• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

susant-1
ରିଲିଜ୍‌ ହେଲା ସୁଶାନ୍ତଙ୍କ ଶେଷ ଫିଲ୍ମ ‘ଦିଲ୍‌ ବେଚାରା’ର ଟ୍ରେଲର

ନୂଆଦିଲ୍ଲୀ:ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ତାଙ୍କ ଫ୍ୟାନ୍ସମାନେ ସୁଶାନ୍ତଙ୍କ ଶେଷ ଫିଲ୍ମ ଦିଲ୍‌ ବେଚାରା (Dil  Bechara) ଦେଖିବାକୁ ଉତ୍ସୁକତାର ସହ ଚାହିଁ ବସିଛନ୍ତି। ଏହି ଉତ୍ସୁକତାକୁ  ବଢାଇ ଦେଇଛି ଦିଲ୍‌ ବେଚାରାର ଟ୍ରେଲର । ଇତି ମଧ୍ୟରେ ଦିଲ୍‌ ବେଚାରାର ଟ୍ରେଲର ରିଲିଜ ହୋଇଛି।  ଏହି ଫିଲ୍ମରେ ସୁଶାନ୍ତଙ୍କ ସହ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ସଞ୍ଜନା ସାଘିଂ। ଫିଲ୍ମ ଟ୍ରେଲର ରିଲିଜ୍‌ ହେବା ପରେ ପରେ ଏହା ୟୁ ଟ୍ୟୁବ୍‌ରେ ଟ୍ରେଣ୍ଡ କରୁଛି। […]

sambit patra
କରୋନା ରୋଗୀଙ୍କ ଚିକିତ୍ସା ପାଇଁ ପ୍ଲାଜ୍‌ମା ଦାନ କଲେ ସମ୍ବିତ ପାତ୍ର

ନୂଆଦିଲ୍ଲୀ: ବିଜେପି ଜାତୀୟ ମୁଖପାତ୍ର  ସମ୍ବିତ ପାତ୍ର  ଆଜି ପ୍ଲାଜ୍‌ମା ଦାନ କରିଛନ୍ତି । କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଏହି ପ୍ଲାଜମା ଦାନ କରିଛନ୍ତି ସମ୍ବିତ । ବିଜେପିର ଜାତୀୟ ମୁଖପାତ୍ର ତଥା ପୁରୀ ଲୋକସଭା ଆସନରୁ ପ୍ରାର୍ଥୀ ହୋଇ ପରାସ୍ତ ହୋଇଥିବା ସମ୍ବିତ ପାତ୍ର  ଆଜି ଗୁରୁଗ୍ରାମ ସ୍ଥିତ ମେଦାନ୍ତ ହସ୍ପିଟାଲରେ ପ୍ଲାଜମା ଦେଉଥିବା ବେଳର ଫଟୋ ଟ୍ୱିଟ କରିଛନ୍ତି। ଗତମାସରେ ସମ୍ବିତ ପାତ୍ରଙ୍କ ଶରୀରରେ କରୋନା ଲକ୍ଷଣ ଦେଖାଯାଇଥିଲା। ଏହି କାରଣରୁ ସେ […]

shark
ସାର୍କକୁ ଧରି ଆକାଶରେ ଉଡ଼ୁଛି ପକ୍ଷୀ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଆପଣ କେବେ ଦେଖିଛନ୍ତି କି ପକ୍ଷୀ ସାର୍କ ମାଛକୁ ଧରି ଆକାଶରେ ଉଡ଼ୁଥିବା ? ନୁହେଁ ନା ! ଆପଣ ଭାବୁଛନ୍ତି ଏହା ଅସମ୍ଭବ କଥା । ପୃଥିବୀ ପ୍ରାକୃତିକ ସମ୍ଭାରରେ ପରିପୂର୍ଣ୍ଣ । ଏଠି ପ୍ରତି ସେକେଣ୍ଡରେ କିଛି ନା କିଛି ଆଶ୍ଚର୍ଯ୍ୟ ଘଟଣା ଘଟେ । ଦେଖନ୍ତୁ ଏହି ଭିଡିଓ କିପରି ଗୋଟିଏ ପକ୍ଷୀ ତାର ପଞ୍ଝାରେ ସାର୍କ ମାଛଟିକୁ ଉଠାଇ ନେଉଛି । ପକ୍ଷୀଟି ଉଡି ଉଡି ପାଣ ଭିତରୁ ଏକ […]

facebook
ଫେସ୍ ବୁକ୍‌ର ରଙ୍ଗ ନୀଳ କାହିଁକି ଜାଣନ୍ତି ?

