• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Abhijeet Mukherjee
କଂଗ୍ରେସକୁ ଆଉ ଏକ ଝଟକା, ପ୍ରଣବ ମୁଖାର୍ଜୀଙ୍କ ପୁଅ ଟିଏମ୍‌ସିରେ ସାମିଲ

ପଶ୍ଚିମବଙ୍ଗ: କଂଗ୍ରେସକୁ ଆଉ ଏକ ଝଟକା । ଦଳର ବରିଷ୍ଠ ନେତା ତଥା ପୂର୍ବତନ ରାଷ୍ଟ୍ରପତି ଭାରତ ରତ୍ନ ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ ମୁଖାର୍ଜୀ ଆଜି ମମତା ବାନାର୍ଜୀଙ୍କ ଟିଏମସିରେ ସାମିଲ ହୋଇଛନ୍ତି । ଆଜି ଟିଏମସିର ବରିଷ୍ଠ ନେତା…

dear
ଝିଅଟି ପାର୍କରେ ବୀଣା ବଜାଉଥିଲେ, କିନ୍ତୁ ହଠାତ୍‌ ତାଙ୍କ ପଛରେ...

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ହରିଣର ଏକ ଭିଡିଓ ଖୁବ୍‌ ଜୋରରେ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖିଲେ ଆପଣଙ୍କ ମନ ଖୁସି ହୋଇଯିବ। ଝିଅଟି ପାର୍କରେ ବାଦ୍ୟଯନ୍ତ୍ର ବୀଣା ବଜାଉଥଲେ। ସେହି ସମୟରେ ଝିଅର ପଛ ପଟେ ଏକ ହରିଣ ଗୀତ ଶୁଣିବାକୁ ଅଟକି ଯାଇଥିଲା। ଟ୍ୱିଟ୍‌ରରେ ଏହି ଭିଡିଓକୁ ‘Welcome To Nature’ ନାମକ ଏକ ପେଜ୍‌ରେ ଶେୟାର କରାଯାଇଛି। Deer stops to listen to harp pic.twitter.com/zagX5fgVYp — Welcome To Nature […]

  • Monday, 05 July 2021
alchol
ମଦ ନେଲା ୨୧ ଜୀବନ

ଚଣ୍ଡୀଗଡ଼: କରୋନା ମହାମାରୀ ସମୟରେ ପଞ୍ଜାବରେ ଘଟିଛି ଅଭାବନୀୟ ଘଟଣା। ପଞ୍ଜାବର ଅମୃତସର ଏବଂ ତରନତାରନ ସହରରେ ବିଷାକ୍ତ ମଦ ପିଇ ୨୧ ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ଏହି ମାମଲାରେ ପୋଲିସ୍ ନକଲି ମଦ ତିଆରି କରୁଥିବା କିଛି ଲୋକଙ୍କୁ ଗିରଫ କରିଛି। ଏହି ମାମଲାର ତଦନ୍ତ ପାଇଁ ଏସଆଇଟି କମିଟି ଗଠନ କରାଯାଇଛି। ଏହି ମାମଲାର ସୂଚନା ଦେଇ ଡିଜିପି ଦିନକର ଗୁପ୍ତା କହିଛନ୍ତି, ଜୁନ୍ ୨୯ ତାରିଖରେ ଅମୃତସର ଗ୍ରାମାଞ୍ଚଳର ଥାନା ତରସିକର […]

  • Monday, 05 July 2021
modi
ଟ୍ରିପଲ୍ ତଲାକ୍: ପ୍ରଧାନମନ୍ତ୍ରୀଙ୍କୁ ରାକ୍ଷୀ ବାନ୍ଧିଲେ ମୁସଲିମ୍ ମହିଳା

