ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ଲହଣ୍ଡାବୁଡ଼ସ୍ଥିତ TPSL (ଠାକୁର ପ୍ରସାଦ ସାଓ ଲିଃ) ସ୍ପଞ୍ଜ କାରଖାନାରେ SMS ର ଫରନେସ ବ୍ଲାଷ୍ଟ ଘଟଣାରେ ଆଜି ଜଣକର ମୃତ୍ୟୁ ଘଟିଛି । ମୃତକ ହେଲେ ଆନନ୍ଦ ସାହୁ । ଗତ ୨ ତାରିଖ ଦିନ TPSL ସ୍ପଞ୍ଜ କାରଖାନାରେ ବିସ୍ଫୋରଣ ହୋଇଥିଲା । ଏଥିରେ ୭ ଜଣ ଶ୍ରମିକ ଆହତ ହୋଇଥିଲେ । ଆହତ ସମସ୍ତଙ୍କୁ ଝାରସୁଗୁଡା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଝାରସୁଗୁଡ଼ାରେ ବର୍ଣ୍ଣ ୟୁନିଟ ନଥିବାରୁ […]
ବଲାଙ୍ଗିର: ବଲାଙ୍ଗୀର ସହର ନିକଟବର୍ତ୍ତୀ ଅଞ୍ଚଳରେ କରୋନା କାୟା ବିସ୍ତାର କରିଛି। ସହର ନିକଟବର୍ତ୍ତୀ ହାତୀଶାଳ ପଡାରୁ ଚିହ୍ନଟ ହୋଇଛନ୍ତି ୪୦ରୁ ଅଧିକ କରୋନା ଆକ୍ରାନ୍ତ। ସମସ୍ତେ ସ୍ଥାନୀୟ ସଂକ୍ରମିତ ହୋଇଥିବାରୁ ବଲାଙ୍ଗିର ସହର ଭିତରେ ଗୋଷ୍ଠୀ ସଂକ୍ରମଣର ଆଶଙ୍କା ସୃଷ୍ଟି ହୋଇଛି । ସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ଫୁଲ ଦମ୍ରେ ଲାଗି ପଡିଛନ୍ତି ପୋଲିସ ଓ ପ୍ରଶାସନ। ସୂଚନାଥାଉ କି, ଏହି ପଡ଼ାରୁ ପ୍ରଥମେ ୨୫ ତାରିଖ ଗୋଟିଏ ପରିବାରର ଶ୍ୱଶୁର, ବୋହୂଙ୍କ ସ୍ୱାବ […]
ଭୁବନେଶ୍ୱର: ରାଜ୍ୟରେ ପୁଣି ୪ ମୁଣ୍ଡ ନେଲା କରୋନା । ଏଥିମଧ୍ୟରୁ ଅଛନ୍ତି ଗଞ୍ଜାମ ଜିଲ୍ଲାରୁ ପୁଣି ୩ କରୋନା ରୋଗୀ। ଗଞ୍ଜାମର ୩ ମୃତକ ପୁରୁଷ ଓ ସେମାନଙ୍କର ବୟସ ୭୦, ୬୦ ଓ ୫୩ ବର୍ଷ ବୋଲି ଜଣାପଡ଼ିଛି। ଏହାକୁ ମିଶାଇ ଗଞ୍ଜାମ ଜିଲ୍ଲାରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୨୪କୁ ବୃଦ୍ଧି ପାଇଛି। ଆଉ ଜଣେ ମୃତକ କଟକ ଜିଲ୍ଲାର ୪୮ ବର୍ଷୀୟ ପୁରୁଷ। ଏହାକୁ ମିଶାଇ କଟକ ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା […]
ଭୁବନେଶ୍ୱର: ରାଜ୍ୟରେ ଆଜି ୫୭୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୫୭୧ ମଧ୍ୟରୁ ୪୦୩ କ୍ୱାରେଣ୍ଟିନ ସେଣ୍ଟରର ଓ ୧୬୮ ଲୋକାଲ୍ କେସ୍ ଥିବା ଜଣାଯାଇଛି। ଗଞ୍ଜାମରୁ ସର୍ବାଧିକ ୨୭୩ ଜଣ ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ଏଯାବତ୍ ପଜିଟିଭ୍ ସଂଖ୍ୟା ୧୦ ହଜାର ୯୭କୁ ବୃଦ୍ଧି ପାଇଛି। ବର୍ତ୍ତମାନ ସୁଦ୍ଧା କରୋନା ସଂକ୍ରମଣରୁ ସୁସ୍ଥ ହେଲେଣି ୬୪୮୬। ବର୍ତ୍ତମାନ ଆକ୍ଟିଭ […]
ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲାରେ ହେବ ଡୋର ଟୁ ଡୋର ସ୍କ୍ରିନିଂ । ଆସନ୍ତାକାଲିଠୁ ଆରମ୍ଭ ହେବ ଏହି କାର୍ଯ୍ୟକ୍ରମ। ପ୍ରାଥମିକ ପର୍ଯ୍ୟାୟରେ ଜିଲ୍ଲାର ସହରାଞ୍ଚଳରେ ଅକ୍ସିମିଟର ସ୍କ୍ରିନିଂ କରାଯିବ । ଏଥିପାଇଁ ୨୦୦ ଜଣିଆ ଟିମ୍ ଗଠନ କରାଯାଇଛି । ପ୍ରଥମ ପର୍ଯ୍ୟାୟ ପାଇଁ ଆଣ୍ଟିଜେନ୍ କିଟ୍ ମଧ୍ୟ ବ୍ରହ୍ମପୁରରେ ପହଞ୍ଚି ସାରିଛି । ତେବେ ସହରାଞ୍ଚଳର କେଉଁ କେଉଁ ଜାଗାରେ କରାଯିବ, ସେନେଇ ଆଜି ଗଞ୍ଜାମ ଜିଲ୍ଲାପାଳ ଜଣାଇବେ। ଡାକ୍ତର, ସିଡିଏମ୍ଓଙ୍କ ସହ କଥାବାର୍ତ୍ତା ଚଳାଇଛନ୍ତି ଜିଲ୍ଲାପାଳ […]
ତୁମୁଡ଼ିବନ୍ଧ: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଶିର୍ଲା ଜଙ୍ଗଲରେ ପୁଣି ଏନ୍କାଉଣ୍ଟର। ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ ଜଣେ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି । ନିହତ ମାଓବାଦୀ ଜଣକ ବଂଶଧାରା ଘୁମୁସର ନାଗାବଳୀ ଡିଭିଜନ ସଦସ୍ୟ ବୋଲି କୁହାଯାଉଛି । ଘଟଣାସ୍ଥଳରୁ ବିପୁଳ ମାଓ ସାମଗ୍ରୀ ଜବତ କରାଯାଇଛି ଏହାସହ ଶିର୍ଲା ଅଞ୍ଚଳରେ ଏସ୍ଓଜି ଓ ଡିଭିଏଫ୍ ଯବାନଙ୍କ ପକ୍ଷରୁ କମ୍ବିଂ ଅପରେସନ ଜୋରଦାର କରାଯାଇଛ। ସୂଚନାଥାଉ କି, ଦିନକ ପୂର୍ବରୁ ଶିର୍ଲା ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଗୁଳିରେ […]
ଦେବଗଡ଼: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଦେବଗଡ଼ ମ୍ୟୁନିସିପାଲିଟି କର୍ପୋରେସନର ନିର୍ବାହୀ ଅଧିକାରୀ କୁଞ୍ଜବନ ପ୍ରଧାନ। ତାଙ୍କ ବିରୋଧରେ ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ ଆସିଥିଲା। ଅଭିଯୋଗ ପାଇବା ପରେ ସମ୍ବଲପୁର ଭିଜିଲାନ୍ସ ଡିଏସ୍ପି ଦାଶରଥୀ ସେଠୀଙ୍କ ନେତୃତ୍ୱରେ ଏକ ଟିମ୍ ଚଢଉ କରିଛନ୍ତି। ନିର୍ବାହୀ ଅଧିକାରୀ କୁଞ୍ଜବନ ପ୍ରଧାନଙ୍କ ସରକାରୀ ବାସଭବନ ଓ କାର୍ଯ୍ୟାଳୟ ସମେତ ୪ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ କରାଯାଇଛି। ଝାରସୁଗୁଡ଼ା ଜିଲ୍ଲା ବନ୍ଧବାହାଲରେ ଥିବା ଶ୍ୱଶୁର ଘର ଓ ଗଣ୍ଡଗରାରେ ଥିବା ପୈତୃକ […]
