• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

ambulance
ଆମ୍ବୁଲାନ୍ସ ପାଇଁ ଦର ଧାର୍ଯ୍ୟ କଲେ ସରକାର

ଭୁବନେଶ୍ୱର: ଏଣିକି ମନ ଇଚ୍ଛା ଭଡ଼ା ନେଇପାରିବେନି ଘରୋଇ ଆମ୍ବୁଲାନ୍ସ ମାଲିକ । ସରକାରଙ୍କ ପକ୍ଷରୁ ନିର୍ଦ୍ଧାରଣ ହେଲା ଦର । ପ୍ରତ୍ୟେକ ବର୍ଗର ଅମ୍ବୁଲାନ୍ସ ପାଇଁ ସରକାର ଭିନ୍ନ ଭିନ୍ନ ଦର ନିର୍ଦ୍ଧାରଣ କରିଛନ୍ତି । ଏନେଇ ରାଜ୍ୟ ପରିବହନ…

corona
"ଆମେ ନିୟମ ରଜାଙ୍କୁ ପୂଜା କରୁଛୁ, ଆମର କିଛି ହେବ ନାହିଁ"

ରାୟଗଡ଼ା ଜିଲ୍ଲା ନିୟମଗିରି ଅଞ୍ଚଳରେ ବସବାସ କରୁଥିବା ଡଙ୍ଗରିଆ କନ୍ଧ ସମାଜର ଲୋକେ କରୋନା ଟେଷ୍ଟକୁ ବିରୋଧ କରୁଛନ୍ତି

elephant
ହାତୀ ଆକ୍ରମଣରେ ଚାଷୀ ମୃତ

ତେଲକୋଇ(ଚିନ୍ମୟ କୁମାର ସାହୁ) : ହାତୀ ଆକ୍ରମଣରେ ଚାଲିଗଲା ଆଉ ଏକ ଜୀବନ । କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳର ଶିରିଆବାହାଲ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି । ଆମ୍ବ ବଗିଚାକୁ ଯାଉଥିଲା ବେଳେ ଅଚାନକ୍ ହାତୀ…

ଆସୁଛି PUBGର ନୂଆ ସଂସ୍କରଣ : ୧୮ରୁ ପଞ୍ଜୀକରଣ

ଦକ୍ଷିଣ କୋରିଆଭିତ୍ତିକ ଭିଡିଓ ଗେମ୍ ଡେଭଲପର୍ କ୍ରାଫ୍ଟନ୍ ଘୋଷଣା କରିଛନ୍ତି ଯେ ବ୍ୟାଟଲଗ୍ରାଉଣ୍ଡ୍ ମୋବାଇଲ୍ ଇଣ୍ଡିଆର ପ୍ରି-ପଞ୍ଜୀକରଣ ମେ ୧୮ ରୁ ଆରମ୍ଭ ହେବ। ତେବେ ଏହି ପ୍ରି-ରେଜିଷ୍ଟ୍ରେସନ୍ ମେ ୧୮ରେ କେବଳ ଆଣ୍ଡ୍ରଏଡ୍ ମୋବାଇଲ୍ ବ୍ୟବହାରକାରୀଙ୍କ ପାଇଁ ଲାଇଭ୍ ହେବ।

train
ପାଞ୍ଚ ଶହ ଟଙ୍କା ପାଇଁ ଚଳନ୍ତା ଟ୍ରେନରୁ ଧକ୍କା ଦେଲେ ଟିଟିଇ : ଘଟଣାସ୍ଥଳରେ ଶ୍ରମିକଙ୍କ ଜୀବନ ଚାଲିଗଲା

