• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

1
କୋରାପୁଟ ସୀମାରେ ପୁଣି ଆନ୍ଧ୍ରର ଦାଦାଗିରି

କୋରାପୁଟ: କୋରାପୁଟ ସୀମାରେ ପୁଣି ଥରେ ଆନ୍ଧ୍ରପ୍ରଦେଶର ଦାଦାଗିରି ଦେଖିବାକୁ ମିଳିଛି। ଜାମୁଗୁଡ଼ାରେ ସ୍ଥାନୀୟ ଲୋକେ ପଥର ପୋତି ସୀମା ଚିହ୍ନଟ କରୁଥିବା ବେଳେ ଏହାକୁ ଆନ୍ଧ୍ର ପଟୁ ପ୍ରବଳ ବିରୋଧ କରାଯାଇଛି। କୋରାପୁଟ ଜାମୁଗୁଡ଼ାର ପାହାଡ଼ ଉପରେ ଓଡ଼ିଶା ଏବଂ ଆନ୍ଧ୍ର ଲୋକଙ୍କ ମଧ୍ୟରେ ଏହାକୁ ନେଇ କଥା କଟାକଟି ହୋଇଥିଲା। ଏହାପରେ ବନ ବିଭାଗ, ପୋଲିସ୍ ଏବଂ ସ୍ଥାନୀୟ ତହସିଲଦାର ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ। କୋରାପୁଟ ଜାମୁଗୁଡ଼ା ପାହାଡ଼କୁ ଆନ୍ଧ୍ର ବନ ବିଭାଗ […]

  • Wednesday, 30 June 2021
corona
ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୪୮୦ ଆକ୍ରାନ୍ତ ଚିହ୍ନଟ, ୬ ମୃତ

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୮୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬ଜଣଙ୍କ ମୃତ୍ୟୁ ଘଟିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୧୯,୫୮୩ରେ ପହଞ୍ଚି ଥିବାବେଳେ ମୃତ୍ୟୁ ସଂଖ୍ୟା ୧,୭୫୦ରେ ପହଞ୍ଚିଛି। ଚିହ୍ନଟ ୪୮୦ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍‌ ସେଣ୍ଟରରରୁ ୨୭୬ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କେସ୍‌ ୨୦୪ ରହିଛି। ସେହିପରି ୪ ମୃତକଙ୍କ ମଧ୍ୟରୁ ବାଲେଶ୍ୱରରୁ ଜଣେ, ଭୁବନେଶ୍ୱରରୁ ଜଣେ, ଗଞ୍ଜାମରୁ ୨ଜଣ, ଝାରସୁଗୁଡ଼ାରୁ ଜଣେ […]

  • Wednesday, 30 June 2021
corona test
ଘରୋଇ ଲ୍ୟାବ୍‌ରେ RTPCR ଟେଷ୍ଟ ପାଇଁ ସର୍ବାଧିକ ଫି’ ୪୦୦ ଟଙ୍କା

ଭୁବନେଶ୍ୱର: ରାଜ୍ୟରେ କମିଲା କରୋନା ପାଇଁ କରାଯାଉଥିବା RTPCR ଟେଷ୍ଟର ମୂଲ୍ୟ। ଏଣିକି ଘରୋଇ ଲ୍ୟାବ୍‌ରେ RTPCR ପରୀକ୍ଷା ପାଇଁ ସର୍ବାଧିକ ୪ ଶହ ଟଙ୍କା ଦେବାକୁ ପଡ଼ିବ। ଜିଏସ୍‌ଟି ସହ ଟେଷ୍ଟ ଫି’ ବାବଦରେ ସର୍ବାଧିକ ୪ ଶହ ଟଙ୍କା ଧାର୍ଯ୍ୟ କରିଛନ୍ତି ରାଜ୍ୟ ସରକାର। ଫି ନିର୍ଦ୍ଧାରଣ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରଥମେ RTPCR ଟେଷ୍ଟ ପାଇଁ ସରକାର ୨୨ ଶହ ଟଙ୍କା ସ୍ଥିର କରିଥିଲେ। ଜିଏସ୍‌ଟିକୁ ମିଶାଇ […]

  • Wednesday, 30 June 2021
coronavirus
କରୋନା ପାଇଁ ଲାଗିଥିବା ସରକାରୀ ଖର୍ଚ୍ଚ କଟକଣାକୁ କୋହଳ କଲା ରାଜ୍ୟ ଅର୍ଥ ବିଭାଗ

