• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Capture ୯୯୯୯
ମଝି ଆକାଶରେ ୨ ବିମାନ ଦୁର୍ଘଟଣାଗ୍ରସ୍ତ, ୭ ମୃତ

ଆଲାସ୍କା: ଆଲାସ୍କାରେ ୨ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୭ଜଣଙ୍କ ମୃତ୍ୟୁ ଘଟିଛି। ଆଲାସ୍କାର ସୋଲ୍‌ଡୋଣ୍ଟା ସହରରୁ କିଛି କି.ମି. ଦୂରରେ ଏହି ଦୁର୍ଘଟଣା ଘଟିଛି। ମଝି ଆକାଶରେ ୨ଟି ଛୋଟ ବିମାନ ପରସ୍ପର ମଧ୍ୟରେ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି। ମୃତକଙ୍କ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ରିପବ୍ଲିକାନ୍‌ ପାର୍ଟିର ଷ୍ଟେଟ୍‌ ଆସେମ୍ବ୍ଲି ମେମ୍ବର ଗ୍ୟାରି ନୋପ୍‌ ଥିଲେ। ଗୋଟିଏ ବିମାନରେ ଗ୍ୟାରି ନୋପ୍ ଏକାକୀ ଯାତ୍ରା କରୁଥିବା ବେଳେ ଅନ୍ୟ […]

  • Monday, 05 July 2021
shutdown
ସଟ୍‌ଡାଉନ୍‌ ତାଲିକାରେ ସାମିଲ ହେଲା ଆଉ ଏକ ଜିଲ୍ଲା

ରାୟଗଡ଼ା: ଆଜିଠୁ ୩ ଦିନ ପାଇଁ ବରଗଡ଼ ଜିଲ୍ଲାକୁ ସଟ୍‌ଡାଉନ୍‌ କରାଯାଇଥିବା ବେଳେ ନବରଙ୍ଗପୁର ଜିଲ୍ଲାରେ ଆଜି ସକାଳ ୫ଟାରୁ ଆସନ୍ତାକାଲି ମଧ୍ୟରାତ୍ର ପର୍ଯ୍ୟନ୍ତ ସଟ୍‌ଡାଉନ୍‌ ଘୋଷଣା ହୋଇଛି। ତେବେ ସଟ୍‌ଡାଉନ୍‌ ତାଲିକାରେ ଆଉ ଏକ ଜିଲ୍ଲା ସାମିଲ ହୋଇଛି। ୭୨ ଘଣ୍ଟା ପାଇଁ ରାୟଗଡ଼ା ଜିଲ୍ଲାକୁ ସଟ୍‌ଡାଉନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ।  ଆସନ୍ତାକାଲି ଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ୭୨ ଘଣ୍ଟା ସଟ୍‌ଡାଉନ୍‌ ରହିବ ସମ୍ପୂର୍ଣ୍ଣ ଜିଲ୍ଲା। କରୋନା ସଂକ୍ରମଣକୁ ରୋକିବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ […]

  • Monday, 05 July 2021
Untitled-1
ପିଲାଙ୍କ ପାଠପଢ଼ା ପାଇଁ ବିକିଦେଲେ ମଙ୍ଗଳସୂତ୍ର

ବେଙ୍ଗାଲୁରୁ: କରୋନାଭାଇରସ୍ ଲକଡାଉନ୍ ଯୋଗୁ ସାରା ଦେଶରେ ସ୍କୁଲ ଓ କଲେଜ୍ ମାସ ମାସ ଧରି ବନ୍ଦ ରହିଛି। ଏଭଳି ସ୍ଥିତିରେ ପିଲାଙ୍କର ପାଠପଢ଼ା ଟିଭି ଏବଂ ଅନଲାଇନ୍ କ୍ଲାସ୍ ମାଧ୍ୟମରେ ହେଉଛି। ଅନଲାଇନ୍ କ୍ଲାସ୍ ପାଇଁ ଅତ୍ୟାଧୁନିକ ଟିଭି ଓ ମୋଇବାଲର ଆବଶ୍ୟକତା ରହିଛି। ଯେଉଁମାନଙ୍କ ପାଖରେ ଏସବୁ ନାହିଁ, ସେମାନଙ୍କୁ ପାଠପଢ଼ାରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ୁଛି। କିନ୍ତୁ ଜଣେ ମା’ ନିଜ ପିଲାମାନଙ୍କର ପାଠପଢ଼ା ପାଇଁ ଏମିତି କାମ କରିଛନ୍ତି, ଯେଉଁଥି […]

