• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

doctor
କରୋନା ରୋଗୀଙ୍କ ପାଇଁ ଶହେ ଜୁଗାଡ୍ ଆମ୍ବୁଲାନ୍ସର ବ୍ୟବସ୍ଥା କଲେ ଡାକ୍ତର

ପୁଣେ: ମହାରାଷ୍ଟ୍ର ପୁଣେ ସହରରେ ନିଆରା ଜୁଗାଡ୍ ଆମ୍ବୁଲାନ୍ସ ସେବା। କିଛି ଚାଳକ ନିଜ ଅଟୋରେ କରୋନା ରୋଗୀଙ୍କ ପାଇଁ ଆମ୍ବୁଲାନ୍ସର ବ୍ୟବସ୍ଥା କରିଛନ୍ତି। ବର୍ତ୍ତମାନ କରୋନା ସଂକ୍ରମଣ ବଢି ଚାଲିଥିବାବେଳେ ମହାରାଷ୍ଟ୍ରର ସ୍ଥିତି ସଂଗିନ ରହିଛି। ଏଭଳି ସ୍ଥିତିରେ ଅନେକ…

corona patient
ତୃତୀୟ ଲହର ସହ ଲଢ଼ିବାକୁ ମଧ୍ୟପ୍ରଦେଶର ପ୍ରସ୍ତୁତି, ଅମ୍ଳଜାନ ଶଯ୍ୟା ବୃଦ୍ଧି ପାଇଁ ଏବେଠୁ ଯୋଜନା

ଭୋପାଳ: ମଧ୍ୟପ୍ରଦେଶରେ, କରୋନାର ଦ୍ୱିତୀୟ ଲହର କ୍ରମାଗତ ଭାବରେ ନିୟନ୍ତ୍ରଣ ବାହାରେ ରହିଥିବା ବେଳେ ଏବେ ତୃତୀୟ ଲହର ସାଙ୍ଗେ ଲଢ଼େଇ ପାଇଁ ରାଜ୍ୟ ପ୍ରସ୍ତୁତ ହେଲାଣି । ତୃତୀୟ ଲହର ସହ ଲଢ଼େଇ ପାଇଁ ଭୋପାଳର ପାଞ୍ଚଟି ବଡ ମେଡିକାଲ…

COVISHIELD
ଏଣିକି ପ୍ରଥମ ଡୋଜ୍‌ ଟିକା ନେବାର ଏତିକି ଦିନ ପରେ ମିଳିବ ଦ୍ୱିତୀୟ ଡୋଜ୍‌

କରୋନା ଟିକାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ବଡ଼ ଘୋଷଣା। ଏଣିକି କୋଭିସିଲ୍ଡ ଟିକା ଡୋଜ୍ ମଧ୍ୟରେ ବ୍ୟବଧାନ ଅବଧି ବଢ଼ିଲା। ପ୍ରଥମ ଡୋଜର ୧୨ରୁ ୧୬ ସପ୍ତାହ ପରେ ୨ୟ ଡୋଜ୍ ଦିଆଯିବ ବୋଲି ସୂଚନା ମିଳିଛି । ୬ରୁ ୮ ସପ୍ତାହ ବଦଳରେ ଏଣିକି ୧୨ରୁ ୧୬ ସପ୍ତାହ ପରେ ମିଳିବ କରୋନା ଟିକା

Capture
ଇନ୍‌ଷ୍ଟାଗ୍ରାମରେ କଙ୍ଗନା-ଇରଫାନ୍‌ ମୁହାଁମୁହିଁ

ନୂଆଦିଲ୍ଲୀ: ନିକଟରେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଟ୍ୱିଟର ଆକାଉଣ୍ଟକୁ ସସ୍‌ପେଣ୍ଡ କରିଦିଆଯାଇଛି । ତଥାପି ସେ ସୋସିଆଲ ମିଡିଆରେ ସକ୍ରିୟ ରହିଛନ୍ତି । ଆଉ ନିଜର ବିଚାର ଲୋକଙ୍କ ଆଗରେ ରଖିବା ପାଇଁ ସେ ଇନ୍‌ଷ୍ଟାଗ୍ରାମ୍‌ର ବ୍ୟବହାର କରୁଛନ୍ତି ।…

lockdowm
କରୋନା ସ୍ଥିତି ସଙ୍ଗୀନ: ଆଉ କେତେଦିନ ଲକଡାଉନ୍‌ ବଢିବ?