ନୀଳ ରଙ୍ଗର ‘F’ କୁ ଦେଖିଲେ ଆପେ ଆପେ ବୁଝି ହୋଇଯାଏ ଏହା ଫେସ୍‌ ବୁକ୍‌ ବୋଲି। ହେଲେ ଏହି F ର ରଙ୍ଗ ସବୁବେଳେ ନୀଳ କାହିଁକି ? ଜାଣନ୍ତି ଏହା ପଛରେ ଥିବା ରହସ୍ୟ ? ଫେସବୁକ୍ ସିଇଓ ମାର୍କ ଜୁକରବର୍ଗ ୨୩ ବର୍ଷ ବୟସରେ ୨୦୦୮ ମସିହାରେ ଦୁନିଆର ସର୍ବକନିଷ୍ଠ ଯୁବ ଆରବପତି ହୋଇପାରିଥିଲେ । ଫୋର୍ବସ୍ ଆକଳନ ଅନୁଯାୟୀ ସେତେବେଳେ ସେ ଧନୀ ତିଲିକାର ୭୮୫ ସ୍ଥାନରେ ଥଲେ । ଜୁକରବର୍ଗ […]

plague
ଚୀନ୍‌ରୁ ଆସୁଛି ପୁଣି ଏକ ମାରାତ୍ମକ ରୋଗ

ବେଜିଂ: କରୋନା ଭାଇରସ ବିରୋଧରେ ସାରା ବିଶ୍ୱ ଲଢୁଛି। ଏପରି ସମୟରେ ଚୀନରୁ ମିଳିଛି ପୁଣି ଏକ ଖରାପ ଖବର। ଆଉ ଏକ ମାରାତ୍ମ ରୋଗ ଦେଖା ଦେଇଛି ଚୀନରେ।  ସେଠିକାର ସରକାରୀ ଗଣମାଧ୍ୟମରେ ମିଳିଥିବା ଖବର ଅନୁସାରେ ଉତ୍ତର ଚୀନ୍‌ର ଏକ ସହରରେ ବ୍ୟୁବୋନିକ  ପ୍ଲେଗ୍ (Bubonic plague) ରୋଗ ଦେଖା ଦେଇଛି।  ରବିବାର ଏ ନେଇ ଖବର ପ୍ରକାଶ ପାଇବା ପରେ ସତର୍କ ସୂଚନା ଜାରି କରାଯାଇଛି।  ଆଭ୍ୟନ୍ତରୀଣ ମୋଙ୍ଗୋଲିଆର ସ୍ୱୟଂଶାସିତ ଅଞ୍ଚଳ ବାୟାନୁରରେ […]

galwan
ଗଲୱାନ ଘାଟିରୁ ପଛକୁ ହଟିଲା ଚୀନ

ନୂଆଦିଲ୍ଲୀ: ଲଦାଖ ସୀମାନ୍ତରେ ଦାଦାଗିରି ଦେଖାଇ ଭାରତଠୁ କଡ଼ା ଜବାବ ପାଇବା ପରେ ପଛକୁ ହଟିଛି ଚୀନ।  ଏବେ ଲଦାଖ ଗଲୱାନ ଘାଟିରୁ ଚୀନ୍ ସେନା ୨ କିମି ପଛକୁ ହଟିଥିବା ସୂଚନା ମିଳିଛି। ଏଥିସହିତ ଭାରତ ମଧ୍ୟ ତାର ସେନାକୁ ପଛକୁ ହଟାଇଥିବା ସୂଚନା ମିଳିଛି। ଗଲୱାନ ଘାଟିରେ ଚୀନ ଅସ୍ଥାୟୀ କ୍ୟାମ୍ପ କରିବା ପରେ ମୁହଁମୁହିଁ ହୋଇଥିଲେ ଦୁଇ ଦେଶର ସେନା। ଚୀନ ସେନାର ବର୍ବର ଆକ୍ରମଣରେ ସହିଦ୍‌ ହୋଇଥିଲେ ୨୦ ଭାରତୀୟ ଯବାନ। […]

travel
ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି

ଆଜି ୨୦୨୦ ମସିହା, ମାର୍ଚ୍ଚ ମାସ ୧୩ ତାରିଖ, ଶୁକ୍ରବାର। ଜାଣନ୍ତୁ ଆଜି ଦିନଟି ଆପଣଙ୍କର କେମିତି କଟିବ…

