• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Untitled-1
ଚିନ୍ତା ବଢଉଛି ମୃତ୍ୟୁ ସଂଖ୍ୟା; ଦିନକରେ ଆଖି ବୁଜିଲେ ୩,୯୨୧ ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ  ସଂଖ୍ୟା କ୍ରମାଗତ ଭାବେ କମି କମି ଆସୁଛି। ହେଲେ ମୃତକଙ୍କ ସଂଖ୍ୟା ଚିନ୍ତାର ବିଷୟ ହୋଇଛି। ଏପରିକି ସଂକ୍ରମଣ ହାର ଦ୍ରୁତ ଗତିରେ ହ୍ରାସ ପାଉଥିଲେ ହେଁ ଦୈନିକ ମୃତ୍ୟୁ ସଂଖ୍ୟାରେ ଯେମିତି ବ୍ରେକ ଲାଗିପାରୁନି। …

vlcsnap-error360
୭ ବର୍ଷର କ୍ରୀଷ୍ଣା ମୁଣ୍ଡରୁ ଉଠିଗଲା ବାପା-ମାଙ୍କ ହାତ, ଏବେ ଦେଢ଼ ମାସର ଭାଇକୁ ଧରି କାଟୁଛି ଦିନ

ବାଲେଶ୍ୱର: କରୋନା ଅକାଳରେ ଖାଲି ମୁଣ୍ଡ ନେଉନି ତ, ଉଜାଡ଼ି ଦେଉଛି ଗୋଟିଏ ଗୋଟିଏ ପରିବାର । କିଏ ସ୍ୱାମୀକୁ ହରାଉଛି, ତ କିଏ ସ୍ତ୍ରୀକୁ । କେଉଁଠି ଅବୋଧ ଶିଶୁ ବାପା ମାଆ ଛେଉଣ୍ଡ ହୋଇଯାଉଛି, ଆଉ କେଉଁଠି ନିଜ…

Pantha niwas
ଠିକଣା ଖୋଜୁଛି ପାନ୍ଥଶାଳା

ଭୁବନେଶ୍ୱର: ବିଶ୍ୱପ୍ରସିଦ୍ଧ ବୌଦ୍ଧପୀଠ ଲଳିତଗିରି। ରାଜ୍ୟ ତଥା ବାହାରୁ ଅନେକ ପର୍ଯ୍ୟଟକ ଏଠାକୁ ପୁରାତନ କୀର୍ତ୍ତିରାଜି ଦେଖିବାକୁ ଆସନ୍ତି। ହେଲେ ବୌଦ୍ଧବିହାରକୁ ଲାଗିଥିବା ଏକମାତ୍ର ପାନ୍ଥଶାଳା ଏବେ ଭୂତକୋଠିରେ ପରିଣତ ହୋଇଛି। ପ୍ରଶାସନ ତଥା ବିଭାଗର ଅବହେଳାକୁ ସ୍ଥାନୀୟଲୋକେ ଦାୟୀ କରୁଥିବାବେଳେ…

ବ୍ରେକିଂ ନ୍ୟୁଜ୍‌ ଜୁନ୍‌ ୧୪

ଲୋକସଭାରେ ଏଲ୍ଜେପିର ସଂସଦୀୟ ଦଳ ନେତା ହେଲେ ପଶୁପତି ପାରସ ଚିରାଗ ପାଶଓ୍ୱାନଙ୍କୁ ହଟାଇ ପଶୁପତି ପାରସ ହେଲେ ସଂସଦୀୟ ଦଳ ନେତା ସଂସଦୀୟ ଦଳ ବୈଠକରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ପଶୁପତି କରୋନାରେ ଅନାଥ ହୋଇଥିବା ପିଲାଙ୍କ ଶିକ୍ଷା ଖର୍ଚ୍ଚ…

vlcsnap-error847
୮ ବର୍ଷ ତଳେ ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ, ଏଯାଏଁ ସରିନି ପୋଲ କାମ ! ୧୨ଟି ପଞ୍ଚାୟତବାସୀ ହନ୍ତସନ୍ତ

