• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

vigilance
ଭିଜିଲାନ୍ସ ଜାଲରେ ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀ

ଦେବଗଡ଼:  ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଦେବଗଡ଼ ମ୍ୟୁନିସିପାଲିଟି କର୍ପୋରେସନର ନିର୍ବାହୀ ଅଧିକାରୀ କୁଞ୍ଜବନ ପ୍ରଧାନ। ତାଙ୍କ ବିରୋଧରେ ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ ଆସିଥିଲା। ଅଭିଯୋଗ ପାଇବା ପରେ ସମ୍ବଲପୁର ଭିଜିଲାନ୍ସ ଡିଏସ୍‌ପି ଦାଶରଥୀ ସେଠୀଙ୍କ ନେତୃତ୍ୱରେ ଏକ ଟିମ୍  ଚଢଉ କରିଛନ୍ତି। ନିର୍ବାହୀ ଅଧିକାରୀ କୁଞ୍ଜବନ ପ୍ରଧାନଙ୍କ ସରକାରୀ ବାସଭବନ ଓ କାର୍ଯ୍ୟାଳୟ ସମେତ ୪ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ କରାଯାଇଛି। ଝାରସୁଗୁଡ଼ା ଜିଲ୍ଲା ବନ୍ଧବାହାଲରେ ଥିବା ଶ୍ୱଶୁର ଘର ଓ ଗଣ୍ଡଗରାରେ ଥିବା ପୈତୃକ […]

encounter
ପୁଲୱାମାରେ ପୁଣି ଏନ୍‌କାଉଣ୍ଟର; ଆତଙ୍କୀ ନିପାତ

ଶ୍ରୀନଗର:ଜମ୍ମୁ-କାଶ୍ମୀରର ପୁଲୱାମା ନିକଟରେ ସୁରକ୍ଷାକର୍ମୀ ଏବଂ ଆତଙ୍କୀଙ୍କ ମଧ୍ୟରେ ଆଜି ପୁଣି ଗୁଳି ବିନିମୟ ଘଟିଛି। ପୁଲୱାମାର ଗୁସୁ ଇଲାକାରେ ଏହି ଏନ୍‌କାଉଣ୍ଟର ଚାଲିଛି।  ଏଠାରେ ୩ରୁ ୪ ଜଣ ଆତଙ୍କବାଦୀ ଲୁଚି ରହିଥିବା ପୋଲିସକୁ ଖବର ମିଳିଥିଲା। ସ୍ଥାନୀୟ ପୋଲିସ ଓ ସୁରକ୍ଷାକର୍ମୀମାନେ ମିଳିତ ଅପରେସନରେ ବାହାରିଥିଲେ। ଏନ୍‌କାଉଣ୍ଟରରେ ଜଣେ ଆତଙ୍କୀଙ୍କୁ ନିପାତ କରିଛନ୍ତି ଭାରତୀୟ ସୁରକ୍ଷାକର୍ମୀ। ଅନ୍ୟପକ୍ଷେ ଆତଙ୍କୀଙ୍କ ଗୁଳିରେ ଜଣେ ଯବାନ ସହିଦ ହୋଇଛନ୍ତି। ଏଥିସହିତ ଜଣେ ପୋଲିସ ଓ ଜଣେ ସୁରକ୍ଷା […]

covixin
ଭାରତରେ ପ୍ରଥମ କରୋନା ଭାକ୍ସିନର ହ୍ୟୁମାନ ଟେଷ୍ଟ, ୧୩ରେ ପଞ୍ଜୀକରଣ

ନୂଆଦିଲ୍ଲୀ:  ସାରା ବିଶ୍ୱ କରୋନା ଟୀକା ପ୍ରସ୍ତୁତିରେ ଲାଗିପଡ଼ିଥିବା ବେଳେ, ଭାରତ ବି ପଛରେ ନାହିଁ।ହ୍ୟୁମାନ ଟ୍ରାଏଲ୍ ପାଇଁ ଅନୁମତି ପାଇଥିବା ଭାରତର ୨ଟି ଟୀକାକୁ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରାଳୟ ‘ଅନ୍ତର ଅୟମାରମ୍ଭ’ ବୋଲି କହିଛି। ତେବେ ଭାରତ ବାୟୋଟେକ୍ ଓ ICMR ମିଳିତ ପ୍ରୟାସରେ ପ୍ରସ୍ତୁତ କ୍ୟାଣ୍ଡିଡେଟ୍ ଭ୍ୟାକ୍ସିନ କୋଭାକ୍ସିନକୁ ଦେଶର ପ୍ରଥମ ଟିକା ଭାବେ ମାନବ ପରୀକ୍ଷଣ ପାଇଁ ଅନୁମତି ମିଳିଛି । ଏହାର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ […]

