• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

plane crash
ବିମାନ ଦୁର୍ଘଟଣାରେ ଅଭିନେତା ଓ ତାଙ୍କ ପତ୍ନୀଙ୍କ ମୃତ୍ୟୁ

ୱାଶିଂଟନ୍‌: ଟାର୍ଜନ ଟିଭି ସିରିଜ୍‌ରେ ‘ଟାର୍ଜନ’ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଅଭିନେତା ଜୋଏ ଲାରାଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଶନିବାର ହୋଇଥିବା ଏହି ବିମାନ ଦୁର୍ଘଟଣାରେ ୫୮ ବର୍ଷୀୟ ଜୋଏ ଓ ତାଙ୍କ ପତ୍ନୀଙ୍କ ସମେତ ଅନ୍ୟ ୫ଜଣଙ୍କ…

black fungus
ଭୀମସାରରେ ସନ୍ଦିଗ୍ଧ ବ୍ଲାକ୍ ଫଙ୍ଗସ୍ ରୋଗୀଙ୍କ ମୃତ୍ୟୁ

ସମ୍ବଲପୁର: କରୋନା ପରେ ଏବେ ଆତଙ୍କିତ କରି ରଖିଛି ବ୍ଲାକ ଫଙ୍ଗସ୍‌ ଭୟ। ପୂର୍ବରୁ ଖୁବ୍ କ୍ୱଚିତ୍ ଦେଖାଯାଉଥିବା ଏହି ଫଙ୍ଗାଲ୍ ଇନଫେକ୍‌ସନ୍‌, ଏବେ ଗୁଜୁରାଟ ସମେତ ଓଡ଼ିଶାରେ ମଧ୍ୟ ଦେଖିବାକୁ ମିଳିଛି। କରୋନାରୁ ସୁସ୍ଥ ହୋଇଥିବା କିଛି ଲୋକଙ୍କ ପାଖରେ…

rape
କରୋନାରୁ ଆରୋଗ୍ୟ ଲାଭ କରିଥିବା ମହିଳାଙ୍କ ସହ ଦୁଷ୍କର୍ମ

ଦିସପୁର : କରୋନାକୁ ମାତ ଦେଲେ, ହେଲେ ନରପିଶାଚଙ୍କ ସାମ୍ନାରେ ହାରିଗଲେ । ଭାଇରସକୁ ହରାଇ ଘରକୁ ଫେରିଲା ବେଳେ ମହିଳାଙ୍କ ସହ ଗଣଦୁଷ୍କର୍ମ । ଆସାମର ଚରାଇଦେବ ଜିଲ୍ଲାରେ ଏପରି ଅମାନବୀୟ ଘଟଣା ଘଟିଛି । ସଂକ୍ରମଣ ଭୟ ଭିତରେ…

sushil kumar
ସୁଶୀଲଙ୍କ ବିରୋଧରେ ସାମ୍ନାକୁ ଆସିଲା ପୁଣି ଏକ ଅଭିଯୋଗ

ନୂଆଦିଲ୍ଲୀ: ପହିଲମାନ ସାଗର ଧନଖର ହତ୍ୟା ମାମଲାରେ ଗିରଫ ରେସଲର ସୁଶୀଲ କୁମାରଙ୍କ ଗୋଟିଏ ପରେ ଗୋଟିଏ କଳା କାରନାମା ସାମ୍ନାକୁ ଆସୁଛି। କିଭଳି ଭାବରେ ସେ ଲୋକଙ୍କୁ ମାର୍‌ପିଟ୍‌ କରି ଆତଙ୍କ ସୃଷ୍ଟି କରୁଥିଲେ ତାହା ଏବେ ସାମ୍ନାକୁ ଆସିବାରେ…