ରାଜ୍ୟରେ ବଢ଼ିବ କି ଲକଡାଉନ୍ ଅବଧି? ମେ ମାସରେ ବେଲଗାମ୍ ସଂକ୍ରମଣ ଓ ଆକ୍ଟିଭ୍‌ କେଶ୍ ସଂଖ୍ୟା ଆଜି ୧ ଲକ୍ଷ ପାର୍ କରିବା ପରେ ଏହି ଆଶଙ୍କା ବଢ଼ିଯାଇଛି।

baripada
କୁଆଡେ ଗଲେ ଅଖିଳ? ଚିକିତ୍ସାଧୀନ କରୋନା ରୋଗୀଙ୍କ ମିଳୁନି ପତ୍ତା

ବାରିପଦା: ଚିକିତ୍ସାଧୀନ କରୋନା ରୋଗୀଙ୍କ ମିଳୁନି ପତ୍ତା । ଏ ଡାକ୍ତରଖାନାରୁ ସେ ଡାକ୍ତରଖାନା ଦୌଡି ନୟାନ୍ତ ହେଲେଣି ପରିବାର ଲୋକେ କିନ୍ତୁ ରୋଗୀଙ୍କୁ ଖୋଜି ପାଉନାହାନ୍ତି । ଶେଷରେ ନିରୁପାୟ ହୋଇ ଥାନାର ଆଶ୍ରୟ ନେଇଛନ୍ତି ପରିବାର ଲୋକ ।…

vimsar
୩ ମାସ ହେଲାଣି ଦରମା ପାଇନାହାନ୍ତି ନର୍ସ

ବୁର୍ଲା ଭିମସାରରେ ନର୍ସ ହାଲ୍ଲାବୋଲ କରିଛନ୍ତି। ତିନିମାସର ଦରମା ଦାବିରେ ହସପିଟାଲ ମ୍ୟାନେଜରଙ୍କୁ ଘେରାଉ କରିଛନ୍ତି ନର୍ସ। ଗତ ୨୦୧୪ ମସିହାରେ ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା ଜି.ଏନ.ଏମ ମାନେ ଗତ ଡିସେମ୍ବର ମାସରେ ରେଗୁଲାର ହୋଇଥିଲେ

corona vaccine
ଅଗଷ୍ଟରୁ ଦୂର ହେବ ଟିକା ସମସ୍ୟା: ଦେଶରେ ଉପଲବ୍ଧ ହେବ ୨୧୬ କୋଟି ଟିକା

ଟିକାକୁ ନେଇ ବଡ଼ ସୂଚନା ଦେଲେ ନୀତି ଆୟୋଗ ସଦସ୍ୟ ଭି.କେ ପଲ। ଆସନ୍ତା ଡିସେମ୍ବର ସୁଦ୍ଧା ୨୧୬ କୋଟି ଟିକା ନେଇ ଭି.କେ ପଲ କହିଛନ୍ତି। ଏହାସହ ଅଗଷ୍ଟରୁ ଡିସେମ୍ବର ମଧ୍ୟରେ ଟିକା ଅଭାବ ସମସ୍ୟା ଦୂର ହେବ ବୋଲି ସେ କହିଛନ୍ତି।

