• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

cp-joshi
ସୁପ୍ରିମକୋର୍ଟରୁ ଆବେଦନ ପ୍ରତ୍ୟାହାର କଲେ ରାଜସ୍ଥାନ ବାଚସ୍ପତି

ଜୟପୁର: ରାଜସ୍ଥାନ ରାଜନୈତିକ ସଙ୍କଟରେ ନୂଆ ଟୁଇଷ୍ଟ। ସୁପ୍ରିମକୋର୍ଟରେ କରିଥିବା ଆବେଦନକୁ ପ୍ରତ୍ୟାହାର କରିନେଇଛନ୍ତି ବାଚସ୍ପତି ସିପି ଯୋଶୀ। ରାଜସ୍ଥାନ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ବାଚସ୍ପତି ଚ୍ୟାଲେଞ୍ଜ କରିଥିଲେ। କିନ୍ତୁ ଆଜି ସେ ନିଜର ଅପିଲକୁ ପ୍ରତ୍ୟାହାର କରିଛନ୍ତି। ଏବେ ଏହି ମାମଲାରେ ଶୁଣାଣି ଜୟପୁର ହାଇକୋର୍ଟରେ ଜାରି ରହିବ। ବାଚସ୍ପତିଙ୍କ ତରଫରୁ ମାମଲା ଲଢ଼ୁଥିବା ବରିଷ୍ଠ ଓକିଲ କପିଲ ସିବଲ କହିଛନ୍ତି, ଯେହେତୁ ହାଇକୋର୍ଟ ନିଷ୍ପତ୍ତି ଶୁଣାଇ ସାରିଛନ୍ତି, ତେଣୁ ଆମେ ଆବେଦନ ପ୍ରତ୍ୟାହାର କରିବାକୁ […]

  • Tuesday, 06 July 2021
cuttack
କଟକ ସହରରୁ ୬୫ କରୋନା ଆକ୍ରାନ୍ତ ଚିହ୍ନଟ, ୬ ଲୋକାଲ କେସ୍

କଟକ: କଟକ ସହରରେ ଆଉ ୬୫ କରୋନା ଆକ୍ରାନ୍ତ ଚିହ୍ନଟ। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୫୯ କ୍ୱାରେଣ୍ଟିନ, ୬ ଲୋକାଲ କଣ୍ଟାକ୍ଟ କେସ୍ ରହିଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ସିଏମ୍‌ସି। କେଉଁ ଅଞ୍ଚଳରୁ କେତେ:- ଖଟବିନ ସାହିରୁ ଆଜି ଆଉ ୨୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେକ୍ ବଜାରରୁ ୮, ଗଣ୍ଡରପୁରରୁ ୪, ନେତାଜୀ ନଗରରୁ ୪ ଜଣ ଚିହ୍ନଟ ହୋଇଛନ୍ତି। ଖାନ୍ ନଗରରୁ ୨, ଦେୱାନ ବଜାରରୁ ୨, ସେଲଟର ଛକରୁ […]

  • Tuesday, 06 July 2021
apps
ଭାରତରେ ବ୍ୟାନ୍ ହେଲା ଆଉ ୪୭ ଚାଇନିଜ୍ ଆପ୍ସ

ନୂଆଦିଲ୍ଲୀ: ଚୀନ୍ ଉପରେ ଆଉଏକ ଜିଡିଟାଲ୍ ଷ୍ଟ୍ରାଇକ୍ କରିଛି ଭାରତ। ଭାରତ ସରକାର ବଡ଼ ପଦକ୍ଷେପ ଉଠାଇ ଚୀନର ଆଉ ୪୭ଟି ଆପ୍ସକୁ ବ୍ୟାନ୍ କରିଛନ୍ତି। ଏହା ପୂର୍ବରୁ ଭାରତ ସରକାର ଚୀନର ୫୯ଟି ଆପ୍ସକୁ ବ୍ୟାନ୍ କରିଥିଲେ। କେବଳ ଏତିକି ନୁହେଁ, ସରକାରଙ୍କ ନଜରରେ ଏମିତି ୨୫୦ ଆପ୍ସ ଉପରେ ନଜର ରହିଛି, ଯେଉଁଥିରେ ଲୋକପ୍ରିୟ ଗେମିଂ ଆପ୍ସ ପବଜୀ ମଧ୍ୟ ସାମିଲ୍‌ ଅଛି। ଆଗାମୀ ଦିନରେ ଏହି ଆପ୍ସ ଉପରେ ମଧ୍ୟ ବ୍ୟାନ୍ ଲାଗିପାରେ। […]

