• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

murder
ଦିଅରର ଟାଙ୍ଗିଆ ଚୋଟରେ ଭାଉଜ ମୃତ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଭୁବନ ଥାନା ଅସୁରବନ୍ଧ ଗାଁରେ ଏକ ହତ୍ୟାକାଣ୍ଡ ଘଟିଯାଇଛି। ଗତକାଲି ରାତିରେ ଦିଅରର ଟାଙ୍ଗିଆ ଚୋଟରେ ଭାଉଜ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ହେଲେ ସେହି ଗ୍ରାମର ଅଭିମନ୍ୟୁ ମଲ୍ଲିକଙ୍କ ପତ୍ନୀ ଲିଲି। ଗତକାଲି ରାତିରେ ଖାଇସାରି ବିଲକୁ ଯାଇଥିଲେ। ସେଠାରେ ପତ୍ନୀ ଲିଲିଙ୍କ ହତ୍ୟା ଖବର ପାଇଥିଲେ । ସାନ ଭାଇ ରବୀନ୍ଦ୍ର ଟାଙ୍ଗିଆରେ  ହାଣି ହତ୍ୟା କରିଥିବା ଜଣେ ପଡୋଶୀ ସୂଚନା ଦେଇଥିଲେ। ଘରେ ପହଞ୍ଚି ପତ୍ନୀଙ୍କ […]

  • Sunday, 04 July 2021
gandhi
ନିଲାମ ହେଲା ମହାତ୍ମା ଗାନ୍ଧିଙ୍କ ବିରଳ ଚଷମା

ନୂଆଦିଲ୍ଲୀ: ଜାତିର ପିତା ମହାତ୍ମା ଗାନ୍ଧିଙ୍କ ବିରଳ ଚଷମା ବ୍ରିଟେନରେ ବିକ୍ରି ହୋଇଛି। ବ୍ରିଟେନର ଇଷ୍ଟ ବ୍ରିଷ୍ଟଲ୍ ନିଲାମ ସଂସ୍ଥା ପକ୍ଷରୁ ସୁନାର ପ୍ଲେଟ୍ ଥିବା ଏହି ଚଷମା ୨ଲକ୍ଷ ୬୦ହଜାର ପାଉଣ୍ଡ ଅର୍ଥାତ୍ ଭାରତୀୟ ମୁଦ୍ରା ଅନୁଯାୟୀ, ୨ କୋଟି ୫୫ ଲକ୍ଷ ଟଙ୍କାରେ ନିଲାମ ହୋଇଛି। କୁହାଯାଉଛି ଯେ ଏହି ଚଷମାକୁ ମହାତ୍ମା ଗାନ୍ଧି ପିନ୍ଧିଥିଲେ ଏବଂ ୧୯୦୦ ଦଶକରେ ଜଣେ ବ୍ୟକ୍ତିଙ୍କୁ ସେ ଏହାକୁ ଉପହାର ଭାବେ ଦେଇଥିଲେ। ଏବେ ଏହି ଚଷମାକୁ […]

  • Sunday, 04 July 2021
sushant
କାହିଁକି ନିଜ ପୁରୁଣା ଆପାର୍ଟମେଣ୍ଟ ଛାଡ଼ିଥିଲେ ସୁଶାନ୍ତ? ଚାଞ୍ଚଲ୍ୟକର ଖୁଲାସା କଲେ ରୋଷେୟା

ମୁମ୍ବାଇ (ସୁରେଶ ଦାଶ): ସୁଶାନ୍ତ ସିଂହ ରାଜପୁତ୍ ମୃତ୍ୟୁକୁ ନେଇ ଉଠୁଛି ଅନେକ ପ୍ରଶ୍ନ। ଏବେ ଏହି ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ସିବିଆଇ ଟିମ୍ ମୁମ୍ବାଇରେ ଡେରା ପକାଇସାରିଛି। ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ପ୍ରତିଦିନ କିଛି ଦିନ ନୂଆ ଖୁଲାସା ସାମ୍ନାକୁ ଆସୁଛି ଏବଂ ଏହା ସହ ଅନେକ ପ୍ରଶ୍ନ ମଧ୍ୟ ଛିଡ଼ା ହେବାରେ ଲାଗିଛି। ଏହିକ୍ରମରେ ଅଭିନେତା ସୁଶାନ୍ତଙ୍କ ରୋଷେୟା ଭାବେ କାମ କରୁଥିବା ନୀରଜ ସିଂହଙ୍କୁ ସିବିଆଇ ଘନଘନ ପଚରାଉଚୁରା କରୁଛି। ଶୁକ୍ରବାର […]

  • Sunday, 04 July 2021
vechile
ଡିସେମ୍ବର ୩୧ ଯାଏ ବଢ଼ିଲା ଗାଡ଼ି କାଗଜପତ୍ର ଅବଧି

ଭୁବନେଶ୍ୱର: ଗାଡ଼ି କାଗଜପତ୍ର ଅବଧିକୁ ପୁଣି ବଢ଼ାଇଲେ ରାଜ୍ୟ ସରକାର। RC, DL, LL, ପରମିଟ୍ ଓ ଫିଟନେସ୍ ଅବଧି ବଢ଼ିଲା। ଡିସେମ୍ବର ୩୧ ଯାଏଁ ଅବଧି ବଢ଼ାଯାଇଥିବା ନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। କିନ୍ତୁ ପଲ୍ୟୁସନ୍ ସାର୍ଟିଫିକେଟ୍ ବାଧ୍ୟତାମୂଳକ ବୋଲି STA ସ୍ପଷ୍ଟ କରାଯାଇଛି। ତେବେ ପଲ୍ୟୁସନ୍ ସାର୍ଟିଫିକେଟ୍ ଅବଧି ସରିଥିଲେ କରାଇନେବାକୁ ପରାମର୍ଶ ଦିଆଯାଇଛି। ପ୍ରଥମେ କେନ୍ଦ୍ର ସରକାର ୪ର୍ଥ ଥର ପାଇଁ ଗାଡି କାଗଜପତ୍ର ଅବଧିକୁ ବୃଦ୍ଧି କରାଇଛନ୍ତି। ମହାମାରୀ […]

  • Sunday, 04 July 2021
sonia
ଅନ୍ତରୀଣ ଅଧ୍ୟକ୍ଷ ରହିବେ ସୋନିଆ

ନୂଆଦିଲ୍ଲୀ: ପ୍ରାୟ ୭ ଘଣ୍ଟା ଧରି ଚାଲିଥିବା କଂଗ୍ରେସ କାର୍ଯ୍ୟକାରିଣୀ କମିଟିର ବୈଠକ (ସିଡବ୍ଲୁସି) ଶେଷ ହୋଇଛି। କିନ୍ତୁ ଏହି ବୈଠକରେ କଂଗ୍ରେସର ନୂଆ ଅଧ୍ୟକ୍ଷ କିଏ ହେବ? ତାହା ଉପରେ ମୋହର ଲାଗିପାରି ନାହିଁ। ଫଳରେ ସୋନିଆ ଗାନ୍ଧି ପୁଣିଥରେ ପାର୍ଟିର ଅନ୍ତରୀଣ ଅଧ୍ୟକ୍ଷ ଭାବେ ରହିବେ ବୋଲି ସୂଚନା ମିଳିଛି। ଆଜି ଦିନସାରା ସିଡବ୍ଲୁସି ବୈଠକରେ ବେଶ୍ ମାନସମନ୍ଥନ ହୋଇଥିଲା। ଦଳରେ ଦୃଢ଼ ନେତୃତ୍ୱର ଆବଶ୍ୟକତା ରହିଥିବା ଦାବି କରି ୨୦ରୁ ଅଧିକ ବରିଷ୍ଠ […]

  • Sunday, 04 July 2021
buliidn
ଭୟଙ୍କର ଦୁର୍ଘଟଣା, ଭୁଶୁଡ଼ି ପଡ଼ିଲା ୫ ମହଲା ବିଲ୍ଡିଂ, ୭୦ରୁ ଅଧିକ ଫସିଥିବା ଆଶଙ୍କା

ମୁମ୍ବାଇ: ମହାରାଷ୍ଟ୍ରରେ ଘଟିଛି ବଡ଼ ଦୁର୍ଘଟଣା। ସୋମବାର ସନ୍ଧ୍ୟାରେ ରାଇଗଡ଼ ଜିଲ୍ଲାର ମହାଡରେ ଏକ ୫ ମହଲା ବିଶିଷ୍ଟ ବିଲ୍ଡିଂ ଭୁଶୁଡ଼ି ଯାଇଛି। ଏହି ଦୁର୍ଘଟଣାରେ ୨୦୦ଜଣ ଲୋକ ବିଲ୍ଡିଂ ତଳେ ଚାପି ହୋଇ ରହିଥିବାର ଆଶଙ୍କା କରାଯାଉଛି। ସ୍ଥାନୀୟ ଲୋକ ଏବଂ ପୋଲିସ୍ ପ୍ରଶାସନ ତରଫରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପାଖାପାଖି ସନ୍ଧ୍ୟା ୭ଟା ବେଳେ ବିଲ୍ଡିଂ ଭୁଶୁଡ଼ିଥିବା ପ୍ରତ୍ୟକ୍ଷଦର୍ଶୀ ସୂଚନା ଦେଇଛନ୍ତି। ଘଟଣାସ୍ଥଳରେ ପୋଲିସ୍ ଏବଂ ଏନଡିଆରଏଫ୍‌ ଟିମ୍ ପହଞ୍ଚିଛନ୍ତି। ଏହି ଦୁର୍ଘଟଣାରେ […]

  • Sunday, 04 July 2021
bipin-rawat
ଚୀନକୁ ଚେତାବନୀ ଦେଲେ ସିଡିଏସ୍ ବିପିନ ରାୱତ

ନୂଆଦିଲ୍ଲୀ: ବାରମ୍ବାର ଆଲୋଚନା ବିଫଳ ହେଉଥିବାରୁ ଚୀନକୁ ଚରମ ଚେତାବନୀ ଦେଇଛନ୍ତି ଭାରତୀୟ ଚିଫ୍ ଡିଫେନ୍ସ ଷ୍ଟାଫ୍ ବିପିନ୍ ରାୱତ। ବାସ୍ତବ ନିୟନ୍ତ୍ରଣ ରେଖା ବା LAC ବିବାଦ ସମାଧାନ ପାଇଁ ଆଲୋଚନା ବିଫଳ ହେଲେ ଭାରତ ସାମରିକ ବିକଳ୍ପକୁ ବିଚାରକୁ ନେଇପାରେ ବୋଲି କହିଛନ୍ତି ବିପିନ୍ ରାୱତ। ଏଭଳି ଢଙ୍ଗରେ ଚୀନ ଉପରେ ବର୍ଷିଛନ୍ତି ସିଡିଏସ୍। ଚୀନ୍ ଲାଗାତାର ଟାଳଟୁଳ ନୀତି ଆପଣାଇବା ସହ ବାରମ୍ବାର ଆଲୋଚନା ବିଫଳ ହେଉଥିବାରୁ ଭାରତ ପାଇଁ ଏବେ ଏହି […]

  • Sunday, 04 July 2021
pak
ପାକିସ୍ତାନକୁ ଧକ୍କା: ସ୍ୱତନ୍ତ୍ର ବୁଡ଼ାଜାହାଜ ଦେବାକୁ ମନା କରିଦେଲା ଜର୍ମାନ

ବର୍ଲିନ: ଆତଙ୍କବାଦକୁ ନେଇ ପାକିସ୍ତାନ ନିଜର ଚେହେରା ଯେତେ ସଫା କରିବାକୁ ଚାହୁଁଥିଲେ ମଧ୍ୟ ସେଥିରେ ବିଫଳ ହେଉଛି। ଆତଙ୍କବାଦଙ୍କୁ ପ୍ରୋତ୍ସାହନ ଦେଉଥିବା କାରଣରୁ ପାକିସ୍ତାନକୁ ମିଳିଛି ପୁଣି ଏକ ଶକ୍ତ ଧକ୍କା। ଜର୍ମାନ ଚାନ୍‌ସେଲର ଆଞ୍ଜଲା ମେର୍କେଲ ପାକିସ୍ତାନ ନାଭିକୁ ସ୍ୱତନ୍ତ୍ର ବୁଡ଼ାଜାହାଜ AIP ( Air-Independent Propulsion ) ଯୋଗାଇ ଦେବାକୁ ମନା କରି ଦେଇଛନ୍ତି। ନିଜର ନୌସେନାକୁ ଶକ୍ତିଶାଳୀ କରିବା ପାଇଁ ପାକିସ୍ତାନ ଏହି ସ୍ୱତନ୍ତ୍ର ବୁଡ଼ାଜାହାଜ ଯୋଗାଇ ଦେବାକୁ ଜର୍ମାନକୁ ଅନୁରୋଧ […]

  • Sunday, 04 July 2021
kim jong
ପୁଣି କୋମାରେ ଉତ୍ତର କୋରିଆ ମୁଖ୍ୟ କିମ୍‌ ଜୋଙ୍ଗ ଉନ୍ ?

ନୂଆଦିଲ୍ଲୀ: ଉତ୍ତର କୋରିଆ ମୁଖ୍ୟ କିମ୍‌ ଜୋଙ୍ଗ ଉନ୍‌(Kim Jong-un)ଙ୍କ ସ୍ୱାସ୍ଥ୍ୟାବସ୍ଥା ପୁଣି ଗୁରୁତର ହୋଇଥିବା ଶୁଣିବାକୁ ମିଳିଛି। ଦକ୍ଷିଣ କୋରିଆ ପୂର୍ବତନ ରାଷ୍ଟ୍ରପତିଙ୍କର ଜଣେ ସହାୟକ ଚାଙ୍ଗ ସଙ୍ଗ-ମିନ୍‌ ଏ ନେଇ ସୂଚନା ଦେଇଛନ୍ତି। ସେ ଦାବି କରିଛନ୍ତି, କିମ୍‌ ଜୋଙ୍ଗ କୋମାରେ ଅଛନ୍ତି ଏବଂ ସେଥିପାଇଁ ତାଙ୍କର ଭଉଣୀ କିମ୍‌ ୟୋ-ଜୋଙ୍ଗଙ୍କୁ କ୍ଷମତା ଦିଆଯାଇଛି। ସାଉଥ୍‌ କୋରିଆ ମିଡିଆକୁ ଏକ ସାକ୍ଷାତ ଦେଇ ଏ ଚାଙ୍ଗ କହିଛନ୍ତି, ସେ କୋମାରେ ଅଛନ୍ତି। ତାଙ୍କ ପରେ […]

  • Sunday, 04 July 2021
jammu
ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣା: ଆଜି ଦାଖଲ ହେବ ଚାର୍ଜସିଟ୍

ନୂଆଦିଲ୍ଲୀ: ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାରେ ଏନଆଇଏ ପକ୍ଷରୁ ଆଜି ଚାର୍ଜସିଟ୍ ଦାଖଲ କରାଯିବ । ଏ ନେଇ ଆଜି ଏନଆଇଏ ଟିମ୍ ଜମ୍ମୁକୋର୍ଟରେ ପହଞ୍ଚିଛନ୍ତି । ଜୈସ ଏ ମହମ୍ମଦ ଆତଙ୍କବାଦୀ ସଂଗଠନ ମୁଖ୍ୟ ମାସୁଦ ଆଝାର ଓ ତାର ଭାଇ ଏହି ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା ବୋଲି ଚାର୍ଜସିଟରେ ଉଲ୍ଲେଖ ରହିଥିବା ସୂଚନା ମିଳିଛି । ଆତଙ୍କବାଦୀମାନେ କିପରି ଏଭଳି ଆକ୍ରମଣ କରିଥିଲେ, ଏଥିପାଇଁ କିପରି ପାକିସ୍ତାନରେ ଯୋଜନା ପ୍ରସ୍ତୁତ ହୋଇଥିଲା ଏନେଇ ବିସ୍ତୃତ […]

  • Sunday, 04 July 2021
Untitled-2
ଦିଲ୍ଲୀରୁ ଲଣ୍ଡନ ଗଡ଼ିବ ବସ୍‌; ଭଡ଼ା କେତେ ଜାଣନ୍ତି ?

ନୂଆଦିଲ୍ଲୀ: ବସ୍‌ରେ ଲଣ୍ଡନ ଯିବାକୁ ଚାହୁଁଛନ୍ତି କି ? ଏଣିକି ଏପରି ସୁବିଧା ଆପଣଙ୍କୁ ମିଳି ପାରିବ।  କାରଣ ଖୁବ୍‌ଶୀଘ୍ର ଦିଲ୍ଲୀରୁ ଲଣ୍ଡନ ଗଡ଼ିବ ବସ୍‌। ଖାଲି ଲଣ୍ଡନ ନୁହେଁ,  ୧୮ଟି ଦେଶ  ଅତିକ୍ରମ କରି ଆପଣ ଲଣ୍ଡନରେ ପହଞ୍ଚବେ। ଯାତ୍ରାର ଅବଧି ୭୦ ଦିନ । ଏହି ୭୦ ଦିନ ମଧ୍ୟରେ ୨୦, ୦୦୦ କିମି ଯାତ୍ରା କରିବେ। ଗୁରୁଗ୍ରାମର ଆଡ୍‌ଭେଞ୍ଚର ଓଭରଲାଣ୍ଡ ନାମକ ଏକ କମ୍ପାନୀ ଅଗଷ୍ଟ ୧୫ରେ ଏପରି ଏକ ଘୋଷଣା କରିଛି। […]

  • Sunday, 04 July 2021
journalist
ପୁଣି ଜଣେ ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ପୁଣି ଜଣେ ସାମ୍ବାଦିକଙ୍କୁ ହତ୍ୟା।  ବଲିଆ ଅଂଚଳରେ ଜଣେ ଟିଭି ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ।  ସାମ୍ବାଦିକଙ୍କ ନାମ ରତନ ସିଂ(୪୨ ବର୍ଷ) ଓ ସେ ଏକ ଘରୋଇ ନ୍ୟୁଜ୍ ଚ୍ୟାନେଲରେ ସାମ୍ବାଦିକ ଭାବେ କାର୍ଯ୍ୟ  କରୁଥିଲେ।   ଜମି ବିବାଦକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ଗତକାଲି ରାତି ପ୍ରାୟ ୯ଟା ସମୟରେ ଘଟିଛି ଏ ହତ୍ୟାକାଣ୍ଡ । ହତ୍ୟାରେ ସାମିଲ ୩ ଯୁବକଙ୍କୁ ଗିରଫ କରିଛି […]

  • Sunday, 04 July 2021
mao
ବର୍ଷକ ଭିତରେ ୧୬୦ ମାଓବାଦୀଙ୍କ ମୁଣ୍ଡ ନେଇଛନ୍ତି ସୁରକ୍ଷାକର୍ମୀ

ବର୍ଷକ ଭିତରେ ୧୬୦ ଜଣ ମାଓବଦୀଙ୍କ ମୃତ୍ୟୁ ହୋଇଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ଅଧିକାଂଶ ନକ୍ସଲଙ୍କ ମୃତ୍ୟୁ ହୋଇଥିବା  ବେଳେ କେତେକ ଟପ୍ ମାଓନେତା କରୋନାର ମଧ୍ୟ ଶିକାର ହୋଇଛନ୍ତି। ଏକ ପ୍ରେସ୍ ରିଲିଜରେ ଏହି ସୂଚନା ଦେଇଛି ସେଣ୍ଟ୍ରାଲ କମିଟି।

  • Sunday, 04 July 2021