• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

arif-mohammd-akhna
କେରଳ ରାଜ୍ୟପାଳ ଆରିଫ୍‌ ମହମ୍ମଦ ଖାନଙ୍କୁ କରୋନା

ଥିରୁଭନନ୍ତପୁରମ: କେରଳ ରାଜ୍ୟପାଳ ଆରିଫ୍‌ ମହମ୍ମଦ ଖାନ କରୋନା ପଜିଟିବ୍ ଚିହ୍ନଟ ହୋଇଛନ୍ତି। ଏ ନେଇ ଶନିବାର କେରଳ ରାଜ୍ୟପାଳନଙ୍କ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ଟ୍ୱିଟ୍‌ରରେ ରାଜ୍ୟପାଳ ଲେଖିଛନ୍ତି “ ମୁଁ କରୋନା ପଜିଟିଭି ଚିହ୍ନଟ ହୋଇଛି। ଏଥିପାଇଁ ଚିନ୍ତା କରିବାର କୌଣସି କାରଣ ନାହିଁ। ତେବେ ଗତ ସପ୍ତାହରେ ଦିଲ୍ଲୀରେ ଯେଉଁମାନେ ମୋ ସଂସ୍ପର୍ଶରେ ଆସିଥିଲେ, ସେମାନେ କରୋନା ଟେଷ୍ଟ କରାଇବା ସହିତ ଅନ୍ୟମାନଙ୍କ ସୁରକ୍ଷା ପାଇଁ ସତର୍କରେ ରହିବାକୁ […]

marriage
ପ୍ରେମିକାଙ୍କ ସହ ବ୍ରେକ୍‌ଅପ୍‌ ପରେ ନିଜ ସହ ନିଜେ ବିବାହ କଲେ ଯୁବକ

ବ୍ରାସିଲିଆ: ପ୍ରେମିକାଙ୍କ ସହ ବ୍ରେକ୍‌ଅପ୍‌ ପରେ ଜଣେ ଯୁବକ ନିଜ ସହ ନିଜେ ବିବାହ କରିଛନ୍ତି। କଥାଟା ଯେକେହିବି ଶୁଣିବେ, ତାହା ସମସ୍ତଙ୍କୁ ଅଜବ ଲାଗିବ। ନିଜେ ନିଜକୁ କେମିତି ବିବାହ କରିପାରିବେ ? ସମସ୍ତଙ୍କ ମନରେ ଏହି ଗୋଟିଏ ପ୍ରଶ୍ନ ଉଙ୍କି ମାରୁଥିବ ନିଶ୍ଚୟ। ବ୍ରାଜିଲ୍‌ରେ ଏହି ଅଜବ ଘଟିଛି। ସେଠାକାର ଲୋକାଲ୍‌ ରିପୋର୍ଟ ଅନୁସାରେ, ଡାକ୍ତର ଡିଗୋ ରାବେଲୋ ଓ ଭିଟୋର ବୁଏନୋ ଗତବର୍ଷ ନଭେମ୍ବରରେ ଏନ୍‌ଗେଜ୍‌ମେଣ୍ଟ୍‌ କରିଥିଲେ। ଗତମାସରେ ସେମାନଙ୍କର ବିବାହ ସ୍ଥିର […]

coronavirus
ସ୍କୁଲ ଖୋଲୁ ଖୋଲୁ ୩ ଛାତ୍ର କରୋନା ପଜିଟିଭ

ଜିନ୍ଦ: କରୋନା ସଂକ୍ରମଣ ରୋକିବା ପାଇଁ ଔଷଧ ବା ଭାକ୍ସିନ ବାହାରି ନାହିଁ। ଏପରି ପରିସ୍ଥତିରେ  ଓଡ଼ିଶା ସରକାର ଡିସେମ୍ବର ୩୧ ତାରିଖ ଯାଏ ସବୁ ସ୍କୁଲ ଛୁଟି ଘୋଷଣା କରିଛନ୍ତି। ଅବଶ୍ୟ କେତେକ ରାଜ୍ୟରେ ସରକାର ସ୍କୁଲ ଖୋଲିବା ପାଇଁ ଅନୁମତି ଦେଇଛନ୍ତି। ହରିଆଣାରେ ମଧ୍ୟ ନବମରୁ ଦ୍ୱାଦଶ ଯାଏ ସ୍କୁଲ ଖୋଲିବାକୁ ସରକାର ଅନୁମତି ଦେଇଥିଲେ। ତେବେ ଦୁଃଖର କଥା, ସ୍କୁଲ ଖୋଲିବା ପରେ ପରେ କିଛି ପିଲା କରୋନା ପଜିଟିଭ ଥିବା ଜାଣିବାକୁ […]