ବାରାଣାସୀ: ଠିକ୍‌ ବର୍ଷକ ତଳେ ଟ୍ରିପଲ୍ ତଲାକ୍‌ର କୁପ୍ରଥାକୁ ବନ୍ଦ କରିବା ପାଇଁ ମୋଦି ସରକାର ଏକ ଆଇନ୍‌ ପ୍ରଣୟନ କରିଥିଲେ। ପିଏମ୍ ମୋଦିଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀର ମୁସଲିମ୍ ମହିଳାମାନେ ସେମାନଙ୍କର ପ୍ରିୟ ପ୍ରଧାନମନ୍ତ୍ରୀଙ୍କର ଏହି ଐତିହାସିକ ପଦକ୍ଷେପକୁ କିପରି ବା ଭୁଲି ପାରିବେ? ଏନେଇ ବାରାଣାସୀର ମୁସଲିମ୍ ମହିଳାମାନେ ମୋଦିଙ୍କୁ ନିଜ ଭାଇ କହିଥିଲେ। ଏମିତିକି ପ୍ରଧାନମନ୍ତ୍ରୀଙ୍କ ଫଟୋରେ ରାକ୍ଷୀ ବାନ୍ଧି ତାଙ୍କୁ ଧନ୍ୟବାଦ ଦେଇଥିଲେ। ବାରାଣାସୀର ମୁସଲିମ୍ ସମ୍ପ୍ରଦାୟରେ ଥିବା ଡାଲମଣ୍ଡି ଅଞ୍ଚଳର ମୁସଲିମ୍ […]

  • Monday, 05 July 2021
FLIGHT
ଅଗଷ୍ଟ ୩୧ ଯାଏ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ

ନୂଆଦିଲ୍ଲୀ: କରୋନା ମହାମାରୀ ବ୍ୟାପୁଥିବାର ଦେଖି ସରକାର ଅନ୍ତର୍ଜାତୀୟ ବିମାନ ସେବାକୁ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ସସପେଣ୍ଡ କରିବା ନେଇ ଘୋଷଣା କରିଛି ଡିରେକ୍ଟୋରେଟ୍ ଜେନେରାଲ୍ ଅଫ୍ ସିଭିଲ୍ ଆଭିଏସନ୍ (ଡିଜିସିଏ)। ଶୁକ୍ରବାର ଅପରାହ୍ଣରେ ଏହି ଘୋଷଣା କରାଯାଇଛି। କରୋନା ଲକଡାଉନ୍ ଯୋଗୁ ସମସ୍ତ ଅନ୍ତର୍ଜାତୀୟ ବ୍ୟବସାୟିକ ଉଡ଼ାଣ ବନ୍ଦ ରହିଛି। ଅନ୍ତର୍ଜାତୀୟ ବିମାନ ସେବା ସସପେଣ୍ଡ ହେବା ଦ୍ୱାରା ଭାରତ ସରକାର ବିଦେଶରେ ଫସିଥିବା ସ୍ୱଦେଶୀଙ୍କୁ ଆଣିବା ପାଇଁ ‘ବନ୍ଦେ ଭାରତ ମିଶନ୍’ ଅଭିଯାନ […]

  • Monday, 05 July 2021
ram-mandir
ସଜେଇ ହେଲାଣି ଅଯୋଧ୍ୟା, ଭୋଗରେ ଲାଗିବ ୧ଲକ୍ଷ ୧୧ହଜାର ଲଡ଼ୁ

ନୂଆଦିଲ୍ଲୀ: ସଜେଇ ହେଉଛି ଅଯୋଧ୍ୟା। ଶ୍ରୀରାମ ମନ୍ଦିର ପାଇଁ ଭୂମି ପୂଜନ ପାଇଁ ତୈୟାର ହେଉଛି ଶ୍ରୀରାମଙ୍କ ସହର। ମନ୍ଦିର ଚାରିପଟକୁ ବିଭିନ୍ନ ରଙ୍ଗ ବେରଙ୍ଗରେ ସଜା ଯାଉଛି। ତାସହ ସହରର ଗଳି କନ୍ଧିରେ ଏବେ ରାମଙ୍କ ଗାଥାକୁ ଚିତ୍ରରେ ଅଙ୍କା ଯାଉଛି। ପ୍ରଭୁ ଶ୍ରୀରାମଙ୍କ ଜନ୍ମଠୁ ରାମାୟଣର ବିଭିନ୍ନ କାହାଣୀକୁ ଲୋକେ ଯେପରି ପ୍ରତି ମୁହୂର୍ତ୍ତରେ ଅନୁଭବ କରିବେ ସେ ନେଇ କଳାକାର ତା ତୂଳୀରେ ଚିତ୍ର କରୁଛି। ସେହିପରି ଆସନ୍ତା ୫ ତାରିଖରେ ଭୂମି […]

