• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

photo susanta
ରାକ୍ଷୀ ପୂର୍ଣ୍ଣିମାରେ ଭାଇ ସୁଶାନ୍ତଙ୍କ ଫଟୋ ଶେୟାର କରି ଭଉଣୀ ଲେଖିଲେ...

ନୂଆଦିଲ୍ଲୀ: ଆଜି ହେଉଛି ପବିତ୍ର ରାକ୍ଷୀ ପୂର୍ଣ୍ଣିମା। ସବୁଠି ରାକ୍ଷୀର ଉତ୍ସବ ପାଳନ କରାଯାଉଛି। କରୋନା ଯୋଗୁ ବେଶ୍‌ ଧୁମ୍‌ଧାମ୍‌ରେ ପାଳନ ନକରାଗଲେ ମଧ୍ୟ ଭଉଣୀମାନେ ତାଙ୍କ ଭାଇଙ୍କୁ ରାକ୍ଷୀ ବାନ୍ଧିଛନ୍ତି। କାରଣ ନିଜ ଭାଇକୁ ରାକ୍ଷୀ ବାନ୍ଧିବା ପାଇଁ ବର୍ଷକୁ ଥରେ ଏହି ଦିନକୁ ଭଉଣୀମାନେ ଅପେକ୍ଷା କରିଥାନ୍ତି। ଏଭଳି ପବିତ୍ର ଉତ୍ସବରେ ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂ କିର୍ତ୍ତୀ ତାଙ୍କୁ ମନେ ପକାଇ ଏକ ଫଟୋକୁ ଶେୟାର କରିବା ସହିତ ଭାବପ୍ରବଣ ଭରା ଏକ […]

  • Monday, 05 July 2021
j-and-k
ଜାମ୍ମୁ-କଶ୍ମୀରରେ ଯବାନଙ୍କୁ ଅପହରଣ କଲେ ଆତଙ୍କବାଦୀ!

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରରେ ଜଣେ ଯବାନଙ୍କ ନିଖୋଜ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। ତେବେ ଏହି ଯବାନଙ୍କୁ ଆତଙ୍କବାଦୀ ଅପହରଣ କରିଥିବା ଆଶଙ୍କା କରାଯାଉଛି। ଏହାସହ ଯବାନଙ୍କ ଗାଡ଼ିକୁ ମଧ୍ୟ ପୋଡ଼ି ଦିଆଯାଇଛି। ଯାହା ପରେ ପୋଡ଼ିଯାଇଥିବା ଗାଡ଼ିକୁ ପୋଲିସ୍ ଉଦ୍ଧାର କରିଛି। ନିଖୋଜ ଯବାନଙ୍କ ପତ୍ତା ଲଗାଇବାକୁ ସେନା ପକ୍ଷରୁ ଉଦ୍ୟମ ଜାରି ରହିଛି। ସେନା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ରାଇଫଲମ୍ୟାନ୍ ଶକିର ମନଜୁର ୧୬୨ ବାଟାଲିୟନ ପକ୍ଷରୁ କୁଲଗାମରେ କାର୍ଯ୍ୟ କରୁଥିଲେ। […]

  • Monday, 05 July 2021
sushant
ସୁଶାନ୍ତଙ୍କ ବାପା ଦେଲେ ବିସ୍ଫୋରକ ବୟାନ୍

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା ଦିନକୁ ଦିନ ଭିନ୍ନ ମୋଡ଼ ନେବାରେ ଲାଗିଛି। ଏବେ ସୁଶାନ୍ତଙ୍କ ମୃତ୍ୟୁ ଘଟଣାରେ ତାଙ୍କ ବାପା କେକେ ସିଂହ ବିସ୍ଫୋରକ ବୟାନ୍ ଦେଇଛନ୍ତି। ସୁଶାନ୍ତଙ୍କ ବାପା କେକେ ସିଂହ କହିଛନ୍ତି, ମୋ ପୁଅ ନିଜ ଜୀବନ ପ୍ରତି ବିପଦ ଥିବା ଜାଣିପାରିଥିଲା ଏବଂ ଏଥିପାଇଁ ସେ ବାନ୍ଦ୍ରା ପୋଲିସକୁ ମଧ୍ୟ ସବୁ ସୂଚନା ଦେଇଥିଲେ। ସୁଶାନ୍ତ ଫେବୃଆରୀ ୨୫ ତାରିଖରୁ ବାନ୍ଦ୍ରା ପୋଲିସକୁ ନିଜ ପ୍ରତି ଥିବା ଥିବା […]