ଭୁବନେଶ୍ୱର: କରୋନା ମହାମାରୀ ପାଇଁ ସରକାରୀ ଖର୍ଚ୍ଚରେ ଲାଗିଥିବା କଟକଣାକୁ କିଛି ମାତ୍ରାରେ ହଟାଇଛି ରାଜ୍ୟ ଅର୍ଥ ବିଭାଗ। ଏନେଇ ଅର୍ଥ ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗକୁ ଚିଠି ଲେଖି ଅବଗତ କରାଯାଇଛି। ଗତ ଜୁଲାଇ ୭ ତାରିଖରେ ବିଭିନ୍ନ ବିଭାଗର ଖର୍ଚ୍ଚ ଉପରେ କଟକଣା ଲଗାଇଥିଲା ଅର୍ଥ ବିଭାଗ। ମହାମାରୀ ଯୋଗୁ ଅର୍ଥନୀତି ଉପରେ କୁପ୍ରଭାବ ପଡ଼ିଥିବାରୁ ଏଭଳି କଟକଣା ଲଗାଯାଇଥିଲା। ଏବେ ଅର୍ଥନୀତିରେ କିଛିଟା ସୁଧାର ଆସିଥିବାରୁ ଏହି କଟକଣାକୁ କୋହଳ […]

  • Wednesday, 30 June 2021
man died
ସ୍ୱାମୀର ଝୁଲନ୍ତା ମୃତଦେହ ମିଳିବା ପରେ ସ୍ତ୍ରୀ ନେଲା ଏମିତି ଚରମ ପଦକ୍ଷେପ

ସାଲେପୁର: ସ୍ୱାମୀର ଆତ୍ମହତ୍ୟା ଖବର ଜାଣିବା ପରେ ଦୁଃଖରେ ମ୍ରିୟମାଣ ହୋଇ ସ୍ତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମାହାଙ୍ଗା ଥାନା ଅନ୍ତର୍ଗତ ପୋତରା-ପ୍ରହରାଜପୁର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ, ଆଜି ସକାଳେ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ତାଙ୍କ ଦୋକାନରୁ ମିଳିଥିଲା। ସ୍ୱାମୀର ମୃତ୍ୟୁ ଖବର ଜାଣିବା ପରେ ଦୁଃଖରେ ମ୍ରିୟମାଣ ହୋଇ ସ୍ତ୍ରୀ ଘର ଭିତରେ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଗୁରୁତର ଅବସ୍ଥାରେ ସମ୍ପୃକ୍ତ ମହିଳାଙ୍କୁ ଉଦ୍ଧାର […]

  • Wednesday, 30 June 2021
1
ଏସ୍‌ସିବି ମେଡିକାଲ୍‌ ସମ୍ପ୍ରସାରଣ ପାଇଁ ଭଙ୍ଗାଯିବ ସ୍କୁଲ

କଟକ: କଟକ ବଡ଼ ମେଡିକାଲର ସମ୍ପ୍ରସାରଣ ଲାଗି ଏସ୍‌ସିବି ମେଡିକାଲ ପବ୍ଲିକ ସ୍କୁଲକୁ ଭାଙ୍ଗିବା ପାଇଁ ନିଷ୍ପତ୍ତି ହୋଇଛି। ଏହି ସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ଡିଏଭି ସ୍କୁଲକୁ ସ୍ଥାନାନ୍ତର କରିବାକୁ ସ୍କୁଲ କର୍ତ୍ତୃପକ୍ଷ ଯୋଜନା କରିଛନ୍ତି। ଏହାକୁ ନେଇ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଆଜି ସ୍କୁଲ ସାମ୍ନାରେ ଏକତ୍ରିତ ହୋଇ ଅଭିଭାବକମାନେ ମ୍ୟାନେଜମେଣ୍ଟର ନିଷ୍ପତ୍ତିକୁ ତୀବ୍ର ବିରୋଧ କରିଛନ୍ତି। ଅଭିଭାବକମାନେ କହିଛନ୍ତି, ଏହି ସ୍କୁଲ ଭଙ୍ଗା ଯାଇ ପିଲାଙ୍କୁ ଡିଏଭି ସ୍କୁଲକୁ ସ୍ଥାନାନ୍ତର କରାଗଲେ, […]