  • Monday, 05 July 2021
tatoo
ରାମ ମନ୍ଦିର ଭୂମି ପୂଜନ ପୂର୍ବରୁ ହାତରେ ଶ୍ରୀରାମ ଟାଟୁ ଆଙ୍କିଲେ ମୁସ୍‌ଲିମ୍‌ ଯୁବତୀ

ବାରାଣାସୀ: ଅଗଷ୍ଟ ୫ ତାରିଖରେ ହେବ ରାମମନ୍ଦିର ନିର୍ମାଣସ୍ଥଳର ଭୂମି ପୂଜନ ଉତ୍ସବ । ଏଥିପାଇଁ ସଜେଇ ହେଉଛି ଅଯୋଧ୍ୟା। ଶ୍ରୀରାମ ମନ୍ଦିର ଭୂମି ପୂଜନ ପାଇଁ ମନ୍ଦିର ଚାରିପଟକୁ ବିଭିନ୍ନ ରଙ୍ଗ ବେରଙ୍ଗରେ ସଜା ଯାଉଛି। ତାସହ ସହରର ଗଳି କନ୍ଦିରେ ଏବେ ରାମଙ୍କ ଗାଥାକୁ ଚିତ୍ରରେ ଅଙ୍କା ଯାଉଛି। ପ୍ରଭୁ ଶ୍ରୀରାମଙ୍କ ଜନ୍ମଠୁ ରାମାୟଣର ବିଭିନ୍ନ କାହାଣୀକୁ ଲୋକେ ଯେପରି ପ୍ରତି ମୁହୂର୍ତ୍ତରେ ଅନୁଭବ କରିବେ ସେ ନେଇ କଳାକାର ତାଙ୍କ ତୂଳୀରେ ରାମଙ୍କ […]

  • Monday, 05 July 2021
china-1111
ଲିପୁଲେଖରେ ଚୀନ ଠୁଳ କଲା ୧୦୦୦ ସୈନିକ

ଚାଇନା ଚାଲ୍‌ରେ ହାତ ମିଳାଇଲା ନେପାଳ !

  • Monday, 05 July 2021
crane
କ୍ରେନ୍‌ ତଳେ ଚାପି ହୋଇ ଚାଲିଗଲା ୧୦ ଜୀବନ

ବିଶାଖାପଟନମ: ବିଶାଖାପଟନମ୍‌ ସ୍ଥିତ ହିନ୍ଦୁସ୍ତାନ ଶିପ୍‌ୟାଡରେ ଏକ ବିରାଟ କ୍ରେନ ଖସି ପଡ଼ି ୧୦ ଜଣଙ୍କର ମୃତ୍ୟୁ ଘଟିଛି। କ୍ରେନ ତଳେ ଆହୁରି ଲୋକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ତେଣୁ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା ରହିଛି। ଆନ୍ଧ୍ରପ୍ରଦେଶର ବିଶାଖପଟନମ୍‌ ଠାରେ ଥିବା ହିନ୍ଦୁସ୍ତାନ ଶିପ୍‌ୟାଡରେ ଆଜି ଲୋଡ୍‌ ଟେଷ୍ଟିଂ କାମ ଚାଲିଥିଲା ହଠାତ୍‌ କ୍ରେନଟି ଖସି ପଡ଼ିଲା। କ୍ରେନ୍‌ ତଳେ ଅନେକ ଶ୍ରମିକ ଚାପି ହୋଇ ଯାଇଥିଲେ।  ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ […]

  • Monday, 05 July 2021
riya
୧୫ କୋଟି ଟଙ୍କା ଗାଏବ ମାମଲାରେ ରିୟାଙ୍କ ନାଁ ମାମଲା ରୁଜୁ କଲା ଇଡି

