• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Sub-Collector Performs Lasts Rites Of Covid-19 Victim
ଶବ ନେବାକୁ ମନା କରିଦେଲେ ପରିବାର ଲୋକେ, କାନ୍ଧ ଦେଲେ ଉପଜିଲ୍ଲାପାଳ

ଭଞ୍ଜନଗର: କରୋନାରେ ମୃତ୍ୟୁ ହେବାପରେ ପର କରି ଦେଉଛନ୍ତି ଆପଣାର ଲୋକ। ଶବକୁ ଚାରି କାନ୍ଧ ଦେବା ତ ଦୂର କଥା ମୃତଦେହ ପାଖ ମଧ୍ୟ ମାଡ଼ୁ ନାହାନ୍ତି। ଏପରିକି ମୃତଦେହ ଛାଡ଼ି ଚାଲି ଯାଉଛନ୍ତି। ଏଭଳି କିଛି ଅଭାବନୀୟ ଘଟଣା…

attack
ଆଉ ଜଣେ ତହସିଲଦାରଙ୍କୁ ଆକ୍ରମଣ : ସରକାରୀ ଗାଡି ଉପରକୁ ପଥର ମାଡ଼ କଲେ ଦୁର୍ବୃତ୍ତ

ବାସୁଦେବପୁର : କୋଭିଡ୍ ନିୟମର ଉଲଂଘନବେଳେ ଚଢ଼ାଉ କରିବାକୁ ଯାଇ ଆଉ ଜଣେ ତହସିଲଦାର ଦୁର୍ବୃତ୍ତଙ୍କ ଟାର୍ଗେଟରେ । ଏଥର ଆକ୍ରମଣର ଶିକାର ହୋଇଛନ୍ତି ଭଦ୍ରକ ଜିଲ୍ଲା ବାସୁଦେବପୁର ତହସିଲଦାର । ତହସିଲଦାର ସୌମ୍ୟଶ୍ରୀ ପାଣିଗ୍ରାହୀ ଗତକାଲି ସନ୍ଧ୍ୟାରେ କୁମାରପୁର ପଞ୍ଚାୟତ…

fire work
କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ଜନିତ ଦୁର୍ଘଟଣା ଏଡ଼ାଇବାକୁ ଆଗେଇଲା ଅଗ୍ନିଶମବାହିନୀ

ଭୁବନେଶ୍ୱର: ଦେଶରେ ଅନେକ ସ୍ଥାନରେ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି କୋଭିଡ ରୋଗୀଙ୍କ ମୃତ୍ୟୁ ଘଟୁଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ କୋଭିଡ ହସ୍ପିଟାଲରେ କୌଣସି ଅଗ୍ନିକାଣ୍ଡ ଜନିତ ଦୁର୍ଘଟଣା ଏଡ଼ାଇବାକୁ ସରକାର ନୂଆ ପଦକ୍ଷେପ ନେଇଛନ୍ତି। କୋଭିଡ ହସ୍ପିଟାଲରେ କୌଣସି…

food
ଢାଳି ଦେଲେ ହଣ୍ଡା ହଣ୍ଡା ଖାଦ୍ୟ, ଫାଇନ୍‌ ବି କାଟିଲେ

ଖଲ୍ଲିକୋଟ: କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି, ହେଲେ କିଛି ଲୋକ କଟକଣାକୁ ପାଳନ କରୁନଥିବା ଦେଖିବାକୁ ମିଳିଛି। ଏଭଳି ଅମାନିଆଙ୍କୁ ସାବାଡ୍‌ କରିବା ପାଇଁ ଶେଷରେ ପୋଲିସ୍‌କୁ ଆକ୍ସନ ନେବାକୁ ପଡ଼ୁଛି। ଏଭଳି କିଛି…

