ପୁରୀ: ଉତ୍କଳୀୟ ପରମ୍ପରା, ଉତ୍କଳୀୟ ସଂସ୍କୃତି ଓ ଡିଜାଇନକୁ ନେଇ ଶ୍ରୀମନ୍ଦିରର ୮ଟି ଦ୍ୱାର ନିର୍ମାଣ କରାଯିବ। ବର୍ମା ଶାଗୁଆନ କାଠରେ ତିଆରି ହେବ ଏହି ଦ୍ୱାର। ଏହାର ଡିଜାଇନ ଶେଷ ହୋଇଯାଇଛି। କିନ୍ତୁ ଏ ପର୍ଯ୍ୟନ୍ତ ରୂପା ଉପରେ କିଭଳି ଡିଜାଇନ କରାଯିବ ତାହା ନିଷ୍ପତ୍ତି ହୋଇପାରିନାହିଁ। ମୁମ୍ବାଇର କମ୍ପାନୀ ଅନେକ ଡିଜାଇନ ଦେଖାଇଥିଲେ । କିନ୍ତୁ ତାହା ପସନ୍ଦ ହେଲାନାହିଁ । ଆଜି ଡିଜାଇନକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ନୀଳାଦ୍ରି ଭକ୍ତ ନିବାସରେ ଅନୁଷ୍ଠିତ […]
ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ ସୁନା, ରୂପା ଦରରେ ବୃଦ୍ଧି ଦେଖିବାକୁ ମିଳିଛି। ଆଜି କାରବାର ଆରମ୍ଭରୁ Multi Commodity Exchange(MCX)ରେ ୦.୧୬% ବୃଦ୍ଧି ପାଇ ସୁନା ପ୍ରତି ୧୦ ଗ୍ରାମକୁ ୫୨,୨୫୨ ଟଙ୍କାରେ ପହଞ୍ଚିଥିଲା। ସେହିପରି ରୂପା ଦର ୦.୮% ହ୍ରାସ ପାଇ ପ୍ରତି କିଲୋଗ୍ରାମକୁ ୬୫,୮୮୦ ଟଙ୍କାରେ ଟ୍ରେଣ୍ଡ୍ କରୁଥିବା ଦେଖିବାକୁ ମିଳିଥିଲା। Good Returnsର ଏକ ରିପୋର୍ଟ ଅନୁସାରେ, ଆଜି ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମକୁ ୫୨,୨୩୦ଟଙ୍କା ଥିବାବେଳେ ରୂପା ଦର […]
ରାଜ୍ୟରେ କୋଭିଡ୍ ମୃତ୍ୟୁ ସଂଖ୍ୟା ପ୍ରକୃତରେ କେତେ? ଏହାକୁ ନେଇ ବିଭିନ୍ନ ସମୟରେ ରାଜନୈତିକ ଓ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠୁଥିବା ବେଳେ ଖୋଦ୍ ଶାସକ ଦଳର ବିଧାୟକ ତଥା ବିଜେଡି ଉପସଭାପତି ସୌମ୍ୟରଂଜନ ପଟ୍ଟନାୟକଙ୍କ ସଂପାଦକୀୟ ଲେଖା ଏବେ ଆଲୋଡ଼ନ ସୃଷ୍ଟି କରିଛି