Morning Work
ଲକ୍‌ଡାଉନ୍‌ ବେଳେ ସାଇକେଲିଂ ଓ ମର୍ଣ୍ଣିଂ ୱାର୍କ୍‌ ସମ୍ପୂର୍ଣ୍ଣ ମନା

ଲକଡାଉନ୍‌ରେ ମର୍ଣ୍ଣିଂ ୱାର୍କ ଓ ସାଇକେଲିଂକୁ ସଂପୂର୍ଣ୍ଣ ମନା। ଲକ୍ ଡାଉନ୍ କଟକଣା ନେଇ ବରିଷ୍ଠ ପୋଲିସ ଅଧିକାରୀ ଏହି ସୂଚନା ଦେଇଛନ୍ତି। କେବଳ ମର୍ଣ୍ଣିଂ ୱାର୍କ ନୁହେଁ ବରଂ ଇଭିନିଂ ୱାର୍କ, ସାଇକ୍ଲିଂକୁ ସଂପୂର୍ଣ୍ଣ ବାରଣ କରାଯାଇଛି।

lav-agarawal
ଏହି ସବୁ ରାଜ୍ୟରେ ବଢୁଛି ସଂକ୍ରମଣ : ପ୍ରେସମିଟ୍‌ କରି ସୂଚନା ଦେଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ଦେଶର କରୋନା ସ୍ଥିତିକୁ ନେଇ ପ୍ରେସମିଟ୍‌ କଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସ୍ୱତନ୍ତ୍ର ସଚିବ ଲବ୍‌ ଅଗ୍ରୱାଲ। ସୂଚନା ଅନୁସାରେ, ବର୍ତ୍ତମାନସମୟରେ ଓଡ଼ିଶା ସହ ପଶ୍ଚିମବଙ୍ଗ ଓ ଆସାମରେ ସଂକ୍ରମଣ ବଢୁଛି।

OXHEN TANKER
ପୋଲିସ ଦେଖାଇଲା ମହାନତା: ଦୁର୍ଘଟଣା ଗାଡ଼ିକୁ ସଜାଡିଲା, ଗନ୍ତବ୍ୟସ୍ଥଳକୁ ଅକ୍ସିଜେନ୍‌ ପଠାଇଲା...

ଭିନ୍ନ ରାଜ୍ୟକୁ ଅକ୍ସିଜେନ ପଠାଇ ଓଡିଶା ଦେଶର ସଙ୍କଟ ମୋଚକ ସାଜିଥିବାବେଳେ ଓଡିଶା ପୋଲିସ ମଧ୍ୟ ସକ୍ରିୟତାର ସହ ଏହି ଅଭିଯାନକୁ ସଫଳ ରୂପ ଦେବାରେ ଲାଗିଛି। ସୂଚନା ଅନୁସାରେ, ବିଜୟୱାଡ଼ାକୁ ଅକ୍ସିଜେନ ନେଇ ଯାଉଥିବା ଏକ ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ ହେବାପରେ ଓଡିଶା ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏହାକୁ ଗନ୍ତବ୍ୟସ୍ଥଳକୁ ଛାଡିଛି।

Vaccin_1200x768
୧୨ ସପ୍ତାହ ପରେ ଦ୍ୱିତୀୟ ଡୋଜ୍ ଦିଆଯାଉ, ସୁପାରିଶ କଲା NITAG

ନୂଆଦିଲ୍ଲୀ: କୋଭିସିଲ୍ଡ ଟିକାର ଦୁଇଟି ଡୋଜ୍ ମଧ୍ୟରେ ବ୍ୟବଧାନ ବୃଦ୍ଧି ପାଇଁ ସୁପାରିଶ କରିଛି ନ୍ୟାସନାଲ ଇମ୍ୟୁନିଜେନସ ଟେକ୍ନିକାଲ ଆଡଭାଇଜରି ଗ୍ରୁପ, NITAG। କୋଭିସିଲ୍ଡ ଟିକା ନେବାର ପ୍ରଥମ ଡୋଜର ୧୨ ସପ୍ତାହ ପରେ ଓ ୧୬ ସପ୍ତାହ ପୂର୍ବରୁ ଦ୍ୱିତୀୟ…

lockdown 1
୬ ଦିନ ମଧ୍ୟରେ ସ୍ଥିତି ନସୁଧୁରିଲେ ପୁଣି ରାଜ୍ୟରେ ବଢିବ ଲକଡାଉନ୍‌ !