ctc
ଆଜିଠାରୁ କଟକ, ଗଞ୍ଜାମରେ ଆଣ୍ଟିଜେନ ଟେଷ୍ଟ

କଟକ: ଆଜିଠାରୁ କଟକ ଓ ଗଞ୍ଜାମରେ ହେବ ଆଣ୍ଟିଜେନ ଟେଷ୍ଟ। କଟକ SCB ଓ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲର ସମସ୍ତ ରୋଗୀଙ୍କର କୋଭିଡ୍ ଟେଷ୍ଟ କରାଯିବ। ପରୀକ୍ଷା ପରେ ହିଁ ନୂଆ ରୋଗୀଙ୍କୁ SCB ଓ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ ଆଡମିଶନ କରାଯିବ। କଟକ ଓ ଏହି ସହରର ୩ଟି ପ୍ରମୁଖ ହସ୍ପିଟାଲ SCB, ଆଚାର୍ଯ୍ୟ ହରିହର କ୍ୟାନସଲ ହସ୍ପିଟାଲ ଓ ଶିଶୁ ଭବନରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଏହି ନିଷ୍ପତ୍ତି ନିଆଯାଇଥିଲା […]

bishnu
ଆଜି ସନ୍ଧ୍ୟାରେ ବିଧାୟକ ବିଷ୍ଣୁ ଦାସଙ୍କ ଶେଷକୃତ୍ୟ

ଭୁବନେଶ୍ୱର: ବରିଷ୍ଠ ବିଜେଡି ନେତା ତଥା ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କ ମରଶରୀର ଜନ୍ମମାଟି ଜଗତସିଂହପୁର ଅଭିମୁଖେ ଯାଉଛି। ବିଷ୍ଣୁଙ୍କ ମରଶରୀର ପ୍ରଥମେ ରାଜ୍ୟ ବିଜେଡି କାର୍ଯ୍ୟାଳୟକୁ ନିଆଯାଇଥିଲା । ପରେ ବିଧାନସଭା ପରିସରକୁ ନିଆଯାଇଥିଲା। ସେଠାରେ ବହୁ ନେତା ଓ ମନ୍ତ୍ରୀମାନେ ଆସି ବିଷ୍ଣୁଙ୍କ ଶେଷ ଦର୍ଶନ କରିଥିଲେ। ଆଜି ସନ୍ଧ୍ୟାରେ ଶେଷକୃତ୍ୟ ହେବା ନେଇ ସୂଚନା ମିଳିଛି। ଗତକାଲି ବିଧାୟକ ବିଷ୍ଣୁ ଦାସଙ୍କର ଦେହାନ୍ତ ହୋଇଯାଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୬୬ […]

susant-1
ରିଲିଜ୍‌ ହେଲା ସୁଶାନ୍ତଙ୍କ ଶେଷ ଫିଲ୍ମ ‘ଦିଲ୍‌ ବେଚାରା’ର ଟ୍ରେଲର

ନୂଆଦିଲ୍ଲୀ:ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ତାଙ୍କ ଫ୍ୟାନ୍ସମାନେ ସୁଶାନ୍ତଙ୍କ ଶେଷ ଫିଲ୍ମ ଦିଲ୍‌ ବେଚାରା (Dil  Bechara) ଦେଖିବାକୁ ଉତ୍ସୁକତାର ସହ ଚାହିଁ ବସିଛନ୍ତି। ଏହି ଉତ୍ସୁକତାକୁ  ବଢାଇ ଦେଇଛି ଦିଲ୍‌ ବେଚାରାର ଟ୍ରେଲର । ଇତି ମଧ୍ୟରେ ଦିଲ୍‌ ବେଚାରାର ଟ୍ରେଲର ରିଲିଜ ହୋଇଛି।  ଏହି ଫିଲ୍ମରେ ସୁଶାନ୍ତଙ୍କ ସହ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ସଞ୍ଜନା ସାଘିଂ। ଫିଲ୍ମ ଟ୍ରେଲର ରିଲିଜ୍‌ ହେବା ପରେ ପରେ ଏହା ୟୁ ଟ୍ୟୁବ୍‌ରେ ଟ୍ରେଣ୍ଡ କରୁଛି। […]