otv
ବ୍ଲକ କର୍ମଚାରୀଙ୍କୁ ଘରୁ ଡାକି ମରଣାନ୍ତକ ଆକ୍ରମଣ

ରାଜନଗର : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକରେ ରାତି ଅଧରେ ଜଣେ ବ୍ଲକ କର୍ମଚାରୀଙ୍କୁ ଘରୁ ଡାକି ମରଣାନ୍ତକ ଆକ୍ରମଣ ହୋଇଛି । ୫ରୁ ୭ଜଣ ଦୁର୍ବୁତ୍ତ ଗତକାଲି ରାତି ପ୍ରାୟ ୩ଟା ସମୟରେ ରାଜନଗର ବ୍ଲକର ଓଡିଶା ଜୀବିକା ମିଶନ…

mumbai
ସଙ୍କଟ ସମୟର ଦେବଦୂତ : ଔଷଧ କିଣିପାରୁନଥିବା ରୋଗୀଙ୍କୁ ଔଷଧ ପହଞ୍ଚାଉଛନ୍ତି ଡାକ୍ତର ଦମ୍ପତି

ମୁମ୍ବାଇ : ସଙ୍କଟ ସମୟର ଦେବଦୂତ । କରୋନା ରୋଗୀଙ୍କ ପାଇଁ ଭଗବାନ । ପାଲଟିଛନ୍ତି ମୁମ୍ବାଇର ଏକ ଡାକ୍ତର ଦମ୍ପତି । ସେବା ସହ ସାହାଯ୍ୟ ପାଇଁ ଆଗେଇ ଆସି ସୃଷ୍ଟି କରିଛନ୍ତି ମାନବିକତାର ନୂଆ ଉଦାହରଣ । ଔଷଧ…

covid
କମୁନି ମୃତ୍ୟୁହାର: ଆଜି ବି କରୋନାରେ ଆଖି ବୁଜିଲେ ୪,୧୨୭ ରୋଗୀ

ନୂଆଦିଲ୍ଲୀ: କରୋନା ସଂକ୍ରମଣର ହାର ସାମାନ୍ୟ କମିଥିବାବେଳେ ମୃତ୍ୟୁ ସଂଖ୍ୟା ଚିନ୍ତା ବଢାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ମୋଟ ୩ ଲକ୍ଷ ୬୨ ହଜାର ୩୮୯ ଟି ନୂଆ ମାମଲା ରୁଜୁ ହୋଇଛି।  ଦେଶରେ କୋଭିଡ  ମୃତ୍ୟୁ…

gurumit-1
ଗୁରୁମିତ୍‌ ରାମ ରହିମ ସିଂହ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି !

ନୂଆଦିଲ୍ଲୀ:ଯୌନ ନିର୍ଯାତନା ଅଭିଯୋଗରେ ରୋହତକ୍‌ ଜେଲ୍‌ରେ ବନ୍ଦୀ ଥିବା ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ୍‌ ରାମ ରହିମ ସିଂହଙ୍କ ସ୍ୱାସ୍ଥ୍ୟବସ୍ଥା ହଠାତ୍‌ ଖରାପ ହୋଇଯାଇଛି । ତାଙ୍କୁ ଚିକିତ୍ସା ପାଇଁ ରୋହତକ୍‌ ପିଜିଆଇରେ ଭର୍ତ୍ତି କରାଯାଇଛି । ଯଦିଓ ଅଧିକାରୀ…

corona cases
ଦେଶରେ କରୋନା ସ୍ଥିତି: ଚିନ୍ତା ବଢ଼ାଉଛି ୨ ରାଜ୍ୟ, ଦିନକରେ ୪୦ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣର ଦୈନିକ ହାର କିଛି ମାତ୍ରାରେ କମିଛି ସତ ହେଲେ ମୃତ୍ୟୁ ସଂଖ୍ୟା ଚିନ୍ତା ବଢାଇଛି। ଗତକାଲି ୩ ଲକ୍ଷ ୪୮ ହଜାର ୫୨୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୪,୨୦୦ ଜଣଙ୍କର ମୃତ୍ୟୁ ଘଟିଛି…

