• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Untitled-1
ଗଙ୍ଗା ଦଶହରା କେବେ; ଜାଣନ୍ତୁ ତିଥି, ଶୁଭ ମୁହୂର୍ତ୍ତ

ହିନ୍ଦୁ ଧର୍ମରେ ଗଙ୍ଗା ଦଶହରାଙ୍କର ବିଶେଷ ମହତ୍ତ୍ୱ ରହିଛି । ଚଳିତ ବର୍ଷ ୨୦ ଜୁନ୍ ରବିବାର ଦିନ ଗଙ୍ଗା ଦଶହରା ପଡୁଛି। ପୌରାଣିକ ବିଶ୍ୱାସ ଅନୁଯାୟୀ, ଜ୍ୟେଷ୍ଠ ମାସର ଶୁକ୍ଳ ପକ୍ଷର ଦଶମୀ ଦିନ ଋଷି ଭାଗୀରଥୀଙ୍କର ଅକ୍ଲାନ୍ତ ପରିଶ୍ରମ…

mediciane
ଲାଭ ପାଇଁ ଜୀବନ ସହ ଖେଳ: ଔଷଧ ନାଁରେ ବିକୁଛନ୍ତି ବିଷ!

କଟକ: କଟକରୁ ବିପୁଳ ପରିମାଣର ନକଲି କରୋନା ଔଷଧ ଜବତ ପରେ ରାଜ୍ୟବ୍ୟାପୀ ଡୁପ୍ଲିକେଟ୍ ମେଡିସିନ୍ ବିରୋଧୀ ଡ୍ରାଇଭ୍ ଆରମ୍ଭ କରିଛି ରାଜ୍ୟ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ। ଔଷଧ ନାଁରେ ଏଭଳି ବିଷ ବିକୁଥିବା ଦୋକାନ ଓ ଗୋଦାମ୍ ଉପରେ ଆଜି…

ug-pg
'ଅନ୍‌ଲାଇନ୍ ପରୀକ୍ଷା ସମ୍ଭବ ନୁହେଁ, ଛାତ୍ରଛାତ୍ରୀଙ୍କୁ ଆଗୁଆ ଟିକାକରଣ ହେଉ'

ଭୁବନେଶ୍ୱର: କରୋନା କହର ସତ୍ତ୍ୱେ ଏବର୍ଷ ହୋଇପାରେ ୟୁଜି-ପିଜି ପରୀକ୍ଷା। ଏ ଦୁଇଟି ଯାକ ପରୀକ୍ଷା ପ୍ରାୟତଃ ଅନୁଷ୍ଠିତ କରାଯିବା ନେଇ ମନସ୍ଥ ହୋଇଥିବା ସୂଚନା ଦେଇଛନ୍ତି ଖୋଦ୍ ଉଚ୍ଚଶିକ୍ଷା ମନ୍ତ୍ରୀ। ତେବେ ଆସନ୍ତା ୧୮ ତାରିଖରେ ଏନେଇ ଚୂଡାନ୍ତ ନିଷ୍ପତ୍ତି…

2
କିପରି କରିବେ ମିଠା ପୁରି

ଅନେକ ସ୍ୱତନ୍ତ୍ର ଦିନରେ ଘରେ ପ୍ରାୟ ପୁରି ତିଆରି କରାଯାଏ। ଏହାର କାରଣ ହେଉଛି ଯେ ଏହାର ଭିନ୍ନ ସ୍ୱାଦ ହେତୁ ସମସ୍ତେ ଏହାକୁ ପସନ୍ଦ କରନ୍ତି। ଅନ୍ୟପଟେ, ଯଦି ଆମେ ମିଠା ପୁରି ବିଷୟରେ କଥା ହେବା, ତେବେ ଏହା…

unlock
ରାଜ୍ୟରେ କଣ ରହିବ ଅନଲକ୍‌ ପ୍ରକ୍ରିୟାର ରୂପରେଖ?

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା ସଂକ୍ରମଣ। ଲଗାତାର ଖସିଚାଲିଛି ଟେଷ୍ଟ ପଜିଟିଭିଟି ରେଟ୍। ତେଣୁ ଜୀବିକାକୁ ଗୁରୁତ୍ୱ ଦେଇ ଧିରେ ଧିରେ ଅନଲକ୍ ପ୍ରକ୍ରିୟାକୁ ଯିବ ରାଜ୍ୟ। ବଡ଼ ପ୍ରଶ୍ନ ରାଜ୍ୟରେ କଣ ରହିବ ଅନଲକ୍‌ ପ୍ରକ୍ରିୟାର ରୂପରେଖ। କେଉଁ କେଉଁ…