  • Monday, 05 July 2021
man died 1
ଘର ଭିତରୁ ମହିଳାଙ୍କ ମୃତଦେହ ସହ ଗୁରୁତର ଅଜଣା ଯୁବକ ଉଦ୍ଧାର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ । ଘର ଭିତରୁ ମିଳିଛି ମହିଳାଙ୍କ ରକ୍ତାକ୍ତ ମୃତଦେହ । ଭୁବନେଶ୍ୱର ଭୀମଟାଙ୍ଗି ଫେଜ୍-୧ ଅଞ୍ଚଳର ଏକ ଘର ଭିତରୁ ମହିଳାଙ୍କ ମୃତଦେହ ମିଳିଛି । ମହିଳା ଜଣକ ହେଉଛନ୍ତି ପ୍ରିୟଦର୍ଶନୀ ସାହୁ । ସ୍ୱାମୀ…

kovind
ନବମ ଶ୍ରେଣୀ ଛାତ୍ରଙ୍କୁ ଖାସ୍ ଉପହାର ଦେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ସାଇକ୍ଲିଷ୍ଟ ହେବାର ସ୍ୱପ୍ନ ଦେଖୁଥିବା ନବମ ଶ୍ରେଣୀ ଛାତ୍ର ରିୟାଜଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖାସ୍ ଉପହାର ଦେଇଛନ୍ତି। ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ଆଉ କିଛି ନୁହେଁ ବରଂ ରିୟାଜଙ୍କୁ ଏକ ରେସିଂ ସାଇକେଲ୍ ଉପହାର ସ୍ୱରୂପ ଦେଇଛନ୍ତି। ଏହି ଖାସ୍ ଉପହାର ପାଇବା ପରେ ରିୟାଜଙ୍କ ଖୁସି ନକହିଲେ ସରେ। ସେ ଏହି ଖାସ୍ ଉପହାର ପାଇଁ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି। President Ram Nath Kovind gifts a racing […]

  • Monday, 05 July 2021
noida
ଭୁଶୁଡ଼ିଲା କୋଠା, ୪ ଉଦ୍ଧାର

ନୂଆଦିଲ୍ଲୀ: ଦିଲ୍ଲୀସ୍ଥିତ ନୋଏଡାରେ ଘଟିଛି ବଡ଼ ଦୁର୍ଘଟଣା। ନୋଏଡା ସେକ୍ଟର-୧୧ରେ ଏକ ବହୁତଳ ବିଶିଷ୍ଟ ଏକ କୋଠା ଭୁଶୁଡ଼ି ଯାଇଛି। ଏହି କୋଠା ଭୁଶୁଡ଼ିବା ଯୋଗୁ ଏହା ତଳେ ଏକାଧିକ ଲୋକ ଚାପି ହୋଇ ରହିଥିବାର ଆଶଙ୍କା କରାଯାଉଛି। ଘଟଣାସ୍ଥଳରେ ପୁଲିସ୍, ଦମକଳ ବାହିନୀ, ଆମ୍ବୁଲାନ୍ସ ଓ ଏନଡିଆରଏଫ୍ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। A building collapses in Sector-11, Noida; 4 persons rescued from the site. Rescue operation […]

  • Monday, 05 July 2021
Bank
ଆଜିଠୁ ବଡ଼ ପରିବର୍ତ୍ତନ: ଶସ୍ତା ହେବ କାର୍‌, ବାଇକ୍; ୫ ଥରରୁ ଅଧିକ‌ ଟଙ୍କା ଉଠାଣରେ ଲାଗିବ ଚାର୍ଜ