ନୂଆଦିଲ୍ଲୀ: ସାରା ଭାରତରେ କରୋନା ଆକ୍ରନ୍ତଙ୍କ ସଂଖ୍ୟା ଦ୍ରୁତ ହାରରେ କମିବାରେ ଲାଗିଛି। କିନ୍ତୁ ଦିଲ୍ଲୀରେ କରୋନାର ନୂଆ ମାମଲା ବଢ଼ିବାରେ ଲାଗିଛି। ଦିଲ୍ଲୀ ସରକାରଙ୍କ କହିବା ମୁତାବକ ଏବେ ରାଜଧାନୀରେ କରୋନା ଭାଇରସ୍ର ତୃତୀୟ ଲହରୀ ଚାଲିଛି। ପ୍ରତ୍ୟେକ ଦିନ ୭ ହଜାରରୁ ଅଧିକ ନୂଆ ନୂଆ କେସ୍ ସାମ୍ନାକୁ ଆସୁଛି। ଏହାଛଡ଼ା ବାୟୁ ପ୍ରଦୂଷଣ ଏବଂ କୋଭିଡ୍ରେ ବଢ଼ୁଥିବା ଆକ୍ରାନ୍ତଙ୍କ କାରଣରୁ ଦିଲ୍ଲୀ ହସ୍ପିଟାଲରେ ରୋଗୀ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ବଢ଼ୁଥିବା କରୋନା ସଂଖ୍ୟାକୁ […]
ଭୁବନେଶ୍ୱର: ବାୟୁ ପ୍ରଦୁଷଣ ଏବେ ଦେଶ ପାଇଁ ଚିନ୍ତାର କାରଣା ଦେଶର ପ୍ରମୁଖ ସହର ରାଜଧାନୀ ଦିଲ୍ଲୀ କିଭଳି ବିଷ ବଳୟରେ ରହିଛି ତାହା କାହାକୁ ବା ଅଜଣା। ଏହି ସ୍ଥିତି ଆହୁରି ଗମ୍ଭୀର ହୋଇଯାଏ, ଯେତେବେଳେ ଦୀପାବଳି ଆସୋ କିଛି ସମୟର ମୁହୂର୍ତ୍ତ ସିନା ଆମକୁ ଖୁସି ଦିଏ, କିନ୍ତୁ ପର ସମୟରେ ତାହା ଭୟଙ୍କର ରୂପ ଧାରଣ କରିଥାଏା ଏଭଳି ସ୍ଥିତିରେ ଦୀପାବଳିକୁ ଶାନ୍ତି ଓ ସୁରକ୍ଷିତ ତଥା ପ୍ରଦୁଷଣମୁକ୍ତ ପାଳନ କରିବା ପାଇଁ […]
ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଭାବେ ଜୋ ବାଇଡେନ ନିର୍ବାଚିତ ହେବା ପରେ ଭାରତ ପ୍ରତି ତାଙ୍କର ମନୋଭାବ କିପରି ରହିବ ତାହାକୁ ନେଇ ଅନେକ କଳ୍ପନାଜଳ୍ପନା ଚାଲିଛି। ଜୋ ବାଇଡେନଙ୍କୁ ନେଇ ଏପରି ଏକ ଖବର ସାମ୍ନାକୁ ଆସିଛି ଯେଉଁଥିରୁ ଆମେ ନିଶ୍ଚିନ୍ତ ହୋଇ ପାରିବା ଯେ, ଭାରତ ପ୍ରତି ବାଇଡେନଙ୍କ ମନୋଭାବ ବନ୍ଧୁତ୍ୱପୂର୍ଣ୍ଣ ରହିବ। ଏଠି କହିରଖିବୁ, ଭାରତ ସହ ବିଶେଷ କରି ଚେନ୍ନାଇ ସହ ବାଇଡେନଙ୍କ ସମ୍ପର୍କ ପୂର୍ବରୁ ରହିଛି। କମଲା ହାରିସଙ୍କ ଭାରତ […]