  • Tuesday, 06 July 2021
rahul
କେଉଁଠି ଅଛନ୍ତି ରାହୁଲ୍ ଗାନ୍ଧି? ଜବାବ ମାଗିଲା ବିଜେପି

ନୂଆଦିଲ୍ଲୀ: କରୋନାଭାଇରସ୍ ହେଉ କି ରାଜସ୍ଥାନ ରାଜସ୍ଥାନରେ ଚାଲିଥିବା ରାଜନୈତିକ ସଙ୍କଟ ହେଉ, କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ୍ ଗାନ୍ଧି ଭିଡିଓ ଜରିଆରେ ନିଜର ମତ ସାବ୍ୟସ୍ତ କରିଆସୁଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ରାହୁଲ୍‌ ସାମ୍ନାକୁ ଆସି ସିଧାସଳଖ କୌଣସି ମନ୍ତବ୍ୟ ଦେଇଥିବା ଦେଖିବାକୁ ମିଳିନାହିଁ। ତେବେ କାହିଁକି ରାହୁଲ୍ ସର୍ବସମ୍ମୁଖକୁ ଆସୁନାହାନ୍ତି। ଏହାର ଜବାବ ଦେଇଛି ବିଜେପି। ବିଜେପିର ମୁଖପାତ୍ର ସମ୍ବିତ ପାତ୍ରଙ୍କ କହିବା ଅନୁଯାୟୀ, ରାହୁଲ୍ ଗାନ୍ଧି ହୁଏତ ବର୍ତ୍ତମାନ ଭାରତରେ ନାହାନ୍ତି। ବିଜେପିର ମୁଖପାତ୍ର […]

  • Tuesday, 06 July 2021
pervej
ଆଉ ନାହାନ୍ତି ଆକ୍ସନ ଡାଇରେକ୍ଟର ପରଭେଜ୍‌ ଖାନ୍

ମୁମ୍ବାଇ:ବଲିଉଡ୍‌ ପାଇଁ ଅଶୁଭ କି ୨୦୨୦ ? କାରଣ ଗୋଟିଏ ବର୍ଷରେ ଅନେକ କଳାକାରଙ୍କୁ ହରାଇଲାଣି ବଲିଉଡ୍‌। ଏବେ ବଲିଉଡ୍‌ର ଆକ୍ସନ ଡାଇରେକ୍ଟର ପରଭେଜ୍‌ ଖାନ୍‌ଙ୍କର ପରଲୋକ ହୋଇ ଯାଇଛି। ମାତ୍ର ୫୫ ବର୍ଷ ବୟସରେ ସୋମବାର ପରଭେଜ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ୧୯୮୬ ମସିହାରୁ ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରି ଆସୁଥିଲେ। ପରଭେଜଙ୍କ ସହାୟକ ନିଶାନ୍ତ ଖାନାଙ୍କ କହିବା ଅନୁଯାୟୀ, ସୋମବାର ସକାଳେ ପରଭେଜ୍‌ଙ୍କ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କୁ […]

  • Monday, 05 July 2021
gold
ରେକର୍ଡ ଭାଙ୍ଗିଲା ସୁନା ଦର, ଦ୍ୱିଗୁଣା ହେଲା ରୂପା

ଭୁବନେଶ୍ୱର: ହୁ ହୁ ହୋଇ ବଢ଼ୁଛି ସୁନା ଦର।  ୧୦ ଗ୍ରାମକୁ ହେଲାଣି ୫୨ ହଜାର ଟଙ୍କା । ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ପ୍ରଥମ ଥର ପାଇଁ ସୁନା ଦାମ୍ ୫୨ ହଜାର ହୋଇଛି। ସାଧାରଣତଃ କମୋଡିଟି ଏକ୍ସଚେଞ୍ଜ ତୁଳନାରେ ରିଟେଲ ମାର୍କେଟରେ ସୁନା ଓ ରୂପା ଦର କମ୍ ରହିଥାଏ । ଏବେ ସାରା ବିଶ୍ୱର ଅର୍ଥନୀତିରେ ଅସ୍ଥିରତା ଦେଖା ଦେଇଛି। ଲୋକେ ନିଜ ସଂପତ୍ତିକୁ ସୁରକ୍ଷିତ ରଖିବାକୁ ସୁନା କିଣିଥାନ୍ତି॥ କାରଣ ପ୍ରାୟତଃ ସୁନାର […]

  • Monday, 05 July 2021
docter
ରୋଗୀ ଚିକିତ୍ସା ପାଇଁ ଡାକ୍ତରଙ୍କ ନିଆରା ପଦକ୍ଷେପ, ୟୁଜର୍ସ କହିଲେ...

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିଚାଲିଛି। ଏନେଇ ଲକ୍‌ଡାଉନ୍‌ ଜାରି କରାଯାଇଛି। ଗୋଟେ ପଟେ କରୋନା ଭାଇରସଠୁ ରକ୍ଷା ପାଇବା ପାଇଁ ଲୋକମାନେ ଘରେ ରହୁଥିବାବେଳେ, ଅନ୍ୟପଟେ ଡାକ୍ତର ନିଜ ପରିବାରକୁ ଛାଡ଼ି ଏହି ଭାଇରସ ସହିତ ଲଢ଼େଇ କରୁଛନ୍ତି। ଏଭଳି ପରିସ୍ଥିତିରେ  ସୋସିଆଲ ମିଡିଆରେ ଏକ ଡାକ୍ତରଙ୍କ ଭିଡିଓ ଖୁବ୍‌ ଜୋରରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଡାକ୍ତର ବିନା ପିପିଇ କିଟ୍‌ରେ ରୋଗୀର ଚିକିତ୍ସା କରୁଛନ୍ତି। ନିଜର ଷ୍ଟେଥୋସ୍କୋପ୍ ତାରକୁ […]