ତରବରିଆ ଭାବେ ବିନା ଟିକେଟରେ ଯାତ୍ରା କରୁଥିଲେ ବସନ୍ତ ଟିକେଟ ନଥିବାରୁ ଠେଲି ଦେଲେ ଟିଟିଇ  ଜୀବନର ମୂଲ୍ୟ ଠାରୁ କ’ଣ ୫୦୦ ଟଙ୍କା ବଡ଼ ଲକ୍ଷ୍ନୌ : ସଂକ୍ରମଣର ଭୟାବହତା ଭିତରେ ହଜିଯାଉଛି ମାନବିକତା । ପାଞ୍ଚ ଶହ ଟଙ୍କା…

cremetion
ନିଆଁ ଲାଗିବା ପୂର୍ବରୁ ଜୁଇରେ ଉଠି ବସିଲେ କରୋନା ଆକ୍ରାନ୍ତ ମହିଳା

ପୁଣେ: କରୋନା ମହାମାରୀର କରାଳ ଗ୍ରାସରେ ହଜି ଯାଉଛି ଗୋଟିଏ ପରେ ଗୋଟିଏ ଜୀବନ। ଅନିଶ୍ଚିତ ହୋଇପଡ଼ିଛି ଭବିଷ୍ୟତ। କରୋନା ସାମ୍ନାରେ ଯେମିତି ଅସହାୟ ଏଠି ମଣିଷ। ଲାଗୁଛି, ଯେମିତି ବର୍ତ୍ତିବାର ବାଟ ନାହିଁ।  ଶିଶୁଙ୍କଠାରୁ ଆରମ୍ଭ କରି ଯୁବଗୋଷ୍ଠି ସମସ୍ତଙ୍କୁ…

cyclone
ଉତ୍ପାତ ହେଲାଣି ତାଉତେ: ସ୍ଥଳଭାଗ ଛୁଇଁବା ପୂର୍ବରୁ ନେଲାଣି ୪ ଜଣଙ୍କ ଜୀବନ

ଏକ୍ସଟ୍ରିମ୍ ସିଭିୟର ସାଇକ୍ଲୋନିକରେ ପରିଣତ ହୋଇ ସ୍ଥଳଭାଗ ଆଡ଼କୁ ମୁହାଁଉଛି ବାତ୍ୟା ତାଉତେ। ଆଇଏମଡିର ପୂର୍ବାନୁମାନ ଅନୁଯାୟୀ ତାଉତେ ଆଜି ରାତିରେ ଗୁଜରାଟ ପୋରବନ୍ଦର-ମହୁଆରେ ଲ୍ୟାଣ୍ଡଫଲ କରିବ।

child
ଶିଶୁଙ୍କ ପାଇଁ ବିପଦ ସାଜିଲାଣି କରୋନା; ଉତ୍ତରାଖଣ୍ଡରେ ୧୦ ଦିନରେ ୧୦୦୦ ସଂକ୍ରମିତ

ଡେରାଡୁନ୍‌: ଦେଶରେ କରୋନା ସଂକ୍ରମଣ ପ୍ରଭାବ ସାମାନ୍ୟ ହ୍ରାସ ପାଉଥିବା ଦେଖିବାକୁ ମିଳୁଛି। ଦୈନିକ କରୋନା ମୃତ୍ୟୁ ଯଦିଓ ୪ ହଜାର ଉପରେ ରହିଛି ତେବେ ଆଜି ଦୀର୍ଘଦିନ ପରେ ଦୈନିକ ସଂକ୍ରମଣ ୩ ଲକ୍ଷ ତଳକୁ ଖସିଛି। ହେଲେ କରୋନାକୁ…

online
ବିଦେଶରେ ବିବାହ, ଅନଲାଇନରେ ଆଶୀର୍ବାଦ

ଚିକାଗୋରେ ବିବାହ କଲେ ଶାହାଜାହାନପୁର ଯୁବକ  ଅନଲାଇନରେ ନବବିବାହିତଙ୍କୁ ଆଶୀର୍ବାଦ ଦେଲେ ପରିବାର ଲୋକ ସଂକ୍ରମଣର ଭୟ ଭିତରେ ସୁହୂର ଚିକାଗୋ ସହରରେ ହେଲା ବିବାହ, ଅନଲାଇନରେ ଯୋଡ଼ି ହେଲେ ପରିବାର ଲୋକ । ଉତ୍ତରପ୍ରଦେଶର ଶାହାଜାହାନପୁର ସ୍ଥିତ ରୋସନଗଞ୍ଜ ନିବାସୀ…

basanta panda
"ଗାଁ ମୁହାଁ ମହାମାରୀ: ସ୍ୱାସ୍ଥ୍ୟ ସେବା ବି ଗ୍ରାମାଭିମୁଖି ହେଉ"

