ମାଲକାନଗିରିରେ ପାଣ୍ଡିଆନଙ୍କ ଭାଷଣକୁ ନେଇ ଖଡଗହସ୍ତ ବିଜେପି । କହିଲା ମିଶନ୍ ଶକ୍ତି କେନ୍ଦ୍ରର, ବନ୍ଦ ହେବନି ଦୁଇଟିଯାକ ଯୋଜନା ।
ନିଇତି ରେକର୍ଡ ଭାଙ୍ଗୁଛି ଏପ୍ରିଲ୍ ତାତି । ଆଜି ୪୬.୪ ଡିଗ୍ରୀରେ ବାରିପଦା ଅଗ୍ନି ପିଣ୍ଡୁଳା ସାଜିଥିବାବେଳେ ୪୫ ଡିଗ୍ରୀ ସହ ଜଳିଛି ଭୁବନେଶ୍ୱର ସହର।
ଭୋଟର ID କାର୍ଡ ଭୋଟ୍ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ। ଏଭଳି ପରିସ୍ଥିତିରେ ସମସ୍ତ ତଥ୍ୟକୁ ଭୋଟର ID କାର୍ଡରେ ଅପ୍ଡେଟ୍ ରଖିବା ଆବଶ୍ୟକ। । ଆପଣ ଯଦି ନୂଆ ବାହା ହୋଇ ଶାଶୁଘରକୁ ଆସିଛନ୍ତି ଆଉ ଭୋଟର୍ ପରିଚୟ ପତ୍ରରେ ନିଜ ଶାଶୁଘର ଠିକଣାକୁ ଅପଡେଟ୍ କରିବାକୁ ଚାହୁଛନ୍ତି ତେବେ ଘରେ ବସି ଏହାକୁ କିପରି କରିବେ ଆସନ୍ତୁ ଜାଣିବା।
ସଂରକ୍ଷଣକୁ ନେଇ ଅମିତ ଶାହଙ୍କ ଫେକ୍ ଭିଡିଓ ଭାଇରାଲ୍ ହେବା ପରେ, ଆରମ୍ଭ ହୋଇଛି ରାଜନୈତିକ ଘମାସାନ।
ଓଟିଭି କ୍ୟାମେରା ଆଗରେ ଅଭିଯୁକ୍ତ ଖୋବା ଖୋଲିଛି ନନ୍ଦନକାନନରେ କେମିତି ହଉଛି ଭୋଜି ଆଉ ମଦ୍ୟପାନ । ଯେଉଁଥି ପାଇଁ ଗଣ୍ଡଗୋଳର ହୋଇଛି ସୁତ୍ରପାତ।
କଟକ ରାଜନୀତିରେ ଏଥର ନୂଆ ପ୍ରସଙ୍ଗ କଟକିଆ ନେତା । ବାହାର ନେତାଙ୍କୁ ବଡ଼ ପ୍ରସଙ୍ଗ କରିଛନ୍ତି ବିରୋଧୀ ।
କାକଟପୁର ବିଧାନସଭା ଆସନରୁ ବିଜେଡି ଟିକେଟ୍ ନ ପାଇବାରୁ ଅସନ୍ତୁଷ୍ଟ ଥିଲେ ସୁରେନ୍ଦ୍ର ।
କଟକ ଲୋକସଭା ଆସନରେ କଂଗ୍ରେସ ବିଭୁତି ମିଶ୍ରଙ୍କୁ ପ୍ରାର୍ଥୀ ନକରିବାରୁ ଖପ୍ପା ହୋଇଥିଲେ ମେହବୁବ। ବିଭୁତି ମିଶ୍ରଙ୍କୁ କାହିଁକି ପ୍ରାର୍ଥୀ କରାଗଲାନି କହି ଟିକେଟ ଫେରାଇଛନ୍ତି ।
