• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

0001
କରୋନା ଭାଇରସ୍‌କୁ ନେଇ ଚାଇନାକୁ ଘେରିଲା ସାରା ବିଶ୍ୱ

ପେଇଚିଂ: କରୋନା ଭାଇରସକୁ ନେଇ ଚୀନ-ଆମେରିକା ମୁହାଁମୁହିଁ ହୋଇଥିବାବେଳେ ଏବେ ଲଦାଖ ସୀମାନ୍ତକୁ ନେଇ ଭାରତ-ଚୀନ ମଧ୍ୟରେ ଏକ ପ୍ରକାର ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ଖାଲି ଭାରତ, ଆମେରିକା ନୁହେଁଁ,  ଏବେ କରୋନା ଭାଇରସକୁ ନେଇ ସାରା ଦୁନିଆ ଚୀନକୁ ଘେରିଛି। ତଥାପି ଚୀନର ଦିମାକ୍ କମିନି। ପରିସ୍ଥିତିକୁ ସ୍ୱାଭାବିକ କରିବା ପାଇଁ ଚେଷ୍ଟା ନ କରି ଚୀନ ରାଷ୍ଟ୍ରପତି ଶି ଜିନପିଙ୍ଗ ନିଜ ସେନାଙ୍କୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବା ଲାଗି କହିଛନ୍ତି। ଅନ୍ୟପକ୍ଷେ […]

  • Tuesday, 13 July 2021
commander
ସର୍ଭିସ ରିଭଲଭରରୁ ଗୁଳି କରି ୨ ସାଥୀଙ୍କୁ ହତ୍ୟା କଲେ ଯବାନ

ରାୟପୁର:ଛତିଶଗଡ଼ର ନକ୍ଲଲ ପ୍ରଭାବିତ ନାରାୟଣପୁର ଜିଲ୍ଲା  ଅମଦଇ ଘାଟି କ୍ୟାମ୍ପରେ ଯବାନମାନଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ଲାଗିଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଜଣେ ଯବାନ ତାଙ୍କ ସାଥୀ ଯବାନଙ୍କ ଉପରକୁ ଗୁଳି ଚଳାଇ ଦେଇଥିଲେ। ଫଳରେ ୨ ସୁରକ୍ଷାକର୍ମୀଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଆହତ ହୋଇଛନ୍ତି। ବସ୍ତର ଆଇଜି ପି.ସୁନ୍ଦର ପି କହିଛନ୍ତି, ନାରାୟଣପୁର ଜିଲ୍ଲାର ଛୋଟଡୋଙ୍ଗର ଥାନାର ଘାଟି ଅଞ୍ଚଳରେ  ଛତିଶଗଡ଼ ସୁରକ୍ଷାକର୍ମୀଙ୍କ ୯ମ ବାଟାଲିଅନର  କ୍ୟାମ୍ପ ପଡ଼ିଥିଲା। କ୍ୟାମ୍ପରେ ଶୁକ୍ରବାର ରାତିରେ […]

  • Tuesday, 13 July 2021
terror
ଆତ୍ମସମର୍ପଣ ନ କରିବାରୁ ୨ ଆତଙ୍କୀଙ୍କୁ ଗୁଳି କରି ଦେଲେ ସୁରକ୍ଷାକର୍ମୀ

କୁଲଗାମ:ଜମ୍ମୁ କାଶ୍ମୀରର କୁଲଗାମ ଜିଲ୍ଲାରେ ଆଜି ସୁରକ୍ଷାକର୍ମୀ-ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କୀ ନିପାତ ହୋଇଛନ୍ତି। ଆତଙ୍କବାଦୀମାନେ ୱାମପୋରାରେ ଲୁଚି ରହିଥିଲେ। ସୂଚନା ପାଇବା ପରେ ସୁରକ୍ଷାକର୍ମୀମାନେ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରିଥିଲେ। ଦୁଇ ଆତଙ୍କୀଙ୍କୁ ଆତ୍ମସମର୍ପଣ କରିବା ପାଇଁ କୁହାଯାଇଥିଲା। ହେଲେ ସେମାନେ ଶୁଣି ନ ଥିଲେ। ଶେଷରେ ସୁରକ୍ଷାକର୍ମୀ ଉଭୟଙ୍କୁ ଲକ୍ଷ୍ୟ କରି ଗୁଳିମାଡ଼ କରିଥିଲେ। ଫଳରେ ଉଭୟଙ୍କର ମୃତ୍ୟୁ ଘଟିଥିଲା। ନିହତ ଆତଙ୍କୀ ଦ୍ୱୟ ଲସ୍କର-ଏ-ତୋଏବାର ବୋଲି […]

