• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Thursday, 09 June 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Satyendu Shekher Mishra
  • 2 years ago

ଗୁଗୁଲ୍ ପ୍ଲେ ଷ୍ଟୋରରେ ରହିଛି ୪୫ ଫ୍ରଡ୍ ଲୋନ ଆପ୍

ଗୁଗୁଲ୍କୁ ଚିଠି ଲେଖି ଅବଗତ କଲା କ୍ରାଇମବ୍ରାଞ୍ଚ EOW । ପ୍ଲେ ଷ୍ଟୋରରୁ ହଟାଇବାକୁ ଗୁଗୁଲକୁ ଚିଠି । More
  • Satyendu Shekher Mishra
  • 2 years ago

ରାଜଧାନୀରେ ଡେଙ୍ଗୁ ଆତଙ୍କ ! ମୌସୁମୀ ନଆସୁଣୁ ଡେଙ୍ଗୁରେ ପ୍ରଥମ ମୃତ୍ୟୁ

ଡେଙ୍ଗୁ ଅଞ୍ଚଳ ବୁଲି ସ୍ଥିତି ପରଖିଲେ ବିଏମ୍‌ସି ମେୟର । ସରକାରୀ ତଥ୍ୟ କହୁଛି ଗତକାଲି ସୁଦ୍ଧା ରାଜ୍ୟରେ ୭୬ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । More
  • Otv Khabar Bureau
  • 2 years ago

ବାରବାଟୀରେ ଦ୍ୱିତୀୟ ଟି-ଟ୍ବେଣ୍ଟିର ଟିକେଟ୍ ପାଇଁ ଖଣ୍ଡଯୁଦ୍ଧ

ବାରବାଟି ଟି-ଟ୍ବେଣ୍ଟି ଲଢ଼େଇ ପୂର୍ବରୁ ଟିକେଟ୍ ପାଇଁ ଖଣ୍ଡଯୁଦ୍ଧ...ପିଟାପିଟିରେ କୁରୁକ୍ଷେତ୍ର ପାଲଟିଲା କାଉଣ୍ଟର ସାମ୍ନା, ନାକେଦମ୍ ପୋଲିସ... More
  • Otv Khabar Bureau
  • 2 years ago

ମଦ୍ୟପାନ କରି ଚଲାଉଥିଲେ ବସ୍‌; ଡ୍ରାଇଭରକୁ କାବୁ କଲା ପୋଲିସ

ମଦ୍ୟପାନ କରି ବସ ଚଲାଇବା ପଡିଲା ମହଙ୍ଗା । ଖବର ପାଇ ଅଧାବାଟରେ ଢେଙ୍କାନାଳ ଟାଉନ ଥାନା ପୋଲିସ ବସକୁ ଜବତ କରିବା ସହ ମଦ୍ୟପ ଡ୍ରାଇଭରକୁ ଅଟକ ରଖି ପଚରା ଉଚରା କରୁଛି । More
  • Prangyan Parimita
  • 2 years ago

ସେଓ ଚାଷ କରି ସଫଳ ବରଗଡ ଚାଷୀ : ବାର୍ଷିକ ଏକର ପ୍ରତି ୧୨ରୁ ୧୫ ଲକ୍ଷ ରୋଜଗାର ଲକ୍ଷ୍ୟ

ସରକାରୀ ସ୍ତରରେ ଚାଷୀଙ୍କୁ କୌଣସି ସରକାରୀ ସହାୟତା ଦିଆଯାଉ ନଥିବାବେଳେ ନିଜସ୍ୱ ଖର୍ଚ୍ଚରେ ସେ ଏହି ଚାଷ ଆରମ୍ଭ କରିଛନ୍ତି । More
  • Rajalaxmi Sahoo
  • 2 years ago

ମା’ ଆଖିରେ ଲୁହ- ‘ମୋ ପୁଅକୁ ଫେରାଇ ଆଣ’

ଆରବ ଦେଶରେ ଅକଥନୀୟ ଯନ୍ତ୍ରଣା ଭୋଗ କରୁଛନ୍ତି ଗଞ୍ଜାମର ଦାଦନ ଶ୍ରମିକ। ପୁଅକୁ ଫେରାଇ ଆଣିବାକୁ ପ୍ରଶାସନ ନିକଟରେ ପରିବାର ଲୋକେ ଗୁହାରି କରିଛନ୍ତି। More
  • Rajalaxmi Sahoo
  • 2 years ago

ଆତଙ୍କ ଖେଳାଇଛନ୍ତି ଅପରାଧି, ନିରବଦ୍ରଷ୍ଟା ସାଜିଛି ପୋଲିସ୍‌: ଭୟଭୀତ ଅବସ୍ଥାରେ ଲୋକେ

କିଛି ଦିନ ମଧ୍ୟରେ ବାଲେଶ୍ୱରରେ ଦୁଇ ଦୁଇଟି ହତ୍ୟା ସହ ଛିନ୍‌ତାଇ, ଲୁଟ୍ ଓ ବାଇକ୍ ଚୋରି ଭଳି ଘଟଣା ଘଟିବାରେ ଲାଗିଛି। ଏଥିରେ ଜନସାଧାରଣ ଅତିଷ୍ଠ ହୋଇପଡିଥିବା ବେଳେ ପୋଲିସ ବିଭାଗ କିନ୍ତୁ ପୁରାପୁରି ନିରବଦ୍ରଷ୍ଟା ସାଜିଛି।  More
  • Otv Khabar Bureau
  • 2 years ago