  • Wednesday, 30 June 2021
lightening
ବଜ୍ରପାତରେ ବାପ ମୃତ, ଝିଅ ଗୁରୁତର

ରାୟଗଡା: ରାୟଗଡା ଜିଲ୍ଲା ପଦ୍ମପୁରରେ ଅଘଟଣ । ବଜ୍ରାଘାତରେ ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ଝିଅ ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କ ନାଁ ଅନନ୍ତ ଶବର । ସେ କାନ୍ଦୁଲ ଲଗାଇବା ପାଇଁ ଯାଇଥିବା ବେଳେ ଅପରାହ୍ନ ପ୍ରାୟ ୩ଟା…

ଏଣିକି ସବୁ ଜରୁରୀ ସେବା ପାଇବା ପାଇଁ ଗୋଟିଏ ହେଲ୍‌ପ୍‌ଲାଇନ୍‌, ଡାଏଲ୍‌ ୧୧୨

ଭୁବନେଶ୍ୱର: ସବୁ ଜରୁରୀ ସହାୟତା ପାଇଁ କେବଳ ଗୋଟିଏ ହେଲ୍‌ପ୍‌ଲାଇନ୍ ନମ୍ବର। ଏଣିକି ସାଧାରଣ ଲୋକେ କେବଳ ୧୧୨ ନମ୍ବରକୁ ଫୋନ୍ କରି ସହାୟତା ମାଗି ପାରିବେ କିମ୍ବା ଅଭିଯୋଗ ମଧ୍ୟ ଜଣାଇପାରିବେ। ଫଳରେ ପୋଲିସ୍‌, ଆମ୍ବୁଲାନ୍ସ, ଦମକଳ, ମହିଳା ହେଲପ୍ ଲାଇନ ଭଳି ବିଭିନ୍ନ ଜରୁରୀ ସେବା ପାଇଁ ଆଉ ଭିନ୍ନ ଭିନ୍ନ ନମ୍ବରକୁ ଫୋନ୍ କରିବାକୁ ପଡ଼ିବ ନାହିଁ। ଜନସାଧାରଣଙ୍କ ସୁବିଧା ତଥା ତ୍ୱରିତ ସେବା ଯୋଗାଇ ଦେବା ଲକ୍ଷ୍ୟରେ ସରକାର ଏହି ନିଷ୍ପତ୍ତି […]

  • Wednesday, 30 June 2021
pathak-babu
ଆକାଶଙ୍କ ସହିତ ଚାର୍ଟର ଫ୍ଲାଇଟରେ ଉଡ଼ିଥିଲେ ଅରୂପ !

ଭୁବନେଶ୍ୱର: IFS ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କ ସହିତ ଚାର୍ଟର ଫ୍ଲାଇଟରେ ଉଡ଼ିଥିଲେ ବିଜେଡି ନେତା ଅରୂପ ପଟ୍ଟନାୟକ। ଏହି ଅଭିଯୋଗ ଆଣିଛନ୍ତି ବିଜେଡିରୁ ବହିଷ୍କୃତ ହୋଇଥିବା ପ୍ରଦୀପ ପାଣିଗ୍ରାହୀଙ୍କ ପତ୍ନୀ ସୁଜାତା ପାଣିଗ୍ରାହୀ। ସେ କହିଛନ୍ତି, ଗତ ଜୁଲାଇ ୧୧ ତାରିଖରେ ଆକାଶଙ୍କ ସହିତ ଅରୂପ ପଟ୍ଟନାୟକ ଚାର୍ଟର ଫ୍ଲାଇଟରେ ପୁଣେ ଯାଇଥିଲେ। ସେଠାରେ ଆକାଶଙ୍କୁ ଡ୍ରପ କରି ପୁଣେରୁ ମୁମ୍ବାଇ ଯାଇଥିଲେ ଅରୂପ। ସୁଜାତା ପ୍ରଶ୍ନ କରିଛନ୍ତି ଯଦି ପ୍ରଦୀପ ପାଣିଗ୍ରାହୀ ଚାର୍ଟର […]