ରାଜ୍ୟରେ ହୁ ହୁ ହୋଇ ବଢିବାରେ ଲାଗିଛି ସଂକ୍ରମଣ। ଲକଡାଉନ୍‌ ପରେ ବି କମିବାରେ ନା ନେଉନାହିଁ ମହାମାରୀ। ଆଉ ଏହାରି ମଧ୍ୟରେ କରୋନା ମୁକାବିଲା ନେଇ ବିଜେପି ସାଂସଦ ବସନ୍ତ ପଣ୍ଡା ରାଜ୍ୟ ସରକାରଙ୍କୁ ଅନେକ ପ୍ରସ୍ତାବ ଦେଇଛନ୍ତି।

2DG
ବଜାରକୁ ଆସିଲା ଆଣ୍ଟି କୋଭିଡ୍ ଔଷଧ 2DG : ଶୁଭାରମ୍ଭ କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

କରୋନା ମେଡିସିନ 2DG ଶୁଭାରମ୍ଭ କଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ସ୍ୱତନ୍ତ୍ର ଉତ୍ସବରେ 2DG ହେଲା ଶୁଭାରମ୍ଭ; ପ୍ରତିରକ୍ଷା ମନ୍ତ୍ରୀ ବି ଉପସ୍ଥିତ ଡିଆରଡିଓ ଦ୍ୱାରା ପ୍ରସ୍ତୁତ କରୋନା ମେଡିସନ ନୂଆଦିଲ୍ଲୀ : ଦେଶକୁ ମିଳିଲା ଆଉ ଏକ କରୋନା ଔଷଧ…

Amrebdra Mohanty
ଆରପାରିରେ ବିଶିଷ୍ଟ ସଙ୍ଗୀତଜ୍ଞ ଅମରେନ୍ଦ୍ର ମହାନ୍ତି

ବିଶିଷ୍ଟ ସଙ୍ଗୀତଜ୍ଞ ଅମରେନ୍ଦ୍ର ମହାନ୍ତିଙ୍କ ପରଲୋକ ହୋଇଛି। କୋଭିଡରେ ଆକ୍ରାନ୍ତ ହୋଇ ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଲେ ଅମରେନ୍ଦ୍ର

mamata
ମମତାଙ୍କୁ ସିବିଆଇ ଝଟ୍‌କା: ସକାଳୁ ସକାଳୁ ସହଯୋଗୀଙ୍କୁ ଉଠାଇ ନେଲା କେନ୍ଦ୍ରୀୟ ସଂସ୍ଥା

ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ଭାବେ ତୃତୀୟ ଇନିଂସ ଆରମ୍ଭ କରୁ କରୁ ମମତା ବାନାର୍ଜୀଙ୍କୁ ବଡ଼ ଝଟକା ଲାଗିଛି। କିଛିଦିନ ପୂର୍ବରୁ ମନ୍ତ୍ରୀ ଭାବେ ଶପଥ ନେଇଥିବା ମମତାଙ୍କ କ୍ୟାବିନେଟର ଫିରହଦ ହାକିମଙ୍କୁ ସିବିଆଇ ଉଠାଇ ନେଇଛି

israeli-airstrikes
ଗାଜା ସିଟି ଉପରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍‌; ୧୦ ଶିଶୁଙ୍କ ସମେତ ୪୨ ମୃତ

ଗାଜା ସିଟି: ଇସ୍ରାଏଲ ପକ୍ଷରୁ ରବିବାର ଗାଜା ସିଟି ଉପରେ କରାଯାଇଥିବା ଆକ୍ରମଣକୁ ନେଇ ଏବେ ସାରା ବିଶ୍ୱ ଚିନ୍ତିତ। ରବିବାର ଇଜ୍ରାଏଲ ପକ୍ଷରୁ ହାଇଥିବା ଏୟାର ଷ୍ଟ୍ରାଇକ୍‌ରେ ଗାଜାସିଟିର ତିନୋଟି ବଡ ବଡ କୋଠା ଧ୍ୱଂସ ହେବା ପରେ ଅତି…