  • Monday, 05 July 2021
amar-singh
ପଞ୍ଚଭୂତୀରେ ଲୀନ ହେଲେ ସାଂସଦ ଅମର ସିଂହ

ନୂଆଦିଲ୍ଲୀ: ଦିଲ୍ଲୀର ଛତରପୁରଠାରେ ଆଜି ରାଜ୍ୟସଭା ସାଂସଦ ଅମର ସିଂହଙ୍କର ଅନ୍ତିମ ସଂସ୍କାର କରାଯାଇଛି। ଅମର ସିଂହଙ୍କ ଦୁଇ ଝିଅ ତାଙ୍କୁ ମୁଖାଗ୍ନି ଦେଇଛନ୍ତି। ଅଗଷ୍ଟ ୧ ତାରିଖରେ ସିଙ୍ଗାପୁରରେ ଅମର ସିଂହଙ୍କର ଦେହାନ୍ତ ହୋଇଥିଲା। ରବିବାର ତାଙ୍କ ପାର୍ଥିବ ଶରୀର ସିଙ୍ଗାପୁରରୁ ଦିଲ୍ଲୀ ଅଣାଯାଇଥିଲା। କରୋନା ସଂକ୍ରମଣ ଯୋଗୁ ତାଙ୍କ ଅନ୍ତିମ ସଂସ୍କାରରେ କମ୍ ଲୋକ ଉପସ୍ଥିତ ଥିଲେ। ଏହି ଅବସରରେ ପୂର୍ବତନ ଅଭିନେତ୍ରୀ ଓ ବିଜେପତି ନେତ୍ରୀ ଜୟାପ୍ରଦା ମଧ୍ୟ ଉପସ୍ଥିତ ଥିଲେ। ଦିଲ୍ଲୀର […]

  • Monday, 05 July 2021
amit-shah
ଅମିତ୍ ଶାହଙ୍କ ପାଇଁ ରୋଜା ରଖିବେ ଏହି ନେତା

ଶ୍ରୀନଗର: ଗୃହମନ୍ତ୍ରୀ ଅମିତ୍ ଶାହଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଛି। ଯାହା ପରେ ରବିବାର ତାଙ୍କୁ ଗୁରୁଗ୍ରାମ ସ୍ଥିତ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୂରା ଦେଶ ଏବେ ତାଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି। ଏହା ମଧ୍ୟରେ ଜାମ୍ମୁ ଓ କାଶ୍ମୀରର ବିଜେପି ନେତା ଗୁଫତାର ଅହମ୍ମଦ ଅମିତ୍ ଶାହଙ୍କ ସୁସ୍ଥ ହେବା ପାଇଁ ଏକ ବଡ଼ ତ୍ୟାଗ କରିବାକୁ ଘୋଷଣା କରିଛନ୍ତି। ବିଜେପିର ଏହି ନେତା ଏକ ଭିଡିଓ ଜାରି କରି କହିଛନ୍ତି ଯେ […]

  • Monday, 05 July 2021
ncert
ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଲାଗି ନୂଆ ଏକାଡେମିକ କ୍ୟାଲେଣ୍ଡର୍

ନୂଆଦିଲ୍ଲୀ: ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଲାଗି କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରାଳୟ ପକ୍ଷରୁ ଏକାଡେମିକ୍ କ୍ୟାଲେଣ୍ଡର ପ୍ରକାଶିତ ହୋଇଛି। ଆସନ୍ତା ୮ ସପ୍ତାହ ଲାଗି ଏହି ଶିକ୍ଷା କ୍ୟାଲେଣ୍ଡରରେ ଅନଲାଇନ୍ ପାଠପଢ଼ା ବେଳେ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ପାଇଁ ବିସ୍ତୃତ ଗାଇଡଲାଇନ୍ ରହିଛି। ପିଲାଙ୍କୁ ଶିକ୍ଷା ପ୍ରଦାନ ବେଳେ ଶିକ୍ଷକ ଶିକ୍ଷୟିତ୍ରୀମାନେ ବୈଷୟିକ ଜ୍ଞାନକୌଶଳ ଓ ସୋସିଆଲ ମିଡିଆର କିଭଳି ବ୍ୟବହାର କରିବେ, ସେ ନେଇ ଜାତୀୟ ଶିକ୍ଷା ଗବେଷଣା ପ୍ରତିଷ୍ଠାନ NCERT ପକ୍ଷରୁ ଏହି କ୍ୟାଲେଣ୍ଡର ପ୍ରସ୍ତୁତ କରାଯାଇଛି। […]