ଭଦ୍ରକ: କାର୍ଯ୍ୟକ୍ଷମ ହୋଇପାରୁନି ଭଦ୍ରକ ଜିଲ୍ଲାର ମନ୍ତେଇ ବ୍ରିଜ୍ । ମୁଖ୍ୟମନ୍ତ୍ରୀଙ୍କ ଶିଳାନ୍ୟାସକୁ ୮ ବର୍ଷ ବିତିଥିଲେ ବି ଅଧପନ୍ତରିଆ ପଡିଛି କାମ । ଜିଲ୍ଲାର ତିହିଡି ଓ ବାସୁଦେବପୁର ବ୍ଲକକୁ ସଂଯୋଗ କରିବା ପାଇଁ ବହୁ ଦାବି ପରେ ମନ୍ତେଇ…

bolangir
ହସ୍ପିଟାଲ ସମସ୍ୟାର ସମାଧାନ ପାଇଁ ଯୁବଗୋଷ୍ଠୀଙ୍କ ପଦଯାତ୍ରା

ତୁଷୁରା : ହସ୍ପିଟାଲ ସମସ୍ୟାର ସମାଧାନ ପାଇଁ ପଦଯାତ୍ରା । ଦାବି ହାସଲ ପାଇଁ ନିଜ ଗାଁରୁ ଜିଲ୍ଲାପାଳଙ୍କ ଅଫିସକୁ ପାଦରେ ଚାଲି ଚାଲି ଆସିଛନ୍ତି ଯୁବଗୋଷ୍ଠୀ । ବଲାଙ୍ଗିର ଜିଲ୍ଲା ତୁଷୁରା ଏନଏସିରେ ଥିବା ହସ୍ପିଟାଲକୁ ଶହେ ବର୍ଷ ପୂରିବ…

collage (9)
ଦେଢ଼ ମାସର ସାନ ଭାଇ ପାଇଁ ମାଆ ସାଜିଛି ୭ ବର୍ଷର କୁନି କ୍ରିଷ୍ଣା

ଜଳେଶ୍ୱର( ଅଜିତ ଦାସ) : ଯେଉଁ ବୟସରେ ନିଜେ ମାଆ କୋଳରେ ଗେଲା ହେବା କଥା… ସେଇ ବୟସରେ ନିଜ ସାନ ଭାଇ ପାଇଁ ମାଆ ପାଲଟି ଯାଇଛି କ୍ରିଷ୍ଣା । ଦେଢ଼ ମାସର କଅଁଳା ଶିଶୁକୁ କେତେ ବେଳେ ଛାତିରେ…

israel
ଇସ୍ରାଏଲରେ ନେତାନ୍ୟାହୁଙ୍କ ଯୁଗ ଶେଷ : ନାଫତାଲି ବେନେଟ୍ ନୂଆ ପ୍ରଧାନମନ୍ତ୍ରୀ

ଜେରୁଜେଲମ: ଇସ୍ରାଏଲରେ ବେଞ୍ଜାମିନ୍ ନେତନ୍ୟାହୁଙ୍କ ଯୁଗ ଶେଷ । ଇସ୍ରାଏଲର ନୂଆ ପ୍ରଧାନମନ୍ତ୍ରୀ ହେଲେ ନାଫତାଲି ବେନେଟ୍ । ଆସ୍ଥା ଭୋଟରେ ହାରିଲେ ବେଞ୍ଜାମିନ୍ ନେତାନ୍ୟାହୁ । ୧୨ ବର୍ଷ ଧରି ପ୍ରଧାନମନ୍ତ୍ରୀ ଥିବା ନେତନ୍ୟାହୁ ଏବେ ତାଙ୍କର ପଦ ହରାଇଛନ୍ତି…

china corona
ରାଜ୍ୟରେ ପୁଣି ୪୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ପୁଣି ୪୪ ଜଣ ଆକ୍ରାନ୍ତଙ୍କ ମୁଣ୍ଡ ନେଲା କରୋନା । ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ, ବାଲେଶ୍ୱର,…

raja
କରୋନା ଯୋଗୁଁ ଫିକା ପଡ଼ିଛି ରଜ ମଉଜ

ଭୁବନେଶ୍ୱର : ଆଜି ପହିଲି ରଜ । ଓଡିଆ ପରିବାରର ବଡ଼ ପର୍ବ । ରଜ ହୋଇଥିଲେ ବି ଏଥର ସେତେଟା ଚଳଚଞ୍ଚଳ ନାହିଁ ଗାଁ ଗଣ୍ଡା । କେଉଁଠି ବି ଉତ୍ସାହ ଉଦ୍ଦୀପନା ଦେଖିବାକୁ ମିଳୁନି । କୋଭିଡ କଟକଣା…