  • Tuesday, 13 July 2021
1213
ଦେଶରେ କରୋନା ମୃତ୍ୟୁ ହାର କମୁଛି, ଏପ୍ରିଲ ପରେ ପ୍ରଥମଥର ପାଇଁ ୩% ରୁ କମ୍‌

ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସର ପ୍ରକୋପ ମଧ୍ୟରେ ଏକ ଖୁସି ଖବର ସାମ୍ନାକୁ ଆସିଛି। ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ତ ବଢୁଛି। ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଛି। ହେଲେ କରୋନାର ପ୍ରାଣଘାତୀ ଭୟ କମିବାରେ ଲାଗିଛି।  ଭାରତରେ କରୋନା ଭାଇରସ କେସ୍‌ ଫଟାଲିଟି ରେଟ୍‌ (Case Fatality Rate)ଶୁକ୍ରବାର ୨.୮୪ ପ୍ରତିଶତ ଥିଲା । ଗତ ଦେଢ ମାସ ମଧ୍ୟରେ ପ୍ରଥମ ଥର ପାଇଁ ୩ ପ୍ରତିଶତ ତଳକୁ ଆସିଛି । ଅର୍ଥାତ୍‌ କରୋନା […]

  • Tuesday, 13 July 2021
modi
ଦେଶବାସୀଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଚିଠି-ଆମେ ଆମର ବର୍ତ୍ତମାନ ଗଢିବା, ଭବିଷ୍ୟତ ବି

ନୂଆଦିଲ୍ଲୀ: ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତି ହୋଇଛି । ଦେଶରେ ବହୁ ଦଶନ୍ଧି ପରେ କୌଣସି ସଂଖ୍ୟାଗରିଷ୍ଠ ସରକାରକୁ ଲଗାତାର ଦ୍ୱିତୀୟ ଥର ପାଇଁ ଦେଶବାସୀ ପୂର୍ଣ୍ଣ ବହୁମତ ସହିତ ଶାସନ ଭାର ଅର୍ପଣ କରିଥିବାରୁ  ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ସରକାରଙ୍କ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଡିଓ ବାର୍ତ୍ତା ଜରିଆରେ କରୋନା ସଂକ୍ରମଣ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଆହ୍ୱାନ ଦେଇଛନ୍ତି । ଘଡ଼ିସନ୍ଧି […]

  • Tuesday, 13 July 2021
mumbai
ପୁଲଓ୍ୱାମା-୨ ଷଡ଼ଯନ୍ତ୍ର ଉଦ୍ୟମ ରଚିଥିବା ଆତଙ୍କୀକୁ ଚିହ୍ନଟ କଲା ପୋଲିସ