ଏହା ସହ ଭାରତକୁ ପ୍ରଶଂସା କରି ସେ କହିଛନ୍ତି, ‘ଭାରତ ଓ ଆମକୁ ତୁଳନା କର ... ଗୋଟିଏ ଦିନରେ ଉଭୟ ଦେଶ ସ୍ୱାଧିନତା ପାଇଥିଲୁ। କିନ୍ତୁ ଆଜି ସେମାନେ (ଭାରତ) ଏକ ମହାଶକ୍ତି ହେବାକୁ ସ୍ୱପ୍ନ ଦେଖୁଛନ୍ତି ଏବଂ ଆମେ ଦେବାଳିଆ ପରିସ୍ଥିତିକୁ ଏଡାଇବାକୁ ଭିକ ମାଗୁଛୁ।
ସୌମ୍ୟ କହିଛନ୍ତି, ଏଠାରୁ ଲଢ଼ିବାକୁ ବିଜେପି ତରଫରୁ ପ୍ରସ୍ତାବ ଆସିଛି । ଏଠାକାର ସ୍ଥାନୀୟ ଲୋକ ମଧ୍ୟ ଏଠାରୁ ଲଢ଼ିବାକୁ ମୋ ଉପରେ ଚାପ ପକାଉଛନ୍ତି।
ସୋନୁ ସୁଦ୍ଙ୍କୁ ସାରା ଦେଶରେ ବହୁତ ପସନ୍ଦ କରାଯାଏ। ଅଭିନୟ ବ୍ୟତୀତ ସେ ତାଙ୍କ ସାମାଜିକ କାମ ପାଇଁ ମଧ୍ୟ ବହୁତ ପ୍ରସିଦ୍ଧ। ସେ କରୋନା ସମୟରେ ଅନେକ ଗରିବ ଲୋକଙ୍କୁ ସାହାଯ୍ୟ କରିଥିଲେ। ତାଙ୍କର ଏହି ଗୁଣ ଯୋଗୁଁ ନିକଟରେ ଜଣେ ପ୍ରଶଂସକ ତାଙ୍କୁ ଭେଟିବା ପାଇଁ ଦୀର୍ଘ ୧୫୦୦ କିଲୋମିଟର ଦୌଡି ଦିଲ୍ଲୀରୁ ମୁମ୍ବାଇ ପହଞ୍ଚିଛନ୍ତି।
ଘୋଷଣା ହୋଇଥିବା ଦଳରେ ରୋହିତ ଶର୍ମା ଅଧିନାୟକ ଦାୟିତ୍ୱ ତୁଲାଇବେ। ସେହିପରି ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଉପ ଅଧିନାୟକ ଦାୟିତ୍ୱ ମିଳିଛି।
ପୋଲିସ କବଜାରୁ ବଞ୍ଚିବା ପାଇଁ ଅଭିଯୁକ୍ତମାନେ ନାଟକୀୟ ଢଙ୍ଗରେ ଫେରାର୍ ହେବାକୁ ଯୋଜନାକୁ କରିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ବ୍ୟାଗରୁ ୨୫ହଜାର ଟଙ୍କା ବାହାର କରି ଫିଙ୍ଗିବା ଆରମ୍ଭ କରିଦେଲା। ଅନ୍ୟ ୪ଅଭିଯୁକ୍ତ ବାକି ଟଙ୍କା ନେଇ ଇ-ରିକ୍ସାରୁ ଡେଇଁ ପଳାଇବା ପାଇଁ ନିକଟସ୍ଥ ପଡିଆକୁ ଦୌଡିବା ଆରମ୍ଭ କରିଦେଲେ।
ପ୍ରଚଣ୍ଡ ଗରମରୁ ରକ୍ଷା ପାଇବା ପାଇଁ ଏକ ନୂତନ ଡିଭାଇସ୍ ଲଞ୍ଚ କରିଛି ସୋନି । ଏହି ଡିଭାଇସ୍ଟି ହେଉଛି ମଣିଷ ନିଜ ଦେହରେ ପିନ୍ଧି ପାରୁଥିବା ଏକ ଏସି ।
ରାଜ୍ୟରେ ଜାରି ରହିଛି ସିଭିୟର ହିଟୱେଭ୍ ସ୍ଥିତି । ତାତିରୁ ତ୍ରାହି ତ୍ରାହି ଡାକୁଛନ୍ତି ରାଜ୍ୟବାସୀ। ଖରା ସାଙ୍ଗକୁ ଗରମ ଓ ଝାଞ୍ଜି କଲବଲ କରୁଛି।