amazone
AWS କ୍ଲାଉଡ୍‌ ସେଣ୍ଟର ନିର୍ମାଣ ପାଇଁ ୨୦ ହଜାର କୋଟିରୁ ଅଧିକ ପୁଞ୍ଜି ନିବେଶ କରିବ ଆମାଜନ

ହାଇଦ୍ରାବାଦ: ଭାରତରେ ମୋଟ ଅଙ୍କର ପୁଞ୍ଜିନିବେଶ କରିବ ଆମେରିକା ଅନ୍‌ଲାଇନ୍‌ ମାର୍କେଟିଂ କମ୍ପାନୀ ଆମାଜନ। ଆମଜନ ୱେବ୍‌ ସିରିଜ୍‌(AWS) ପାଇଁ ତେଲେଙ୍ଗାନାରେ ୨୦,୭୬୧ କୋଟି ପୁଞ୍ଜିନିବେଶ କରିବ।  ଆମଜନ ମାଲିକାନା ଥିବା ଦି କ୍ଲାଉଡ୍‌ ୱିଙ୍ଗ୍‌ କମ୍ପାନୀ ତେଲେଙ୍ଗାନାରେ ଡାଟାକେନ୍ଦ୍ରର ସର୍ବବୃହତ ଗ୍ରୁପ ବା କ୍ଲଷ୍ଟର ନିର୍ମାଣ କରିବା ପାଇଁ ଏହି ପୁଞ୍ଜି ନିବେଶ କରୁଛି। ୨୦୨୨ ମଧ୍ୟ ଭାଗ ବେଳକୁ ହାଇଦ୍ରାବାଦରେ AWS ଲଞ୍ଚ୍ କରିବାକୁ ଯୋଜନା ରହିଛି ବୋଲି ଶୁକ୍ରବାର ତେଲେଙ୍ଗାନା ସରକାରର ନେତା […]

Capture 12
୩ ଶହ କ୍ୱିଣ୍ଟାଲରୁ ଅଧିକ ପରିମାଣର ଗଞ୍ଜେଇ ଜବତ, କେଉଁଠୁ ଆସିଲା ବଡ଼ ପ୍ରଶ୍ନ..

ଗଂଜାମ ପାଟପୁରରୁ ଜବତ ହୋଇଛି ୩ ଶହ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ । ପାଟପୁର ଖପରାଗଣ୍ଡ ଗାଁରୁ ଜବତ ହୋଇଛି ୩ ହଜାର ୧୫୬ କିଲୋ ଗଞ୍ଜେଇ । ଗାଁର ଏକ ନିର୍ଦ୍ଦିଷ୍ଟ ଘରେ ଏହି ଗଞ୍ଜେଇକୁ ଆଣି ପ୍ୟାକିଂ ହେଉଥିଲା…

snake
ଅସ୍ତ୍ରୋପଚାର କରି ଅଜଗର ଆଖିରୁ ପରଳ ହଟାଇଲେ ଓୟୁଏଟି ଡାକ୍ତର

ଭୁବନେଶ୍ୱର: ବାଙ୍କିରୁ ଉଦ୍ଧାର ହୋଇଥିବା ଏକ ଅଜଗର ସାପର ଆଖିରେ ଅସ୍ତ୍ରୋପଚାର କରାଯାଇଛି।  ଭୁବନେଶ୍ୱର ଓୟୁଏଟିରେ ଏହି ଅସ୍ତ୍ରୋପଚାର କରାଯାଇଛି । ଅସୁବିଧା ଯୋଗୁଁ ସାପଟି କାତି ଛଡାଇ ପାରି ନ ଥିଲା। ଫଳରେ  କାତି ପାକଳ ହୋଇ ଆଖି ଉପରେ ପରଳ ଭାବେ ରହିଥିଲା । ଏଥିଯୋଗୁଁ ସାପଟି ଠିକ ଭାବେ ଚଳପ୍ରଚଳ କରିପାରୁ ନଥିଲା ।ଏହାର ସୁଯୋଗ ନେଇ କିଛି ଦୁର୍ବୃତ୍ତ ସାପର ମୁହଁରେ ଟେପ୍ ବାନ୍ଧି ଦେଇଥିଲେ॥ ଫଳରେ ସାପର ଆଖିରେ କ୍ଷତ […]