coronavirus
ରାଜ୍ୟରେ ଗତ ୨୪ ଘଣ୍ଟାରେ ୪ ହଜାର ୩୩୯ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ୪ ହଜାର ୩୩୯ ସଂକ୍ରମିତ ଚିହ୍ନଟ । ଏହା ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୨୪୭୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୧୮୬୪ ରହିଛି । ତେବେ ଅନୁଗୁଳରୁ ୨୨୬ ଜଣ କରୋନା…

delta
ଟେନସନ୍ ବଢ଼ାଇଲା କରୋନାର ଡେଲଟା ଭାରିଏଣ୍ଟ୍ : ଅନେକ ଦେଶକୁ ଫେରିଲା ଲକଡାଉନ କଟକଣା

ନୂଆଦିଲ୍ଲୀ : ଡେଲଟା ଭାରିଏଣ୍ଟ୍ ପାଇଁ ସାରା ବିଶ୍ୱରେ ଆତଙ୍କ । କରୋନା ଭାଇରସର ଅତ୍ୟଧିକ ସଂକ୍ରାମକ ସ୍ୱରୂପ ଡେଲଟା ଭାରିଏଣ୍ଟ୍ ବର୍ତ୍ତମାନ ସମଗ୍ର ବିଶ୍ୱରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ନୂଆ ଭାରିଏଣ୍ଟ ଭୟରେ ଅନେକ ଦେଶରେ ଲଗାଯାଇଥିବା…

mumbai rain
ସାରା ରାଜ୍ୟକୁ ଛୁଇଁଲା ମୌସୁମୀ, ଆହୁରି ବର୍ଷିବ

ଭୁବନେଶ୍ୱର: ସାରା ରାଜ୍ୟକୁ ଛୁଇଁଲା ମୌସୁମୀ । ଆଜି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସମଗ୍ର ରାଜ୍ୟକୁ ଆଚ୍ଛାଦିତ କରିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ ଉତ୍ତର ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ ସକ୍ରିୟ ରହିଛି । ଏହା…

narendra modi
ଜି-୭ ବୈଠକରେ ମୋଦିଙ୍କ ଆହ୍ୱାନ ୱାନ୍‌ ଅର୍ଥ-ୱାନ୍‌ ହେଲ୍‌ଥ

ମହାମାରୀ କରୋନା ସାରା ବିଶ୍ୱରେ ସୃଷ୍ଟି କରିଥିବା ଗୁରୁତର ସ୍ୱାସ୍ଥ୍ୟ ସଙ୍କଟକୁ ନେଇ ଜି ୭ ରାଷ୍ଟ୍ରଗୋଷ୍ଠୀ ବୈଠକରେ ମାନସ ମନ୍ଥନ । ରବିବାର ଅନୁଷ୍ଠିତ ଏହି ଭର୍ଚୁଆଲ ବୈଠକରେ କୋରନା ଟିକା ଉପରେ ସାମୟିକ ପ୍ୟାଟେଣ୍ଟ ଛାଡ଼ ଲାଗି ଆହ୍ୱାନ…

sushant-singh-rajput
ସୁଶାନ୍ତଙ୍କ ମୃତ୍ୟୁକୁ ବର୍ଷେ ବିତିଗଲା, ଏବେ ବି ଲୋକଙ୍କ ମନରେ ସନ୍ଦେହ ? ଜାଣନ୍ତୁ ପୁରା ଘଟଣା..

କେମିତି ପ୍ରାଣ ହାରିଥିଲେ ସୁଶାନ୍ତ ସିଂ ରାଜପୁତ ? କଣ କହିଥିଲା ପୋଷ୍ଟମୋଷ୍ଟମ ରିପୋର୍ଟ ? ତେବେ ସୁଶାନ୍ତ ସିଂଙ୍କ ମୃତ୍ୟୁକୁ ନେଇ ସାରା ଦେଶରେ ଏବେ ବି ଜୋରସୋରରେ ଚର୍ଚ୍ଚା ଚାଲିଛି । ସୁଶାନ୍ତଙ୍କ ମୃତ୍ୟୁ ଘଟଣାକୁ ନେଇ ଅନେକ…