ରାଜଧାନୀରେ ଚାଞ୍ଚଲ୍ୟ; ନିଜ ସ୍ତ୍ରୀ ଓ ପିଲାଙ୍କୁ ହତ୍ୟା କଲା ସ୍ୱାମୀ

ଭୁବନେଶ୍ୱର ଘାଟିକିଆରେ ସ୍ତ୍ରୀ ଓ ନିଜ ପିଲାଙ୍କୁ ହତ୍ୟା କଲା ସ୍ୱାମୀ... More
  • Rajalaxmi Sahoo
  • 2 years ago

ଟିକେଟ୍‌ ପାଇଁ ବାରବାଟୀରେ ଧସ୍ତାଧସ୍ତି, ଠେଲାପେଲା: ମହିଳାଙ୍କ ଉପରକୁ ଲାଠିଚାର୍ଜ କଲା ପୋଲିସ୍‌

କଟକ ବାରବାଟୀ ଷ୍ଟାଡିୟମରେ T20 ମ୍ୟାଚ୍‌ ପାଇଁ ଆଜିଠୁ କାଉଣ୍ଟରରେ ଟିକେଟ୍‌ ବିକ୍ରି ଆରମ୍ଭ ହୋଇଛି। କାଲି ରାତିରୁ କ୍ରିକେଟପ୍ରେମୀଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳିଥିବା ବେଳେ ଆଜି ଲାଇନ୍‌ରେ ଥିବା ଲୋକଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। More
  • Otv Khabar Bureau
  • 2 years ago

ରଜରେ ଛୁଇଁ ନପାରେ ମୌସୁମୀ: IMD

ରଜ ସୁଦ୍ଧା ଓଡ଼ିଶାକୁ ମୌସୁମୀ ଛୁଇଁବା ସମ୍ଭାବନା କ୍ଷୀଣ... More
  • Rajalaxmi Sahoo
  • 2 years ago

ଡେଙ୍ଗୁ ନେଲା ପୋଲିସ୍‌ ଅଧିକାରୀଙ୍କ ଜୀବନ

ଡେଙ୍ଗୁରେ ଆକ୍ରାନ୍ତ ହୋଇ ଜଣେ ପୂର୍ବତନ ବରିଷ୍ଠ ପୋଲିସ ଅଧିକାରୀଙ୍କ ମୃତ୍ୟୁ ହୋଇଛି। ପୋଲିସ୍‌ ଅଧିକାରୀ ଜଣକ ହେଲେ ପୂର୍ବତନ ଅତିରିକ୍ତ ଡିସିପି ସୁଦର୍ଶନ ସେଠୀ। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିଲେ। More
  • Prangyan Parimita
  • 2 years ago

ଶିକ୍ଷାନୁଷ୍ଠାନରେ କରୋନା ବିସ୍ଫୋରଣ : କଟକର ଏକ ଘରୋଇ କଲେଜର ୧୩ ଛାତ୍ର କରୋନା ପଜିଟିଭ୍

କଲେଜରେ ଫୁଟିଲା କରୋନା ବୋମା । More
  • Prangyan Parimita
  • 2 years ago

ଜଳୁଛି ପଶ୍ଚିମ ଓଡ଼ିଶା : ୮ଟି ଜିଲ୍ଲାକୁ ହିଟୱେଭ୍ ୱାର୍ଣ୍ଣିଂ

ଆଜି ଟିଟିଲାଗଡ଼ର ସର୍ବୋଚ୍ଚ ତାପମାତ୍ରା ୪୫.୨ ଡିଗ୍ରୀ More
  • Prangyan Parimita
  • 2 years ago

ପୋଖରୀ କୂଳରେ ଖେଳ ହେଲା କାଳ : ମାଟି ଅତଡା ଖସି ଚାଲିଗଲା ଦୁଇ ନାବାଳକଙ୍କ ଜୀବନ

ଦୁଇ ନାବାଳକଙ୍କ ବୟସ ୯ ଓ ୧୨ ବର୍ଷ ସୂଚନା More
  • Rajalaxmi Sahoo
  • 2 years ago

ଟିକେଟ୍‌ ପାଇଁ ବାରବାଟୀ ଷ୍ଟାଡିୟମ ସାମ୍ନାରେ ଠେଲାପେଲା, ହାତାହାତି; ନାକେଦମ୍‌ ହେଲା ପୋଲିସ୍‌...