corona vaccine
ଜୁନ୍ ସୁଦ୍ଧା ୧୦ କୋଟି ଡୋଜ୍ ଟିକା ଯୋଗାଇବ ସେରମ୍

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଲହରର ପ୍ରଭାବ ଧିରେ ଧିରେ କମୁଥିବା ଦେଖିବାକୁ ମିଳୁଛି। ହେଲେ ମୃତ୍ୟୁସଂଖ୍ୟ ସ୍ଥିର ରହିଛି । ଦୈନିକ ମୃତ୍ୟୁ ହାର ୩ ହଜାର ତଳକୁ ଖସୁନି। କରୋନାରୁ ବର୍ତ୍ତିବା ପାଇଁ ଟିକାକରଣ ଉପରେ ଗୁରୁତ୍ୱ ଦିଅଯାଉଥିବାବଳେ…

wuhan
ଚୀନ ଆର୍ମି ପାଇଁ କାମ କରୁଛି ଉହାନ୍ ଲ୍ୟାବ୍ : ଦାବି କଲେ ଆମେରିକାର ପୂର୍ବତନ ବୈଦେଶିକ ମନ୍ତ୍ରୀ

ୱାସିଂଟନ୍ : କୋଭିଡ୍-୧୯ ଭୂତାଣୁ ପଶୁଙ୍କ ଦେହରୁ ମଣିଷକୁ ଆସିଛି ନା ଚୀନ୍ ପ୍ରୟୋଗଶାଳାରୁ ଲିକ୍ ହୋଇଛି? କରୋନା ଭାଇରସର ଉତ୍ପତ୍ତି ସମ୍ପର୍କରେ ଜାଣିବା ପାଇଁ ସାରା ବଶ୍ୱ ପ୍ରୟାସ ଜାରି ରଖିଛି । ଉହାନ୍ ଲ୍ୟାବରୁ କରୋନର ଭାଇରସ୍ ବାହାରିଛି…

corona lockdown
ଏହିସବୁ ରାଜ୍ୟରେ ବଢ଼ିଲା ଲକ୍‌ଡାଉନ୍‌

ନୂଆଦିଲ୍ଲୀ: କରୋନା ସଂକ୍ରମଣରେ ବ୍ରେକ୍‌ ଦେବା ଲାଗି ବିଭିନ୍ନ ରାଜ୍ୟରେ ଲକ୍‌ଡାଉନ୍‌ କଟକଣା ଅବଧି ବଢ଼ାଯାଇଛି । ଓଡ଼ିଶାରେ ଜୁନ୍ ୧୭ ତାରିଖ ଯାଏ କଟକଣା ଅବଧି ବୃଦ୍ଧି କରାଯାଇଥିବା ବେଳେ ମହାରାଷ୍ଟ୍ରରେ ଜୁନ୍‌ ୧୫ ଓ ତେଲେଙ୍ଗାନାରେ ଜୁନ୍‌ ୧୦…

mehul choksi
ରୋମାଣ୍ଟିକ୍ ଟ୍ରିପରେ ଯାଇ ଧରାପଡ଼ିଲେ କି ମେହୁଲ ଚୋକସି ? ଖୁଲାସା କଲେ ଆଣ୍ଟିଗୁଆ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପିଏନବି ଘୋଟାର ଅନ୍ୟତମ ଅଭିଯୁକ୍ତଙ୍କୁ ଗର୍ଲଫ୍ରେଣ୍ଡ ସହ ବୁଲିଯିବା ମହଙ୍ଗା ପଡ଼ିଲା କି ? କିପରି ଧରାପଡ଼ିଲେ ମେହୁଲ ଚୋକସି  ? ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସିଙ୍କୁ ନେଇ ବଡ଼ ଖୁଲାସା କରିଛନ୍ତି ଆଣ୍ଟିଗୁଆ ପ୍ରଧାନମନ୍ତ୍ରୀ ଗେଷ୍ଟନ୍…

corona death
ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ବଢିଲା, ଦିନକରେ ଆଖି ବୁଜିଲେ ୩୫ ରୋଗୀ