doctor
ଡାକ୍ତର ବିଶ୍ଵଦୀପ ଜେନା ପିଏଚଡି ଏଣ୍ଟ୍ରାନ୍ସ ଟପ୍ପର

ଭୁବନେଶ୍ୱର: ଜାତୀୟ ସ୍ତରରେ ନାଁ କଲେ ଓଡ଼ିଆ ଡାକ୍ତର। ଓୟୁଏଟି ସ୍ଥିତ ଭେଟେରିନାରୀ କଲେଜର ସର୍ଜରି ବିଭାଗର ସହକାରୀ ପ୍ରାଧ୍ୟାପକ ଡାକ୍ତର ବିଶ୍ଵଦୀପ ଜେନା ପିଏଚଡ଼ି ଏଣ୍ଟ୍ରାନ୍ସ ପରୀକ୍ଷାରେ ଟପ୍ପର ହୋଇଛନ୍ତି। ଡ଼ାକ୍ତର ଶ୍ରୀ ଜେନା ଚଳିତ ବର୍ଷର ଭାରତୀୟ କୃଷି ଅନୁସନ୍ଧାନ ଓ ଗବେଷଣା ପରିଷଦ ଆନୁକୂଲ୍ୟରେ ହୋଇଥିବା ପିଏଚଡି ଏଣ୍ଟ୍ରାନ୍ସ ପରୀକ୍ଷାରେ ସାଧାରଣ ବର୍ଗରେ ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଉଲେଖଯୋଗ୍ୟ ଡାକ୍ତର ଜେନା ବନ୍ୟପ୍ରାଣୀ ସର୍ଜରୀ କରି ସାରା ରାଜ୍ୟ […]

111111
BMCରେ ଚାକିରି କରାଇ ଦେବେ କହି ୫ ଲକ୍ଷ ଲୁଟି ନେଲେ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ BMC ରେ ଚାକିରି କରାଇ ଦେବାର ପ୍ରତିଶ୍ରୁତି ଦେଇ ୫ ଲକ୍ଷ ଲୁଟି ନେଇଛନ୍ତି। ଏପରି ଅଭିଯୋଗ ଆସିଛି  ନୟାଗଡ଼ ଜିଲ୍ଲା ଶରଣକୁଳ ଥାନାରୁ । ଅଭିଯୋଗକାରିଣୀ ମୋନାଲି ପ୍ରିୟଦର୍ଶିନୀ କହିଛନ୍ତି, BMC ରେ ଚାକିରି କରାଇ ଦେବାର ଲୋଭ ଦେଖାଇ ତାଙ୍କ ସାଙ୍ଗ ଅଭିଜିତ ପ୍ରଥମେ ୨ ଲକ୍ଷ ଟଙ୍କା ନେଇଥିଲା । ପରେ ସାନ ଭାଇ ଓ ଅନ୍ୟ କେତେକଙ୍କୁ ମଧ୍ୟ ଚାକିରି କରାଇ ଦେବାକୁ କହି ସେମାନଙ୍କଠାରୁ […]

000
କାହିଁକି ୫ ଦିନ ଧରି ପାଳନ କରାଯାଏ ଦୀପାବଳି ?