  • Wednesday, 30 June 2021
sky-kingg
ସ୍କାଏ କିଙ୍ଗ୍ ଟ୍ରାଭେଲ୍ ଏଜେନ୍ସି ଅଫିସରେ ପୋଲିସର ତନାଘନା

ଭୁବନେଶ୍ୱର: ଭୁବନେଶ୍ୱର ସ୍କାଏ କିଙ୍ଗ୍ ଟ୍ରାଭେଲ୍ ଏଜେନ୍ସି ଅଫିସରେ ପୋଲିସର ତନାଘନା। IFS ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କ ବିରୋଧରେ ଠକେଇ ମାମଲାକୁ ନେଇ ତଦନ୍ତ କରିଛି ଖାରବେଳନଗର ଥାନା ପୋଲିସ୍। ସ୍କାଏ କିଙ୍ଗ କାର୍ଯ୍ୟାଳୟକୁ ଯାଇ ଛାନଭିନ କରିବା ସହ କିଛି କାଗଜପତ୍ରକୁ ଜବତ କରିଛି। ଅଭିଯୋଗ ଅନୁସାରେ ଆକାଶ ପାଠକ ସ୍କାଏ କିଙ୍ଗ୍ ଟ୍ରାଭେଲ୍‌ରୁ ବିମାନ, ହୋଟେଲ୍ ଭଡ଼ାରେ ନେଇଥିଲେ। ଏବାବଦକୁ ୬୫ ଲକ୍ଷ ଟଙ୍କା ପାଠକ ବାପା, ପୁଅ ଦେଇନଥିବା ଅଭିଯୋଗରେ […]

  • Wednesday, 30 June 2021
pari-trick
'ପରୀକୁ କେବଳ ହତ୍ୟା କରାଯାଇ ନାହିଁ, ତାର ଅଙ୍ଗ ତସ୍କରୀ ହୋଇଛି'

ଭୁବନେଶ୍ୱର: ପରୀ ହତ୍ୟା ମାମଲାକୁ ନେଇ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବିକୁ ଜୋରଦାର କଲା ବିଜେପି। ଆଜି ପ୍ରେସମିଟ୍‌ରେ ରାଜ୍ୟ ସରକାର ଓ ମନ୍ତ୍ରୀଙ୍କ ବିରୋଧରେ ବର୍ଷିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି। ପରୀକୁ କେବଳ ହତ୍ୟା କରାଯାଇ ନାହିଁ, ତାର ଅଙ୍ଗ ତସ୍କରୀ ହୋଇଛି। ଆଉ ଏଥିରେ ଏକ ବଡ଼ ଅଙ୍ଗ ତସ୍କରୀ ରାକେଟ୍‌ ରହିଛି। ଘଟଣା ପଛରେ ବାବୁଲି ନାଏକର ସଂପୃକ୍ତି ରହିଛି। ଏନେଇ ପରୀର ପରିବାର ବାରମ୍ବାର ଏସ୍ପିଙ୍କୁ ଜଣାଇଛନ୍ତି। […]

  • Wednesday, 30 June 2021
navven--main
ବ୍ୟୁରୋକ୍ରାଟ୍‌ଙ୍କ ହାତରେ ସଖୀକଣ୍ଢେଇ ଭଳି ନାଚୁଛନ୍ତି ନବୀନ

ଭୁବନେଶ୍ୱର: ବ୍ୟୁରୋକ୍ରାଟ୍‌ଙ୍କ ହାତରେ ସଖୀକଣ୍ଢେଇ ଭଳି ନାଚୁଛନ୍ତି। ଏକଥା କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଭକ୍ତଚରଣ ଦାସ। ପରୀ ହତ୍ୟା ମାମଲାରେ ବରିଷ୍ଠ କଂଗ୍ରେସ ନେତା ଭକ୍ତଚରଣ ଦାସ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଜାଣିଶୁଣି ଚୁପ୍ ରହୁଛନ୍ତି, ମୁହଁ ଖୋଲୁ ନାହାନ୍ତି। ବ୍ୟୁରୋକ୍ରାଟ୍‌ଙ୍କ ହାତରେ ସଖୀକଣ୍ଢେଇ ଭଳି ନାଚୁଛନ୍ତି, ପରୀ ମାମଲାକୁ ନେଇ ମୁଖ୍ୟମନ୍ତ୍ରୀ ମୁହଁ ଖୋଲନ୍ତୁ ଅବା ଇସ୍ତଫା ଦିଅନ୍ତୁ ବୋଲି ସେ କହିଛନ୍ତି। ସେହିପରି ଆଜି ପ୍ରେସମିଟ୍‌ରେ ରାଜ୍ୟ ସରକାର ଓ ମନ୍ତ୍ରୀଙ୍କ ବିରୋଧରେ […]