ନୂଆଦିଲ୍ଲୀ: ପୁଲଓ୍ୱାମା-ପାର୍ଟ ୨କୁ ରୂପ ଦେବା ପାଇଁ ଷଡ଼ଯନ୍ତ୍ର କରିଥିବା ଜଣେ ସ୍ଥାନୀୟ ଆତଙ୍କବାଦୀକୁ ଚିହ୍ନଟ କରିଛି ଜାମ୍ମୁ ଓ କାଶ୍ମୀର ପୋଲିସ । ଏହି ଆତଙ୍କବାଦୀ ଜଣଙ୍କ ସୋପିଆନ୍ ଅଞ୍ଚଳର ହିଦାୟତୁଲ୍ଲା ମଲ୍ଲିକ । ଗତକାଲି ସୁରକ୍ଷାବଳର ଅପରେସନରେ ଧରାପଡ଼ିଥିବା ବିସ୍ଫୋରକ ବୋଝେଇ କାରର ମାଲିକ ହେଉଛି ହିଦାୟତୁଲ୍ଲା।  ଗତ ବର୍ଷ ଜୁଲାଇରେ ଆତଙ୍କବାଦୀ ସଂଗଠନ ହିଜବୁଲ୍ ମୁଜାହିଦିନ୍ ସହ ଯୋଡି ହୋଇଥିଲା ହିଦାୟତୁଲ୍ଲା। ଏହି ଘଟଣାରେ ପୋଲିସ ଅଧିକ ଛାନଭିନ୍ କରୁଛି । ୨୦୧୯ […]

  • Tuesday, 13 July 2021
robert
କରୋନା ଯୋଦ୍ଧାଙ୍କ ପାଇଁ ୭ମ ଶ୍ରଣୀ ଛାତ୍ର ବାହାର କଲେ ରୋବର୍ଟ

ନୂଆଦିଲ୍ଲୀ: ସପ୍ତମ ଶ୍ରେଣୀ ଛାତ୍ରଙ୍କ ସ୍ମାର୍ଟ ଓ୍ୱାର୍କ । ଲକଡାଉନ ସମୟରେ ଘରେ ରହି ବିକଶିତ କରିଛନ୍ତି ଏକ ସ୍ମାର୍ଟ ରୋବର୍ଟ। କୋରନା ରୋଗୀଙ୍କ ଚିକିତ୍ସା ପାଇଁ କୋଭିଡ୍ ହସ୍ପିଟାଲରେ କାମ କରୁଥିବା ଓ୍ୱାର୍ଡ ବୟ, ନର୍ସ, ଡାକ୍ତରଙ୍କୁ ଏହି ରୋବର୍ଟ କାମରେ ଆସିବ । ସଂକ୍ରମିତ ବ୍ୟକ୍ତିଙ୍କୁ ଚିକିତ୍ସା କରିବା ବେଳେ ସେମାନେ ସିଧାସଳଖ ରୋଗୀଙ୍କ ସଂସ୍ପର୍ଶରେ ଆସୁଛନ୍ତି। ତେଣୁ ସେମାନଙ୍କ ପାଖରେ ସଂକ୍ରମଣ ହେବାର ଭୟ ଅଧିକ ଥାଏ। ତେଣୁ  କରୋନା ରୋଗୀଙ୍କ ପାଖକୁ […]

  • Tuesday, 13 July 2021
tv show
ଲାଇଭ୍‌ ସୋ’ ଚାଲିଥିବାବେଳେ ଡେଇଁ ପଡ଼ିଲା ମାଙ୍କଡ, ଦୌଡ଼ି ପଳାଇଲେ ଆଙ୍କର

ସୋଶାଲ ମିଡିଆରେ ଏକ ଭିଡିଓ ଖୁବ୍‌ ଭାଇରାଲ ହୋଇଛି । ଲାଇଭ ଟିଭି କାର୍ଯ୍ୟକ୍ରମ ଚାଲିଥିବାବଳେେ ଏକ ମାଙ୍କଡ ଟିଭି ହୋଷ୍ଟଙ୍କୁ ହଠାତ୍ ଆକ୍ରମଣ କରୁଛି । ଏହାପରେ ଜଣେ ଆକ୍ଟରଙ୍କ ଇଣ୍ଟରଭ୍ୟୁ ନେଉଥିବା ହୋଷ୍ଟ ଇଣ୍ଟରଭ୍ୟୁ ଛାଡ଼ି ଷ୍ଟୁଡିଓରୁ ଦୌଡ଼ି ପଳାଉଛନ୍ତି । ସାକ୍ଷାତକାର ଚାଲିଥିବାବେଳେ ଏକ ମାଙ୍କଡ ହଠାତ୍ ଆଙ୍କରଙ୍କ ଉପରକୁ ଆକ୍ରମଣ କରିଥିଲା । ଡେଲି ଷ୍ଟାର ରିପୋର୍ଟ ଅନୁସାରେ ଏହି ଭାଇରାଲ ଭିଡିଓ ଇଜିପ୍ଟର ବୋଲି ଜଣାଯାଇଛି । ଇଜିପ୍‌ଟର ଅଲ […]