ଭୁବନେଶ୍ୱର: ଦେଶରେ କରୋନାର ୨ୟ ଲହର ପ୍ରଭାବ ଧୀରେ ଧୀରେ କମୁଥିବାବେଳେ ମୃତ୍ୟୁ ସଂଖ୍ୟା ସ୍ଥିର ରହିଛି।  ଓଡ଼ିଶାରେ କିଛିଦିନ ଧରି ସଂକ୍ରମିତଙ୍କ ସଂଖ୍ୟା କମିଥିବା ବେଳେ ଆଜି  ସଂକ୍ରମିତଙ୍କ ସଂଖ୍ୟା  ୮ ହଜାର ଉପରେ ରହିଛି । ଗତକାଲି ତୁଳନାରେ…

corona test
୨୪ ଘଣ୍ଟାରେ ଚିହ୍ନଟ ହେଲେ ୮ ହଜାରରୁ ଅଧିକ କରୋନା ରୋଗୀ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣର ପ୍ରଭାବ ସାମାନ୍ୟ କମିଥିଲେ ହେଁ ଚିନ୍ତା କମିନି । ଗତ କିଛି ଦିନ ଧରି ରାଜ୍ୟରେ ଦୈନିକ ସଂକ୍ରମଣ ୧୦ହଜାରରୁ ହ୍ରାସ ପାଇ ୮ ହଜାର ଭିତରେ ସୀମିତି ଥିଲା। ଗତକାଲି ଏହାର ସଂଖ୍ୟା ବୃଦ୍ଧି…

odisha
ନିଶାସକ୍ତ ଅବସ୍ଥାରେ ସଟ୍‌ଡାଉନ୍‌ରେ ବୁଲୁଥିଲେ, ପୋଲିସ୍‌ ଅଟକାଇବାରୁ କହିଲେ-ଚାକିରି କ’ଣ ପିତା ଲାଗିଲାଣି ?

‍ଭୁବନେଶ୍ୱର: ‘ଚାକିରି କ’ଣ ପିତା ଲାଗିଲାଣି ? ଗୋଟିଏ ସେକେଣ୍ଡରେ ମୁଁ ତୁମ୍ଭମାନଙ୍କ ବର୍ଦ୍ଦି ଉତାରି ଦେବି’…ନିଶାସକ୍ତ ଅବସ୍ଥାରେ ଜଣେ ଯୁବକ ଏଭଳି କିଛି କହିଛନ୍ତି। ଭୁବନେଶ୍ୱର ଫାୟାର୍ ଷ୍ଟେସନ ଛକରେ ଗତକାଲି ଜଣେ ନିଶାସକ୍ତ ଯୁବକଙ୍କ ଉନ୍ମତ୍ତ କାଣ୍ଡ ଦେଖିବାକୁ…

DELHI
ରାଜଧାନୀ ଦିଲ୍ଲୀରେ ଆଜି ଠାରୁ ଅନଲକ୍ ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ : ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଉଥିବାରୁ ଆଜି ଠାରୁ ଜାତୀୟ ରାଜଧାନୀ ଦିଲ୍ଲୀରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଅନଲକ୍ ପ୍ରକ୍ରିୟାର ପ୍ରଥମ ସପ୍ତାହରେ କାରଖାନା ଏବଂ ନିର୍ମାଣ କାର୍ଯ୍ୟକୁ ଅନୁମତି ଦିଆଯାଇଛି । କଟକଣା କୋହଳ…

