଇ ନିର୍ବାକ ବାପା-ମାଆ

ଯେଉଁ ମେଧାବୀ ପୁଅକୁ ନେଇ ସେ ଦିନେ ଗର୍ବ କରୁଥିଲେ, ଆଗକୁ ଆଇଏଏସ ହେବାର ସ୍ୱପ୍ନ ଦେଖୁଥିଲେ, ଶେଷରେ ତାସଘର ଭଳି ଭାଙ୍ଗିଗଲା More
  • Otv Khabar Bureau
  • 2 years ago

ଛଳ ଛଳ ଭକ୍ତପ୍ରାଣ, ଭାବବିହ୍ୱଳ ଶ୍ରଦ୍ଧାଳୁ; ନବଯୌବନ ଦର୍ଶନ ଲାଗି ଗହଳ ଚହଳ ବଡ଼ଦାଣ୍ଡ

ଦୁଇ ବର୍ଷର ବ୍ୟବଧାନରେ ଶ୍ରୀଜୀଉଙ୍କ ନବଯୌବନ ବେଶ ଦର୍ଶନ କରି କୃତ୍ୟ କୃତ୍ୟ ଭକ୍ତପ୍ରାଣ..... More
  • Prangyan Parimita
  • 2 years ago

ଆଉ ଚଳିବନି ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ : ଜୁଲାଇ ପହିଲାରୁ ଉତ୍ପାଦନ, ବିକ୍ରି ଓ ବ୍ୟବହାର ନିଷେଧ କଲା କେନ୍ଦ୍ର

ଗ୍ରାହକ ଓ ବ୍ୟବସାୟୀ କହିଲେ ଆଗ ବନ୍ଦ କର ଉତ୍ପାଦନ More
  • Otv Khabar Bureau
  • 2 years ago

ଦୃଷ୍ଟିବାଧିତ ଛାତ୍ରଙ୍କ ପ୍ରଶ୍ନ ପରେ ଚେତିଲା ପ୍ରଶାସନ; ନିଯୁକ୍ତ ହେଲେ ୩ ଶିକ୍ଷକ

ବେହେରାଗୁଡ଼ା ପ୍ରାଥମିକ ବିଦ୍ୟାଳୟରେ ନିଯୁକ୍ତ ହେଲେ ୩ ଶିକ୍ଷକ... More