ନୂଆଦିଲ୍ଲୀ:ଉତ୍ତର ପ୍ରଦେଶ ପୋଲିସ ଶୁକ୍ରବାର କୁଖ୍ୟାତ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଏନକାଉଣ୍ଟରରେ ନିହତ ହୋଇଛି। ପୋଲିସ ବୟାନ ଅନୁସାରେ ବିକାଶକୁ ଉଜୈନରୁ କାନପୁର ନିଆଯାଉଥିଲା। ଶୁକ୍ରବାର ଦ୍ୱିପହରରେ ତାଙ୍କୁ କୋର୍ଟରେ ହାଜର କରାଯାଇଥାନ୍ତା। ସକାଳୁ ସକାଳୁ ୟୁପି ଏସ୍ଟିଏଫ ଗାଡିରେ ବିକାଶ ବସି ଆସୁଥିଲେ। କାନ୍ପୁର ଆଉ ଅଳ୍ପବାଟ ଥିଲା। ହେଲେ ବର୍ଷା ଯୋଗୁ ଗାଡି ଓଲଟି ପଡ଼ିଲା। ପୋଲିସର କହିବା ଅନୁଯାୟୀ, ବିକାଶ ଜଣେ ପୋଲିସ କର୍ମୀଙ୍କ ବନ୍ଧୁକ ନେଇ ଫେରାର ହୋଇଯିବାକୁ ଚେଷ୍ଟା କରୁଥିଲା। […]
ନୂଆଦିଲ୍ଲୀ:ଉତ୍ତର ପ୍ରଦେଶର ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ପୋଲିସ ଏନ୍କାଉଣ୍ଟରରେ ନିହତ ହୋଇଛି। ଗତକାଲି ମଧ୍ୟପ୍ରଦେଶ ଉଜୈନରୁ ବିକାଶକୁ ଗିରଫ କରିଥିଲା ପୁଲିସ୍। ସୂଚନା ଅନୁସାରେ, ଆଜି ସକାଳେ ଏକ ଗାଡ଼ିରେ ବିକାଶକୁ ଉତ୍ତରପ୍ରଦେଶ STF(Special Task Force) ମଧ୍ୟପ୍ରଦେଶରୁ କାନପୁର ଆଣୁଥିବା ବେଳେ କାନପୁର ନିକଟ ବାରା ଅଞ୍ଚଳରେ ଗାଡ଼ିଟି ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଏହାପରେ ବିକାଶ ଘଟଣାସ୍ଥଳରୁ ଖସି ପଳାଇବାକୁ ଉଦ୍ୟମ କରିଥିଲା। ଏହି ସମୟରେ ପୁଲିସ୍ ବିକାଶକୁ ଏନ୍କାଉଣ୍ଟର କରିଥିଲା। କାନପୁର ହସ୍ପିଟାଲ୍ରେ ଡାକ୍ତର […]
ନୂଆଦିଲ୍ଲୀ: ଅଲଜାଇମର ରୋଗରେ ପୀଡିତ ଦିଲ୍ଲୀର ଜଣେ ୮୭ ବର୍ଷ ବୟସ୍କା ମହିଳା ଏବଂ ତାଙ୍କ ୯୦ ବର୍ଷ ବୟସ୍କ ସ୍ୱାମୀ କରୋନାକୁ ମାତ୍ ଦେଇ ସୁସ୍ଥ ହୋଇଛନ୍ତି। କରୋନା ସହ ଲଢି ସୁସ୍ଥ ହେବା ପରେ ଏବେ ଉଭୟେ ଡାକ୍ତରଖାନାରୁ ଡିସଚାର୍ଜ ହୋଇ ଘରକୁ ଫେରିଛନ୍ତି। ସାରା ବିଶ୍ୱରେ କରୋନାରେ ଅଧିକ ବୟସ୍କ ଲୋକଙ୍କ ଜୀବନ ଯାଉଥିବାବେଳେ ଏହି ଦମ୍ପତ୍ତିଙ୍କ ସୁସ୍ଥ ହେବା ଘଟଣା ରୋଗୀ ତଥା ଡାକ୍ତରଙ୍କ ପାଇଁ ନିଶ୍ଚୟ ଆଶାର କିରଣ ଅଟେ। […]