ବାରବାଟୀ ଷ୍ଟାଡିୟମରେ ଟିକେଟ୍‌ ପାଇଁ ଠେଲାପେଲା, ପାଟିତୁଣ୍ଡ ସହ ଲୋକଙ୍କ ମଧ୍ୟରେ ହାତାହାତି ମଧ୍ୟ ହୋଇଛନ୍ତି। ଲାଇନ୍‌ରେ ଛିଡ଼ା ହେବାକୁ ନେଇ କିଛି ଯୁବତୀ ହାତାହାତି ହୋଇଥିବା ଦେଖିବାକୁ ମିଳିଛି। More
  • Rajalaxmi Sahoo
  • 2 years ago

Daily Horoscope 9th June: ଆଜି ଏହି ରାଶିର ବ୍ୟକ୍ତି ଯାତ୍ରା ସମୟରେ ସତର୍କ ରୁହନ୍ତୁ

ସୌର ବୃଷ ମାସ ଜ୍ୟେଷ୍ଠ ଶୁକ୍ଲପକ୍ଷ । ଇଂରାଜୀରେ ୯ ତାରିଖ, ଗୁରୁବାର। ଘାତ ଚନ୍ଦ୍ର-  ବୃଷ ରାଶିର ଅହୋରାତ୍ର। ଘାତ ବାର – ତୁଳା ଓ  କୁମ୍ଭ ରାଶିର ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ ନାସ୍ତି । More
  • Rajalaxmi Sahoo
  • 2 years ago

ଦୁଲୁକୁଛି ବାରବାଟୀ: ଆଜିଠୁ କାଉଣ୍ଟରରେ ମିଳିବ ଟିକେଟ୍‌, ରାତିରୁ ଲମ୍ବା ଲାଇନ୍‌

କଟକ ବାରବାଟୀ ଷ୍ଟାଡିୟମରେ T20 ମ୍ୟାଚ୍‌ ପାଇଁ ଆଜିଠୁ କାଉଣ୍ଟରରେ ଟିକେଟ୍‌ ମିଳିବ। ସକାଳ ୯ଟାରୁ କାଉଣ୍ଟରରେ ଟିକେଟ୍‌ ମିଳିବ ବୋଲି ସୂଚନା ମିଳିଛି। ୯ ଓ ୧୦ ତାରିଖ ଦୁଇ ଦିନ ଧରି କାଉଣ୍ଟରରେ ଦର୍ଶକଙ୍କ ଲାଗି ଟିକେଟ୍ ବିକ୍ରି ହେବ। More
  • Chandan Shishu
  • 2 years ago

ସିଦ୍ଧୁ ମୁସେଓ୍ୱାଲା ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ କିଏ, କହିଲା ପୋଲିସ

ସିଦ୍ଧୁଙ୍କୁ ହତ୍ୟା କରିବା ପାଇଁ ବହୁ ଆଗରୁ କରାଯାଇଥିଲା ଷଡ଼ଯନ୍ତ୍ର। More
  • Satyendu Shekher Mishra
  • 2 years ago

କୂଅରୁ ଉଦ୍ଧାର ହେଲା କଲରାପତରିଆ, ବାଉଁଶ ସିଡ଼ିରେ ଚଢ଼ି ଜଙ୍ଗଲକୁ ମାରିଲା ଚମ୍ପଟ

ଅନ୍ୟପଟେ ମହାନଦୀ ମହାନଦୀ ମଝିରେ ଫସିଛନ୍ତି ୨ ହାତୀ । ଲୋକ ଦେଖି ଭୟରେ ବାହାରୁ ନାହାନ୍ତି ପାଣିରୁ । ସେହିଭଳି ବାଘ ଗଣନା ବେଳେ ୨ କର୍ମଚାରୀଙ୍କୁ କାମୁଡ଼ିଲା ଭାଲୁ । More
  • Satyendu Shekher Mishra
  • 2 years ago

ବାରବାଟୀ ବ୍ୟାଟେଲ୍ ! ଅଫ୍‌ଲାଇନ୍‌ରେ ବିକ୍ରି ହେବ ୧୨ ହଜାର ଟିକେଟ୍‌, ରାତିରୁ କାଉଣ୍ଟରରେ ଲାଗିପାରେ ଲାଇନ୍

ଟିକେଟ୍‌ କାଉଣ୍ଟରରେ ପରିଚୟପତ୍ର ଦେଖାଇ କିଣିବାକୁ ହେବ ଟିକେଟ । ମ୍ୟାଚ ପାଇଁ ଏୟାରପୋର୍ଟରୁ ହୋଟେଲ ଯାଏଁ କଡ଼ା ସୁରକ୍ଷାବ୍ୟବସ୍ଥା । More
  • Chandan Shishu
  • 2 years ago

ପୋପ୍‌ଙ୍କୁ ଭେଟିପାରନ୍ତି ନବୀନ

ଇଟାଲୀରୁ ଫେରି ଦୁବାଇରେ ଅଟକିବେ ମୁଖ୍ୟମନ୍ତ୍ରୀ More
  • Chandan Shishu
  • 2 years ago

ପିଲାଙ୍କ ଆବଭାବରେ ପରିବର୍ତ୍ତନ ଆସିଲେ କଣ କରିବା ଜରୁରୀ ?

ପିଲାଙ୍କ ମାନସିକସ୍ଥିତିକୁ ଅଣଦେଖା କରିବା ବିପଦଜନକ ହୋଇପାରେ। More