  • Monday, 05 July 2021
china
କରୋନା ଟିକା ଯୋଗାଇବା ନାଁରେ ଏହି ରାଷ୍ଟ୍ରମାନଙ୍କୁ ନିଜ ସପକ୍ଷକୁ ଆଣିବାକୁ ଚେଷ୍ଟା କରୁଛି ଚୀନ

ବେଜିଂ:କରୋନାକୁ ନେଇ ଆମେରିକା, ଅଷ୍ଟ୍ରେଲିଆ, ଭାରତ ତଥା ଅନ୍ୟାନ୍ୟ ରାଷ୍ଟ୍ର ଚୀନକୁ ଦୋଷ ଦେଉଛନ୍ତି। ଆନ୍ତର୍ଜାତିକ ସ୍ତରରେ ପ୍ରମୁଖ ରାଷ୍ଟ୍ର ସହ ସମ୍ପର୍କ ବିଗିଡିବା ତଥା ଦକ୍ଷୀଣ ଚୀନ ସାଗରରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିକୁ ଦେଖିବା ପରେ ଏବେ ଚୀନ ତାହାର ରଣନୀତି ବଦଳାଇଛି। ପାକିସ୍ତାନ, ନେପାଳ, ଆଫଗାନିସ୍ତାନକୁ ନିଜ ସପକ୍ଷକୁ ଆଣିବା ପାଇଁ ଚେଷ୍ଟା କରୁଛି। ଏହି ରାଷ୍ଟ୍ରମାନଙ୍କ ସହ  ଆଜି ଏକ ଡିଜିଟାଲ ବୈଠକ କରିଛି।  Belt and Road Initiative ଏବଂ କରୋନା ସଂକ୍ରମଣ […]

  • Monday, 05 July 2021
mayabati
କଂଗ୍ରେସ ଉପରେ ବର୍ଷିଲେ ମାୟାବତୀ, କହିଲେ-‘ଚୋରି କରି ଦୋଷ ଲଦୁଛି’

ଜୟପୁର: ରାଜସ୍ଥାନ ରାଜନୀତି ଦିନକୁ ଦିନ ରୋଚକ ମୋଡ ନେଉଛି। କଂଗ୍ରେସର ଦଳୀୟ ବିବାଦକୁ ନେଇ ଏବେ ମୁହଁ ଖୋଲିଛନ୍ତି ବିଏସ୍‌ପି ମୁଖ୍ୟ ମାୟାବତୀ। କ୍ଷମତା ବିବାଦକୁ ନେଇ କଂଗ୍ରେସ ଉପରେ ପ୍ରବଳ ବର୍ଷିଛନ୍ତି ମାୟାବତୀ। ଚୋରି କରି କଂଗ୍ରେସ ପାଲଟା ଦୋଷ ଲଦୁଛି ବୋଲି ଗେହଲଟ ସରକାରକୁ ଆକ୍ଷେପ କରି କହିଛନ୍ତି। ହିନ୍ଦୀରେ ଏହାକୁ ‘ଉଲଟା ଚୋର କୋତୱାଲ୍ କୋ ଡାଟେ’ ବୋଲି ମୟାବତୀ କହିଛନ୍ତି। ରାଜସ୍ଥାନରେ ବିଏସପିର  ୬ ଜଣ ବିଧାୟକଙ୍କୁ ନିଜ ଦଳରେ […]

  • Monday, 05 July 2021
police
ଦିନକରେ ୧୩୮ ପୋଲିସ କର୍ମୀ କରୋନା ପଜିଟିଭ, ୩ମୃତ

ମୁମ୍ୱାଇ: ମହାରାଷ୍ଟ୍ରରେ କରୋନାଭାଇରସ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ସଂକ୍ରମଣର ଗତି ଏପରି ବୃଦ୍ଧି ପାଇଛି ଯେ ଲୋକଙ୍କୁ ସୁରକ୍ଷା ଦେବାରେ ନିୟୋଜିତ ପୋଲିସ କର୍ମଚାରୀମାନେ ଏହାର ଶୀକାର ହେଉଛନ୍ତି। ଏନେଇ ମହାରାଷ୍ଟ୍ରରେ ୨୪ ଘଣ୍ଟା ମଧ୍ୟରେ ୧୩୮ ପୋଲିସ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିମଧ୍ୟରୁ ୩ଜଣଙ୍କର ମୃତ୍ୟୁ ଘଟିଛି। ମହାରାଷ୍ଟ୍ରରେ ବର୍ତ୍ତମାନ ସୁଦ୍ଧା ମୋଟ ୯୭ ଜଣ ପୋଲିସ କରୋନା ଭାଇରସରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ୬୬୭୦ ପୋଲିସ କର୍ମଚାରୀ ସୁସ୍ଥ ହୋଇ […]

  • Monday, 05 July 2021