ନୂଆଦିଲ୍ଲୀ: ଆଜି ଅଗଷ୍ଟ ୧ ତାରିଖ। ଆଜିଠାରୁ ଦେଶରେ ହେବାକୁ ଯାଉଛି ଅନେକ ପରିବର୍ତ୍ତନ। ଯଦି ଆପଣ ଡିଜିଟାଲ କାରବାର କରୁଥାନ୍ତି, ତେବେ ଏହି ପରିବର୍ତ୍ତନ ବିଷୟରେ ଆପଣ ନିହାତି ଜାଣି ରଖିବା ଦରକାର। ଆଜିଠାରୁ ଅନଲାଇନ ସପିଂ କଲେ ଆପଣ ଯେକୌଣସି ଉତ୍ପାଦ ବିଷୟରେ ବିଶେଷ ସୂଚନା ପାଇବେପାରିବେ। ଆଉ ଯଦି ଆପଣ ନୂଆ କାର କିମ୍ବା ବାଇକ କିଣିବାକୁ ଯାଉଛନ୍ତି ତେବେ ଆପଣ ଫାଇଦାରେ ରହିବେ। ଏଥିସହିତ ଦେଶର ଚାଷୀଙ୍କ ପାଇଁ ଖୁସି ଖବର […]

  • Monday, 05 July 2021
କାମ ଚାଲୁଥିବା ବେଳେ ଭୁଶୁଡ଼ିଲା ବିଲ୍ଡିଂ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ନୋଏଡାର ସେକ୍ଟର-୧୧ରେ ଏକ ନିର୍ମାଣାଧୀନ ବିଲ୍ଡିଂର କିଛି ଅଂଶ ଭୁଶୁଡ଼ି ଯିବା ଫଳରେ ୨ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୩ଜଣ ଆହତ ହୋଇଛନ୍ତି। ଆହତଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଗତକାଲି ଏହି ଅଘଟଣ ଘଟିଛି। ଏକ ଘରୋଇ ସଂସ୍ଥା ପକ୍ଷରୁ ବିଲ୍ଡିଂ ନିର୍ମାଣକାର୍ଯ୍ୟ ଚାଲିଥିବା ବେଳେ ଏହି ଅଘଟଣ ଘଟିଥିଲା। ଖବରପାଇ ପୋଲିସ୍‌ ଓଏନ୍‌ଡିଆର୍‌ଏଫ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଏହି ଘଟଣାକୁ ନେଇ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ […]

  • Monday, 05 July 2021
SSR-SISTER
ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କଲେ ସୁଶାନ୍ତଙ୍କ ଭଉଣୀ, କହିଲେ- ‘ମୋ ଭାଇକୁ ନ୍ୟାୟ ଦିଅନ୍ତୁ’

ମୁମ୍ବଇ: ବଲିଉଡ୍‌ ଆକ୍ଟର ସୁଶାନ୍ତ ସଂହ ରାଜପୁତ୍‌ଙ୍କ ମୃତ୍ୟୁ ନେଇ ଏବେ ଅନେକ ପ୍ରଶ୍ନ ସାମ୍ନାକୁ ଆସିଛି। ସୁଶାନ୍ତଙ୍କ ମୃତ୍ୟୁ ମାମଲାକୁ ନେଇ ପ୍ରତିଦିନ ନୂଆ ନୂଆ ଖବର ସାମ୍ନାକୁ ଆସୁଛି। ତେବେ ମାମଲାର ତଦନ୍ତ କରୁଥିବା ମୁମ୍ବାଇ ପୋଲିସ ପ୍ରତି ଅନେକ ଅଙ୍ଗୁଳି ଉଠିଥିବାବେଳେ ଉଦ୍ଧବ ଠାକ୍‌ରେ କିନ୍ତୁ ମୁମ୍ବାଇ ପୋଲିସକୁ ସମର୍ଥନ ଦେଇଛନ୍ତି। ଅନ୍ୟପକ୍ଷେ ଏହି ମାମଲାର ତଦନ୍ତ ସିବିଆଇ କରୁ ବୋଲି ଦାବି ଉଠୁଥିବାବେଳେ ସୁପ୍ରିମ କୋର୍ଟ ମଧ୍ୟ ଏହି ଦାବିକୁ ଏଡ଼ାଇ […]