କଟକ: କଟକରେ କାଳି ପୂଜା କଟକଣା। ଅଧିକ ଉଚ୍ଚର ମୂର୍ତ୍ତି ହେବନି। ନାଚ ଗୀତ ଓ ବାଣ ଫୁଟା ବାରଣ। ଏନେଇ ସୂଚନା ଦେଇଛନ୍ତି ଡିସିପି ପ୍ରତୀକ ସିଂହ। ସୂଚନା ଅନୁସାରେ ଦୁର୍ଗା ପୂଜା ବେଳେ ଯେପରି କଟକଣା ହୋଇଥିଲା ତାହା ଲାଗୁ କରାଯିବ:- ମୂର୍ତ୍ତି ୪ ଫୁଟରୁ ଅଧିକ ହେବନି। ନାଚ ଗୀତ ଓ ବାଣ ଫୁଟା ବାରଣ। ଭସାଣ ବେଳେ ଶୋଭାଯାତ୍ରା ନେଇ ଅନୁମତି ମିଳିବ ନାହିଁ। ଭସାଣ ବେଳେ ପ୍ରତି ପୂଜା ସ୍ଥଳିରୁ […]
ମୁମ୍ବାଇ: ବମ୍ବେ ହାଇକୋର୍ଟ ରିପବ୍ଲିକ୍ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିବାକୁ ମନା କରିଦେଇଛନ୍ତି ଜଷ୍ଟିସ୍ ଏସ୍ ସିନ୍ଦେ ଏବଂ ଏମ୍.ଏସ୍ କର୍ଣ୍ଣିକଙ୍କୁ ନେଇ ଗଠିତ ବେଞ୍ଚ ଆଜି ଏହି ଶୁଣାଣି କରିଥିଲେ। ଅର୍ଣ୍ଣବଙ୍କ ପକ୍ଷରୁ ଆଡଭୋକେଟ ହରିଶ ସାଲଭେ ଏବଂ ଅବଦ ପୋଣ୍ଡା ମଧ୍ୟବର୍ତ୍ତୀକାଳୀନ ଜାମିନ ମାଗିଥିଲେ। ହେଲେ ଖଣ୍ଡପୀଠ ସ୍ପଷ୍ଟ କରିଥିଲେ ଯେ ହାଇକୋର୍ଟରେ ଏହି ମାମଲା ଧାରା ୪୩୯ ଅନୁଯାୟୀ ନିୟମିତ ଜାମିନ ମିଳିପାରିବ ନାହିଁ। ଯଦି […]
ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଟେଷ୍ଟ ଦଳରେ ସାମିଲ ହୋଇଛନ୍ତି ରୋହିତ୍ ଶର୍ମା। ଆହତ କାରଣରୁ ରୋହିତଙ୍କୁ ପୂର୍ବରୁ ଭାରତୀୟ ଦଳରେ ସାମିଲ କରାଯାଇ ନ ଥିଲା। ତେବେ ତାଙ୍କ ଫିଟନେଶ ସ୍ଥିତିର ଅନୁଧ୍ୟାନ କଲା ପରେ ସିଲେକ୍ସନ୍ କମିଟି ରୋହିତଙ୍କୁ କେବଳ ଟେଷ୍ଟ ଦଳରେ ସାମିଲ କରାଯାଇଛି। ତେବେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲି ପ୍ରଥମ ଟେଷ୍ଟ ଖେଳିବା ପରେ ଭାରତକୁ ଫେରିଆସିବେ। ସେ ବାପା ହେବାକୁ ଯାଉଥିବାରୁ ତାଙ୍କ ପାଟନିର୍ଟି ଲିଭ୍ ଆବେଦନକୁ […]
ଭୁବନେଶ୍ୱର: ପୁଣି ଓଟିଭି ବିରୋଧରେ ପୋଲିସ୍ର ଆକ୍ରୋଶମୂଳକ ପଦକ୍ଷେପ। ଗତକାଲି ରାତି ଅଧିଆ ପୋଲିସ୍ ଖୋର୍ଦ୍ଧା ସାରୁଅ ସ୍ଥିତ ଓଟିଭି ଷ୍ଟୁଡିଓ କ୍ୟାମ୍ପସରେ ପଶି ସେଠାକାର ସାଇଟ୍ ଇନଚାର୍ଜ ଅନିରୁଦ୍ଧ ପଣ୍ଡାଙ୍କୁ ଜୋର ଜବରଦସ୍ତ ଉଠାଇ ନେଇଛି। ରାତିରେ ଅନିରୁଦ୍ଧ ଶୋଇଥିବା ସମୟରେ୧୫ରୁ ୨୦ ଜଣ ପୋଲିସ୍ ସଦଳବଳ କ୍ୟାମ୍ପସର କାନ୍ଥ ଡେଇଁ ଆସିବା ସହ କବାଟ ଭାଙ୍ଗି ତାଙ୍କ ରୁମ୍ ଭିତରକୁ ଧସେଇ ପଶିଥିଲେ। ପେଶାଗତ ଅପରାଧୀଙ୍କ ଭଳି ପୋଲିସ୍ ତାଙ୍କୁ ହଠାତ ସେଠାରୁ ତାଙ୍କୁ […]