Untitled-1
ଘରେ ତିଆରି କରନ୍ତୁ ହ୍ୟାଣ୍ଡ୍‌ ସାନିଟାଇଜର୍

କରୋନା ସଂକ୍ରମଣରୁ ନିଜକୁ ରକ୍ଷା କରିବା ନେଇ ବିଭିନ୍ନ ସ୍ତରରେ ସବୁବେଳେ ହାତ ହୋଇବା ନେଇ ଉପଦେଶ ଦିଆଯାଉଛି। ଯଦିଓ ସାବୁନ୍‌ରେ ହାତ ଧୋଇବା ସବୁଠାରୁ ଭଲ ବୋଲି ବିବେଚନା କରାଯାଏ, କିନ୍ତୁ ଯଦି ଆପଣଙ୍କ ପାଖେ ସାବୁନ୍ ଏବଂ ଜଳର…

murder
ରାଜଧାନୀ ରାଜରାସ୍ତାରେ ଯୁବକଙ୍କୁ ପଥରରେ ଛେଚି ହତ୍ୟା

ଭୁବନେଶ୍ୱର: ରାଜଧାନୀ ରାଜରାସ୍ତାରେ ଯୁବକଙ୍କୁ ପଥରରେ ଛେଚି ହତ୍ୟା। ରାଜମହଲ-ଶିଶୁଭବନ ରାସ୍ତାରେ ପଥରରେ ଛେଚି ଜଣେ ଯୁବକଙ୍କୁ ନୃଶଂସ ଭାବେ ହତ୍ୟା କରାଯାଇଛି। ପ୍ରଥମେ ବଚସାରୁ ଯୁବକଙ୍କୁ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ମୃତ ଯୁବକଙ୍କ ପରିଚୟ ଅସ୍ପଷ୍ଟ ରହିଛି। କ୍ୟାପିଟାଲ…

1
କରୋନା କାଳରେ ବାହାରକୁ ଯାଉଛନ୍ତି କି? ତେବେ ଧ୍ୟାନ ଦିଅନ୍ତୁ...

ଏବେ ବି ଦୂର ହୋଇନି କରୋବା ଭାଇରସ୍ ବିପଦ। ଏହା ଏବେ ବି ଲୋକଙ୍କୁ ମରଣଯନ୍ତା ଭିତରକୁ ଟାଣି ନେଉଛି। ଏଭଳି ପରିସ୍ଥିତିରେ ସଂକ୍ରମଣରୁ ନିଜକୁ ଦୂରେଇ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟ। ଟିକିଏ ଅସାବଧାନତା ସଂକ୍ରମଣ ବିସ୍ତାର କରିପାରେ। ଅବଶ୍ୟ,…

ESA ଦ୍ୱାରା ଭାବି ଅଭିଯାନ ତଥ୍ୟ ଜାରି

ୟୁରୋପୀୟ ସ୍ପେସ୍ ଏଜେନ୍ସି (ESA) ଜାରି କରିଛି ଭାବି ଅଭିଯାନର ତଥ୍ୟ। ଦୂର ଅନ୍ତରୀକ୍ଷକୁ ଯିବାନେଇ ଚାଲିଛି ପ୍ରସ୍ତୁତି। ସମ୍ପ୍ରତି ନାସା ଶୁକ୍ର ଗ୍ରହ ପାଇଁ ଦୁଇଟି ମିଶନକୁ ଅନୁମୋଦନ କରିଛି, କିନ୍ତୁ ବୃହସ୍ପତି ଏବଂ ନେପଚ୍ୟୁନ୍‌ର ଚନ୍ଦ୍ରକୁ ବର୍ତ୍ତମାନ ପ୍ରତ୍ୟାଖ୍ୟାନ…

nirmala-sitharaman.
ରେମଡେସିଭିର ଉପରୁ କମିଲା, ବ୍ଲାକ୍‌ ଫଙ୍ଗସ୍‌ ଔଷଧ ଉପରୁ ହଟିଲା GST

ନୂଆଦିଲ୍ଲୀ: କରୋନା ପାଇଁ ବ୍ୟବହୃତ ଔଷଧ ରେମଡେସିଭିର ଉପରୁ କମିଲା ଜିଏସ୍‌ଟି । ରେମଡେସିଭିର୍ ଉପରୁ GST ୧୨%ରୁ ୫%କୁ ହ୍ରାସ କରିଛନ୍ତି କେନ୍ଦ୍ର ସରକାର । ଆଜି ୪୪ତମ GST କାଉନସିଲ ବୈଠକ ପରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର…