  • Wednesday, 30 June 2021
corona-fiere
ଆଉ କରୋନା ଆକ୍ରାନ୍ତଙ୍କ ଘରେ ଲଗାଯିବନି ପୋଷ୍ଟର

ଭୁବନେଶ୍ୱର: ଆଉ କରୋନା ଆକ୍ରାନ୍ତଙ୍କ ଘରେ ଲଗାଯିବନି ପୋଷ୍ଟର। ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା କମୁଥିବାରୁ ପୋଷ୍ଟର ପାଇଁ ମନାକଲେ। କ୍ରମାଗତ ଭାବେ ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା କମିଚାଲିଛି। ଏଭଳି ସ୍ଥିତିରେ ଆକ୍ରାନ୍ତଙ୍କ ଘର ଆଗରେ ଆଉ ପୋଷ୍ଟର ଆବଶ୍ୟକ ନାହିଁ। ଏନେଇ ସବୁ ଜିଲ୍ଲାପାଳମାନଙ୍କୁ ଚିଠି କଲେ ସ୍ୱାସ୍ଥ୍ୟ ବିଭାଗ ACS। ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୮୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬ଜଣଙ୍କ ମୃତ୍ୟୁ ଘଟିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ […]

  • Wednesday, 30 June 2021
car
୪ ଜାଗାରେ ଧକ୍କା କଲା ଗୋଟିଏ କାର

ବ୍ରହ୍ମଗିରି: ସାତପଡ଼ାରୁ ପୁରୀ ଫେରୁଥିବା ଏକ କାର୍‌ର ୪ଟି ଜାଗାରେ ଦୁର୍ଘଟଣା କରିଛି। ୨ଟି ସ୍ଥାନରେ ବାଇକ୍ ଏବଂ ୨ଟି ସ୍ଥାନରେ ସାଇକେଲ ଆରୋହୀଙ୍କୁ ଧକ୍କା ଦେଇଛି। ଦୁର୍ଘଟଣାରେ ୫ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୨ ଜଣଙ୍କୁ ପୁରୀ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ଘଟାଇ ପଳାଉଥିବା କାର ଡ୍ରାଇଭରକୁ ଗୋଡ଼ାଇ ଲୋକେ ଧରିଛନ୍ତି। ଆଜି ସନ୍ଧ୍ୟାରେ ପୂରୀ ସାତପଡ଼ା ଜାତୀୟ ରାଜପଥରେ ଏକ କାର ୪ ସ୍ଥାନରେ ଦୁର୍ଘଟଣା କରିଛି। ଏହି ଦୁର୍ଘଟଣାରେ ୫ଜଣ […]

  • Wednesday, 30 June 2021
police-offers
'ମାମଲାର ରଫାଦଫା ପାଇଁ ପୋଲିସ ଯାଚିଥିଲା ୫ ଲକ୍ଷ'

ଭୁବନେଶ୍ୱର: ଦିନେ ସୁନ୍ଦର ହସ୍ତାକ୍ଷରରେ ପରୀ ଭଲ ପିଲାବୋଲି ଅଭ୍ୟାସ କରୁ କରୁ ଆଜି ଖଳ ଲୋକଙ୍କ ହାତରେ ପଡ଼ି ନିଶ୍ଚିହ୍ନ ହୋଇଯାଇଛି ନିଜେ ପରୀ। ପରୀ କିନ୍ତୁ ଆଉ ଫେରିବ ନାହିଁ। ହେଲେ ଆକ୍ରୋଶ ଆଉ ଷଡଯନ୍ତ୍ରର ଜାଲ ବିଛାଇ ତାର ହତ୍ୟାକାରୀଙ୍କୁ ଘଣ୍ଟ ଘୋଡାଉଥିବା ନେଇ ଉଠିଛି ସଂଗୀନ ଅଭିଯୋଗ। ଏହି ଅଭିଯୋଗ ନିଜେ କରିଛନ୍ତି ପରୀର ବାପା। ପରୀ ହତ୍ୟା ମାମଲାକୁ ରଫା ଦଫା ପାଇଁ ଉଦ୍ୟମ କରାଯାଇଛି, ୫ ଲକ୍ଷ ଟଙ୍କା […]