ମୁମ୍ବାଇ: ବଢ଼ିଲା ରିୟା ଚକ୍ରବର୍ତ୍ତୀଙ୍କ ଅଡ଼ୁଆ। ସୁଶାନ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୧୫ କୋଟି ଟଙ୍କା ଗାଏବ ମାମଲାରେ ଖୋଳତାଡ଼ ପାଇଁ ଅଣ୍ଟା ଭିଡ଼ିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଏ ନେଇ ରିୟାଙ୍କ ନାଁରେ ମାମଲା ରୁଜୁ କରିଛି  ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ  ।  ରିୟାଙ୍କ ବିରୋଧରେ ଏକ ମାମଲା ରୁଜୁ କରିବା ସହ ସୁଶାନ୍ତଙ୍କ ଆକାଉଣ୍ଟରୁ କେତେ ଟଙ୍କା ଗାଏବ ହୋଇଛି ସେ ନେଇ ଯାଞ୍ଚ କରିଛି ଇଡି।  ଏହାପରେ ବାନ୍ଦ୍ରା କୋଟାକ୍ ବ୍ୟାଙ୍କକୁ ଯାଇ ତଦନ୍ତ କରିପାରେ ଇଡି।  […]

  • Monday, 05 July 2021
amar-singh
ପରଲୋକରେ ରାଜ୍ୟସଭା ସାଂସଦ ଅମର ସିଂହ

ନୂଆଦିଲ୍ଲୀ: ଆଉ ନାହାନ୍ତି ସମାଜବାଦୀ ପାର୍ଟି (ଏସପି)ର ପୂର୍ବତନ ନେତା ଓ ରାଜ୍ୟସଭା ସାଂସଦ ଅମର ସିଂ। ଅସୁସ୍ଥତା କାରଣରୁ ସିଙ୍ଗାପୁରରେ ଏକ ହସ୍ପିଟାଲରେ ତାଙ୍କର ଗତ ୬ ମାସ ଧରି ଚିକିତ୍ସା ଚାଲିଥିଲା। କିନ୍ତୁ ଆଜି ସେ ୬୪ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଅମରଙ୍କ ପରଲୋକରେ ରାଜନୀତିରେ ଏକ ବଡ଼ ଶୂନ୍ୟସ୍ଥାନ ପଡ଼ିଯାଇଛି। ଏକ ସମୟରେ ଉତ୍ତର ପ୍ରଦେଶର ଅନ୍ୟତମ ହେଭିୱେଟ୍ ନେତା ଭାବେ ଅମର ସିଂ ସମାଜବାଦୀ ପାର୍ଟିର ମୁଖ୍ୟ […]

  • Monday, 05 July 2021
dog
ପ୍ରଥମଥର କରୋନା ନେଲା କୁକୁର ଜୀବନ

ନୂଆଦିଲ୍ଲୀ: କରୋନାଭାଇରସ୍ ନେଲାଣି ଲକ୍ଷାଧିକ ଲୋକଙ୍କ ଜୀବନ। ଏହି ମହାମାରୀ ଏବେ ସାରା ଦୁନିଆକୁ ଆତଙ୍କିତ କରି ରଖିଛି। କିନ୍ତୁ ଏବେ ଏହି ଭୂତାଣୁ ମଣିଷ ଭିତରେ ଆଉ ସୀମିତ ହୋଇ ରହିନାହିଁ। ଏବେ ଏହା ପଶୁମାନଙ୍କ ଭିତରେ ଦେଖାଗଲାଣି। ଆମେରିକାରେ କୋଭିଡ୍-୧୯ରେ ସଂକ୍ରମିତ ‘ଜର୍ମାନ୍ ଶେଫର୍ଡ’ ପ୍ରଜାତିର ଏକ କୁକୁରର ମୃତ୍ୟୁ ହୋଇଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। କରୋନା ଯୋଗୁ କୌଣସି କୁକୁରର ମୃତ୍ୟୁ ହେବା ସାରା ଦୁନିଆରେ […]

  • Monday, 05 July 2021