modi
ମହାମାରୀରେ ରାଜନୈତିକ ଡୋଜ୍ : ନରେନ୍ଦ୍ର ମୋଦିଙ୍କୁ ବିରୋଧୀଙ୍କ ଖୋଲା ଚିଠି

ନୂଆଦିଲ୍ଲୀ : ମହାମାରୀରେ ରାଜନୈତିକ ଡୋଜ୍ । ଦେଶରେ କରୋନା ସଙ୍କଟ ଲଗାତାର ବୃଦ୍ଧି ପାଉଥିବା ବେଳେ ମୁକାବିଲା ପାଇଁ ସରକାର ଯଥାସମ୍ଭବ ଉଦ୍ୟମ କରୁଛନ୍ତି । ଆଉ ଏହାରି ଭିତରେ ୧୨ ଟି ବିରୋଧୀ ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ…

coronavirus
ଓଡ଼ିଶାରେ ପୁଣି ବଢ଼ିଲା କରୋନା ମୃତ୍ୟୁ ସଂଖ୍ୟା, ଦିନକରେ ୧୯ ଆକ୍ରାନ୍ତ ମୃତ

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ କରୋନା ସଂକ୍ରମଣରେ ରାଜ୍ୟରେ ପୁଣି ୧୯ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨,୨୫୧କୁ ବୃଦ୍ଧି ପାଇଛି। ଦିନକର ବ୍ୟବଧାନ ପରେ ପୁଣି ମୃତ୍ୟୁ ସଂଖ୍ୟା ବଢିଛି। ଅନୁଗୁଳ…

mukesh khanna
ଆଇସିୟୁ ବେଡ ମିଳିଲାନି, ଆଖି ବୁଜିଲେ ଅଭିନେତା ମୁକେଶ ଖନ୍ନାଙ୍କ ଭଉଣୀ

ନୂଆଦିଲ୍ଲ: କରୋନା ଭାଇରସ ୨ୟ ଲହର ଭାରତ ପାଇଁ ଏକ ବହୁତ ବିପଦପୂର୍ଣ୍ଣ ହୋଇପଡ଼ିଛି । ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ସେଲିବ୍ରିଟିମାନେ ସମସ୍ତେ କରୋନାର ଏଇ ୨ୟ ଲହର ସହ ଲଢୁଛନ୍ତି । ପ୍ରତିଦିନ କରୋନା ଜନିତ ନୂଆ ନୂଆ…

kumbha
କୁମ୍ଭମେଳାରେ ସାମିଲ ହୋଇଥିବା ମହିଳା ହେଲେ ସୁପରସ୍ପ୍ରେଡର

ଦେଶରେ କରୋନାର ଦ୍ୱିତୀୟ ଲହରୀ ପାଇଁ ବିସ୍ଫୋରକ ସ୍ଥିତି ସୃଷ୍ଟି ହୋଇଛି । ଦୈନିକ ସଂକ୍ରମିଣ ସବୁଦିନ ତିନି ଲକ୍ଷ ଉପରେ ରହୁଛି ଏବଂ ପ୍ରତିଦିନ ୪ ହଜାର ଉପରେ ରହୁଛି ମୃତ୍ୟୁ ସଂଖ୍ୟା । ଏହାରି ଭିତରେ କୁମ୍ଭମେଳା ଆୟେଜନ…

corona
ରାଜ୍ୟରେ ପୁଣି ୧୦ ହଜାର ଉପରେ କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ୧୦,୬୪୯ ଜଣ ନୂଆ ପଜିଟିଭ୍‌

ଭୁବନେଶ୍ୱର : ରାଜ୍ୟରେ ଆଜି ମଧ୍ୟ ୧୦ ହଜାର ଉପରେ ରହିଛି କରୋନା ସଂକ୍ରମଣ । କିଛି ଦିନ ଦୈନିକ ସଂକ୍ରମଣ ହାର ସ୍ଥିର ରହିବା ପରେ ଆଜି ୧୧୦୦୦ ନିକଟତର ହୋଇଛି ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ…

guleria
କରୋନା ଟିକାର ତୃତୀୟ ଡୋଜ୍‌ ମଧ୍ୟ ନେବାକୁ ପଡ଼ିବ କି ? ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ..