Capture
IPL 2021: ଅଷ୍ଟ୍ରେଲିଆର ଶ୍ରେଷ୍ଠ ୧୦ ଖେଳାଳି ଯଦି ନଖେଳିବେ, କ୍ଷତି ସହିବେ ୪୧ କୋଟି

ନୂଆଦିଲ୍ଲୀ: କରୋନା ମାମଲା ଆସିବା ପରେ IPL ୨୦୨୧କୁ ୪ ମେ’ଠାରୁ ସ୍ଥଗିତ କରାଯାଇଥିଲା । କିନ୍ତୁ ସେପ୍ଟେମ୍ବର-ଅକ୍ଟୋବରରେ ଅବଶିଷ୍ଟ ୩୧ଟି ମ୍ୟାଚ୍ ଆୟୋଜନ କରିବାକୁ ବିସିସିଆଇ ଘୋଷଣା କରିସାରିଛି । ଅବଶିଷ୍ଟ ମ୍ୟାଚ୍ ଭାରତ ପରିବର୍ତ୍ତେ ୟୁଏଇରେ ଖେଳାଯିବ ।…

moonsoon
ଜୁନ୍‌ ୩ରେ କେରଳ ଛୁଇଁବ ମୌସୁମୀ ବାୟୁ

ଜୁନ୍ ୧ ବଦଳରେ ଜୁନ୍ ୩ ତାରିଖରେ କେରଳ ଛୁଇଁବ ମୌସୁମୀ ବାୟୁ। ଚଳିତ ବର୍ଷ ପୂର୍ବରୁ ଧାର୍ଯ୍ୟ ହୋଇଥିବା ସମୟଠାରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦୁଇ ଦିନ ବିଳମ୍ବରେ କେରଳରେ ପହଞ୍ଚିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ

Asha-Karmi
୪ ମାସର ଗର୍ଭବତୀ, ତଥାପି ଏଭଳି ବିପତ୍ତି ବେଳେ ଘର ଘର ବୁଲି ଲୋକଙ୍କୁ କରୁଛନ୍ତି ସଚେତନ..

ରାୟଗଡ଼ା: ମହାମାରୀ କରୋନା ସମୟରେ ସାମ୍ନାକୁ ଆସୁଛନ୍ତି ଅନେକ ଯୋଦ୍ଧା । ସମ୍ମୁଖ ଯୁଦ୍ଧରେ ସାମିଲ ଥିବା ସେହି ଯୋଦ୍ଧାଙ୍କ ଭିତରେ ଅଛନ୍ତି ଆଶା ଓ ଅଙ୍ଗନଓ୍ୱାଡ଼ି କର୍ମୀ । ଏହି ଅସମୟରେ ନିଜ ଜୀବନକୁ ବାଜି ଲଗାଇ ମହାମାରୀ ବିରୋଧରେ…

Cyclone-Damage
‘ୟାସ୍’ ଭାଙ୍ଗି ଦେଇଛି ଚାଷୀର ମେରୁଦଣ୍ଡ; ଉଜାଡ଼ି ଦେଇଛି ଫସଲ, ପାଣି ଘେରରେ ଥାଇ ବି ମେଣ୍ଟୁନି ଶୋଷ

ବାଲେଶ୍ୱର: ୪ ଦିନ ତଳେ ଓଡ଼ିଶା ଦେଇ ଯାଇଥିବା ବାତ୍ୟା ୟାସ୍, ବିପନ୍ନଙ୍କୁ ଦେଲାଣି ୪ ଯୁଗର ଯନ୍ତ୍ରଣା । କିଏ ଘର ମରାମତି କାନ୍ଥ ଆଡ଼ୁ ଆରମ୍ଭ କରିବ, ନା ଛପର ଆଡ଼ୁ ଜାଣି ପାରୁନି । କିଏ ଜଳବନ୍ଦୀ…

ACS
କରୋନା ମୁକାବିଲା ଲାଗି ବଡ଼ ପ୍ରସ୍ତୁତି କରୁଛନ୍ତି ରାଜ୍ୟ ସରକାର

କରୋନାର ସମ୍ଭାବ୍ୟ ତୃତୀୟ ଲହରୀର ମୁକାବିଲା ପାଇଁ ପ୍ରସ୍ତୁତି ଚାଲିଛି। ବିଶେଷ ଭାବେ ମେଡିକାଲ୍ ଓ ଟେଷ୍ଟିଂ ବ୍ୟବସ୍ଥାକୁ ସୁଦୃଢ଼ କରାଯାଉଥିବା ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର

Electric
ବାତ୍ୟାମୁହଁରୁ କେମିତି ବଞ୍ଚିବ ରାଜ୍ୟ ବିଦ୍ୟୁତ୍‌ ଭିତ୍ତିଭୂମି?