sambit patra
କରୋନା ରୋଗୀଙ୍କ ଚିକିତ୍ସା ପାଇଁ ପ୍ଲାଜ୍‌ମା ଦାନ କଲେ ସମ୍ବିତ ପାତ୍ର

ନୂଆଦିଲ୍ଲୀ: ବିଜେପି ଜାତୀୟ ମୁଖପାତ୍ର  ସମ୍ବିତ ପାତ୍ର  ଆଜି ପ୍ଲାଜ୍‌ମା ଦାନ କରିଛନ୍ତି । କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଏହି ପ୍ଲାଜମା ଦାନ କରିଛନ୍ତି ସମ୍ବିତ । ବିଜେପିର ଜାତୀୟ ମୁଖପାତ୍ର ତଥା ପୁରୀ ଲୋକସଭା ଆସନରୁ ପ୍ରାର୍ଥୀ ହୋଇ ପରାସ୍ତ ହୋଇଥିବା ସମ୍ବିତ ପାତ୍ର  ଆଜି ଗୁରୁଗ୍ରାମ ସ୍ଥିତ ମେଦାନ୍ତ ହସ୍ପିଟାଲରେ ପ୍ଲାଜମା ଦେଉଥିବା ବେଳର ଫଟୋ ଟ୍ୱିଟ କରିଛନ୍ତି। ଗତମାସରେ ସମ୍ବିତ ପାତ୍ରଙ୍କ ଶରୀରରେ କରୋନା ଲକ୍ଷଣ ଦେଖାଯାଇଥିଲା। ଏହି କାରଣରୁ ସେ […]

shark
ସାର୍କକୁ ଧରି ଆକାଶରେ ଉଡ଼ୁଛି ପକ୍ଷୀ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଆପଣ କେବେ ଦେଖିଛନ୍ତି କି ପକ୍ଷୀ ସାର୍କ ମାଛକୁ ଧରି ଆକାଶରେ ଉଡ଼ୁଥିବା ? ନୁହେଁ ନା ! ଆପଣ ଭାବୁଛନ୍ତି ଏହା ଅସମ୍ଭବ କଥା । ପୃଥିବୀ ପ୍ରାକୃତିକ ସମ୍ଭାରରେ ପରିପୂର୍ଣ୍ଣ । ଏଠି ପ୍ରତି ସେକେଣ୍ଡରେ କିଛି ନା କିଛି ଆଶ୍ଚର୍ଯ୍ୟ ଘଟଣା ଘଟେ । ଦେଖନ୍ତୁ ଏହି ଭିଡିଓ କିପରି ଗୋଟିଏ ପକ୍ଷୀ ତାର ପଞ୍ଝାରେ ସାର୍କ ମାଛଟିକୁ ଉଠାଇ ନେଉଛି । ପକ୍ଷୀଟି ଉଡି ଉଡି ପାଣ ଭିତରୁ ଏକ […]

facebook
ଫେସ୍ ବୁକ୍‌ର ରଙ୍ଗ ନୀଳ କାହିଁକି ଜାଣନ୍ତି ?

ନୀଳ ରଙ୍ଗର ‘F’ କୁ ଦେଖିଲେ ଆପେ ଆପେ ବୁଝି ହୋଇଯାଏ ଏହା ଫେସ୍‌ ବୁକ୍‌ ବୋଲି। ହେଲେ ଏହି F ର ରଙ୍ଗ ସବୁବେଳେ ନୀଳ କାହିଁକି ? ଜାଣନ୍ତି ଏହା ପଛରେ ଥିବା ରହସ୍ୟ ? ଫେସବୁକ୍ ସିଇଓ ମାର୍କ ଜୁକରବର୍ଗ ୨୩ ବର୍ଷ ବୟସରେ ୨୦୦୮ ମସିହାରେ ଦୁନିଆର ସର୍ବକନିଷ୍ଠ ଯୁବ ଆରବପତି ହୋଇପାରିଥିଲେ । ଫୋର୍ବସ୍ ଆକଳନ ଅନୁଯାୟୀ ସେତେବେଳେ ସେ ଧନୀ ତିଲିକାର ୭୮୫ ସ୍ଥାନରେ ଥଲେ । ଜୁକରବର୍ଗ […]