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ଏବେ ସାରା ଦେଶକୁ ଚିନ୍ତାରେ ପକାଇଛି । ଏହାରି ଭିତରେ ଏବେ ସାଧାରଣରେ ଏକ ନୂଆ ପ୍ରଶ୍ନ ସୃଷ୍ଟି ହୋଇଛି । କରୋନା ଟିକାର ଦୁଇଟି ଡୋଜ୍‌ ନେବା ପରେ କ’ଣ ତୃତୀୟ ବୁଷ୍ଟର ଡୋଜ୍‌…

Corona Virus
କୌଣସି ପରିଚୟ ପତ୍ର ନଥିଲେ ବି ମିଳିବ କରୋନା ଟିକା

ଦ୍ୱିତୀୟ ଲହରରେ ବୟସ୍କଙ୍କ ସହ ଯୁବବର୍ଗ ବି ଅଧିକ ସଂକ୍ରମିତ ହେଉଥିବା ବେଳେ ଆଶଙ୍କା କରାଯାଉଛି ତୃତୀୟ ଲହର ପିଲାଙ୍କୁ ଟାର୍ଗେଟ୍ କରିବ ବୋଲି। ତେବେ ଆଶ୍ୱସ୍ତିର କଥା, ଶିଶୁ ଓ କିଶୋରଙ୍କ ପାଇଁ ବି ଖୁବଶୀଘ୍ର ଆସିପାରେ କରୋନା ଟିକା

Eid
୧୪ ତାରିଖରେ ପାଳନ ହେବ ପବିତ୍ର ଇଦ୍ ପର୍ବ

ଓଡ଼ିଶାରେ ଆସନ୍ତା ୧୪ ତାରିଖରେ ପାଳନ ହେବ ପବିତ୍ର ଇଦ୍ ପର୍ବ। ଅଂଜୁମାନ ଇସ୍ଲାମିଆ ଏହଲେ ସୁନ୍ନତଅଲ୍ ଜମାତ ଚାନ୍ଦ୍ କମିଟି ପକ୍ଷରୁ ଏହି ଘୋଷଣା କରାଯାଇଛି।

Astrazeneca
ଗର୍ଭବତୀଙ୍କ ପାଇଁ ଏହି କରୋନା ଟିକା ବିପଦଜ୍ଜନକ, ବ୍ୟାନ୍‌ କଲେ ବ୍ରାଜିଲ ସରକାର..

ଲଣ୍ଡନ: ବ୍ରାଜିଲ ସରକାର ଗର୍ଭବତୀଙ୍କୁ ଆଷ୍ଟ୍ରାଜେନିକା ଟିକା ଦେବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ରିଓ ଡି ଜେନେରୋରେ ଟୀକାକରଣ ସହ ଜଡିତ ସମ୍ଭାବିତ ଷ୍ଟ୍ରୋକ୍ କାରଣରୁ ଜଣେ ଗର୍ଭବତୀଙ୍କ ମୃତ୍ୟୁ ହେବା ପରେ ବ୍ରାଜିଲ ସରକାର ଏହି ନିଷ୍ପତ୍ତି ନେଇଛନ୍ତି…

Corona Virus
ରାଜ୍ୟରେ ପ୍ରତି ୫ ଜଣଙ୍କରେ ଜଣେ ପଜିଟିଭ୍‌ !

ରାଜ୍ୟରେ କରୋନାର ବିସ୍ପୋରକ ସ୍ଥିତି। ୫ ଜଣଙ୍କୁ ପରୀକ୍ଷା କଲେ ଜଣେ ପଜିଟିଭ ଚିହ୍ନଟ ହେଉଛନ୍ତି। ଖୋର୍ଦ୍ଧା, ସୁନ୍ଦରଗଡ଼ ସମେତ ୮ଟି ଜିଲ୍ଲାରେ ତ ସ୍ଥିତି ଉଦବେଗଜନକ ରହିଛି।

mask
ଦିନକରେ ସୁସ୍ଥ ହେଲେ ୮୫୪୭ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଦିନକରେ ସୁସ୍ଥ ହେଲେ ୮୫୪୭ କରୋନା ଆକ୍ରାନ୍ତ । ଏହାକୁ ମିଶାଇ ରଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା  ୪୭୩୬୮୦କୁ ବୃଦ୍ଧି ପାଇଛି । ଏନେଇ ଟ୍ୱିଟ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଖୋର୍ଦ୍ଧା…