  • Wednesday, 30 June 2021
main
ଘରେ ପଶି ଗୋଡାଇ ଗୋଡାଇ ହାଣିଲେ

ସୋର: ଘରେ ପଶି ବାପ-ପୁଅକୁ ଆକ୍ରମଣ। ଏହି ଅଭାବନୀୟ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ମାର୍କୋଣା ବରୀ ନୂଆପଲ୍ଲୀ ଗ୍ରାମରେ। ଆଜି ରାତିରେ ୯ ଜଣ ଯୁବକ ତିନୋଟି ବାଇକରେ ଆସି ମଧୁସୂଦନ ବେହେରାଙ୍କ ଘରେ ପଶି ମରଣାତ୍ମକ ଆକ୍ରମଣ କରିଥିଲେ। ଖବରରୁ ଜଣାଯାଏ, ଆଜି ରାତି ନଅଟା ସମୟରେ ବରି ନୂଆପଲି ଗ୍ରାମରେ ମଧୁସୂଦନ ବେହେରା ଓ ପୁଅ ଗୋପାଳ କୃଷ୍ଣ ବେହେରାଙ୍କ ସମେତ ଘରେ ଥିବା ଅନ୍ୟମାନଙ୍କୁ ଆକ୍ରମଣ କରିଥିବା ଜଣାପଡିଛି। […]

  • Wednesday, 30 June 2021
hc
ସ୍କୁଲ ଫି ପ୍ରସଙ୍ଗରେ ହାତ ଟେକିଦେଲେ ସରକାର

ସ୍କୁଲଗୁଡ଼ିକର ଫି ପ୍ରସଙ୍ଗରେ ହାତ ଟେକିଦେଲେ ରାଜ୍ୟ ସରକାର

  • Wednesday, 30 June 2021
lingaraj
ଲିଙ୍ଗରାଜ ମନ୍ଦିର ପାଇଁ ଆସିବ ସ୍ୱତନ୍ତ୍ର ଆଇନ

ଭୁବନେଶ୍ୱର: ଶ୍ରୀମନ୍ଦିର ଆଇନ ଢାଞ୍ଚାରେ ଶ୍ରୀ ଲିଙ୍ଗରାଜ ମନ୍ଦିର ପାଇଁ ଖୁବ ଶୀଘ୍ର ପ୍ରଣୟନ ହେବ ସ୍ୱତନ୍ତ୍ର ଆଇନ। ଏକାମ୍ର କ୍ଷେତ୍ରର ଉନ୍ନତିକରଣର ସ୍ଥିତି ସମୀକ୍ଷା ପରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗତକାଲି ଅପରାହ୍ନରେ ଏକାମ୍ରକ୍ଷେତ୍ର ବିକାଶ ପ୍ରକଳ୍ପ ବୁଲି ଦେଖିଥିଲେ ମୁଖ୍ୟମନ୍ତ୍ରୀ। ଏହାସହ ଲିଙ୍ଗରାଜ ମନ୍ଦିର ସିଂହଦ୍ୱାର ନିକଟକୁ ଯାଇ ସେବାୟତଙ୍କ ସହ ଆଲୋଚନା କରିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ଦେବୀ ପାଦହରା ପୁଷ୍କରିଣୀ ଦେଖିବା ସହ ବିନ୍ଦୁସାଗର ମଠଘାଟ ଠାରେ ପ୍ରକଳ୍ପ […]