ରାଜ୍ୟରେ କୋରନା ସଂକ୍ରମଣ ପୂର୍ବ ଅପେକ୍ଷା ସାମନ୍ୟ ହ୍ରାସ ପାଇ ଏବେ ଫ୍ଲାଟ ସ୍ଥିତିରେ ରହିଛି। ଦୈନିକ ସଂକ୍ରମଣ ଆଗରୁ ୧୨ ହଜାର ଥିବାବେଳେ ଏବେ ୧୦ହଜାର ଟ୍ରେଣ୍ଡ ଚାଲିଛି

qurantine center
କ୍ୱାରେଣ୍ଟିନ୍ ସେଣ୍ଟରରୁ ଅନ୍ତେବାସୀ ନିଖୋଜ

ଗଜପତି ଜିଲ୍ଲା ମୋହନା ଲୁହାଗୁଡ଼ି କ୍ୱାରେଣ୍ଟିନ୍ ସେଣ୍ଟରରୁ ଜଣେ ଅନ୍ତେବାସୀ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି। ସଂପୃକ୍ତ ଅନ୍ତେବାସୀଜଣଙ୍କ ଦମାଦୁଆ ପଂଚାୟତ ଘାସପଦା ଗାଁର ନରେନ୍ଦ୍ର ବିଶୋଇ ବୋଲି ଜଣାପଡ଼ିଛି। ସେ ଗତ ୯ ତାରିଖରେ ପଡ଼ୋଶୀ ଆନ୍ଧ୍ର ପ୍ରଦେଶରୁ ଆସିଥିଲେ।

ice-cream-freezerweb
ହରିୟାଣାରେ ପଡ଼ି ରହିଛି ଓଡିଆ ଯୁବକଙ୍କ ମୃତଦେହ

୫ ଦିନ ହେଲା ହରିୟାଣାର ସୋନିପତରେ ପଡ଼ି ରହିଛି ଓଡିଆ ଯୁବକଙ୍କ ମୃତଦେହ। ନା ଓଡ଼ିଶା ଅଣାଯାଇ ପାରୁଛି ନା ସେଠାକୁ ପରିବାର ଲୋକ ଯାଇପାରୁଛନ୍ତି। ଏତେ ଦିନ ହେଲାଣି ଫ୍ରିଜରରେ ରହିଛି ମୃତଦେହ। ପରିବାର ଲୋକଙ୍କ ଦ୍ୱାରା ଚିହ୍ନଟ ହୋଇପାରିନଥିବାରୁ…

Jail
ଜେଲ ଚାରିକାନ୍ଥ ଭିତରେ ଚାଲିଛି ମଉଜ ମସ୍ତୀ: ଭାଇରାଲ ହେଲା ଭିଡ଼ିଓ

ଜେଲ ଚାରିକାନ୍ଥ ଭିତରେ ଚାଲିଛି ମଉଜ ମସ୍ତୀ। କରୋନା କଟକଣା ଫୁ, ସାମାଜିକ ଦୂରତାର ଖୋଲାଖୋଲି ଧଜିଆ ଉଡ଼ିଛି। ଖୋଦ୍ ରାଜଧାନୀ ଭୁବନେଶ୍ୱର ଝାରପ଼ଡ଼ା ଜେଲରୁ ଆସିଛି ଏହି ଭାଇରାଲ ଭିଡିଓ

deadbody buried
ନଦୀ ଶଯ୍ୟାରୁ ମିଳିଲା ବହୁ ମୃତଦେହ, ବାଲିରେ ପୋତା ଯାଇଥିଲା

ଲକ୍ଷ୍ନୌ: କିଛିଦିନ ତଳେ ଉତ୍ତର ପ୍ରଦେଶ ଓ ବିହାରରେ ଗଙ୍ଗା ନଦୀରେ କୁଢ଼ କୁଢ଼ ଶବ ଭାସିବାର ଦୃଶ୍ୟ ପରେ ଏବେ ଉତ୍ତର ପ୍ରଦେଶ ଉନ୍ନାଓ ଜିଲ୍ଲାର ୨ଟି ସ୍ଥାନରେ ଗଙ୍ଗା ନଦୀ ଶଯ୍ୟାରେ ବାଲିରେ ବହୁ ସଂଖ୍ୟକ ମୃତଦେହ ପୋତା…