ଆସୁଛି ଆଲୋକର ପର୍ବ ଦୀପାବଳି । ହେଲେ ସବୁଥର ପରି ଏଥର ଆଲୋକ ଓ ଆତସବାଜୀରେ ଚମକି ଉଠିବନି ଧରା । କାରଣ କୋଭିଡ ସ୍ଥିତିକୁ ଦେଖି ବାଣ ଫୁଟାଇବା ଉପରେ କଟକଣାକୁ ସରକାର କଡାକଡି କରିଛନ୍ତି । ଏହାବ୍ୟତୀତ କରୋନା…

gupchyup
ଗୁପ୍‌ଚୁପ୍‌ରେ ଏମିତି ଜିନିଷ ମିଶାଇ ସ୍ପେଶାଲ୍ କହୁଥିଲେ ଦୋକାନୀ; ରାଗରେ ସବୁ ଭାଙ୍ଗିଦେଲେ ଗ୍ରାହକ

କୋଲ୍‌ହାପୁର: ସାଧାରଣତଃ ଆମ ଲୋକମାନଙ୍କର ରାସ୍ତାକଡ଼ରେ ବିକ୍ରି ହେଉଥିବା ପାଟି ସୁଆଦିଆ ଚଟ୍‌ପଟା ଖାଦ୍ୟପ୍ରତି ଲୋଭ ରହିଥାଏ। ଖାସ୍ କରି ଗୁପଚୁପ କଥା ପଡ଼ିଲେ ତ ପାଟିରୁ ଲାଳ ଗଡ଼ିପଡ଼େ। ଏହି ଲୋଭ ଚକ୍କରେ ଆମେ ଅନେକଥର ଖାଦ୍ୟର ମାନ ପରଖିବା ଭୁଲି ଯାଉ। ଏମିତିକି ସଫା ସୁତରା ପ୍ରତି ବି ଧ୍ୟାନ ଦେଉନା। ଯାହାର ପରିଣାମ ଆମକୁ ପରେ ଭୋଗିବାକୁ ପଡ଼ିଥାଏ। ତେଣୁ ରାସ୍ତାକଡ଼ରେ ବିକ୍ରି ହେଉଥିବା ଖାଦ୍ୟପ୍ରତି ସାବଧାନ ହୋଇ ଯାଆନ୍ତୁ। କାରଣ ଆମେ […]

mahanadi river
ଡିସେମ୍ବର ୫ରେ ମହାନଦୀ ଜଳ ବିବାଦ ଶୁଣାଣି

ଭୁବନେଶ୍ୱର: ମହାନଦୀ ଟ୍ରିବ୍ୟୁନାଲରେ ମହାନଦୀ ଜଳ ବିବାଦ ମାମଲାରେ ଆଜିର ଶୁଣାଣି ଶେଷ। ଶୁଣାଣିରେ ମୁଖ୍ୟତଃ ଦୁଇଟି ଦାବି ରଖିଥିଲା ଓଡିଶା। ଅଣ ମୌସୁମୀ ସମୟରେ ଏକ ନିର୍ଦ୍ଦିଷ୍ଟ ପରିମାଣର ଜଳ ହୀରାକୁଦ ଜଳଭଣ୍ଡାରକୁ ଛାଡିବା ନେଇ ଓଡ଼ିଶାର ଅନ୍ତରୀଣ ଆବେଦନ ଉପରେ ବାରମ୍ବାର ବୈଠକ ବିଫଳ ହୋଇଛି। ଉଭୟ ପକ୍ଷ ମଧ୍ୟରେ କୌଣସି ସମାଧାନର ବାଟ ବାହାରି ପାରୁନାହିଁ। ତେଣୁ ଡିସେମ୍ବରରେ କୌଣସି ଏକ ତାରିଖରେ ମାମଲାର ଚୂଡାନ୍ତ ଶୁଣାଣି କରି ଉଭୟ ପକ୍ଷଙ୍କ ଦାବି […]

isro
EOS-01ର ସଫଳ ପରୀକ୍ଷଣ କଲା ଇସ୍ରୋ

ନୂଆଦିଲ୍ଲୀ: ଆଜି ପୁଣି ଏକ ମାଇଲଖୁଣ୍ଟ ସ୍ଥାପନ କରିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା-ଇସ୍ରୋ । ୧୦ଟି ଉପଗ୍ରହ ନେଇ ଯାତ୍ରା କରିଛି ମହାକାଶ ଯାନ PSLV-C49 । ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ ବା ଇସ୍ରୋ EOS-01ର ସଫଳ ପରୀକ୍ଷଣ କରିଛି। ଅପରାହ୍ନ ୩.୧୨ ମିନିଟ୍‌ରେ ଆର୍ଥ ଅବଜରଭେସନ ସାଟେଲାଇଟ୍‌ ବା EOS-01କୁ ଆନ୍ଧ୍ରପ୍ରଦେଶ ଶ୍ରୀହରି କୋଟାର ସତିଶ ଧାୱନ ମହାକାଶ କେନ୍ଦ୍ରରୁ ଲଞ୍ଚ କରାଯାଇଛି। ଏଥିପାଇଁ ପୋଲାର ସାଟେଲାଇଟ୍‌ ଲଞ୍ଚ ଭେଇକଲ୍‌(PSLV) ରକେଟ୍‌ ବ୍ୟବହାର […]