  • Wednesday, 30 June 2021
road
ଆଜି ୧୨ ଘଣ୍ଟିଆ ବୀରମିତ୍ରପୁର ବନ୍ଦ

ରାଉଲକେଲା: ଆଜି ୧୨ ଘଣ୍ଟିଆ ବୀରମିତ୍ରପୁର ବନ୍ଦ। ହାଜତ ମୃତ୍ୟୁ ଘଟଣା ପ୍ରତିବାଦରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି କଂଗ୍ରେସ। ରାଉରକେଲା ଜିଲ୍ଲା କଂଗ୍ରେସ ପକ୍ଷରୁ ସକାଳ ୬ରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ଜିଲ୍ଲା କଂଗ୍ରେସ ସଭାପତି ଜର୍ଜ ର୍ତିକୀଙ୍କ ନେତୃତ୍ୱରେ ଚାଲିଛି ବନ୍ଦ ପାଳନ। ବନ୍ଦ ଯୋଗୁଁ ଦୋକାନ, ବଜାର ବନ୍ଦ ରହିଛି। ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି। ବୀରମିତ୍ରପୁର ହାଜତ ମୃତ୍ୟୁ ଘଟଣାକୁ ୧୩ ଦିନ ବିତିଥିଲେ […]

  • Wednesday, 30 June 2021
vigilance
ରେଂଜରଙ୍କ ଘରେ ଭିଜିଲାନ୍ସ ରେଡ୍

ଟିଟିଲାଗଡ଼: ରେଂଜରଙ୍କ ଘରେ ଭିଜିଲାନ୍ସ ରେଡ୍ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଟିଟିଲାଗଡ଼ ମୁରିବାହାଲ ରେଂଜର ପ୍ରଶାନ୍ତ ନାୟକଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ। ଆଜି ସକାଳୁ ଏକକାଳୀନ ୪ଟି ସ୍ଥାନରେ ଚାଲିଛି ଭିଜିଲାନ୍ସ ଚଢାଉ। ଟିଟିଲାଗଡ଼ ସ୍ଥିତ ହାଟପଦା ସ୍ଥିତ ଘର, ମୁରିବାହାଲ, ରେଞ୍ଜ ଅଫିସ୍ ଓ ବେଲପଦର ଫାର୍ମ ହାଉସ୍‌ରେ ରେଡ୍ କରାଯାଇଛି। ଏହି ରେଡ୍‌ରେ ବଲାଙ୍ଗିର, ବରଗଡ଼, ସୋନପୁର, ସମ୍ବଲପୁର ଜିଲ୍ଲାର ଭିଜିଲାନ୍ସ ଟିମ୍‌ର ୨୫ ଜଣ ସଦସ୍ୟ ସାମିଲ ହୋଇଛନ୍ତି। ଆୟ […]

  • Wednesday, 30 June 2021
୨୪ ଘଣ୍ଟାରେ ଓଡ଼ିଶାରେ ୪୩୪ କରୋନା ଆକ୍ରାନ୍ତ ଚିହ୍ନଟ, ୫ ମୃତ

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୩୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫ଜଣଙ୍କ ମୃତ୍ୟୁ ଘଟିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୦,୦୧୭ରେ ପହଞ୍ଚି ଥିବାବେଳେ ମୃତ୍ୟୁ ସଂଖ୍ୟା ୧,୭୫୫ରେ ପହଞ୍ଚିଛି। ଚିହ୍ନଟ ୪୩୪ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍‌ ସେଣ୍ଟରରରୁ ୨୪୯ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କେସ୍‌ ୧୮୫ ରହିଛି। ସେହିପରି ୫ ମୃତକଙ୍କ ମଧ୍ୟରୁ ଭୁବନେଶ୍ୱରରୁ ଜଣେ, ଗଞ୍ଜାମରୁ ୩ଜଣ, ନୟାଗଡ଼ରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ […]

  • Wednesday, 30 June 2021
accident
ଟ୍ରକ୍‌ ସହ ଧକ୍କା ହେଲା ବରଯାତ୍ରୀ ଗାଡ଼ି; ୩ ମୃତ

ବରଗଡ଼/ରାଇପୁର: ଏକ ଟ୍ରକ୍ ସହ ବରଯାତ୍ରୀଙ୍କୁ ନେଇ ଯାଉଥିବା ବୋଲେରୋ ଧକ୍କା ହେବା ଯୋଗୁ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ସମସ୍ତ ମୃତାହତ ବରଗଡ଼ ଜିଲ୍ଲା କଟାପାଲି ଅଞ୍ଚଳର ବୋଲି ସୂଚନା ମିଳିଛି। ଏମାନେ ସମସ୍ତେ ଏକ ବିବାହ ଉତ୍ସବରେ ଯୋଗଦେବା ପାଇଁ ଯାଉଥିବା ବେଳେ ଛତିଶଗଡ଼ ପୁସୋର ଥାନା ପୋଡ଼ାତରାଇ ଠାରେ ଏହି ଦୁର୍ଘଟଣା ଘଟିଛି।