tautae
ଆଜି ଲ୍ୟାଣ୍ଡଫଲ୍ କରିବ ତାଉ’ତେ

ନୂଆଦିଲ୍ଲୀ: ଆଜି ଲ୍ୟାଣ୍ଡଫଲ୍ କରିବ ବାତ୍ୟା ତାଉ’ତେ । ଦିନ ୧୨ଟାରୁ ଅପରାହ୍ନ ୩ଟା ଭିତରେ ଗୁଜରାଟ ଉପକୂଳ ଛୁଇଁବ ବାତ୍ୟା । ପୋରବନ୍ଦର ଓ ମହୁବା ଦେଇ ସନ୍ଧ୍ୟା ୬ଟା ଭିତରେ ଅତିକ୍ରମ କରିବ ଆରବ ସାଗରରେ ସୃଷ୍ଟ ଏହି…

marriage
ପାଦରୁ ଅଳତା ଛାଡ଼ିନି, ନବବିବାହିତାଙ୍କ ମଥାରୁ ଲିଭିଗଲା ସିନ୍ଦୂର

ଆଳି(ବନମାଳୀ ସାହୁ) : ପାଦରୁ ଅଳତା ଛାଡ଼ିନି, ମଥାର ସିନ୍ଦୂର ପୋଛିଦେଲା ମହାମାରୀ । ଚତୁର୍ଥୀ ହୋମର ନିଆଁ ଲିଭିନାହିଁ, ମଶାଣୀରେ ଜଳିଲା ଜୁଇ।  କରୋନାରେ ଜୀବନ ହାରିଲେ ନବବିବାହିତ ଯୁବକ । ଅଧାଗଢ଼ା ହୋଇ ରହିଗଲା ସୁନାର ସଂସାର। ହାତରୁ…

coronavirus
ଦେଶରେ କମିଲା ସଂକ୍ରମଣ: ଦୀର୍ଘଦିନ ପରେ ୩ ଲକ୍ଷ ତଳକୁ ଖସିଲା ସଂକ୍ରମଣର ଟ୍ରେଣ୍ଡ୍‌

ଦୀର୍ଘଦିନ ପରେ ଦେଶରେ କମିଛି ସଂକ୍ରମଣ। ଆଜି ୩ ଲକ୍ଷ ତଳେ ରହିଛି ସଂକ୍ରମିତଙ୍କ ସଂଖ୍ୟା।  ୨୪ ଘଂଟାରେ ଦେଶରେ ୨ ଲକ୍ଷ ୮୧ ହଜାର ୩୮୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି

electric-car
ଭାରତର ସବୁଠାରୁ ଶସ୍ତା ଇଲେକ୍ଟ୍ରିକ କାର Strom R3

ନୂଆଦିଲ୍ଲୀ : ତୈଳ ଦର ହୁ ହୁ ହୋଇ ବଢ଼ିଚାଲିଥିବା ବେଳେ ଦେଶରେ ଇଲେକ୍ଟ୍ରିକ୍ ବାହାନର ବ୍ୟବହାର ବଢ଼ି ବଢ଼ି ଚାଲିଛି । ଏବେ ଦେଶରେ ଅଳ୍ପ ସଂଖ୍ୟକ ଇଲେକ୍ଟ୍ରିକ୍ କାର ମହଜୁଦ ଥିବା ବେଳେ ବାହାନ ତିଆରି କମ୍ପାନୀ ଗୁଡ଼ିକ…

corona
୨୪ ଘଣ୍ଟାରେ ଆଖି ବୁଜିଲେ ୨୨ କରୋନା ରୋଗୀ

ଭୁବନେଶ୍ୱର: ରାଜ୍ୟରେ ଆଜି ସଂକ୍ରମିତଙ୍କ ସଂଖ୍ୟା ୧୨ ହଜାରରୁ କମି ୧୦ ହଜାରରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା କମିବାର ନାଁ ଧରୁନି। ଆଜି ରାଜ୍ୟରୁ ୨୨ ଜଣ କରୋନା ରୋଗୀ ଆଖି ବୁଜିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ…