rape-4
୭ ବର୍ଷର କୁନି ଝିଅ ସହ ସ୍କୁଲ ଶୌଚାଳୟରେ ଦୁଷ୍କର୍ମ : ଅଭିଯୁକ୍ତ ଗିରଫ

ନାଗପୁର : ଲଜ୍ଜ୍‌! କୁନି ଝିଅ ସହ ଦୁଷ୍କର୍ମ । ମହାରାଷ୍ଟ୍ର ନାଗପୁରରୁ ଏପରି ଏକ ଲଜ୍ଜାଜନକ ଖବର ସାମ୍ନାକୁ ଆସିଛି । କଟୋଲ ତହସିଲର ଏକ ଗାଁରେ ୭ ବର୍ଷର କୁନି ଝିଅକୁ ସ୍କୁଲ ଶୌଚାଳୟରେ ଦୁଷ୍କର୍ମ କରିଛି ୨୫…

sushant parlament
ସୁଶାନ୍ତଙ୍କ ମୃତ୍ୟୁ ମାମଲାକୁ ବର୍ଷେ ବିତିଲା... ଆଜି ବି ମନେ ପଡ଼ୁଛି ତାଙ୍କର ନିଖୁଣ ଅଭିନୟ

ନୂଆଦିଲ୍ଲୀ: ସୁଶାନ୍ତଙ୍କୁ ଝୁରୁଛି ସାରା ଦେଶ…..ଆଜିକୁ ଠିକ୍‌ ବର୍ଷେ ତଳେ ଜୀବନ ହାରିଥିଲେ ସୁଶାନ୍ତ ସିଂ ରାଜପୁତ। ଠିକ୍‌ ଆଜିର ଦିନରେ ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତଦେହ ତାଙ୍କ ବେଡରୁମ୍‌ରୁ ଉଦ୍ଧାର କରାଯାଇଥିଲା।  ମୁମ୍ବାଇ ବାନ୍ଦ୍ରାସ୍ଥିତ ବାସଭବନରେ ଅଭିନେତା…

chirag
ଚିରାଗ ପାଶ୍ୱାନଙ୍କ ବିରୋଧରେ LJPରେ ବିଦ୍ରୋହ : ଜେଡିୟୁରେ ସାମିଲ ହୋଇପାରନ୍ତି ପାଞ୍ଚ ସାଂସଦ

ପାଟନା : ବିଦ୍ରୋହ ରାଜନୀତି ଆରମ୍ଭ । ବିହାର ରାଜନୀତିରେ ନାଟକୀୟ ମୋଡ । ରାମବିଲାସ ପାଶ୍ୱାନଙ୍କ ଦଳ LJPରେ ଫାଟ ସୃଷ୍ଟି ହୋଇଛି । ଚିରାଗ ପାଶ୍ୱାନଙ୍କ ଉପରେ ନାରାଜ ହୋଇ ଲୋକସଭା ସ୍ପିକର ଓମ ବିର୍ଲାଙ୍କୁ ଏକ ଚିଠି…

corona-death
ରାଜ୍ୟରେ ପ୍ରକୃତରେ କରୋନା ମୃତ୍ୟ ସଂଖ୍ୟା କେତେ?

ଭୁବନେଶ୍ୱର: ରାଜ୍ୟରେ ପ୍ରକୃତରେ କରୋନା ମୃତ୍ୟ ସଂଖ୍ୟା କେତେ? ସ୍ୱାସ୍ଥ୍ୟ ବିଭାଗର ତଥ୍ୟ କହୁଛି, ଆଜି ଯାଏଁ ୩, ୩୦୨ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। ତେବେ ବିହାର ସମେତ କିଛି ରାଜ୍ୟରେ ମୃତ୍ୟୁ ସଂଖ୍ୟା ସଂଶୋଧନ ହେବାପରେ ଓଡିଶାରେ ବାସ୍ତବରେ…

School-Unlock
କେବେ ସ୍ୱାଭାବିକ ହେବ ଅଫଲାଇନ୍‌ ପାଠ ପଢ଼ା?