ଶ୍ରୀନଗର:ଜମ୍ମୁ-କାଶ୍ମୀରର ପୁଲୱାମା ନିକଟରେ ସୁରକ୍ଷାକର୍ମୀ ଏବଂ ଆତଙ୍କୀଙ୍କ ମଧ୍ୟରେ ଆଜି ପୁଣି ଗୁଳି ବିନିମୟ ଘଟିଛି। ପୁଲୱାମାର ଗୁସୁ ଇଲାକାରେ ଏହି ଏନ୍କାଉଣ୍ଟର ଚାଲିଛି। ଏଠାରେ ୩ରୁ ୪ ଜଣ ଆତଙ୍କବାଦୀ ଲୁଚି ରହିଥିବା ପୋଲିସକୁ ଖବର ମିଳିଥିଲା। ସ୍ଥାନୀୟ ପୋଲିସ ଓ ସୁରକ୍ଷାକର୍ମୀମାନେ ମିଳିତ ଅପରେସନରେ ବାହାରିଥିଲେ। ଏନ୍କାଉଣ୍ଟରରେ ଜଣେ ଆତଙ୍କୀଙ୍କୁ ନିପାତ କରିଛନ୍ତି ଭାରତୀୟ ସୁରକ୍ଷାକର୍ମୀ। ଅନ୍ୟପକ୍ଷେ ଆତଙ୍କୀଙ୍କ ଗୁଳିରେ ଜଣେ ଯବାନ ସହିଦ ହୋଇଛନ୍ତି। ଏଥିସହିତ ଜଣେ ପୋଲିସ ଓ ଜଣେ ସୁରକ୍ଷା […]
ନୂଆଦିଲ୍ଲୀ: ସାରା ବିଶ୍ୱ କରୋନା ଟୀକା ପ୍ରସ୍ତୁତିରେ ଲାଗିପଡ଼ିଥିବା ବେଳେ, ଭାରତ ବି ପଛରେ ନାହିଁ।ହ୍ୟୁମାନ ଟ୍ରାଏଲ୍ ପାଇଁ ଅନୁମତି ପାଇଥିବା ଭାରତର ୨ଟି ଟୀକାକୁ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରାଳୟ ‘ଅନ୍ତର ଅୟମାରମ୍ଭ’ ବୋଲି କହିଛି। ତେବେ ଭାରତ ବାୟୋଟେକ୍ ଓ ICMR ମିଳିତ ପ୍ରୟାସରେ ପ୍ରସ୍ତୁତ କ୍ୟାଣ୍ଡିଡେଟ୍ ଭ୍ୟାକ୍ସିନ କୋଭାକ୍ସିନକୁ ଦେଶର ପ୍ରଥମ ଟିକା ଭାବେ ମାନବ ପରୀକ୍ଷଣ ପାଇଁ ଅନୁମତି ମିଳିଛି । ଏହାର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ […]
କଟକ: ଆଜିଠାରୁ କଟକ ଓ ଗଞ୍ଜାମରେ ହେବ ଆଣ୍ଟିଜେନ ଟେଷ୍ଟ। କଟକ SCB ଓ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲର ସମସ୍ତ ରୋଗୀଙ୍କର କୋଭିଡ୍ ଟେଷ୍ଟ କରାଯିବ। ପରୀକ୍ଷା ପରେ ହିଁ ନୂଆ ରୋଗୀଙ୍କୁ SCB ଓ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ ଆଡମିଶନ କରାଯିବ। କଟକ ଓ ଏହି ସହରର ୩ଟି ପ୍ରମୁଖ ହସ୍ପିଟାଲ SCB, ଆଚାର୍ଯ୍ୟ ହରିହର କ୍ୟାନସଲ ହସ୍ପିଟାଲ ଓ ଶିଶୁ ଭବନରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଏହି ନିଷ୍ପତ୍ତି ନିଆଯାଇଥିଲା […]