lockdown-1
ଲକଡାଉନ୍‌ରେ ଅମାନିଆଙ୍କ ଉପରେ ପୋଲିସର ସ୍ୱତନ୍ତ୍ର ନଜର

ସଟଡାଉନ୍‌ ପରେ ଆଜିଠୁ ଲକଡାଉନ୍‌ କଟକଣା ଆରମ୍ଭ ହୋଇଛି। ଶନି ଓ ରବିବାର ଦୁଇ ଦିନିଆ ସଟଡାଉନ୍‌ ପରେ ଆଜି ଖୋଲିଛି ବଜାର। ତେବେ ସକାଳ ୬ରୁ ଦିନ ୧୨ ଭିତରେ କେବଳ ଜରୁରୀ ସାମଗ୍ରୀ ଦୋକାନ ଖୋଲିବାକୁ ଅନୁମତି ରହିଛି।

scb medical
SCB କୋଭିଡ୍ ହସ୍ପିଟାଲ ପରିସରରେ ଉତ୍ତେଜନା

କଟକର ଏସ୍ସିବି ମେଡିକାଲ କଲେଜ ପରିସରରେ ଥିବା କୋଭିଡ୍ ହସ୍ପିଟାଲ ବାହାରେ ଉତ୍ତେଜନା ଦେଖାଦେଇଛି। ହସ୍ପିଟାଲ ବାହାରେ ରୋଗୀଙ୍କ ସଂପର୍କୀୟମାନେ ହୋ ହଲ୍ଲା କରୁଥିବା ଦେଖିବାକୁ ମିଳିଛି।

corona test
ଆଜି ଦୈନିକ ସଂକ୍ରମଣ ୧୦ ହଜାର ଉପରେ; ଶୀର୍ଷରେ କଟକ

ଭୁବନେଶ୍ୱର:ରାଜ୍ୟରେ ଆଜି ୧୦ ହଜାର ଉପରେ ରହିଛି କରୋନା ସଂକ୍ରମଣ। ରାଜ୍ୟରେ ୨୪ ଘଣ୍ଟାରେ ୧୦ ହଜାର ୭୫୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୧୦,୭୫୭ ମଧ୍ୟରୁ କ୍ୱାରେଣ୍ଟିନରୁ ୬,୦୨୪ ଏବଂ ଲୋକାଲ କେସ୍ ୪,୭୩୩ ଥିବା ଜଣାଯାଇଛି। ଆଜି କଟକରୁ ସର୍ବାଧିକ…

corona
ଲକଡାଉନ୍‌ର ୧୨ ଦିନ ପରେ ବି କାହିଁକି କମୁନାହିଁ ସଂକ୍ରମଣ?

ଲକଡାଉନ୍‌ ଲାଗୁ ହେବାର ୧୨ ଦିନ ବିତି ଯାଇଥିଲେ ବି ରାଜ୍ୟରେ ତଳମୁହାଁ ହେଉନି କରୋନା ଗ୍ରାଫ୍। ମେ ଆରମ୍ଭରୁ ରାଜ୍ୟରେ ଯେଉଁ ଟ୍ରେଣ୍ଡ ଚାଲିଥିଲା ଏବେ ବି ଉଣାଅଧିକ ସେୟା ରହିଛି।

kedarnath
ଶୁଭମୁହୂର୍ତ୍ତରେ ଖୋଲିଲା କେଦାରନାଥଙ୍କ ମନ୍ଦିର ଦ୍ୱାର

ଖୋଲିଲା କେଦାରନାଥ ଧାମ । ଶୁଭମୁହୂର୍ତ୍ତରେ କେଦାରନାଥ ମନ୍ଦିରର ଦ୍ୱାରଫିଟା ନୀତି ସମ୍ପନ୍ନ ହୋଇଛି । କରୋନା ପ୍ରୋଟୋକଲ୍ ଅଧୀନରେ ତୀର୍ଥ ପୂଜକଙ୍କ ଉପସ୍ଥିତିରେ ମେଷ ଲଗ୍ନରେ ସକାଳ ପାଞ୍ଚଟା ସମୟରେ କେଦାରନାଥ ଧାମ ଖୋଲିଛି । ତେବେ ଏହି ସମୟରେ…