Ratha Sarathi
ଜୋର୍‌ସୋରରେ ଆଗେଇ ଚାଲିଛି ରଥ କାମ; ୯୦% ଶେଷ ହେଲାଣି, ଏବେ ସାରଥି ହେଉଛନ୍ତି ପ୍ରସ୍ତୁତ..

ପୁରୀ: ଆଉ ମାତ୍ର କେଇଟା ଦିନ ପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା । ବଡଦାଣ୍ଡରେ ଘର୍ ଘର୍ ନାଦ କରି ଗଡିବ ତିନିରଥ ଭକ୍ତଙ୍କୁ ଆହ୍ଳାଦିତ କରିବା ପାଇଁ ବଡଦାଣ୍ଡକୁ ଓହ୍ଳାଇ ଆସି ତିନିରଥରେ ବିରାଜମାନ କରିବେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର,…

rjd
ଆର୍‌ଜେଡି ନେତାଙ୍କ ଭାଇଙ୍କୁ ଗୁଳି କରି ହତ୍ୟା

ପୂର୍ଣ୍ଣେୟା: ନିର୍ବାଚନ ପୂର୍ବରୁ ଯୁବ ଆର୍‌ଜେଡି ନେତାଙ୍କ ଭାଇଙ୍କୁ ଗୁଳି କରି ହତ୍ୟା କଲେ ଦୁର୍ବୃତ୍ତ। ଶନିବାର ବିହାର ପୂର୍ଣ୍ଣେୟା ଜିଲ୍ଲା ଧାମଦାହା ବିଧାନସଭା ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ସାର୍ସି ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି। ପ୍ରାଥମିକ ରିପୋର୍ଟ ଅନୁସାରେ, ଦୁର୍ବୃତ୍ତ ଜଣ ଯୁବ ଆର୍‌ଡେଜି ନେତା ଅନିକେତ ସିଂହଙ୍କ ଭାଇ ବେନି ସିଂହଙ୍କ ଉପରେ ଗୁଳି ଚଳାଇଥିଲା। ଘଟଣା ସ୍ଥଳରେ ହିଁ ଟଳି ପଡ଼ିଥିଲେ। ବେନି ସିଂହ। ସ୍ଥାନୀୟ ପୋଲିସ ତାଙ୍କ ଶବ ବ୍ୟବଚ୍ଛେଦ […]

bhanga
ଭଙ୍ଗା କୁଡିଆରେ ବିତୁଛି ଜୀବନ, ହିତାଧିକାରୀଙ୍କ ପାଇଁ କୁଆଡ଼େ ଗଲା ସରକାରଙ୍କ ଯୋଜନା ?

ନିଆଳୀ: ଯୋଗ୍ୟ ହିତାଧିକାରୀଙ୍କୁ ମିଳିପାରୁନି ସରକାରଙ୍କ ଯୋଜନାର ସୁଫଳ। ଫୋନି ବାତ୍ୟାରେ ଘର ଭାଙ୍ଗିଯିବା ପରେ ଏବେ ଭଙ୍ଗା କୁଡିଆରେ କାଳ କାଟୁଛନ୍ତି ହିତାଧିକାରି। କଟକ ଜିଲ୍ଲା ନିଆଳୀ ବ୍ଲକ ଅଂଚଳରେ ବହୁ ଗରିବ ପରିବାର ଭୋଗୁଛନ୍ତି ଏହି ସମସ୍ୟା। ତହସିଲ ପକ୍ଷରୁ ଆରଆଇମାନେ ଗାଁକୁ ଗାଁ ବୁଲି ତଦନ୍ତ କରିଥିଲେବି ଏଥିରେ ପାତର ଅନ୍ତର ହୋଇଥିବା ହିତାଧିକାରୀ ଅଭିଯୋଗ କରିଛନ୍ତି। ତାଲିକାରେ ନାଁ ଉଠିବା ପରେ ପୁଣି କଟିଯାଇଥିବା ଅଭିଯୋଗ କରିଛନ୍ତି ହିତାଧିକାରୀ। ଫଳରେ ଘର […]

exit-polls
ଆସିଲା ଏକ୍‌ଜିଟ୍ ପୋଲ୍‌: ବିହାରକୁ କିଏ କରିବ ଦଖଲ ?