upsc
ଘୁଞ୍ଚିଲା ସିଭିଲ୍ ସର୍ଭିସ ପ୍ରିଲିମିନାରୀ ପରୀକ୍ଷା

ନୂଆଦିଲ୍ଲୀ: ଘୁଞ୍ଚିଲା ସିଭିଲ୍ ସର୍ଭିସ (ପ୍ରିଲିମିନାରୀ) ପରୀକ୍ଷା। ଜୁନ୍ ୨୭ରେ ହେବାକୁ ଥିବା ଏହି ପରୀକ୍ଷା ଅକ୍ଟୋବର ୧୦କୁ ଘୁଞ୍ଚିଲା। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି UPSC ନିଷ୍ପତ୍ତି ନେଇଛି। ଦେଶରେ କରୋନାର ଦ୍ୱିତୀୟ ଲହର ଜାରି ରହିଛି। ଏହି ସମୟରେ…

lockdown
ମହାରାଷ୍ଟ୍ରରେ ୧୫ ଦିନ ପାଇଁ ବଢ଼ିଲା ଲକଡାଉନ୍‌, ଜୁନ୍ ୧ ପର୍ଯ୍ୟନ୍ତ ଲାଗୁ ହେଲା କଡ଼ା କଟକଣା

ମୁମ୍ବାଇ : ମହାରାଷ୍ଟ୍ରରେ ପାଇଁ ବଢ଼ିଲା ଲକଡାଉନ୍ । ଜୁନ୍ ୧ ପର୍ଯ୍ୟନ୍ତ କଡ଼ା କଟକଣା ଲାଗୁ କରାଯାଇଛି । କରୋନା ନେଗେଟିଭ ରିପୋର୍ଟ ନଆଣିଲେ ରାଜ୍ୟରେ ପ୍ରବେଶ ନିଷିିଦ୍ଧ । କରୋନା ମହାମାରୀର ଭୟାବହତାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର…

attack on police
ପୋଲିସ୍‌କୁ ଆକ୍ରମଣ କରି ଗିରଫ ହେଲେ ୬୭ ଜଣ

ପୋଲିସ୍‌କୁ ଆକ୍ରମଣ କରି ଗିରଫ ହେଲେ ୬୭ ଜଣ ଗିରଫ ହୋଇଥିବା ୬୭ ଜଣ ବସ୍ତିବାସିନ୍ଦାଙ୍କ ମଧ୍ୟରେ ୧୫ ଜଣ ମହିଳା ଅଛନ୍ତି କାଳବୈଶାଖୀରେ କଟକ ନୂଆପଡ଼ା ବାଲିସାହି ବିସ୍ଥାପିତଙ୍କ ଟେଣ୍ଟ ଭାଙ୍ଗିବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ୍‌ କଟକ: କାଳବୈଶାଖୀରେ…

dharmendra
୪ ଜିଲ୍ଲାରେ ହେବ ୫୫୦ କୋଭିଡ୍ ବେଡ୍ ବ୍ୟବସ୍ଥା : ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧ ରଖିଲେ କେନ୍ଦ୍ର ଖଣିମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟର ୪ ଜିଲ୍ଲାରେ ହେବ ୫୫୦ କୋଭିଡ୍ ବେଡ୍ ବ୍ୟବସ୍ଥା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧ ରଖିଲେ କେନ୍ଦ୍ର ଖଣିମନ୍ତ୍ରୀ ପ୍ରହ୍ଲାଦ ଯୋଶୀ । ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୁଳରେ ଏହି ୫୫୦ଟି ବେଡ୍ ବ୍ୟବସ୍ଥା କରାଯିବ…