elephant-in-marriage
ବିବାହ ସମାରୋହରେ ହାତୀ ଆତଙ୍କ, କ୍ଷଣିକ ଭିତରେ ଛାରଖାର

ଲକ୍ଷ୍ନୌ: ବିବାହରେ ଖୁସି ମନାଇବା ପାଇଁ କିଏ କେତେ ଆୟୋଜନ କରିଥାଏ। ଇଭେଣ୍ଟରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥାଏ। ସେମିତି ବହୁ ଆଡ଼ମ୍ବରରେ ବାହାଘର ଚାଲୁଥିଲା। ବର ଆସିବାକୁ ଅପେକ୍ଷା କରିଥାନ୍ତି କନ୍ୟା ଘର ଲୋକେ। କିନ୍ତୁ ବର ଆସିଲା…

vlcsnap-2021-06-12-16h57m14s427
‘କରୋନା ମୃତ୍ୟୁ ସଂଖ୍ୟା ଲୁଚାଉଛନ୍ତି ରାଜ୍ୟ ସରକାର’

ଭୁବନେଶ୍ୱର: ଦେଶରେ କରୋନା ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା କମୁଥିଲେ ବି ବିପଦ ଏଯାଏଁ ଟଳିନି । ଏବେ ବି ସଂକ୍ରମିତ ହେଉଛନ୍ତି ଲୋକେ । ଆଉ ଗୁରୁତର ଆକ୍ରାନ୍ତଙ୍କ ମୃତ୍ୟୁ ମଧ୍ୟ ହେଉଛି । ତେଣୁ ବିପଦ ଟଳିନି ଭାବିବା…

Untitled-1
କରୀନା କପୁରଙ୍କୁ ବୟକଟ୍ ଦାବି

ମୁମ୍ବାଇ : ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ ଦ୍ୱିତୀୟ ଥର ପାଇଁ ମା ହେବା ପରେ ପୁଣି ଥରେ କାମ କରିବାକୁ ପ୍ରସ୍ତୁତ ଅଛନ୍ତି। ତେବେ ସୋସିଆଲ ମିଡିଆରେ ପୋଷ୍ଟ ହେତୁ ଅନେକ ସମୟରେ ହେଡଲାଇନରେ ଥିବା ‘ବେବୋ’ଙ୍କ ବିରୋଧରେ…

pradeep-panigayrjhi
ଜେଲରୁ ମୁକୁଳିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର: ଝାରପଡ଼ା ଜେଲରୁ ମୁକୁଳିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଷଷ୍ଠ ମାମଲାରେ ଜାମିନ ପାଇବା ପରେ ଜେଲରୁ ମୁକୁଳିଛନ୍ତି ପ୍ରଦୀପ । ଶୁକ୍ରବାର ଷଷ୍ଠ ମାମଲାରେ ହାଇକୋର୍ଟରୁ ଜାମିନ ପାଇଥିଲେ ପ୍ରଦୀପ । ଠକେଇ ଅଭିଯୋଗରେ ଗତ ଡିସେମ୍ବରରୁ…

raja_feature-scaled
କାହିଁକି ‘ରଜ’ରେ ମହିଳାମାନେ ଖାଲି ପାଦରେ ଚାଲନ୍ତି ନାହିଁ, ଚାଷୀ ଚାଷରୁ ମଧ୍ୟ ବିରତି ନିଏ..

‘ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ ଲୋ, ଘେନି ନୂଆ ସଜବାଜ ।’ ‘ରାଶିରୁ ଛାଡ଼ିଲା ଚୋପା, ଗୋଡ଼ରେ ନାଇଛୁ ସରୁ ଅଳତା ଲୋ, ମଥାରେ ସିନ୍ଦୂର ଟୋପା ।’ ‘ଉଡ଼ିଲା ଶୁଆ ନାହାକା, ଦୋଳିଟା କାହିଁକି ଲାଗୁଛି…

Untitled-1
ଈଶାଙ୍କ ଫ୍ଲେକ୍ସିବିଲିଟି ଦେଖି ଆପଣ ବି ହୋଇଯିବେ ତାବୁଜ୍

ମୁମ୍ବାଇ : ଆଜିକାଲି ବଲିଉଡ୍ ଅଭିନେତ୍ରୀମାନେ ସୋସିଆଲ୍ ମିଡିଆରେ ବେଶ ସକ୍ରିୟ ରହୁଥିବା ଦେଖାଯାଆନ୍ତି। ତେବେ ସେମାନେ ଫିଲ୍ମ ପରିବର୍ତ୍ତେ ଅଧିକାଂଶ ସମୟରେ ସେମାନଙ୍କ ବୋଲ୍ଡ ଅବତାରକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ସେହି ତାଲିକାରେ ମଧ୍ୟ ସାମିଲ ଅଛନ୍ତି ‌‌‌ଈଶା ଗୁପ୍ତା।…