କୋରାପୁଟ: କୋରାପୁଟ-ଜୟପୁର ରେଳପଥର ମାନବାର ରେଲ୍ୱେ ଷ୍ଟେସନ ନିକଟରେ ଏକ ମାଲବାହୀ ଟ୍ରେନ୍ର ୧୨ଟି ବଗି ଲାଇନ୍ଚ୍ୟୁତ୍ ହୋଇଛି। ଗତକାଲି ରାତି ପ୍ରାୟ ୧୨ଟା ସମୟରେ ଏହି ଘଟଣା ଘଟିଛି। ଟ୍ରେନ୍ଟି ଲୁହାପଥର ଗୁଣ୍ଡ ବୋଝେଇ କରି ଛତିଶଗଡ଼ କିରଣ୍ଡୁଲ୍ରୁ ବିଶାଖାପାଟଣା ଯାଉଥିବା ବେଳେ ଲାଇନ୍ଚ୍ୟୁତ୍ ହୋଇଥିଲା। ଲାଇନ୍ଚ୍ୟୁତ୍ର କାରଣ ଅସ୍ପଷ୍ଟ ଥିବାବେଳେ ଉଦ୍ଧାର କାମ ଜାରି ରହିଛି।
ଭୁବନେଶ୍ୱର: ବାଲେଶ୍ୱର ଓ ତିର୍ତ୍ତୋଲରେ ଆରମ୍ଭ ହୋଇଛି ଭୋଟ ଗଣତି। କଡା କଟକଣା ଭିତରେ ଭୋଟ ଗଣତି ଆରମ୍ଭ ହୋଇଛି। ସୂଚନାଥାଉ କି, ଗତ ୩ ତାରିଖ ଏହି ଦୁଇ ଆସନରେ ଉପନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ ହୋଇଥିଲା। ଆଜି ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି। ଏହି ଦୁଇ ଆସନରେ ତିନି ଦଳ ବିଜେପି, ବିଜେଡି ମଧ୍ୟରେ କଡ଼ା ମୁକାବିଲା ହେବ। ଗଣତି ପାଇଁ ପ୍ରତି ନିବାଚନମଣ୍ଡଳୀରେ ୩ ଟି ଲେଖାଏ କାଉଣ୍ଟିଂ ହଲ […]
ପାଟନା: କାହାର ହେବ ବିହାର ? ପରିବର୍ତ୍ତନର ହାଓ୍ୱା ବହିବ ନା ଏକ୍ଜିଟ୍ ପୋଲ୍ ଭୁଲ୍ ପ୍ରମାଣିତ ହେବ। କାଣ୍ଟେ କା ଟକ୍କର ଦେଖିଥିବା ବିହାରବାସୀ କାହାକୁ ସମର୍ଥନ ଦେଉଛନ୍ତି। ଆଉ କାହାକୁ କ୍ଷମତାରୁ ଦୂରେଇ ରଖୁଛନ୍ତି ତାହା ନିର୍ଦ୍ଧାରଣ ହେବ ଆଜି। ବିହାର ବିଧାନସଭା ନିର୍ବାଚନକୁ ନେଇ ଯେଉଁ ଏକ୍ଜିଟ୍ ପୋଲ୍ ଆସିଛି ଯଦି ତାହା ସତ ହୁଏ ତେବେ ଆର୍ଜେଡି ନେତା ତେଜସ୍ୱୀ ଯାଦବ ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିବେ। ସେ କଂଗ୍ରେସ, […]