ନୂଆଦିଲ୍ଲୀ: ଦୀର୍ଘ ସାତ ବର୍ଷ ପରେ ମିଳିଲା ନିର୍ଭୟାଙ୍କୁ ନ୍ୟାୟ। ଶେଷରେ ଫାଶିଖୁଣ୍ଟରେ ଝୁଲିଲେ ନିର୍ଭୟା ଗଣଦୁଷ୍କର୍ମ ମାମଲାର ଚାରି ଦୋଷୀ। ଏହି ଚାରି ଦୋଷୀ ହେଲେ- ଅକ୍ଷୟ ଠାକୁର, ବିନୟ ଶର୍ମା, ମୁକେଶ ସିଂ ଓ ପୱନ ତିୱାରୀ। ନିର୍ଦ୍ଧାରିତ ସମୟ ଆଜି ସକାଳ ସାଢ଼େ ପାଞ୍ଚଟାରେ ଏହି ଚାରି ଦୋଷୀଙ୍କୁ ଫାଶି ଦିଆଯାଇଥିଲା। ପ୍ରଥମ ଥର ପାଇଁ ଏହି ଚାରି ଜଣଙ୍କୁ ଏକ ସଙ୍ଗେ ଫାଶୀ ଦିଆଯାଇଛି। ଅଧା ଘଣ୍ଟା ଯାଏ ଏହି ଦୋଷୀମାନଙ୍କୁ […]