  • Monday, 05 July 2021
afghan
ଜେଲ୍ ଭିତରେ ଆଖିବୁଜା ଗୁଳିମାଡ଼, ୨୯ ମୃତ

କାବୁଲ: ଆଫଗାନିସ୍ତାନର ଗୋଟିଏ ଜେଲରେ ଆତ୍ମଘାତୀ କାର୍ ବୋମା ବିସ୍ଫୋରଣ ଓ ବନ୍ଧୁକଧାରୀ ଆଖିବୁଜା ଗୁଳିବର୍ଷା କରିଛନ୍ତି। ଯେଉଁଥିରେ ୨୯ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ଜଣରୁ ଅଧିକ ଆହତ ହୋଇଛି। ଏହି ଆକ୍ରମଣ ପାଇଁ ବିଦ୍ରୋହୀ ସଂଗଠନ ଆଇଏସଆଇଏଲ ନିଜକୁ ଦାୟୀ କରିଛି। ଆଫଗାନିସ୍ତାନର ଜଲାଲାବାଦଠାରେ ରବିବାର ସନ୍ଧ୍ୟାରେ ଆଫଗାନିସ୍ତାନ ସୁରକ୍ଷାବଳ ଏବଂ ଆତଙ୍କୀଙ୍କ ମଧ୍ୟରେ ଜବରଦସ୍ତ ସଂଖର୍ଷ ହୋଇଥିଲା। ଯାହା ଫଳରେ ଉଭୟ ପାର୍ଶ୍ୱରେ ଗୁଳି ବିନିମୟ ଜାରି ରହିଥିଲା। ଏହି ଆକ୍ରମଣରେ କଏଦୀଙ୍କ […]

  • Monday, 05 July 2021
sushan-sing-rajput
ସୁଶାନ୍ତ ସିଂ ରାଜପୁତଙ୍କ ବାପାଙ୍କ ଅଭିଯୋଗରେ ଏମିତି କହିଲା ମୁମ୍ବାଇ ପୁଲିସ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ବାପା କେ. କେ ସିଂଙ୍କ ଅଭିଯୋଗ ଉପରେ ସ୍ପଷ୍ଟୀକରଣ ରଖିଛି ମୁମ୍ବାଇ ପୋଲିସ। ବାନ୍ଦ୍ରା ପୁଲିସ୍‌ ନିକଟରେ କୌଣସି ଅଭିଯୋଗ ହୋଇନଥିବା ପୁଲିସ କହିଛି। ଫେବ୍ରୁଆରୀ ୨୫ ତାରିଖରେ ସୁଶାନ୍ତଙ୍କ ପରିବାର ଲୋକେ ବାନ୍ଦ୍ରା ପୋଲିସ ନିକଟରେ ଏକ ଲିଖିତ ଅଭିଯୋଗ କରିଥିବା ନେଇ ସୁଶାନ୍ତଙ୍କ ବାପା ଗତକାଲି ଏକ ବିବୃତ୍ତି ଦେଇଥିଲେ। ଯାହାର ଉତ୍ତର ରଖି ଏପରି ସ୍ପଷ୍ଟୀକରଣ ଦେଇଛି ମୁମ୍ବାଇ ପୁଲିସ। ତେବେ ସୁଶାନ୍ତଙ୍କ ଭିଣୋଇ ଓପି ସିଂ […]

  • Monday, 05 July 2021
kulabhusan yadav
କୁଳଭୂଷଣ ମାମଲାରେ ଓକିଲ ନିଯୁକ୍ତି ପାଇଁ ଅନୁମତି ଦେଲେ ଇସ୍‌ଲାମବାଦ ହାଇକୋର୍ଟ

ଇସ୍‌ଲାମବାଦ୍‌: ଗୁଇନ୍ଦାଗିରି ଅଭିଯୋଗରେ ପାକିସ୍ତାନରେ ମୃତ୍ୟୁ ଦଣ୍ଡାଦେଶ ପାଇ ଜେଲରେ ଥିବା ଭାରତର ପୂର୍ବତନ ନୈସେନା ଅଧିକାରୀ କୁଳଭୂଷଣ ଯାଦବ ମାମଲାରେ ନିଜର ପକ୍ଷ ରଖିବା ପାଇଁ ଭାରତ ଓକିଲ ଦେଇ ପାରିବ ବୋଲି ପାକିସ୍ତାନ କୋର୍ଟ ସୋମବାର ଅନୁମତି ଦେଇଛନ୍ତି। ସୋମବାର ଇସ୍‌ଲାମବାଦ୍‌ ହାଇ କୋର୍ଟ ପରିସରରେ ମିଡିଆକୁ ଏ ସମ୍ପର୍କରେ ସୂଚନା ଦେଇ ଆଟର୍ଣ୍ଣି ଜେନେରାଲ ଜାଭେଦ ଖାନ କହିଛନ୍ତି, ଭାରତ ଚାହିଁଲେ କୁଳଭୂଷଣ ମାମଲାରେ ଓକିଲ ରଖି ପାରିବ। ମାତ୍ର ଭାରତୀୟ ଓକିଲ […]

  • Monday, 05 July 2021
ବ୍ରେକିଂ ନ୍ୟୁଜ୍‌; ଜୁଲାଇ ୫, ୨୦୨୧

ଭୁବନେଶ୍ୱର: ଜୁଲାଇ ୬ ତାରିଖରୁ ସମସ୍ତେ କଲେଜ ଓ ବିଶ୍ୱବିଦ୍ୟାଳୟ ଟିଚିଂ ଓ ନନଟିଚିଂ ଷ୍ଟାଫଙ୍କୁ କଲେଜ ଆସିବାକୁ ନିର୍ଦ୍ଦେଶ ପୂର୍ବରୁଦନମରଂ କୋଭିଡ ପାଇଁ ଜାରି ୫୦% ଷ୍ଟାଫଙ୍କୁ ନେଇ ରୋଷ୍ଟର ଡ୍ୟୁଟି ପ୍ରତ୍ୟାହାର ଆଗକୁ UG/PG ପରୀକ୍ଷା ଥିବାରୁ ସମସ୍ତ…

  • Monday, 05 July 2021
କଯକୀମୂସ
ସୁଶାନ୍ତ ମୃତ୍ୟୁ ମାମଲା: ସିବିଆଇ ଯାଞ୍ଚ ପାଇଁ ସୁପାରିଶ କଲେ ବିହାର ସରକାର

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ୍‌ ମାମଲାର ସିବିଆଇ ଯାଞ୍ଚ ଦାବି ଜୋର ଧରିଛି। ବିଭିନ୍ନ ଆଡୁ ଚାପ ପଡ଼ିବା ପରେ ବିହାର ସରକାର CBI ଯାଞ୍ଚ ପାଇଁ ସୁପାରିଶ କରିଛନ୍ତି। ନୀତିଶ କୁମାର ମଙ୍ଗଳବାର କହିଛନ୍ତି, ସୁଶାନ୍ତଙ୍କ ପରିବାର ଲୋକ ଏବଂ ତାଙ୍କର ବାପା ମାମଲାର CBI ଯାଞ୍ଚ ପାଇଁ ଅନୁରୋଧ କରିଥିଲେ। ଏହା ପରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏପରି ଘୋଷଣା କରିଛନ୍ତି। ଅନ୍ୟପକ୍ଷେ ସୁଶାନ୍ତ ସିଂ ମୃତ୍ୟୁ ମାମଲାର ଯାଞ୍ଚ ଭାର ସିବିଆଇକୁ ଦିଆଯାଉ […]

  • Monday, 05 July 2021
mumbai
ପୁଣି ଜଳମଗ୍ନ ମୁମ୍ବାଇ; ରେଳଲାଇନ୍‌ ଉପରକୁ ଖସିଲା ପଥର

ଉମ୍ବାଇ: ପୁଣିଥରେ ଜଳମଗ୍ନ ହେଲା ମୁମ୍ବାଇ ସହର। ପ୍ରବଳ ବର୍ଷାରେ ରାସ୍ତା ଉପରେ ଆଣ୍ଠୁଏ ଉପରେ ପାଣି ଚାଲୁଛି। ତଳିଆ ଅଞ୍ଚଳରେ ଅଣ୍ଟା ଯାଏ ପାଣି ଚାଲୁଥିବାରୁ ଲୋକେ ଯାଆସ କରିବାରେ ସମସ୍ୟା ଭୋଗୁଛନ୍ତି। ବିଗତ ୧୦ ଘଣ୍ଟା ଧରି ମୁମ୍ବାଇରେ ମୁଶଳ ଧାରାରେ ବର୍ଷା ହେବାରୁ ଏଭଳି ସ୍ଥିତି ଉପୁଜିଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ମୁମ୍ବାଇ ଓ ଥାନେ ପାଇଁ ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି। ଆହୁରି ଦୁଇଦିନ ଧରି ବର୍ଷା ଲାଗି […]

  • Monday, 05 July 2021
ram mandir
ଆସନ୍ତାକାଲି ରାମ ମନ୍ଦିର ଭୂମିପୂଜନ; ହନୁମାନଗଡ଼ିରୁ ଆରମ୍ଭ ହେଲାଣି ପୂଜା

ଅଯୋଧ୍ୟା : ଅଯୋଧ୍ୟାରେ ଭଗବାନ ରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଆସନ୍ତା କାଲି ହେବ ଭୂମି ପୂଜନ। ଏହି ଭୂମି ପୂଜନ  କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।  ଏଥିଲାଗି ଚଳଚଞ୍ଚଳ ସାରା ଅଯୋଧ୍ୟା।  ଆଜିଠାରୁ ଅଯୋଧ୍ୟାର ହନୁମାନଗଡ଼ି ମନ୍ଦିରରେ ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ସକାଳରୁ ୮ଟାରୁ ରାମ ଅର୍ଚ୍ଚନା ପୂଜା କାର୍ଯ୍ୟକ୍ରମ ସହ ହନୁମାନଗଡ଼ି ମନ୍ଦିରରୁ ପୂଜା ଆରମ୍ଭ ହୋଇଯାଇଛି । କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଚାଲିଛି କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମରେ ଯେଉଁମାନଙ୍କୁ […]

  • Monday, 05 July 2021
upd
ବାହାରିଲା ସିଭିଲ ସର୍ଭିସ ରେଜଲ୍ଟ: ଅଷ୍ଟମ ସ୍ଥାନରେ ଓଡ଼ିଶାର ଅଭିଷେକ

ନୂଆଦିଲ୍ଲୀ: ପ୍ରକାଶ ପାଇଲା ସିଭିଲ ସର୍ଭିସ ରେଜଲ୍ଟ ୨୦୧୯। ଏଥିରେ ପ୍ରଦୀପ ସିଂହ  IAS ଟପ୍ପର ହୋଇଛନ୍ତି।  ସେହିପରି  ଯତୀନ କିଶୋର ଦ୍ୱିତୀୟ, ପ୍ରତିଭା ବର୍ମାଙ୍କୁ ତୃତୀୟ ସ୍ଥାନ ମିଳିଛି। ସୂଚନାଥାଉ କି, ୨୦୧୯ରେ ମୋଟ ୮୨୯ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି।  ଓଡ଼ିଶାର ଅଭିଷେକ ସରାଫଙ୍କୁ ଅଷ୍ଟମ ରାଙ୍କ ମିଳିଥିବାବେଳେ  ସଂଜିତା ମହାପାତ୍ରଙ୍କୁ ଦଶମ ସ୍ଥାନରେ ଅଛନ୍ତି। ସେହିପରି ୧୦୭ ସ୍ଥାନରେ ଅଂଶୁମାନ ରାଜ, ୧୨୦ ସ୍ଥାନରେ ଅନୁପ ଦାସ,  ୧୨୫ରେ ନବଲ କୁମାର ଜୈନ, ୧୯୦ରେ […]

  • Monday, 05 July 2021
police
ନିର୍ଦ୍ଦୟ ପୋଲିସ! ପାସ୍‌ ନଥିବା କହି ଛାଡ଼ିଲାନି ଗାଡ଼ି, ଅଧାବାଟରେ ଚାଲିଗଲା ରୋଗୀଙ୍କ ଜୀବନ

ଛତିଶଗଡ଼: ଛତିଶଗଡ଼ରେ ପୋଲିସର ନିର୍ଦ୍ଦୟତା ଦେଖିବାକୁ ମିଳିଛି। ଯେଉଁଠାରେ ଜଣେ ଅସୁସ୍ଥ ମହିଳାଙ୍କୁ ଡାକ୍ତରଖାନା ନେବାକୁ ପୋଲିସ ଛାଡ଼ିନଥିଲା।  ଯାହାଦ୍ୱାରା ରାସ୍ତାରେ ହିଁ ମହିଳା ଜଣଙ୍କ ପ୍ରାଣ ହରାଇଥିଲେ। ଛତିଶଗଡ଼ର ବଳରାମପୁରର ଜଣେ ବ୍ୟକ୍ତି ନିଜ ପତ୍ନୀର ଦେହ ଖରାପ କହି ପୋଲିସ ଆଗରେ ବାରମ୍ୱାର ନିବେଦନ କରିଥିଲେ। ଏମିତିକି ବ୍ୟକ୍ତି ଜଣଙ୍କ ହସ୍ପିଟାଲର ସ୍ଲିପ୍‌ ମଧ୍ୟ ଦେଖାଇଥିଲେ, ତଥାପି ପୋଲିସ ବ୍ୟକ୍ତିଙ୍କ ଗାଡ଼ିକୁ ଆଗକୁ ଛାଡ଼ିନଥିଲା। ପୋଲିସି ବ୍ୟକ୍ତିଙ୍କୁ ପାସ୍‌ ମାଗିଥିଲା। ପାସ୍‌ ନ ଦେଇପରିବା […]

  • Monday, 05 July 2021
patna sp
ବିହାର-ମୁମ୍ବାଇ ପୋଲିସ ବିବାଦ ତେଜିଲା; ଏସ୍‌ପି ‍ବିନୟଙ୍କୁ ତୁରନ୍ତ ଛାଡ଼ିବା ପାଇଁ କହିଲେ ପାଟ୍‌ନା ଆଇଜି

ମୁମ୍ବାଇ:  ମୁମ୍ବାଇରେ ଜୋର ଜବରଦସ୍ତି କ୍ୱାରେଣ୍ଟିନ୍‌ରେ ରଖାଯାଇଥିବା ପାଟନା ଏସ୍‌ପି ବିନୟ ତିଓ୍ୱାରୀଙ୍କୁ ତୁରନ୍ତ ଛଡ଼ା ଯାଉ ବୋଲି ବିଏମ୍‌ସିକୁ ପତ୍ର ଲେଖିଛନ୍ତି ପାଟନା ରେଞ୍ଜ ଆଇଜି । ବିଏମ୍‌ସି କମିଶନର ଇକବାଲ ସିଂ ଚହଲଙ୍କୁ ପତ୍ର ଲେଖିଛନ୍ତି ପାଟନା ରେଞ୍ଜ ଆଇଜି ସଞ୍ଜୟ ସିଂହ। ଯେଉଁଥିରେ ସେ ଉଲ୍ଲେଖ କରିଛନ୍ତି, ଏହା ଦ୍ୱାରା ତଦନ୍ତ ପ୍ରକ୍ରିୟାରେ ବାଧା ଉପୁଜୁଛି।  ଗତକାଲି ନିଜେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ମୁମ୍ବାଇରେ ପାଟ୍‌ନା ଏସ୍‌ପିଙ୍କୁ ବାଧ୍ୟତାମୂଳକ କ୍ୱାରେଣ୍ଟିନ୍‌ରେ […]

  • Monday, 05 July 2021
corona
୧୦୩ ବର୍ଷୀୟା କ୍ୟାନ୍ସର ପୀଡ଼ିତା ବୃଦ୍ଧା କରୋନାକୁ ଦେଲେ ମାତ୍‌

ଭୋପାଳ: ମଧ୍ୟପ୍ରଦେଶର ଖାର୍ଗୋନ୍ ଜିଲ୍ଲାରେ ୧୦୩ ବର୍ଷର ଜଣେ ବୃଦ୍ଧା କରୋନାକୁ ମାତ୍‌ ଦେଇଛନ୍ତି। ବୃଦ୍ଧା ଜଣଙ୍କ ଆଗରୁ ଗର୍ଭାଶୟ କ୍ୟାନ୍ସର ରୋଗରେ ପୀଡ଼ିତ ମଧ୍ୟ ଥିଲେ। ଚିକିତ୍ସିତ ହେଉଥିବା ବୃଦ୍ଧାଙ୍କ ଡାକ୍ତରଙ୍କ କହିବା ଅନୁଯାୟୀ, ‘ବଦୱା ସହରରେ ରହୁଥିବା ବୃଦ୍ଧା ରୁକ୍ମିଣୀ ଚୌହାନ ଗତ ଜୁଲାଇ ୨୧ରେ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିଲେ। କିନ୍ତୁ ବୃଦ୍ଧାଙ୍କ ଶରୀରରେ ମହାମାରୀର କୌଣସି ଲକ୍ଷଣ ଦେଖାଯାଇନଥିଲା। ଏନେଇ ବୃଦ୍ଧାଙ୍କୁ ଚିକିତ୍ସା ପାଇଁ ହୋମ୍‌ ଆଇସୋଲେସନ୍‌ରେ ରଖା ଯାଇଥିଲା।’ ରୁକ୍ମିଣୀଙ୍କ […]

  • Monday, 05 July 2021