ରାଜ୍ୟରେ ବାରମ୍ବାର ବାତ୍ୟା ଆସି ବିଜୁଳି ଭିତ୍ତିଭୂମିକୁ ଉଜାଡ଼ି ଦେଉଥିବାରୁ ଏବେ ଏହାର ସ୍ଥାୟୀ ପ୍ରତିକାର ଉପରେ ସରକାରଙ୍କ ଫୋକସ୍ ରହିଛି। ଏ ନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ପ୍ରସ୍ତୁତ କରୁଛନ୍ତି ବ୍ଲୁ ପ୍ରିଣ୍ଟ୍। ୟା ପାଇଁ ପ୍ରସ୍ତୁତ ହୋଇଛି ୪୦ ହଜାର କୋଟି ଟଙ୍କାର ପ୍ରୋଜେକ୍ଟ

Odisha-Corona
ସଂକ୍ରମଣ କମୁଛି ହେଲେ ମୃତ୍ୟୁ ସଂଖ୍ୟା ଚିନ୍ତା ବଢାଉଛି

ରାଜ୍ୟରେ ଦ୍ୱିତୀୟ ଲହରର କୋପ ଥମୁ ଥିବାର ସଂକେତ। ଏନେଇ ସୂଚନା ଦେଇ ସ୍ୱାସ୍ଥ୍ୟ ବିଭାଗ ଏସିଏସ୍ କହିଛନ୍ତି ଗତ ତିନି ସପ୍ତାହ ଧରି ରାଜ୍ୟରେ କରୋନା ଟେଷ୍ଟ ପଜିଟିଭ୍ ରେଟ୍ ବା ଟିପିଆର୍ କମୁଛି। ମେ ଦ୍ୱିତୀୟ ସପ୍ତାହରେ ୨୨ ପ୍ରତିଶତରେ ଥିବା ଟିପିଆର୍ ଏବେ ୧୪ ପ୍ରତିଶତକୁ ଖସିଆସିଛି

viratkohli-1578909461
ବିରାଟ କୋହଲିଙ୍କୁ ପରିବାଠାରୁ ଅଣ୍ଡା ପର୍ଯ୍ୟନ୍ତ ସବୁ ପସନ୍ଦ, ଏମିତି ରହିଛି ତାଙ୍କ ଡାଏଟ୍ ଚାର୍ଟ..

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଫିଟନେସକୁ ସବୁବେଳେ ଅଧିକ ଗୁରୁତ୍ୱ ଦେଇଥାନ୍ତି । ସେ ସାଥୀ ଖେଳାଳିଙ୍କୁ ମଧ୍ୟ ଫିଟ୍ ରହିବା ପାଇଁ ସବୁବେଳେ ପ୍ରୋତ୍ସାହିତ କରନ୍ତି । ଟିମ୍ ଇଣ୍ଡିଆ ଏବେ ମୁମ୍ବାଇରେ କ୍ୱାରେଣ୍ଟାଇନ୍ ରହିଛି ।…

WhatsApp Image 2021-05-30 at 2.57.04 PM
ମୋଦି ସରକାରକୁ ପୁରିଲା ୭ ବର୍ଷ, ବିଜେପି ପାଳିଲା ସେବା ଦିବସ