  • Wednesday, 30 June 2021
andhra
ଆଜି ଓଡ଼ିଶା-ଆନ୍ଧ୍ର ଆଲୋଚନା

କୋରାପୁଟ: କୋରାପୁଟ ସୀମାରେ ଆନ୍ଧ୍ରର ବାରମ୍ବାର ଅନୁପ୍ରବେଶ ପରେ ଆଜି ଦୁଇ ରାଜ୍ୟର ପ୍ରଶାସନ ମଧ୍ୟରେ ହେବ ଆଲୋଚନା। କୋରାପୁଟ ଓ ବିଶାଖାପାଟନା ଜିଲ୍ଲା ପ୍ରଶାସନର ଅଧିକାରୀ ଏହି ବୈଠକରେ ଉପସ୍ଥିତ ରହିବେ। ରାଜସ୍ୱ, ବନ ବିଭାଗ ଟିମ୍ ଉପସ୍ଥିତ ରହି ସୀମା ବିବାଦକୁ ଗୁରୁତ୍ୱ ସହ ଆଲୋଚନା କରିବେ। କୋରାପୁଟ ଜାମୁଗୁଡ଼ାରେ ଉତ୍ତେଜନା ସୃଷ୍ଟି ହେବା ପରେ ଏନେଇ ଆଲୋଚନା କରାଯିବ। ମିଳିଥିବା ସୂଚନା ମୁତାବକ ପଟାଙ୍ଗିର ସମ୍ବାଇ ପଞ୍ଚାୟତ କାର୍ଯ୍ୟାଳୟରେ ଏହି ବୈଠକ ହେବ। […]

  • Wednesday, 30 June 2021
pratap
'କାହିଁକି ଧମକାଉଛନ୍ତି ମନ୍ତ୍ରୀ ଅରୁଣ'

ଭୁବନେଶ୍ୱର: ନୟାଗଡ଼ର ପରୀ ହତ୍ୟା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଟାର୍ଗେଟ୍। ଯଦି ପରୀ ନ୍ୟାୟ ନ ପାଇଲା ସରକାରଙ୍କ କ୍ଷମତାରେ ରହିବା ଅଧିକାର ନାହିଁ ବୋଲି ଆକ୍ଷେପ କରି କହିଛନ୍ତି ମନ୍ତ୍ରୀ। ଏହା ସହ ପରୀକୁ ନ୍ୟାୟ ଦେବା ପର୍ଯ୍ୟନ୍ତ ତୃଣମୂଳ ସ୍ତରରେ ବିଜେପି ଆନ୍ଦୋଳନ ଜାରି ରଖିବ। ଏହି ମାମଲାରେ ପରୀ ଗାଁର ସରପଞ୍ଚ ଏହି ଘଟଣାରେ ଆଗକୁ ଆସିଛନ୍ତି ତେଣୁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ମନ୍ତ୍ରୀ। ତାଙ୍କ ପରି […]

  • Wednesday, 30 June 2021
parii
ପରୀ ପରିବାରକୁ ସୁରକ୍ଷା ଦିଅ: ହାଇକୋର୍ଟ

କଟକ: ନୟାଗଡ଼ ପରୀ ହତ୍ୟା ନେଇ ହାଇକୋର୍ଟରେ ମାମଲା ପ୍ରସଙ୍ଗରେ ପରୀ ପରିବାରକୁ ସୁରକ୍ଷା ଦେବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ। ପରୀର ପରିବାରକୁ ସୁରକ୍ଷା ଦେବାକୁ ନୟାଗଡ଼ ଏସ୍ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ମାମଲାର ଅପଡେଟ୍‌ ଷ୍ଟାଟସ ରିପୋର୍ଟ ଦେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୧୬ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି।ଭାରତୀୟ ବିକାଶ ପରିଷଦ ପକ୍ଷରୁ ହାଇକୋର୍ଟରେ ଏହି ମାମଲା ହୋଇଛି। ସିବିଆଇ ତଦନ୍ତ ଏବଂ ୨୫ ଲକ୍ଷ କ୍ଷତିପୂରଣ ଦାବିରେ […]

  • Wednesday, 30 June 2021