ନା ସ୍କୁଲ, ନା ପରୀକ୍ଷା? କରୋନା ପାଇଁ ପାଖାପାଖି ଦେଢ଼ ବର୍ଷ ହେବ ଅନିଶ୍ଚିତତାରେ ଭବିଷ୍ୟତ। ଓଡ଼ିଶା ଭଳି ରାଜ୍ୟର ଅଧିକାଂଶ ଉପାନ୍ତ,ଅନୁନ୍ନତ ଅଞ୍ଚଳରେ ଅନ୍ ଲାଇନ୍ ଶିକ୍ଷା ତ ସ୍ୱପ୍ନ ଆଉ ଏଭଳି ସ୍ଥିତିରେ ଏବର୍ଷ କଣ ହେବ ପିଲାଙ୍କ ଭାଗ୍ୟ?

Chumbak-Men
ଦେହକୁ ଚୁମ୍ବକ କରୁଛି କି କରୋନା ଟିକା?

କରୋନା ଟିକାର ଉଭୟ ଡୋଜ୍ ନେବା ପରେ ଶରୀରରେ ସୃଷ୍ଟି ହେଉଛି କି ଚୁମ୍ବକୀୟ ଶକ୍ତି। ଏଭଳି ଘଟଣା ଏବେ ଦେଶବ୍ୟାପୀ ଚର୍ଚ୍ଚା ସୃଷ୍ଟି କରିଥିବା ବେଳେ ଆମ ରାଜ୍ୟର ବିଭିନ୍ନ ସ୍ଥାନରେ ବି ସମାନ ଦୃଶ୍ୟ ଦେଖିବାକୁ ମିଳିଛି। ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେଉଛି।

Vaccine-Village
ଟିକା ଟେନ୍‌ସନ୍‌: ଅନେକ ଗାଁ ଲୋକେ ସିଧା ସିଧା ମନା କରୁଛନ୍ତି, ଆମେ ଟିକା ନେବୁ ନାହିଁ

କୋଭିଡକୁ ନୁହେଁ ବରଂ ଟିକା ନାଁ ଶୁଣିଲେ ଭୟ। ରାଜ୍ୟର ବିଭିନ୍ନ ଆଦିବାସୀ ଅଞ୍ଚଳର ଲୋକେ ଟିକା ନେବାକୁ ଅମଙ୍ଗ ହେଉଛନ୍ତି। କିଏ କହୁଛି ଦେହ ଠିକ୍ ଅଛି, ଟିକା ନେବୁନି, ତ କିଏ କହୁଛି ଟିକା ନେଲେ କୁଆଡ଼େ ଦେହ ଖରାପ ହୋଇଯିବ। କୋଭିଡ୍ ଟିକା କଥା କହିଲେ ଆଶା ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ସିଧା ସିଧା ବିରୋଧ କରୁଛନ୍ତି ଲୋକେ

raja
ରଜ ପାଇଁ ସଜବାଜ: ରାଜଧାନୀରେ ଘରେ ଘରେ ପହଞ୍ଚିବ ପିଠା !

ଭୁବନେଶ୍ୱର: ରାତି ପାହିଲେ ପହିଲି ରଜ। ହେଲେ ଚଳିତ ବର୍ଷ ବି କରୋନା ପାଇଁ ସରକାରଙ୍କ କଟକଣା ଜାରି ରହିଛି। ତେବେ ଭୁବନେଶ୍ୱରରେ ଓଟିଡିସି ପକ୍ଷରୁ ପାଳନ ହେବ ରଜ ଉତ୍ସବ। ପାନ୍ଥନିବାସରେ ନିରାଡ଼ମ୍ବର ଭାବେ ରଜ ପାଳିବା ପାଇଁ ସ୍ୱତନ୍ତ୍ର…

unlocke
କାଲିଠୁ ଦିଲ୍ଲୀରେ ଖୋଲିବ ମାର୍କେଟ୍, ମଲ୍

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ସଂକ୍ରମଣ ହ୍ରାସ ପାଇବା ପରେ ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ଅନଲକ୍ 2.0। ଗତ ସପ୍ତାହରେ ଥିବା ଅଡ୍ ଇଭିନ ବ୍ୟବସ୍ଥାକୁ କୋହଳ କରାଯାଇଛି। ଏଣିକି ଆସନ୍ତାକାଲିଠୁ ସକାଳ ୧୦ଟାରୁ ରାତି ୮ ପର୍ଯ୍ୟନ୍ତ ସବୁ ଦୋକାନ ଖୋଲା…