child
୨ରୁ ୧୮ ବର୍ଷ ବୟସ୍କଙ୍କ ପାଇଁ କୋଭାକ୍ସିନ ଟିକା ଟ୍ରାଏଲକୁ ମିଳିଲା ଅନୁମତି

ନୂଆଦିଲ୍ଲୀ: ୨ରୁ ୧୮ ବର୍ଷ ବୟସ୍କଙ୍କୁ ଟିକା ଟ୍ରାଏଲ ପାଇଁ ମିଳିଛି ଆଶ୍ବସ୍ତି। ଦେଶରେ କରୋନାର ତୃତୀୟ ଲହରର ବିପଦକୁ ଦୃଷ୍ଟିରେ ରଖି ଭରତ ବାୟୋଟେକର କରୋନା ଟିକା ‘କୋଭାକ୍ସିନ’ର ପରୀକ୍ଷା ବର୍ତ୍ତମାନ୨ ରୁ ୧୮ ବର୍ଷର ପିଲାମାନଙ୍କ ଉପରେ କରାଯିବ।…

man
ମୃତ୍ୟୁର କୋଳରେ ଥିଲା ମା’, କୋହମିଶା କଣ୍ଠରେ ଗୀତ ବୋଲି ଶେଷ ବିଦାୟ ଦେଲା ପୁଅ

‘ତେରା ମୁଝସେ ହେ ପେହଲେ କା ନାତା କୋଇ . . ୟୁ ହିଁ ନେହିଁ ଦିଲ ଲୁଭାତା କୋଇ’ । ମୃତ୍ୟୁର କୋଳରେ ଶୋଇଥିବା ମା’କୁ କୋହମିଶା କଣ୍ଠରେ ଗୀତ ବୋଲି ଶେଷ ବିଦାୟ ଦେଲା ପୁଅ । ନିଷ୍ଠୁର,…

bhubaneswar special jail
୩ ଜେଲ୍‌ ସୁପରିଣ୍ଟେଣ୍ଡେଣ୍ଟଙ୍କ ବଦଳି କଲେ ଓଡ଼ିଶା ସରକାର

୩ ଜେଲ୍‌ ସୁପରିଣ୍ଟେଣ୍ଡେଣ୍ଟଙ୍କ ବଦଳି ଭୁବନେଶ୍ୱର, ପୁରୀ ଓ ବଲାଙ୍ଗିର ଜେଲ୍‌ର ସୁପରିଣ୍ଟେଣ୍ଡେଣ୍ଟଙ୍କ ଅଦଳବଦଳ  ଭୁବନେଶ୍ୱର ସ୍ପେଶାଲ୍‌ ଜେଲ୍ ସୁପରିଣ୍ଟେଣ୍ଡେଣ୍ଟ ଧିରେନ୍ଦ୍ର ନାଥ ବାରିକଙ୍କୁ ବଲାଙ୍ଗିର ଜେଲ୍‌ର ସୁପରିଣ୍ଟେଣ୍ଡେଣ୍ଟ ଭାବେ ବଦଳି ପୁରୀ ଜେଲ୍‌ ସୁପରିଣ୍ଟେଣ୍ଡେଣ୍ଟ ସରୋଜ କୁମାର ବିଶ୍ୱାଳଙ୍କୁ ଭୁବନେଶ୍ୱର…

black fongos
୧୦୦ ବର୍ଷର ପୁରୁଣା ଚିକିତ୍ସା ପଦ୍ଧତିରେ ଗାଏବ ହୋଇଯିବ ବ୍ଲାକ ଫଙ୍ଗସ !

ଜବଲପୁର : କରୋନା ପରେ ଏବେ ଡରେଇଲାଣି ବ୍ଲାକ ଫଙ୍ଗସ ବା ମ୍ୟୁକୋରମାୟକୋସିସ । ଏହାର ଚିକିତ୍ସା ନେଇ ବିଶେଷଜ୍ଞଙ୍କମାନେ ଲାଗି ପଡ଼ିଛନ୍ତି । ଜବଲପୁରର ଜଣେ ଚିକିତ୍ସକ ଏହି ରୋଗର ଚିକିତ୍ସା ପାଇଁ ୧୦୦ ବର୍ଷର ପୁରୁଣା ଏକ ଉପାୟ…