  • Monday, 05 July 2021
Child Save Her mother life
ମାଆର ଜୀବନ ବଂଚାଇ ଦେଲା କୁନି ଶିଶୁ

ବୟସ ସିନା ଅଳ୍ପ ହେଲେ ବୁଦ୍ଧି ପ୍ରଖର । ସେ ସବୁ କିଛି ଜାଣିଛି, ସବୁ କିଛି ବୁଝି ପାରୁଛି, ସେଥିପାଇଁ ତ, ନିଜେ କଷ୍ଟମଷ୍ଟେ ଚାଲି ମାଆ ପାଇଁ ଯୋଗାଡ଼ କରିଛି ଉଦ୍ଧାରକାରୀ ଟିମ୍ । କଥାରେ ଅଛି ଛୋଟପିଲା ଭଗବାନଙ୍କ ଦ୍ୱିତୀୟ ରୂପ ଅଟନ୍ତି । ଦୁଇ ବର୍ଷର କୁନି ଝିଅ ପାଇଁ ତା ମାକୁ ମିଳିଛି ନୂଆ ଜୀବନ

  • Monday, 05 July 2021
tiktok
ଭାରତ ପରେ ଆମେରିକାରେ ବି ବ୍ୟାନ ହେବ ଟିକ୍‌ଟିକ୍‌

ୱାଶିଂଟନ: ଚୀନ୍‌ ଆପ୍‌ ଟିକ୍‌ଟକ୍‌କୁ ଭାରତରେ ବ୍ୟାନ କରାଯିବା ପରେ ଏବେ  ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ନିଜ ଦେଶରେ ଏହାକୁ ବ୍ୟାନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।  ଶୁକ୍ରବାର ଟ୍ରମ୍ପ ଏକ ବାର୍ତ୍ତାରେ କହଛନ୍ତି, ଆମେରିକାର ଅଧିକାରୀମାନଙ୍କୁ ସୂଚନା ମିଳିଛି ଯେ ଚୀନର ଏହି ଆପ୍‌ରୁ ଚୀନ୍‌ ଗୁଇନ୍ଦା ଏଜେନ୍ସି ତଥ୍ୟ ସଂଗ୍ରହ କରୁଛି। ଏ ନେଇ ଆମେରିକୀୟ ଅଧିକାରୀମାନେ ଚିନ୍ତା ପ୍ରକଟ କରିଛନ୍ତି। ଏକ ପ୍ରେସ୍‌ ମିଟ୍‌ରେ ଟ୍ରମ୍ପ କହିଛନ୍ତି, ଆମେ ଟିକ୍‌ଟକ୍‌କୁ ଆମେରିକାରେ […]

  • Monday, 05 July 2021
Police Beating
ନ୍ୟାୟ ପାଇଁ ଥାନାକୁ ଆସିଥିଲେ ମହିଳା, ହେଲେ ତାଙ୍କ ଭାଇଙ୍କୁ ମାଡ଼ ମାରିଲା ପୋଲିସ

ବାଲେଶ୍ୱର: ନ୍ୟାୟ ପାଇଁ ପୋଲିସ ପାଖକୁ ଆସିଥିବା ବେଳେ ପୋଲିସର ଆକ୍ରମଣ ଅଭିଯୋଗ । ବାଲେଶ୍ୱର ସିମୁଳିଆ ଥାନା ପୋଲିସ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି ଜଣେ ମହିଳା । ଥାନାରେ ଏତଲା ଦେବା ପରେ ପୋଲିସ ପଦକ୍ଷେପ ନ ନେବାରୁ…