ପରିଣୀତି ଚୋପ୍ରା କହିଛନ୍ତି ଯେ ବ୍ରିଟେନର ଏକ ପୁରସ୍କାର କାର୍ଯ୍ୟକ୍ରମରେ ସେ ପ୍ରଥମେ ତାଙ୍କ ସ୍ୱାମୀ ରାଘବ ଚଢାଙ୍କୁ ଭେଟିଥିଲେ। ଏହାପୂର୍ବରୁ ସେ ରାଘବଙ୍କ ବିଷୟରେ କିଛି ଜାଣି ନଥିଲେ। ପରଦିନ ଯେତେବେଳେ ଦୁହେଁ ଆଉଥରେ ଭେଟିଲେ, କଥାବାର୍ତ୍ତାର ମାତ୍ର ୫ ମିନିଟ୍ ମଧ୍ୟରେ ତାଙ୍କୁ ଲାଗିଲା ଯେ ସେ ରାଘବଙ୍କୁ ବିବାହ କରିବେ।
ଅମିତ ଶାହ ଅଭିଯୋଗ କରିଛନ୍ତି, କଂଗ୍ରେସ ହତାଶ ହୋଇ ତାଙ୍କର ଓ ଅନେକ ବିଜେପି ନେତାଙ୍କ ସମେତ ବହୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ନକଲି ଭିଡିଓକୁ ସୋସିଆଲ୍ ମିଡିଆରେ ଭାଇରାଲ୍ କରୁଛି ।
୧୯୮୫ ଜୁଲାଇ ୧ରେ ନୌସେନାରେ ଯୋଗ ଦେଇଥିଲେ । ସେ ଭାରତୀୟ ନୌସେନାର ସବୁଠାରୁ ବରିଷ୍ଠ ଅଧିକାରୀ। ପାଶ୍ଚାତ୍ୟ ନାଭାଲ କମାଣ୍ଡରେ ଫ୍ଲାଗ୍ ଅଫିସର କମାଣ୍ଡିଂ ସହିତ ବିଭିନ୍ନ ପଦବୀରେ ରହି କାର୍ଯ୍ୟଭାର ସମ୍ଭାଳିଥିଲେ । ଆଜି ଦାୟିତ୍ବ ଗ୍ରହଣ କରିବା ପୂର୍ବରୁ ସେ ତାଙ୍କ ମା’ଙ୍କ ଆଶୀର୍ବାଦ ଗ୍ରହଣ କରିଛନ୍ତି।
ଅନ୍ୟଜଣେ ୟୁଜର କହିଛନ୍ତି, ଠିକ୍ ଅଛି। ଏପରି ପ୍ରସ୍ତାବ ପାଇବାକୁ ହେଲେ କିଛି ତ ଦେବାକୁ ହେବ। ଏହା ବଡ ମାଛ ଧରିବା ପାଇଁ ଦାନା। ଏମିତି ବି ମଧ୍ୟସ୍ଥି ବିବାହ ଖର୍ଚ୍ଚର ୧ କିମ୍ୱା ୨ପ୍ରତିଶତ ନେଇଥାଆନ୍ତି। କୋଟିଏ ଟଙ୍କାର ବିବାହ ହେଲେ ମଧ୍ୟସ୍ଥି ୧ କିମ୍ୱା ୨ଲକ୍ଷ ଟଙ୍କା ପାଇଥାଏ।
ବଲାଙ୍ଗିର ଲୋକସଭା.. ପଶ୍ଚିମ ଓଡ଼ିଶାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଲୋକସଭା ଆସନ । ସୁବର୍ଣ୍ଣପୁର ଜିଲ୍ଲାର ୨ ବିଧାନସଭା ନିର୍ବାଚନ ମଣ୍ଡଳୀ ବୀରମହାରାଜପୁର, ସୋନପୁର ଏବଂ ବଲାଙ୍ଗିର ଜିଲ୍ଲାର ୫ ବିଧାନସଭା ନିର୍ବାଚନମଣ୍ଡଳୀ ଲୋଇସିଂହା, ପାଟଣାଗଡ଼, ବଲାଙ୍ଗିର, ଟିଟିଲାଗଡ଼ ଏବଂ କଣ୍ଟାବାଞ୍ଜିକୁ ନେଇ ଗଠିତ ଏହି ଲୋକସଭା ନିର୍ବାଚନ ମଣ୍ଡଳୀ ।