ନୂଆଦିଲ୍ଲୀ: ଭାରତରେ କରୋନା ମାମଲା ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି କରୁଛି। ଗୁରୁବାର ପ୍ରଥମ ଥର ପାଇଁ ପ୍ରାୟ ୨୫ ହଜାର ମାମଲା ରୁଜୁ ହୋଇଥିଲା। ହେଲେ ଗତ ୨୪ ଘଣ୍ଟା ମଧ୍ୟରେ ୨୬ ହଜାର ୫୦୬ ମାମଲା ସାମ୍ନକୁ ଆସିଛି। ଏହାକୁ ମିଶାଇ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭,୯୩ ହଜାର ୮୦୨କୁ ଛୁଇଁଛି | ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ ୪୮୭ ଲୋକ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ପର୍ଯ୍ୟନ୍ତ କୋଭିଡ […]
ନୂଆଦିଲ୍ଲୀ:ଲଦାଖର ଗଲଓ୍ୱାନ୍ ଘାଟିରେ ପ୍ରଥମ ପର୍ଯ୍ୟାୟ ସେନା ପ୍ରତ୍ୟାହାର ପରେ ଭାରତ-ଚୀନ ସୀମା ବିବାଦର ସମାଧାନ ପାଇଁ ଆଲୋଚନା ନେଇ ଖୋଲିଛି ବାଟ । କୂଟନୈତିକ ସ୍ତରରେ ହେଉଥିବା WMCC ବା Working Mechanism for Consultation & Coordinationର ଆଉ ଏକ ପର୍ଯ୍ୟାୟ ଆଲୋଚନା ଆଜି ହେବାର ସମ୍ଭାବନା ଅଛି । ସୀମା ବିବାଦର ସମାଧାନ ଦିଗରେ କୂଟନୈତିକ ସ୍ତରରେ ଏହି ଭର୍ଚୁଆଲ ବୈଠକରେ ଆଲୋଚନା ହୋଇପାରେ ବୋଲି ସୂଚନା ମିଳିଛି । ସୀମାରେ ସେନା […]
ଲା ପାଜ(ବୋଲିଭିଆ) : ବିଶ୍ୱରେ ହା ହା କାର ସୃଷ୍ଟି କଲାଣି କରୋନା । ରାଷ୍ଟ୍ର ପ୍ରମୁଖମାନେ ମଧ୍ୟ ଏହି କରୋନା ପ୍ରକୋପରୁ ବାଦ୍ ପଡ଼ୁନାହାନ୍ତି। ଗତକାଲି ବ୍ରାଜିଲ ରାଷ୍ଟ୍ରପତି ଜାଇର ବୋଲସୋନାରୋ କୋଭିଡ-19ରେ ସଂକ୍ରମଣ ହୋଇଥିଲେ । ଏହାପରେ ଆଜି ବୋଲିଭିଆର ଅନ୍ତରୀଣ ରାଷ୍ଟ୍ରପତି ଜେନିନ ଆଞ୍ଜ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ସେ ନିଜେ ଏ ସମ୍ପର୍କରେ ଟ୍ୱିଟ କରି ସୂଚନା ଦେଇଛନ୍ତି। ଏଥିସହିତ ଭେନେଜୁଆଲାର ଦ୍ୱତୀୟ ପ୍ରମୁଖ ମଧ୍ୟ କରୋନା ଆକ୍ରାନ୍ତ […]