ପାଟନା: ବିହାର ବିଧାନସଭା ଲାଗି ମତଦାନ ଶେଷ ସହିତ ଆସିଲା ଏକଜିଟ୍ ପୋଲ୍। ସର୍ଭେ ରେଜଲ୍ଟ ଏବିପି-ସି ଭୋଟର ସର୍ଭେ ଅନୁଯାୟୀ ବିହାରରେ କୌଣସି ମେଣ୍ଟକୁ ମିଳିବନି ବହୁମତ। ଏନ୍‌ଡିଏକୁ ୧୧୬ ସିଟ୍ ମିଳିବା ନେଇ ଏହି ସଂସ୍ଥା ପୂର୍ବାନୁମାନ କରିଥିବା ବେଳେ ଆର୍‌ଜେଡି ସାମିଲ ଥିବା UPA ମେଣ୍ଟକୁ ୧୨୦ ଆସନ ମିଳିପାରେ। ସେହିପରି ଟାଇମ୍ସ୍ ନାଓ -ସି ଭୋଟର ସର୍ଭେ ଅନୁଯାୟୀ ବିହାରରେ ଏନ୍‌ଡିଏ ମେଣ୍ଟକୁ ୧୧୬ ଓ ଆରଜେଡି ମେଣ୍ଟକୁ ୧୨୦ ଆସନ […]

chal
ସ୍ୱରୂପ ଦାଶଙ୍କୁ ବିଜେଡି ଟିକଟ୍ ମିଳିବା ପଛରେ ରହିଛି ଚାଲ୍!

ଭୁବନେଶ୍ୱର: ସ୍ୱରୂପ ଦାଶଙ୍କୁ ବିଜେଡି ଟିକଟ୍ ମିଳିବା ପଛରେ ରହିଛି ଚାଲ୍! ରବୀନ୍ଦ୍ର ଜେନା ହିଁ ସ୍ୱରୂପଙ୍କ ଟିକଟ୍ କରାଇଛନ୍ତି। ସ୍ୱରୂପ ପ୍ରାର୍ଥୀ ହେବା ଦ୍ୱାରା ବାଲେଶ୍ୱରରେ ବିହାର ଭଳି ରାଜନୀତି ହେବ। ବିଜେଡି-ବିଜେପି ଏକ୍। ଜୀବନ ପ୍ରଦୀପଙ୍କ ଏହି ଭାଇରାଲ୍ ଅଡିଓ ସାମ୍ନାକୁ ଆସିବାପରେ ତେଜିଛି ରାଜ୍ୟ ରାଜନୀତି। ଏହା ଭିତରେ ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ସସପେଣ୍ଡ ଓ ପରେ ଦଳ ଛାଡ଼ିଛନ୍ତି। ଜୀବନ ସେ ପ୍ରଥମେ ବିଜେପିରୁ ବିଧାୟକ ହୋଇଥିଲେ। ବିଜେପି-ବିଜେଡି […]