ହିଞ୍ଜିଳି ବିଧାନସଭା ଆସନରୁ ନାମାଙ୍କନପତ୍ର ଭରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଛତ୍ରପୁର ଉପ ଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚି ନାମାଙ୍କନ ଦାଖଲ କରିଛନ୍ତି ମୁଖ୍ୟମନ୍ତ୍ରୀ । ମେ ୨୦ତାରିଖରେ ଦ୍ୱିତୀୟ ପର୍ଯ୍ୟାୟରେ ଏହି ଆସନ ପାଇଁ ମତଦାନ ହେବ ।
ଖାଦ୍ୟ ପ୍ରିୟ ଲୋକଙ୍କ ପାଇଁ ଆମେ ଆଣିଛୁ ଏକ ଚଟପଟା ରେସିପି । ଏହି ରେସିପିଟିକୁ ବନେଇବା ଯେତେ ସହଜ, ସ୍ୱାଦ ମଧ୍ୟ ସେମିତି ଦମଦାର । ଘରେ ଏହାକୁ ପ୍ରସ୍ତୁତ କରନ୍ତୁ ଓ ପରିବାର, ସାଙ୍ଗସାଥୀଙ୍କ ସହ ଖାଇବାର ମଜା ନିଅନ୍ତୁ।
ଆବୁଝାମାଡ଼ ଜଙ୍ଗଲରେ ମାଓବାଦୀମାନେ ଏକ କ୍ୟାମ୍ପ କରି ରହିଥିଲେ । ଗୁଇନ୍ଦା ବିଭାଗ ଏନେଇ ଖବର ଦେବାପରେ ଆରମ୍ଭ ହୋଇଥିଲା କମ୍ୱିଂ ଅପରେସନ୍। DRG ଓ STFର ମିଳିତ କମ୍ବିଂ ବେଳେ ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲେ।
ମତଦାନ ଦିନ ପ୍ରତ୍ୟେକ ବୁଥରେ ଲଟେରୀ ପାଇଁ ଜଣେ BLO ଏବଂ ଜଣେ ସ୍ୱେଚ୍ଛାସେବୀ ନିୟୋଜିତ ହେବେ। ପ୍ରତ୍ୟେକ ବୁଥରେ ଏକ କୁପନ୍ ବୁକଲେଟ୍ ରହିବ ଏବଂ ଏଥିରେ ଭୋଟରମାନେ ସେମାନଙ୍କର ନାମ ଏବଂ ମୋବାଇଲ୍ ନମ୍ବର ଲେଖିବେ ।
ଆଳି, ପଟ୍ଟାମୁଣ୍ଡାଇ ଏବଂ ରାଜନଗର ବ୍ଲକର ଅନେକ ଲୋକେ ଦୈନନ୍ଦିନ କାର୍ଯ୍ୟ ପାଇଁ ଏହି ନଈ ଉପରେ ନିର୍ଭର କରନ୍ତି। ନିର୍ବାଚନ ପରେ ନିର୍ବାଚନ ଆସୁଛି, ହେଲେ ସମସ୍ୟାର ସମାଧାନ ହେଉନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହୋଇଛି ।