• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

pakistan
ଭାରତକୁ ପରମାଣୁ ଯୁଦ୍ଧର ଧମକ ଦେଲା ପାକିସ୍ତାନ

ଇସଲାମାବାଦ: ଭାରତକୁ ପରମାଣୁ ଯୁଦ୍ଧର ଧମକ ଦେଲା ପାକିସ୍ତାନ। ଅନେକ ସମୟରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚାରେ ରହୁଥିବା ପାକିସ୍ତାନ ରେଳବାଇ ମନ୍ତ୍ରୀ ଶେକ୍‌ ରଶୀଦ ଭାରତକୁ ପରମାଣୁ ଯୁଦ୍ଧର ଧମକ ଦେଇଛନ୍ତି। ଏକ ଟିଭି ଚ୍ୟାନେଲ୍‌କୁ ଦେଇଥିବା ଏକ ସାକ୍ଷତକାରରେ ଏପରି ଧମକ ଦେଇଛନ୍ତି ରଶୀଦ। ସେ କହିଛନ୍ତି “ ଯଦି ପାକିସ୍ତାନ ଉପରେ ଭାରତ ଆକ୍ରମଣ କରେ ତେବେ ଏହା ଶେଷ ଯୁଦ୍ଧ ହେବ। ପରମାଣୁ ଯୁଦ୍ଧ ହେବ। ଆମ ଅସ୍ତ୍ରଶସ୍ତ୍ର ବହୁତ ଛୋଟ […]

  • Sunday, 04 July 2021
sushant
ସୁଶାନ୍ତଙ୍କ ମୃତ୍ୟୁର ଗୁମର ଖୋଲିବେ ଏହି ୪ ଅଧିକାରୀ!

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ରହସ୍ୟ ଉପରୁ ଏବେ ପରଦା ହଟାଇବ ସିବିଆଇ। ତଦନ୍ତ ପାଇଁ ଆଜି ମୁମ୍ବାଇ ଯିବ ସିବିଆଇ ତଦନ୍ତକାରୀ ଦଳ। ଏଥିପାଇଁ ଏକ ସ୍ପେଶାଲ ଇନଭେଷ୍ଟିଗେସନ ଟିମ୍ ବା ଏସ୍ଆଇଟି ଗଠନ କରାଯାଇଛି। ମୁମ୍ବାଇ ଯିବା ପୂର୍ବରୁ ଦିଲ୍ଲୀ ସିବିଆଇ ମୁଖ୍ୟାଳୟରେ SITର ଏକ ବୈଠକ ହୋଇଛି। ସେହିପରି ଗସ୍ତ ପୂର୍ବରୁ ମୁମ୍ବାଇ ପୋଲିସ ସହ ସିବିଆଇର ଏହି ଟିମ ଆଲୋଚନା କରିଥିବା ଜଣାପଡିଛି। ଉଭୟ ପକ୍ଷ ମଧ୍ୟରେ ସମନ୍ୱୟ ରକ୍ଷା […]

  • Sunday, 04 July 2021
cbi
ମୁମ୍ବାଇରେ ପହଞ୍ଚିଲା ସିବିଆଇ ଟିମ୍

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ଖୋଳତାଡ ପାଇଁ ମୁମ୍ବାଇରେ ପହଞ୍ଚିଲା ସିବିଆଇ ଟିମ୍। ସିବିଆଇ ଟିମର ୪ ଜଣ ଅଧିକାରୀ ମୁମ୍ବାଇରେ ପହଞ୍ଚିଛନ୍ତି। ସେହିପରି ଆଉ ଏକ ଟିମ୍ ବିଳମ୍ବିତ ରାତିରେ ମୁମ୍ବାଇରେ ପହଞ୍ଚିବ। ମୁମ୍ବାଇ ପହଞ୍ଚିଥିବା ସିବିଆଇ ଟିମକୁ କ୍ୱାରେଣ୍ଟିନରେ ରହିବାକୁ ପଡ଼ିବନି। ସିବିଆଇର ଟିମ୍ କ୍ୱାରେଣ୍ଟିନରେ ନରହିବାକୁ ଆବେଦନ କରିଥିଲା, ଯାହାକୁ ବିଏମସି ସ୍ୱୀକାର କରିନେଇଥିଲା। ସିବିଆଇ ଏଠାରେ ମୁମ୍ବାଇ ପୋଲିସ୍ ଠାରୁ କ୍ରାଇମ୍ ସିନର ସମସ୍ତ ତଥ୍ୟ ନେବ। […]

  • Sunday, 04 July 2021
gas leak
ଡାଏରୀ ପ୍ଲାଣ୍ଟ୍‌ରେ ବିଷାକ୍ତ ଗ୍ୟାସ୍‌ ଲିକ୍‌; ୧୪ ଶ୍ରମିକ ଗୁରୁତର

ଚିତ୍ତୁର: ଆନ୍ଧ୍ରପ୍ରଦେଶ ଚିତ୍ତୁରରେ ଏକ ମିଲ୍କ ଡାଏରୀ ୟୁନିଟ୍‌ରେ ଆମୋନିଆ ଗ୍ୟାସ୍‌ ଲିକ୍‌ ଯୋଗୁ ୧୪ଜଣ ଶ୍ରମିକ ଗୁରୁତର ହୋଇପଡ଼ିଛନ୍ତି। ସମସ୍ତ ଗୁରୁତର ମହିଳା ବୋଲି ଜଣାପଡ଼ିଛି। ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୁରୁତରଙ୍କ ମଧ୍ୟରେ ୩ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଗତକାଲି ଅପରାହ୍ଣ ୫ଟା ସମୟରେ ପୁଟ୍ଟଲ୍‌ପଟ୍ଟୁ ମଣ୍ଡଲ୍‌ର ବନ୍ଦାପଲ୍ଲୀରେ ଥିବା ଏକ ଡାଏରୀ ୟୁନିଟ୍‌ରେ ହଠାତ୍ ଆମୋନିଆ ‌ଗ୍ୟାସ୍‌ ଲିକ୍‌ ହୋଇଥିଲା। ଫଳରେ ସେହି ସମୟରେ ପ୍ଲାଣ୍ଟ୍‌ରେ କାର୍ଯ୍ୟ କରୁଥିବା ୧୪ଜଣ ଶ୍ରମିକ […]

  • Sunday, 04 July 2021
rape
ଲିଫ୍ଟ ଦେବା ବାହାନାରେ ମହିଳାଙ୍କ ସହିତ ଦୁଷ୍କର୍ମ କଲେ ୭ ଅଭିଯୁକ୍ତ

କାଙ୍ଗ୍ରା: ଗାଡ଼ିରେ ଲିଫ୍ଟ ଦେବା ବାହାନାରେ ମହିଳାଙ୍କ ସହିତ ଦୁଷ୍କର୍ମ କଲେ ୭ ଅଭିଯୁକ୍ତ। ପ୍ରଥମେ ଏକ ଫାର୍ମରେ ଦୁଷ୍କର୍ମ କରିବା ପରେ  ମହିଳାଙ୍କୁ ମେକ୍ଲୋଡ୍‌ଗଞ୍ଜର ଏକ ହୋଟେଲ୍‌କୁ ନେଇ ଯାଇ ପୁଣିଥରେ ଦୁଷ୍କର୍ମ କରିଥିଲେ ଦୁର୍ବୃତ୍ତ। ଗୁରୁବାର ଏଭଳି ଘଟଣା ଘଟିଛି ହିମାଚଳ ପ୍ରଦେଶର କାଙ୍ଗ୍ରାଠାରେ। ଘଟଣାରେ ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ ଗଗଲ ପୋଲିସ ଷ୍ଟେସନରେ ଏକ ମାମଲା ରୁଜ୍ଜୁ ହୋଇଛି। ପୀଡ଼ିତା ପୁଲିସକୁ କହିବାନୁଯାୟୀ, ସେ ବନୋଇ ଠାରେ ଏକ ବସ୍‌କୁ ଅପେକ୍ଷା କରିଥିଲେ। […]

  • Sunday, 04 July 2021
shahsi-tharoor
ହେଟ୍ ସ୍ପିଚ୍ ପୋଷ୍ଟିଂ ପ୍ରସଙ୍ଗ; ନିଜ ପକ୍ଷ ରଖିବାକୁ ଫେସ୍‌ବୁକ୍‌କୁ ନୋଟିସ କଲେ ଶଶୀ ଥରୁର

ନୂଆଦିଲ୍ଲୀ: ଦ୍ୱେଷ ଉଦ୍ରେକକାରୀ ପୋଷ୍ଟ ମାମଲାରେ ଫେସବୁକକୁ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ସଂପର୍କିତ ସଂସଦୀୟ କମିଟି ସମନ କରିଛି। କମିଟି ଆଗରେ ହାଜର ହୋଇ ଏନେଇ ପକ୍ଷ ରଖିବାକୁ କମିଟି ଅଧ୍ୟକ୍ଷ ଶଶୀ ଥରୁର ଫେସବୁକକୁ ସମନ କରିଛନ୍ତି। ଡିଜିଟାଲ୍ ପ୍ଲାଟଫର୍ମରେ ନାଗରିକ ସୁରକ୍ଷା ପ୍ରସଙ୍ଗରେ ପକ୍ଷ ରଖିବାକୁ ସମନରେ କୁହାଯାଇଛି। ବିଶେଷ କରି ମହିଳାଙ୍କ ସୁରକ୍ଷା ଉପରେ ଧ୍ୟାନ ଦିଆଯାଇଛି। ଫେସବୁକର ପ୍ରତିନିଧି ବ୍ୟତୀତ ଇଲେ୍ରୋନିକ୍ସ ଆଣ୍ଡ ଆଇଟି ମନ୍ତ୍ରାଳୟର ଅଧିକାରୀଙ୍କୁ ମଧ୍ୟ ସେପଟେମ୍ବର […]

  • Sunday, 04 July 2021
pinak
ନିଜସ୍ୱ ଜ୍ଞାନକୌଶଳରେ ଭାରତ ତିଆରି କଲା ରକେଟ୍‌ ପିନାକ

ନୂଆଦିଲ୍ଲୀ: ଶତ୍ରୁର ମୁକାବିଲା ଲାଗି ଭାରତ ଏବେ ପ୍ରସ୍ତୁତ ରହିଛି। ପ୍ରଥମ ଥର ପାଇଁ ନିଜସ୍ୱ ଜ୍ଞାନକୌଶଳରେ ଘାତକ ଅସ୍ତ୍ର ପିନାକ ରକେଟ ପ୍ରସ୍ତୁତ କରିଛି ଭାରତ। ଡିଆରଡିଓ ପକ୍ଷରୁ ପୋଖରାନର ଏକ ଫାୟାରିଂ ରେଂଜରେ ଏହାର ପରୀକ୍ଷଣ କରାଯାଇଛି। ପରୀକ୍ଷାମୂଳକ ଭାବେ ୬ଟି ପିନାକ ରକେଟର ପରୀକ୍ଷା କରାଯିବା ପରେ ଏହା ନିର୍ଦ୍ଦିଷ୍ଟ ଟାର୍ଗେଟକୁ ଭେଦ କରିଥିଲା। ଯେ କୌଣସି ପାଗରେ ଏହି ଅତ୍ୟାଧୁନିକ ରକେଟ୍ ଶତ୍ରୁକୁ ଟାର୍ଗେଟ କରିପାରିବ। ପ୍ରଥମଥର ପାଇଁ ଘରୋଇ ନିର୍ମାତାଙ୍କ […]

  • Sunday, 04 July 2021
telengana
ହାଇଡ୍ରୋଇଲେକ୍ଟ୍ରିକ୍‌ ପାୱାର୍ ୟୁନିଟ୍‌ରେ ଅଗ୍ନିକାଣ୍ଡ; ୧୦ ଉଦ୍ଧାର, ୯ ନିଖୋଜ୍

ହାଇଦ୍ରାବାଦ: ତେଲେଙ୍ଗାନା ଶ୍ରୀସାଇଲାମର ହାଇଡ୍ରୋଇଲେକ୍ଟ୍ରିକ୍‌ ପାୱାର୍ ୟୁନିଟ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗୁରୁବାର ରାତିରେ ଏହି ଅଗ୍ନିକାଣ୍ଡି ଘଟିଛି। ଏଥିରେ ୯ ଜଣ ଫସି ରହିଥିବା ସନ୍ଦେହ କରାଯାଉଛି। ଗୁରୁବାର ରାତି ପ୍ରାୟ ୧୦.୩୦ରେ ପାୱାର ଷ୍ଟେସନରେ ନିଆଁ ଲାଗିଯାଇଥିଲା। ଏହି ସମୟରେ ପ୍ରାୟ ୧୯ ଜଣ କାମ କରୁଥିଲେ। ମିଳିଥିବା ସଦ୍ୟ ସୂଚନା ଅନୁସାରେ ଏପର୍ଯ୍ୟନ୍ତ ୧୦ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୯ ଜଣ ଏବେବି ନିଖୋଜ ଅଛନ୍ତି। ଏହି ୯ ଜଣଙ୍କ ମଧ୍ୟରେ […]

  • Sunday, 04 July 2021
ranjna-gogoi
ପୂର୍ବତନ ସିଜେଆଇ ରଞ୍ଜନ ଗୋଗୋଇଙ୍କ ବିରୋଧରେ ତଦନ୍ତ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାର ପତି ରଞ୍ଜନ ଗୋଗୋଇ ଏକ ମାମଲାରେ ଭୁଲ୍‌ ରାୟ ଦେଇଥିବା ନେଇ ହୋଇଥିବା ଏକ ଆବେଦନକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ। ୨୦୧୮ରେ ପୂର୍ବତନ ସିଜେଆଇ ରଞ୍ଜନ ଗୋଗୋଇଙ୍କ ବିରୋଧରେ ଏହି ଆବେଦନ ହୋଇଥିଲା। ଆଜି ଏହି ଆବେଦନର ଶୁଣାଣି କରି କୋର୍ଟ କହିଛନ୍ତି, ସିଜେଆଇ ରଞ୍ଜନ ଗୋଗୋଇ ଅବସର ନେଇସାରିଛନ୍ତି। ତେଣୁ ଏହି ଆବଦେନ ଏବେ ମୂଲ୍ୟହୀନ। କିନ୍ତୁ ଆବେଦନକର୍ତ୍ତାଙ୍କ ଯୁକ୍ତି ଥିଲା ଯେ ସେ ୨୦୧୮ରୁ ଏହି ଅଭିଯୋଗ […]

  • Sunday, 04 July 2021
kejriwal
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ କେଜ୍ରିୱାଲ : ଡାକ୍ତରଙ୍କୁ ଦିଆଯାଉ ଭାରତ ରତ୍ନ

ନୂଆଦିଲ୍ଲୀ : ସଙ୍କଟ ସମୟର ଦେବଦୂତଙ୍କୁ ଦିଆଯାଉ ଭାରତ ରତ୍ନ ପୁରସ୍କାର । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ନିଜର ଦାବି ଜଣାଇଛନ୍ତି । ଚଳିତ ବର୍ଷ ଡାକ୍ତରଙ୍କୁ ଭାରତ ରତ୍ନ ଦେବା ପାଇଁ…

  • Sunday, 04 July 2021
telengna
ତେଲେଙ୍ଗାନା ହାଇଡ୍ରୋଇଲେକ୍ଟ୍ରିକ୍‌ ପ୍ଲାଣ୍ଟ ଅଗ୍ନିକାଣ୍ଡ ଘଟଣା: ୬ ମୃତ, ୩ ଏବେ ବି ନିଖୋଜ

ହାଇଦ୍ରାବାଦ: ତେଲେଙ୍ଗାନା ଶ୍ରୀସାଇଲାମର ହାଇଡ୍ରୋଇଲେକ୍ଟ୍ରିକ୍‌ ପାୱାର୍ ୟୁନିଟ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଛି। ଉଦ୍ଧାରକାରୀ ଟିମ୍ ଦ୍ୱାରା ସେମାନଙ୍କର ମୃତଦେହକୁ ଟାଣି ବାହାର କରାଯାଇଛି। ପ୍ଲାଣ୍ଟରେ ଅଗ୍ନିକାଣ୍ଡ ବେଳେ ୧୦ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୯ ଜଣ ଫସି ରହିଥିଲେ। ଏବେ ସେହି ୯ ଜଣଙ୍କ ମଧ୍ୟରୁ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣ ଏବେ ବି ନିଖୋଜ ଅଛନ୍ତି। ସେମାନଙ୍କୁ ଖୋଜା ଚାଲିଛି। ଗୁରୁବାର ରାତି […]

  • Sunday, 04 July 2021
harley-davidson
ଭାରତରେ ପ୍ଲାଣ୍ଟ ବନ୍ଦ କରିବ ହାର୍ଲେ ଡେଭିଡସନ

ନୂଆଦିଲ୍ଲୀ: ହାର୍ଲେ ଡେଭିଡ୍‌ସନ ବାଇକ୍‌ ଫ୍ୟାନଙ୍କ ପାଇଁ ଖରାପ ଖବର। ଭାରତରେ ଥିବା ଆସେମ୍ବଲ୍ଡ ପ୍ଲାଣ୍ଟ ବନ୍ଦ କରିବାକୁ ଯାଉଛି ଏହି ଆମେରିକୀୟ କମ୍ପାନୀ। ବାଇକ୍‌ର ବିକ୍ରି କମ୍‌ ହେଉଥିବା ଯୋଗୁ କମ୍ପାନୀ ଏପରି ନିଷ୍ପତ୍ତି ନେଇଥିବା କୁହାଯାଉଛି। ପ୍ଲାଣ୍ଟ ବନ୍ଦ କରିଦେଲେ ବି କମ୍ପାନୀ ଭାରତୀୟ ବଜାରରେ ବାଇକ୍‌ ବିକ୍ରି ଜାରି ରଖିବ। ବିଦେଶରୁ ଅମଦାନୀ କରି ଭାରତରେ ବିକ୍ରି କରାଯିବ। କେବଳ ଭାରତରେ ନୁହେଁ ଉତ୍ତର ଆମେରିକା, ୟୁରୋପ ଓ ଏସିଆରେ ଯେଉଁ ସ୍ଥାନମାନଙ୍କର […]

  • Sunday, 04 July 2021
covid
କେବେ ଆସିବ କରୋନା ଭ୍ୟାକସିନ୍? ସୂଚନା ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସ୍ ଦ୍ରୁତ ଗତିରେ ବ୍ୟାପି ଚାଲିଥିବା ବେଳେ କରୋନା ଭ୍ୟାକସିନକୁ ନେଇ ଦେଶବାସୀଙ୍କ ପାଇଁ ଆଶ୍ୱସ୍ତିକର ମିଳିଛି। ଯଦି ଟ୍ରାଏଲ୍ ପ୍ରକ୍ରିୟା ଠିକଠାକ୍ ଚାଲେ, ତାହେଲେ ଚଳିତ ବର୍ଷ ଶେଷ ସୁଦ୍ଧା ଭାରତରେ କରୋନା ଭ୍ୟାକସିନ୍ ଉପଲବ୍ଧ ହେବ ବୋଲି କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଡା. ହର୍ଷ ବର୍ଦ୍ଧନ ସୂଚନା ଦେଇଛନ୍ତି। ଏ ନେଇ ଡା. ହର୍ଷ ବର୍ଦ୍ଧନ କହିଛନ୍ତି, ଭାରତ ବାୟୋଟିକ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ ବର୍ଷର ଶେଷ ଆଡ଼କୁ ଲୋକଙ୍କ […]

  • Sunday, 04 July 2021
election
ନିର୍ବାଚନ ପାଇଁ ଜାରି ହେଲା ନୂଆ ଗାଇଡଲାଇନ୍

ନୂଆଦିଲ୍ଲୀ: ନିର୍ବାଚନ ବେଳେ ଡୋର୍ ଟୁ ଡୋର କ୍ୟାମ୍ପେନିଂରେ ରହିବେ ୫ ଜଣ ବ୍ୟକ୍ତି। କରୋନା ମହାମାରୀକୁ ଦୃଷ୍ଟିରେ ରଖି ଭାରତୀୟ ନିର୍ବାଚନ କମିଶନ ପକ୍ଷରୁ ଜାରି ହୋଇଛି ଏହି ଗାଇଡଲାଇନ। ଆଗାମୀ ନିର୍ବାଚନ ଓ ଉପନିର୍ବାଚନ ବେଳେ କିପରି ପ୍ରଚାର ହେବ ଏବଂ ଭୋଟିଂ ହେବ ସେ ନେଇ ଇସିଆଇ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି। ପ୍ରାର୍ଥୀପତ୍ର ଦାଖଲ, ସିକ୍ୟୁରିଟି ଟଙ୍କା ଜମା ଏବଂ ନିର୍ବାଚନ ସମ୍ପର୍କିତ ସମସ୍ତ ଦସ୍ତାବିଜ ଅନଲାଇନରେ ଦାଖଲ ହେବ। ଭୋଟ୍ […]

  • Sunday, 04 July 2021
child
୧୪ ମାସରେ ୮ ଶିଶୁକନ୍ୟା ଜନ୍ମ କଲେ ୬୫ ବର୍ଷୀୟା ମହିଳା!

ମୁଜାଫରପୁର: ବିହାରର ମୁଜଫରପୁରରେ ସରକାରୀ ଯୋଜନାରେ ସାଙ୍ଘାତିକ ଘୋଟାଲାର ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ୬୫ ବର୍ଷୀୟ ମହିଳା ୧୪ ମାସ ଭିତରେ ୮ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଏହା ଶୁଣିଲେ ଯିଏ ହେଉ ନା କାହିଁକି ଆଶ୍ଚର୍ଯ୍ୟ ହେବେ। ମେଡିକାଲ୍ ସାଇନ୍ସରେ ଏହା ଅସମ୍ଭବ, କିନ୍ତୁ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ୍ ଆଳରେ ଏହାକୁ କାଗଜପତ୍ରରେ ସତ ଭାବେ ଦର୍ଶାଯାଇଛି। ତେବେ ଏସବୁ ସ୍କାମ୍ ପିଲା ଜନ୍ମ ହେବା […]

  • Sunday, 04 July 2021