brucelosis
ଚୀନରୁ ଆସୁଛି ପୁଣି ଏକ ଭୟଙ୍କର ଭୂତାଣୁ; ଆକ୍ରାନ୍ତ ହେଲେଣି ୬ ହଜାରରୁ ଅଧିକ

ବେଜିଂ: ଭୂତାଣୁ ରାଷ୍ଟ୍ରରେ ପରିଣତ ହୋଇଥିବା ଚୀନ୍‌ରୁ ଗୋଟିଏ ପରେ ଗୋଟିଏ ଭୂତାଣୁ ଆସି ସାରା ବିଶ୍ୱକ ପ୍ରଭାବିତ କରୁଛି।କରୋନା କବଳରେ ସାରା ବିଶ୍ୱ ଛଟ୍‌ପଟ୍ ହେଉଥିବା ବେଳେ ଏବେ ପୁଣି ଆଉ ଏକ ଚିନୀ ଭୂତାଣୁର ଭୟ ସମସ୍ତଙ୍କୁ ଡରାଉଛି। ଚୀନ ଆଡ଼ୁ ମାଡ଼ି ଆସୁଛି ଜୁନୋଟିକ୍‌ ବ୍ୟାକ୍ଟେରିଆଲ୍‌ ସଂକ୍ରମଣ ବ୍ରୁସେଲୋସିସ୍‌। ଗତ ବର୍ଷ ଏକ ବାୟୋଫାର୍ମାସୁଟିକଲ କମ୍ପାନୀରୁ ଲିକ୍ ହେବାରୁ ଏହା ଭୂତାଣୁ ଚୀନ୍‌ରେ ସଂକ୍ରମଣ ହେବା ଆରମ୍ଭ ହୋଇଥିଲା। ଗାନସୁ ପ୍ରଦେଶର ଲାନଜୋ […]

matric-plus-two
ମୂଳରୁ ସ୍କୁଲ ଖୋଲିନି, କେମିତି ହେବ ପରୀକ୍ଷା?

ଭୁବନେଶ୍ୱର: କରୋନା ସଂକ୍ରମଣର ଦ୍ୱିତୀୟ ଲହରି ଆଶଙ୍କାରେ ଡିସେମ୍ବର ୩୧ ଯାଏଁ ସ୍କୁଲ ବନ୍ଦ, ମାଟ୍ରିକ ଫର୍ମଫିଲପ୍ ବି ସ୍ଥଗିତ। ହେଲେ ଏବେ ପ୍ରଶ୍ନ-ଗଣଶିକ୍ଷା ବିଭାଗ ଅଧିନରେ ଆସୁଥିବା ମାଟ୍ରିକ୍ ଓ ଯୁକ୍ତ ଦୁଇ ଶେଷ ବର୍ଷ ପରୀକ୍ଷା କେବେ ଓ କେମିତି ହେବ ? ପ୍ରତିବର୍ଷ ଫେବୃଆରୀରେ ମାଟ୍ରିକ୍ ଓ ମାର୍ଚ୍ଚରେ ଯୁକ୍ତ ଦୁଇ ପରୀକ୍ଷା ହୋଇଥାଏ ହେଲେ କରୋନା ପାଇଁ ତ ଏବର୍ଷ ମୂଳରୁ ସ୍କୁଲ ଖୋଲିନି। ତାସହ ସ୍ଥିତିକୁ ଦେଖି ୩୦ ପ୍ରତିଶତ […]

joe biden
ଜୋ ବାଇଡେନ୍ କିଏ ? ୭୭ବର୍ଷର ଜୀବନ କାହାଣୀରେ ଲୁଚି ରହିଛି ଅଦୃଶ୍ୟ ରହସ୍ୟ

ଭୁବନେଶ୍ୱର: ବିଶ୍ୱର ସବୁଠୁ ଶକ୍ତିଶାଳୀ ଦେଶ ଆମେରିକାର ବସ୍ ବନିବାକୁ ଯାଉଥିବା ଜୋ ବାଇଡେନ୍ କିଏ ? ମାର୍କିନ୍ ରାଷ୍ଟ୍ରପତି ଚୌକି ଦଖଲର ବିରାଟ ସଫଳତାର ପହଞ୍ଚିଥିିବା ବାଇ଼ଡେନ୍‌ଙ୍କ ୭୭ବର୍ଷର ଜୀବନ କାହାଣୀ ଭିତରେ ଲୁଚି ରହିଛି କି କି ଅଦୃଶ୍ୟ ରହସ୍ୟ। କଣ ତାଙ୍କ ଜୀବନର ଅଜଣା ଘଟଣାବଳୀ ଜାଣିବାକୁ ଯେତିକି ତାତ୍ପର୍ଯ୍ୟପୂର୍ଣ୍ଣ ସେତିକି ଉତ୍କଣ୍ଠାପୂର୍ଣ୍ଣ। ଇଏ ସେହି ବାଇଡେନ୍-ଯିଏ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କର ଏକଦା ଥିଲେ ରାଇଟ୍ ହ୍ୟାଣ୍ଡ। ତେବେ ୧୯୭୨ […]