corona
ଗଞ୍ଜାମରେ ୪ କରୋନା ଯୋଦ୍ଧା ଆଖି ବୁଜିଲେ

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାରେ ଆଖି ବୁଜିଲେ ୪ କରୋନା ଯଦ୍ଧା ।  ମୃତକଙ୍କ ମଧ୍ୟରେ ୨ ଶିକ୍ଷକ, ଜଣେ ଅଙ୍ଗନବାଡ଼ି କର୍ମୀ ଓ ଜଣେ କନିଷ୍ଠ ଯନ୍ତ୍ରୀ ଅଛନ୍ତି। ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ। ସୂଚନାଥାଉ କି, ରାଜ୍ୟରେ କରୋନା ସ୍ଥିତି ଭୟଙ୍କର ହେଉଛି। ଆଜି ରାଜ୍ୟରେ ରାଜ୍ୟରେ ଅଜି ୨୪ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୪୫୬ କରୋନା ପଜିଟିଭ।  ଗଜିଲ୍ଲାରେ ସର୍ବାଧିକ ୧୬୬ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ମିଶାଇ ରାଜ୍ୟରେ […]

cinbd
୨୪ ଜିଲ୍ଲାରୁ ଚିହ୍ନଟ ହେଲେ ୪୫୬ କରୋନା ପଜିଟିଭ

ଭୁବନେଶ୍ୱର; ରାଜ୍ୟରେ ଆଜି ୨୪ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୪୫୬ କରୋନା ପଜିଟିଭ। ଏହାକୁ ମିଶାଇ ରାଜ୍ୟରେ ମାଟ ଆକ୍ରାନ୍ତଙ୍କ ସଂଖ୍ୟା ୯,୫୨୬କୁ ବୃଦ୍ଧି ପାଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଜିଲ୍ଲାରେ ଚିହ୍ନଟ ୪୫୬ କରୋନା ରୋଗୀଙ୍କ ମଧ୍ୟରୁ ୩୦୯ କ୍ୱାରେଣ୍ଟିନ୍‌ରେ ଥିବାବେଳେ ଲୋକାଲ କେସ ୧୪୭ ଅଛନ୍ତି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧୬୬ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। Covid-19 Report For 5th July […]

china
ଲଦାଖରୁ ଜବାବ ପାଇବା ପରେ ଭୁଟାନ ସୀମା କବ୍‌ଜା କରିବାକୁ ଚୀନ୍‌ର ଚକ୍ରାନ୍ତ‌

ନୂଆଦିଲ୍ଲୀ: ଲଦାଖରେ ଚୀନର ଦାଦାଗିରିର କଡା ଜବାବ୍‌ ଦେଇଛି ଭାରତ। ସାମରିକ, ରାଜନୈତିକ, ଅର୍ଥନୈତିକ ଏଂବ କୂଟନୈତିକ ଜବାବ ପାଇବା ପରେ ଏବେ ଚୀନ ଭାରତର ଘନିଷ୍ଠ ବନ୍ଧୁମାନଙ୍କୁ ହଇରାଣ କରିବାକୁ ଚେଷ୍ଟା କରୁଛି। ଭୁଟାନର ଭାରତ ସୀମାକୁ ଲାଗି ରହିଥିବା ଜମିକୁ ତା’ର ଦାବି କରିଛି ଡ୍ରାଗନ୍। ସାରା ବିଶ୍ୱ ବେଜିଂକୁ ଚାରି ଦିଗରୁ ଘେରିଥିବାବେଳେ ଭାରତ ଉପରେ ଚାପ ପକାଇବା ପାଇଁ ଚୀନ ଏପରି ପଦକ୍ଷେପମାନ ନେଉଥିବା କୁହାଯାଉଛି । ବାସ୍ତବରେ ଏହା ଭାରତର ଘନିଷ୍ଠ ବନ୍ଧୁମାନଙ୍କୁ […]

kanye
ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେ ଏଇ ପପ୍ ସିଙ୍ଗର

ୱାଶିଂଟନ: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେ ପପ୍ ସିଙ୍ଗର କେନି ୱେଷ୍ଟ। ଏନେଇ ଟ୍ୱିଟ୍ କରି ଖୋଦ୍ କେନି ସୂଚନା ଦେଇଛନ୍ତି। କେନି ନିଜ ଟ୍ୱିଟ୍‌ରେ ଲେଖିଛନ୍ତି, ‘ଏବେ ଭଗବାନଙ୍କ ଉପରେ ଭରସା କରି ଆମର ଦୃଷ୍ଟିକୁ ଏକତ୍ରିତ କରିବା ଏବଂ ଆମେରିକା ପ୍ରତି ଦେଇଥିବା ପ୍ରତିଶ୍ରୁତିକୁ ମନେ ପକାଇ ଭବିଷ୍ୟତ ନିର୍ମାଣ କରିବା। ମୁଁ ରାଷ୍ଟ୍ରପତି ନିର୍ବାଚନ ଲଢିବାକୁ ଚାହୁଁଛି।‘ କେନିଙ୍କ ଟ୍ୱିଟ୍ ଏବେ ସମସ୍ତଙ୍କୁ ଚିକତ କରିଛି। କାରଣ ରାଜନୀତିରୁ ଦୂର ଦୂର ଯାଏ […]