  • Tuesday, 13 July 2021
train
୨୦୨୨ ସୁଦ୍ଧା ହେବ ୧୦୦ ନୂଆ ଏୟାରପୋର୍ଟ, ଗଡ଼ିବ ବୁଲେଟ୍‌ ଟ୍ରେନ୍‌

ନୂଆଦିଲ୍ଲୀ: ସଂସଦରେ ଆଜି ୨୦୨୦-୨୧ ବର୍ଷ ପାଇଁ  ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସଂସଦରେ ବଜେଟ୍‌ ଉପସ୍ଥାପନ ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି, ‘୨୦୨୪ ସୁଦ୍ଧା ଉଡ଼ାନ ଯୋଜନାରେ ଆଉ ୧୦୦ ଏୟାରପୋର୍ଟ ନିର୍ମାଣ କରାଯିବ।  ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ୍‌ୱେ ଓ ଆଉ ୨ଟି ପ୍ରୋଜେକ୍ଟସ୍‌ ୨୦୨୩ ସୁଦ୍ଧା ଶେଷ ହେବ। ଏହାସହ ଆଗାମୀ ଆର୍ଥିକ ବର୍ଷରେ ଟ୍ରାନ୍ସପୋର୍ଟ ଇନ୍‌ଫ୍ରାଷ୍ଟ୍ରକ୍ଚର୍‌ ପାଇଁ ୧.୭ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ସେହିପରି ପ୍ରମୁଖ […]

  • Tuesday, 13 July 2021
0000000000
‘କରୋନା ମୁକ୍ତ ଲୋକଙ୍କ ପାଖରେ ଇମ୍ୟୁନିଟି ମାତ୍ର ୬ ମାସ ରୁହେ !

ନୂଆଦିଲ୍ଲୀ:କରୋନା ଭାଇରସ ସଂକ୍ରମଣରୁ ମୁକ୍ତ ବ୍ୟକ୍ତିଙ୍କ ଇମ୍ୟୁନିଟି ପାୱାର ଅଧିକ ହୋଇଯାଇଥାଏ ବୋଲି ଆଜିଯାଏ ବିଶ୍ୱାସ ଥିଲା । ହେଲେ ସଦ୍ୟ ଏକ ଗବେଷଣାରୁ ଜଣାଯାଇଛି,  ସଂକ୍ରମଣରୁ ମୁକ୍ତ ଲୋକଙ୍କ ଇମ୍ୟୁନିଟି ମାତ୍ର ୬ ମାସ ପର୍ଯ୍ୟନ୍ତ କାମ କରିଥାଏ । ସେଥିପାଇଁ ଯେଉଁ ଲୋକମାନଙ୍କୁ କରୋନାମୁକ୍ତ ବୋଲି ଘୋଷଣା କରାଯାଉଛି, ପୁଣି ଥରେ ସେମାନଙ୍କୁ ରୋଗ ସଂକ୍ରମଣ କରିବାର ଭୟ ରହିଛି । କରୋନା ମୁକ୍ତ ହେବା ପରେ ଲୋକଙ୍କ ଇମ୍ୟୁନିଟି ବଢିଯାଏ । ତାଙ୍କ […]

  • Tuesday, 13 July 2021
modi-trump
ଟ୍ରମ୍ପ କହିଲେ ‘ମୋଦିଙ୍କ ସହ କଥା ହୋଇଛି’, ଭାରତ କହିଲା ‘ମିଛ କଥା’