ଥିରୁଅନନ୍ତପୁରମ୍: କେରଳ ସୁନା ଜବତ ଘଟଣାର ତଦନ୍ତ କରିବ ଜାତୀୟ ତଦନ୍ତକାରୀ ସଂସ୍ଥା ବା NIA । କେନ୍ଦ୍ର ଗୃହ ମନ୍ତ୍ରାଳୟ NIAକୁ ଏହି ତଦନ୍ତ ଦାୟିତ୍ୱ ଦେଇଛି । ସଙ୍ଗଠିତ ସ୍ମଗଲିଂ କାରବାର ଯୋଗୁ ଜାତୀୟ ସୁରକ୍ଷା ପ୍ରତି ବିପଦ ଥିବା ଦର୍ଶାଇ NIAକୁ ତଦନ୍ତ ଭାର ଦେଇଛି ଗୃହ ମନ୍ତ୍ରାଳୟ । ଜୁଲାଇ ୪ରେ କେରଳ ଥିରୁବନନ୍ତପୁରମ୍ ଅନ୍ତର୍ଜାତୀୟ ଏୟାରପୋର୍ଟରେ କଷ୍ଟମ ବିଭାଗ ହାତରେ ଏହି ସୁନା ଚାଲାଣ ଧରାପଡିଥିଲା। ଏକ ମାଲବାହୀ ବିମାନରେ […]
ଆଜି ୨୦୨୦ ମସିହା, ମାର୍ଚ୍ଚ ମାସ ୧୬ ତାରିଖ, ସୋମବାର। ଜାଣନ୍ତୁ ଆଜି ଦିନଟି ଆପଣଙ୍କର କେମିତି କଟିବ…
ଟୋକିଓ: ପ୍ରେମ ପାଇଁ ମା’ ଭୂଲିଗଲା ମମତାର ମୂଲ। ୩ ବର୍ଷର ଶିଶୁକନ୍ୟାକୁ ଛାଡ଼ି ପଳାଇଲା। ମା’କୁ ଚାହିଁ ଚାହିଁ ଭୋକ ଉପାସରେ ଶେଷରେ ଆଖି ବୁଜିଦେଲା କୁନି ଝିଅଟି । ଜାପାନରେ ଘଟିଛି ଏମିତି ଏକ ହୃଦୟ ବିଦାରକ ଦୃଶ୍ୟ ଯାହା ସୋଶାଲ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଛି। ମା’ ନାମରେ କଳଙ୍କ ଥିଲେ ଏହି ୨୪ ବର୍ଷର ମହିଳା ଜଣକ। ୮ ଦିନ ତଳେ ନିଜର ୩ ବର୍ଷର ଶିଶୁକୁ ଏକ ଆପାର୍ଟମେଣ୍ଟରେ ଏକୁଟିଆ […]
ଯାଜପୁର: ଦିନ ଦ୍ୱିପ୍ରହରରେ ଜଘନ୍ୟକାଣ୍ଡ। ଶିକ୍ଷୟିତ୍ରୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଦେଲେ ଦୁର୍ବୃତ୍ତ। ଯାଜପୁର ରୋଡ୍ ରାଛିପୁର ଛକରେ ଘଟିଛି ଏପରି ଅଭାବନୀୟ ଘଟଣା । ମୃତ ଶିକ୍ଷୟିତ୍ରୀଙ୍କ ନାଁ ମହାମାୟା ଜେନା। ଅନ୍ୟ ଜଣେ ଶିକ୍ଷକ ମୋହିନୀ ମୋହନ ମୁଦୁଲିଙ୍କ ସହ ଶିକ୍ଷୟିତ୍ରୀ ଜଣକ ବାଇକ୍ରେ ଆସୁଥିବା ବେଳେ ଏହି ଆକ୍ରମଣ ହୋଇଛି। ଫଳରେ ଘଟଣାସ୍ଥଳରେ ହିଁ ଶିକ୍ଷୟିତ୍ରୀ ଜଣକଙ୍କ ମୃତ୍ୟୁ ଘଟିଛି। ସେହିପରି ଶିକ୍ଷକ ମୋହିନୀ ମୋହନ ଗୁରୁତର ଆହତ ହୋଇଛନ୍ତି ।ଘଟଣାସ୍ଥଳରୁ ଫେରାର ହୋଇଯାଇଛି […]