Work-From-Home
ୱର୍କ ଫ୍ରମ୍ ହୋମର କେତେକ ଲାଭ

ବିଶ୍ଵବ୍ୟାପୀ କରୋନା ସଙ୍କଟ କେବେ ଟଳିବ ଏବଂ କେବେ ମନୁଷ୍ୟ ସମାଜ ମହାମାରୀ କବଳରୁ ମୁକ୍ତ ହୋଇ ସାମାନ୍ୟ ଜୀବନ ବଞ୍ଚିବ, ଏହା ସଭିଙ୍କୁ ଅଜଣା। କେବଳ ଶିକ୍ଷା କି ଚାକିରୀ ନୁହେଁ ବରଂ ଏପରି ଅନେକ କାର୍ଯ୍ୟ ଏବେ ଘରେ…

oxygen cylinder
ସରପଞ୍ଚଙ୍କ ମହାନତା : କରୋନା ରୋଗୀଙ୍କ ପାଇଁ ଦାନ କଲେ ୨୦ ଟି ଅକ୍ସିଜେନ ସିଲିଣ୍ଡର

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ) : ମହାମାରୀରେ ମାନବିକତା । ଅକ୍ସିଜେନ ସିଲିଣ୍ଡର ଦାନ କଲେ ସରପଞ୍ଚ । ନୟାଗଡ଼ ଜିଲ୍ଲା ଭାଟସାହି ସରପଞ୍ଚ କିଶୋର ଚନ୍ଦ୍ର ସାହୁ ପୁଣି ଚର୍ଚ୍ଚାରେ । କିଛି ଦିନ ପୂର୍ବେ ମେଡ଼ିକାଲକୁ କିଶୋର ଚନ୍ଦ୍ର ଆମ୍ବୁଲାନ୍ସ ପ୍ରଦାନ…

sero survey
ସେରୋ ସର୍ଭେରେ ସାମିଲ ହେବେ ୬ ବର୍ଷରୁ ଅଧିକ ବୟସ୍କ ପିଲା

ସେରୋ ସର୍ଭେରେ ସାମିଲ ହେବେ ପିଲା ୧୬ କିମ୍ବା ୧୭ ତାରିଖରୁ ଆରମ୍ଭ ହେବ ନ୍ୟାଶନାଲ ସେରୋ ସର୍ଭେ ଓଡ଼ିଶାର ୩ ଜିଲ୍ଲା ସାମିଲ ଆସନ୍ତା ୨୨ରୁ ୨୪ ତାରିଖ ଭିତରେ ସର୍ଭେ ସାରିବାକୁ ଟାର୍ଗେଟ ଭୁବନେଶ୍ୱର: ଏଥର ସେରୋ ସର୍ଭେରେ…

murder
ପତ୍ନୀ ସମେତ ୪ ଝିଅଙ୍କୁ ଫାର୍ସାରେ ହାଣି ପକାଇଲା ବାପା, ଜଣେ ଝିଅ ମୃତ

କୁଚିଣ୍ଡା(ଦେବେନ୍ଦ୍ର ବେହରା): ଯିଏ ହାତ ଧରି ଚାଲି ଶିଖାଏ ସେ ବାପା। ଦୁଃଖ ଦୁର୍ଦ୍ଦିନରେ ଯିଏ ଛାତ ହୋଇ ସନ୍ତାନକୁ ଛାଇ ଦେଇଥାଏ ସେ ବାପା। ହେଲେ ଯେଉଁ ମଣିଷ ନିଜ ସନ୍ତାନକୁ ଏମିତି ନିର୍ଦ୍ଦୟ ଭାବେ ହତ୍ୟା କରିପାରେ ସେ …

petrol price hiked
ପେଟ୍ରୋଲ ପରେ ଡିଜେଲ ଦରରେ ଲାଗିଲା ନିଆଁ

ନୂଆଦିଲ୍ଲୀ: ପେଟ୍ରୋଲ ପରେ ଡିଜେଲ୍‌ ଦରରେ ଲାଗିଲା ନିଆଁ। ପେଟ୍ରୋଲ ୧୦୦ ଟଙ୍କା ପାର୍‌ କରିଥିବା ବେଳେ ଏବେ ଡିଜେଲ ୧୦୦ ଟଙ୍କା ପାର୍‌ କରିଛି। ରାଜସ୍ଥାନରେ ଡିଜେଲ ଦର ଆଜି ୧୦୦ ଟଙ୍କା ପାର୍‌ ହୋଇଛି। ରାଜସ୍ଥାନର ଶ୍ରୀଗଙ୍ଗାନଗର ସହରରେ…