ନୂଆଦିଲ୍ଲୀ: ଚୀନ୍ ସହ ସୀମା ବିବାଦ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥା ହୋଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଦୁଇ ଦେଶ ମଧ୍ୟରେ ଯେଉଁ ସ୍ଥିତି ଉପୁଜିଛି ତାକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ଭଲ ମୁଡ୍ ରେ ନାହାନ୍ତି ବୋଲି କହିଛନ୍ତି ଟ୍ରମ୍ପ। ସେ ଏକଥା ମଧ୍ୟ କହିଛନ୍ତି ଯେ, ଦୁଇ ଦେଶ ମଧ୍ୟରେ ବଡ଼ ସଂଘର୍ଷ ଚାଲିଛି।  ୧. ୪ ବିିଲିୟନ ଜନସଂଖ୍ୟା ଥିବା ଏହି ଦୁଇ ରାଷ୍ଟ୍ର ସାମରିକ କ୍ଷେତ୍ରରେ ବେଶ୍ […]

  • Tuesday, 13 July 2021
farmer
‘୨୦୨୨ ସୁଦ୍ଧା କୃଷକଙ୍କ ଆୟ ଦ୍ୱିଗୁଣିତ କରିବାକୁ ଲକ୍ଷ୍ୟ’

ନୂଆଦିଲ୍ଲୀ: ସଂସଦରେ ଆଜି ୨୦୨୦-୨୧ ବର୍ଷ ପାଇଁ  ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। କେନ୍ଦ୍ର ଅର୍ଥମନ୍ତ୍ରୀ ତାଙ୍କ ପ୍ରାରମ୍ଭିକ ଭାଷଣରେ ମୋଦି ସରକାରଙ୍କ ସଫଳତା କଥା ବଖାଣି ଥିଲେ। ସେ କହିଥିଲେ, “ଲୋକେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତାର ସହ ମୋଦିଙ୍କୁ ଜିତାଇଛନ୍ତି। ଆମ ସରକାର ଲୋକଙ୍କ ପାଇଁ କାର୍ଯ୍ୟ କରି ଆସୁଛି। ନିମ୍ନରୁ ନିମ୍ନତମ ସ୍ଥାନରେ ଥିବା ଲୋକଙ୍କୁ ସହଯୋଗ କରିବା ଆମର କର୍ତ୍ତବ୍ୟ। ଜିଏସ୍‌ଟି ଆମ ଦେଶର ସବୁଠାରୁ ଐତିହାସିକ ନିଷ୍ପତ୍ତି। ଜାତୀୟ […]

  • Tuesday, 13 July 2021
fm minister
‘ମୋଦି ସରକାର ମହଙ୍ଗା ମାଡ଼କୁ କାବୁ କରିଛନ୍ତି’

ନୂଆଦିଲ୍ଲୀ: ସଂସଦରେ ଆଜି ୨୦୨୦-୨୧ ବର୍ଷ ପାଇଁ  ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବଜେଟ୍‌ ଉପସ୍ଥାପନ ପୂର୍ବରୁ ଅର୍ଥମନ୍ତ୍ରୀଙ୍କ ହାତରେ ବ୍ରିଫ୍‌କେସ୍‌ ବଦଳରେ ‘ବହି-ଖାତା’ ଧରି ଥିବା ଦେଖିବାକୁ ମିଳିଥିଲା। ବହି-ଖାତା ଭାରତୀୟ ସଂସ୍କୃତିର ପ୍ରତୀକ ବୋଲି କୁହାଯାଏ। ତେଣୁ ପାଶ୍ଚାତ୍ୟ ବ୍ରିଫ୍‌କେସ୍‌ ବ୍ୟବସ୍ଥା ଛାଡ଼ି ସରକାର ବହି-ଖାତା ଆପଣାଇଥିବା ଜଣାପଡ଼ିଛି। ନିର୍ମଳା ସୀତାରମଣଙ୍କ ଏହା ହେଉଛି ଦ୍ୱିତୀୟ ସାଧାରଣ ବଜେଟ୍‌। ଅନ୍ୟପକ୍ଷରେ ବଜେଟ୍‌ […]

  • Tuesday, 13 July 2021