ବ୍ରହ୍ମପୁର: ବ୍ରହ୍ମପୁରର ତାରାତାରିଣୀ ପୀଠରେ ପ୍ରସିଦ୍ଧ ଚୈତ୍ର ପର୍ବରେ ହେବନି ଜନସମାଗମ। କରୋନା ମୁକାବିଲା ପାଇଁ ଜିଲ୍ଲାପାଳଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଚଳିତ ବର୍ଷ ଚୈତ୍ର ପର୍ବରେ ଜନସମାଗମ ନହେବାକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଅନୁରୋଧ କରିଛନ୍ତି। ତେବେ ମାଙ୍କ ଚୈତ୍ରପର୍ବ ପୂଜାବିଧି ଯଥାରିତି ଅନୁଷ୍ଠିତ ହେବ। ପର୍ବ ସମୟରେ ଲୋକଙ୍କୁ ଯୋଗାଇ ଦିଆଯାଉଥବା ସୁବିଧା ସୁଯୋଗ ପ୍ରତ୍ୟାହୃତ ହେବ। ସମାଗମ ସ୍ଥଳକୁ ନେବା ପାଇଁ ଗାଡ଼ି ବ୍ୟବସ୍ଥାରେ ମଧ୍ୟ […]
ସୁନ୍ଦରଗଡ: ଆଜି ସୁନ୍ଦରଗଡ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୮୩ କରୋନା ଆକ୍ରାନ୍ତ। ସେମାନଙ୍କ ମଧ୍ୟରେ ଅଛନ୍ତି ୭ ଜଣ କୋଭିଡ ଯୋଦ୍ଧା। ଆକ୍ରାନ୍ତଙ୍କ ମଧ୍ୟରୁ ୨ଜଣ ଭୁବନେଶ୍ୱରସ୍ଥିତ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେହିପରି ଟିଏମସିରୁ ୧୪ ଜଣ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୨୩ ଜଣ ଅନ୍ୟ ରାଜ୍ୟରୁ ରାଉରକେଲାକୁ ଫେରିଥିଲେ। ୨୨ଜଣ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି । ସେହିପରି ୩ଜଣ […]
ନୂଆଦିଲ୍ଲୀ: ସେ ଚାଲୁଥାନ୍ତି। ତାଙ୍କ ଚାଲିବାରେ ଶେଷ ନ ଥାଏ। ସେ ପୁଣି ଘଞ୍ଚ ଜଙ୍ଗଲର ଅଙ୍କାବଙ୍କା ଦୁର୍ଗମ ରାସ୍ତାରେ। କାରଣ ତାଙ୍କୁ ଲୋକଙ୍କ ଘରେ ଚିଠି ପହଞ୍ଚାଇବାର ଅଛି। ଯେଉଁଠି ଫୋନ ନାହିଁ, ଇଣ୍ଟରନେଟ ସୁବିଧା ନାହିଁ ସେପରି ଅଞ୍ଚଳରେ ଚିଠି ପହଞ୍ଚାଇବାର ଦାୟିତ୍ୱ ତାଙ୍କର। ସେଥିପାଇଁ ଦିନେ ନୁହେଁ କି ବର୍ଷେ ନୁହେଁ, ଦୀର୍ଘ ୩୦ ବର୍ଷ ଧରି ସେ ଏପରି ଚାଲୁଛନ୍ତ। ତାଙ୍କର ଏହି କାମ ପାଇଁ ଟ୍ୱିଟରରେ ଅଜଶ୍ର ଶୁଭେଚ୍ଛା ବାର୍ତ୍ତା […]