ଭୁବନେଶ୍ୱର: ବିଜେପି ପାଳିଲା ସେବା ଦିବସ । କେନ୍ଦ୍ରରେ ବିଜେପି ସରକାରର ସପ୍ତମ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ବିଜେପି ପକ୍ଷରୁ ସେବା ଦିବସ ପାଳନ କରାଯାଇଛି । ସାରା ଦେଶରେ ବିଜେପି କର୍ମୀମାନେ ସେବା ଦିବସ ପାଳନ କରିଛନ୍ତି ।…

lockdown
ଜୁନ୍‌ ୧୭ ପର୍ଯ୍ୟନ୍ତ ବଢିଲା ଲକଡାଉନ୍‌

ରାଜ୍ୟରେ ପୁଣି ୧୬ ଦିନ ପାଇଁ ଲକଡାଉନ୍ ବଢ଼ାଇଲେ ସରକାର। ଜୁନ୍ ୧୭ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ଲକଡାଉନ୍ ଅବଧିକୁ ବୃଦ୍ଧି କରାଯାଇଛି

Jharpada jail
ଝାରପଡ଼ା ଜେଲରୁ ଗଞ୍ଜେଇ ଜବତ ଘଟଣା, ନିଲମ୍ବିତ ହେଲେ ଜେଲ ଚିଫ୍ ୱାଡେନ୍

ଭୁବନେଶ୍ୱର: ଝାରପଡ଼ା ଜେଲରୁ ଗଞ୍ଜେଇ ଜବତ ଘଟଣାରେ ନିଆଗଲା କାର୍ଯ୍ୟାନୁଷ୍ଠାନ । ପ୍ରାଥମିକ ତଦନ୍ତ ପରେ ଜେଲ ଚିଫ୍ ୱାଡେନ୍ ସୁଦର୍ଶନ ବାରିକଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି । ତେବେ ଏନେଇ ଅଧିକ ତଦନ୍ତ ଜାରି ରହିଛି । ଜେଲ ବିଭାଗ…

Solar Eclipse 2021: ବର୍ଷର ପ୍ରଥମ ସୂର୍ଯ୍ୟପରାଗ, ୧୦ ଜୁନରେ; ଜାଣନ୍ତୁ କ’ଣ ରହିଛି ସମୟ..

ନୂଆଦିଲ୍ଲୀ: ୨୦୨୧ର ପ୍ରଥମ ସୂର୍ଯ୍ୟ ପରାଗ ୧୦ ଜୁନରେ ହେବାକୁ ଯାଉଛି । ଏହା ପୂର୍ଣ୍ଣ ସୂର୍ଯ୍ୟପରାଗ ହେବ ବୋଲି ଆକଳନ କରାଯାଇଛି । ଯେଉଁଥିରେ ପୃଥିବୀକୁ ସମ୍ପୂର୍ଣ୍ଣ ଭାବେ ଚନ୍ଦ୍ର ଢ଼ାଙ୍କିଦେବ । ଏହାଦ୍ୱାରା କେବଳ ସୂର୍ଯ୍ୟଙ୍କ ଚାରିପାଖର ହିଁ…

Pradipta Mohapatra
କରୋନା ବିପକ୍ଷ ଲଢ଼େଇ ପାଇଁ ମ୍ୟାନପାୱାର ବଢ଼ାଇଲେ ରାଜ୍ୟ ସରକାର, ୩୮୦୦ ଜଣ ରିଜର୍ଭ

ଭୁବନେଶ୍ୱର: କରୋନା ସହ ଲଢ଼େଇ ପାଇଁ ସବୁବେଳେ ପ୍ରସ୍ତୁତ ରାଜ୍ୟ ସରକାର । ଏନେଇ ପୁଣି ଥରେ ସୂଚାଇ ଦେଇଛନ୍ତି ଏସିଏସ୍ ପ୍ରଦିପ୍ତ ମହାପାତ୍ର । କରୋନା ବିପକ୍ଷ ଲଢ଼େଇରେ ପ୍ରଶାସନ ପକ୍ଷରୁ ଆଉ ଦୁଇ ପାଦ ‍ବଢ଼ାଯାଇଛି । ଦିନକୁ…