• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

uddhav thackeray
ଆସ୍ଥା ଭୋଟ୍‌ର ସମ୍ମୁଖୀନ ହୋଇପାରନ୍ତି ଉଦ୍ଧବ ସରକାର

ମୁମ୍ବାଇ: ମହାରାଷ୍ଟ୍ରରେ କଂଗ୍ରେସ-ଏନ୍‌ସିପି ଓ ଶିବସେନା ମିଳିତ ଭାବେ ସରକାର ଗଠନ କରିଛନ୍ତି। ଏହି ମେଣ୍ଟ ସରକାରରେ ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ମେଣ୍ଟ ସରକାର ସପକ୍ଷରେ ୧୬୨ରୁ ଅଧିକ ବିଧାୟକ ରହିଥିବା ୩ ଦଳ ଦାବି କରିଛନ୍ତି।ହେଲେ ଆସନ୍ତାକାଲି ଉଦ୍ଧବ ସରକାରଙ୍କୁ ବିଧାନସଭାରେ ଆସ୍ଥା ଭୋଟର ସମ୍ମୁଖୀନ ହେବାକୁ ପଡ଼ିପାରେ ବୋଲି ଜଣାପଡ଼ିଛି। ଆସ୍ଥା ଭୋଟ ଜରିଆରେ ହିଁ ଉଦ୍ଧବ ସରକାରଙ୍କ ସମର୍ଥନରେ କେତେ ବିଧାୟକ ରହିଛନ୍ତି, ତାହା ସାମ୍ନାକୁ ଆସିବ। ମିଳିଥିବା […]

  • Monday, 12 July 2021
representationl image
ଭଉଣୀଙ୍କୁ ଫୋନ୍‌ କରି କହିଲେ- ‘ଗାଡ଼ି ଖରାପ ହୋଇଯାଇଛି, ମୋତେ ଏଠି ବହୁତ ଡର ଲାଗୁଛି’

ହାଇଦ୍ରାବାଦ: ‘ଗାଡ଼ି ଖରାପ ହୋଇଯାଇଛି, ମୋତେ ଏଠି ବହୁତ ଡର ଲାଗୁଛି’ ଜଣେ ମହିଳା ଡାକ୍ତର ତାଙ୍କ ଭଉଣୀଙ୍କୁ ଫୋନ୍‌ କରି ଏହି କଥା କହିଥିଲେ। ଶେଷରେ ଏମିତି କିଛି ଘଟିଲା ଯାହା ଜାଣିଲା ପରେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ। ଘଟଣା ଘଟିଛି ହାଇଦ୍ରାବାଦର ଶାଦନଗର ଅଞ୍ଚଳରେ। ଦୁଷ୍କର୍ମ ପରେ ଜଣେ ମହିଳା ଡାକ୍ତରଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ଜାଣନ୍ତୁ ପୂରା ଘଟଣା ସମ୍ପର୍କରେ… ୨୨ ବର୍ଷୀୟ ଏହି Veterinary ମହିଳା ଡାକ୍ତର ବୁଧବାର ଦିନ […]

  • Monday, 12 July 2021